News
lipub
samparksetu

“ଢେଙ୍କାନାଳ ମୋର ଜନମଭୂଇଁ”

ଢେଙ୍କାନାଳ ମୋର ଜନମଭୂଇଁମୋ' ମାଟି ମାଆର ତୁଳନା ନାହିଁ,ନଈ ନାଳ କ୍ଷେତ ବଣ ପରବତସବୁଜିମା ଭରା ପାହାଡଭୂଇଁ।ଢେଙ୍କାନାଳ…ସାତ ପରବତ ମାଳା ଶିଖରକପିଳାସ ରୂପ ଶୋଭା ଆଧାର,ମାଆର ମୁକୁଟ ପରାୟେ ଶୋଭଇଭାଷାରେ ବର୍ଣ୍ଣିବା ସହଜ ନୋହି। ଢେଙ୍କାନାଳ…ସପ୍ତଶଯ୍ୟା ଗିରି କନ୍ଦର ଶୋଭାତା' ବନଝରଣା

ପାରିବାରିକ କଳହ କୁ ନେଇ ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା !

ଶ୍ୱଶୁର ଘରେ ଜ୍ୱାଇଁର ଆତ୍ମହତ୍ୟା , ଏହିଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମରେ ।ଜଂଖିରା ଗ୍ରାମର ବଳିଆ ନାୟକ ନିଜ ସ୍ତ୍ରୀ ଫୁଲ ନାୟକ ଙ୍କୁ ନେଇ ୩ଦିନ ତଳେ ତରଭା ନିଜ ଶ୍ୱଶୁର ଘରକୁ ଆସିଥିଲେ । ତେବେ ତାଙ୍କ ମଧ୍ୟରେ ପାରିବାରିକ କଳହ ପରେ ବଳିଆ

ପୋଖରୀରେ ବୁଡି ଯୁବକଙ୍କ ମୃତ୍ୟୁ !

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ପରମହଂସପୁର ଛକ ନିକଟରେ ପୋଖରୀ କୁ ଗାଧୋଇ ଯାଇଥିବା ବେଳେ ବୁଡି ଯୁବକଙ୍କ ମୃତ୍ୟୁ । ମୃତ ଯୁବକ ଜଣଙ୍କ ହେଲେ କନ୍ଦରସିଂହା ଗ୍ରାମର ବାନାମ୍ବର ବିଶ୍ଵାଳ (୫୧) । ସୂଚନା ଅନୁଯାୟୀ ,ପରମହଂସପୁର ର ଏକ ହୋଟେଲ ରେ କାର୍ଯ୍ୟରତ ଥିଲେ । ସେ ଆଜି ଦିନ

ଗାଧୋଇବାକୁ ଯାଇ ଆଉ ଫେରିଲେନି , ପୋଖରୀ ରୁ ମିଳିଲା ମୃତଦେହ

ପୋଖରୀକୁ ଗାଧୋଇବାକୁ ଯାଇ ବୃଦ୍ଧ ଙ୍କ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ଖରିଡାଳି ଗ୍ରାମରେ ଆଜି ସକାଳୁ ଗ୍ରାମର ପୋଖରୀ ରେ ଜଣେ ବୃଦ୍ଧ ଙ୍କ ମୃତ ଦେହ ଉଦ୍ଧାର ହୋଇଛି । ବୃଦ୍ଧ ଜଣଙ୍କ ଉକ୍ତ ଗ୍ରାମର ଲିଙ୍ଗ ପଧାନ (୬୦) ବୋଲି ଜଣା ପଡ଼ିଛି । ସୂଚନା ଅନୁଯାୟୀ ,ସୋମବାର

ଲଗାଣ ବର୍ଷାରେ ଭାଙ୍ଗିଲା ୬୦ ବର୍ଷର କୂଅ; ପାନୀୟ ଜଳ ପାଇଁ ହନ୍ତସନ୍ତ ଗ୍ରାମବାସୀ

ପରଜଙ୍ଗ ବ୍ଲକ୍ କଲଦା ପଞ୍ଚାୟତର ସିଂହଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏକ ୬୦ ବର୍ଷୀୟ କୂଅ ରବିବାର ଲଗାଣ ବର୍ଷାରେ ଭୁଶୁଡ଼ି ପଡିଛି । ଉକ୍ତ ଗ୍ରାମର ୨୦୦ ପରିବାର ପାନୀୟ ଜଳ ପାଇଁ ଉକ୍ତ କୂଅ ଉପରେ ନିର୍ଭର କରନ୍ତି । ଲଗାଣ ବର୍ଷାରେ ମାଟି ଅତଡ଼ା ଖସି କୂଅଟି ଭଶୁଡ଼ି ପଡିଛି

” ପ୍ରାୟଶ୍ଚିତ “

ପ୍ରାୟଶ୍ଚିତ ର ଅଗ୍ନିର ଜ୍ୱାଳାରେଉତ୍ତାପରେ ସିଜି ଯାଏପ୍ରେମିକାର ହୃଦୟରେତଥାବି ପ୍ରାୟଶ୍ଚିତ ଖୋଜେ ତା ପ୍ରେମରେ || ଖାଲି ଅନୁତାପ, ଅବସାଦ ଆଉ ଅବଶୋଷବିଦଗ୍ଧ କ୍ଷତାକ୍ତ ହୋଇ ଉଠେମନ ଆଉ ଅଷ୍ଟାଙ୍ଗ ଶରୀର ର ସବୁ ଶୋଷ || ଜିଜ୍ଞାସା ଜ୍ୱାଳାରେମନ ଥାଏ ସ୍ବପ୍ନ ସ୍ମଶାନରେ ,ଅଶ୍ରୁ ସବୁ

ନୂଆ ଶିକ୍ଷାନୀତିରେ ଗବେଷଣା ପାଇଁ ଆଗାମୀ ୫ ବର୍ଷରେ ଖର୍ଚ୍ଚ ହେବ ୫୦ ହଜାର କୋଟି : କେନ୍ଦ୍ର ଶିକ୍ଷା ମନ୍ତ୍ରୀ…

ଘୋଷଣା ହୋଇଛି ନୂଆ ଜାତୀୟ ଶିକ୍ଷା ନୀତିଭାରତ ସରକାର ଦେଶରେ ଗବେଷଣା ପରିସଂସ୍ଥାନ ହେବ ଅଧିକ କ୍ରିୟାଶୀଳ ଏବଂ ସୁଦୃଢ଼ । ଏହା ଅନ୍ତର୍ଗତ ରାଷ୍ଟ୍ରୀୟ ଗବେଷଣା ଅନୁଷ୍ଠାନ (ଏନଆରଏଫ) ଗଠନ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିବାର ଯୋଜନା ରଖିଛନ୍ତି
error: Content is protected !!