News
lipub
samparksetu

ଭୁବନ ବିଜେପି ର ବୈଠକ ; ବିଜେପି ରେ ସାମିଲ ହେଲେ ରଥ ସେଠୀ

ଭୁବନ ଶ୍ରୀରାମ ମନ୍ଦିର ପ୍ରାଙ୍ଗଣରେ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେଇଯାଇଛି । ଏହି ଵୈଠକରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀର ବିଜେପିର ବିଧାୟକ ପ୍ରାର୍ଥୀ ଶତ୍ରୁଘ୍ନ ଜେନା ପୂର୍ବତନ ଜିଲ୍ଲା ସଭାପତି ପ୍ରେମାନନ୍ଦ ଜେନା ଯୋଗ ଦେଇଥିଲେ । ନଗରମଣ୍ଡଳର ସଭାପତି ଭବାନୀ

ସଂକଟରେ କୁମ୍ଭାର କାରିଗର ; ଭାଙ୍ଗିରୁଜି ଗଲାଣ ଭାଟି, ବିକ୍ରି ହୋଇପାରୁନି ସାମଗ୍ରୀ

କରୋନା ରେ ଜୀବନଜୀବିକା ପ୍ରଭାବିତ ହୋଇ ପଡିଛି । ଏହି କ୍ଷେତ୍ରରେ ଘୋର ସଂକଟ ରେ କାଳାତିପାତ କରୁଛନ୍ତି କୁମ୍ଭାର ପରିବାର।ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାଲିକୁମା ପଞ୍ଚାୟତର କୋଇ କୁମ୍ଭାର ସାହିରେ ହାଣ୍ଡି ମାଠିଆ ଗଢିବା ବିକ୍ରି କରିବାପେଷା ଏହି କୁମ୍ଭାର କାରିଗରଙ୍କର ,ଯାହା

ଓଲଟିଲା ଅଟୋ ; ୧୭ ମହିଳା ଶ୍ରମିକ ଗୁରୁତର ଆହତ

ଗଁଦିଆ ଥାନା ଧନିଆନାଳୀ ନିକଟରେ ବିଲେରୋ -ଅଟୋ ମୁହଁ।-ମୁହିଁ ଧକ୍କ। ହେବା ଫଳରେ ୧୭ ଜଣ ମହିଳା ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଗଁଦିଆ ପଟୁ ଏକ ଅଟୋ ୧୭ ଜଣ ମହିଳା ଶ୍ରମିକକୁ ନେଇ ଆସୁଥିବା ବେଳେ ଅପରପକ୍ଷରୁ ଏକ ବୋଲେରୋ ଆସି ଅଟୋ କୁ ଧକ୍କା ମାରି ପଳାଇଥିଲା । ତେବେ

ବନ୍ଧୁତା

ବନ୍ଧୁ ......ନିର୍ମଳ ଐଶ୍ଵରିୟ ଭିର୍ଣ୍ଣ ଏକ ସମ୍ପର୍କଜୀବନର ଗୁରୁତ୍ୱପୂର୍ଣ୍ଣ ଭୂମିକାବନ୍ଧୁ କେବଳ ଶବ୍ଦ ନୁହେଁମନର ଅନୁଭବ ଓ ଆତ୍ମାର ଅତ୍ମୀୟତା || ବନ୍ଧୁ.....ଜୀବନର ପ୍ରତିନିଧିତ୍ଵ ସମ୍ପର୍କସୁଖ ଦୁଃଖ ବନ୍ଧନର ସର୍ବୋତ୍ତମ ଦର୍ପଣବନ୍ଧୁତ୍ୱ ବୟସର ମାପ କାଠି ନୁହେଁଅସରାଏ

କୋହଳ ହେଲା କରୋନା କଟକଣା , ଆଜିଠାରୁ ଖୋଲିଲା ଢେଙ୍କାନାଳ ଓ କପିଳାସ ବିଜ୍ଞାନ କେନ୍ଦ୍ର

କୋହଳ ହୋଇଛି କରୋନା କଟକଣା । ଆଜିଠାରୁ ସକାଳ ୬ରୁ ରାତି ୮ ପର୍ଯ୍ୟନ୍ତ ଖୋଲା ରହିବ ଦୋକାନ ବଜାର । ୫୦% କ୍ଷମତାରେ ଖୋଲିବ ମଲ, ହଲ ଓ ହୋଟେଲ । ନାଇଟ କର୍ଫ୍ୟୁ ବଳବତର, ମନ୍ଦିର ଖୋଲିବା ନିଷ୍ପତି ନେବେ ସ୍ଥାନୀୟ ପ୍ରଶାସନ । ମାସ ମାସ ଧରି କଟକଣା ଜାରି ରହିଥିବାରୁ, ଜୀବନ ଜୀବିକା

ବାପା ଥିଲେ ରୋଷେୟା , ପୁଅ ଏବେ ଆଇଏସଏସ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ତଳବେରଣା ଗ୍ରାମର ଶ୍ରୀ ପ୍ରଫୁଲ୍ଲ ଦାସ ଏବଂ ଝରଣା ଦାସ ଙ୍କ ୨ୟ ପୁତ୍ର ଡ଼ଃ ପ୍ରଭାତ ଦାସ ୟୁପିଏସସି ଅଧୀନରେ ଥିବା ଆଇଏସଏସ ୨୦୨୦ ପରୀକ୍ଷାରେ ସଫଳତା ଅର୍ଜନ କରି ଢେଙ୍କାନାଳ ଜିଲ୍ଲା ପାଇଁ ଗର୍ଵ ଆଣିଛନ୍ତି । ସର୍ଵଭାରତୀୟ ସ୍ତରରେ ଆଇ ଏସ ଏସ ପାଇଁ

ସଡ଼କ ଦୁର୍ଘଟଣା ରେ ଯୁବକ ମୃତ !

ପରଜଙ୍ଗ ଥାନା ଦଦରାଘାଟି ଫାଣ୍ଡି ଅନ୍ତର୍ଗତ ରଙ୍ଗଥଳୀ ନିକଟରେ ସଡ଼କ ଦୁର୍ଘଟଣାରେ ଆଜି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ହେଲେ ଘାଗରାମୁଣ୍ଡା ପଞ୍ଚାୟତ ଖଇରିମୁଣ୍ଡା ର ଟିକୁ କବାଟ। ସୂଚନା ଅନୁଯାୟୀ , ଟିକୁ ତାଙ୍କ ଭିଣୋଇ ଘରକୁ ଯାଉଥିବା ବେଳେ ଟ୍ରକ ସହ ମୁହାଁମୁହିଁ ଧକ୍କା
error: Content is protected !!