News
lipub
samparksetu

ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଫୋପଡା ହେଉଛି ବ୍ୟବହୃତ ପିପିଇ କିଟ ; କର୍ତ୍ତୃପକ୍ଷ ଙ୍କୁ ଅବଗତ କରାଇବା ପରେ ପୋଡାହେଲା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଶ୍ରୀରାମଚନ୍ଦ୍ର ପୁର ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ରେ ଦେଖିବାକୁ ମିଳିଛି ଅନିମିୟତା , କରୋନା ଟେଷ୍ଟ ସରିବା ପରେ ,ଟେଷ୍ଟ କିଟ ଓ ସ୍ୱାସ୍ଥ୍ୟ କର୍ମୀମାନେ ପିନ୍ଧିଥିବା ପିପିଇ କିଟକୁ ସ୍ୱାସ୍ଥ୍ୟ କେନ୍ଦ୍ରର ଅନ୍ତଃବିଭାଗ ଠାରୁ ମାତ୍ର ୫୦ ମିଟର ଭିତରେ

ଗୋଟିଏ ରାତିରେ ୩ଟି ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିଲେ ଦୁର୍ବୃତ୍ତ !

ଗୋଟିଏ ରାତିରେ ତିନି ତିନୋଟି ମନ୍ଦିରରେ ସିରିଜ ଲୁଟ । ମନ୍ଦିରରୁ ପିତ୍ତଳ ଓ ପୂଜା ସାମଗ୍ରୀ ସହ ଠାକୁର ଙ୍କ ସୁନା ଅଳଙ୍କାର ଓ ଦାନହୁଣ୍ଡିକୁ ଲୁଟି ନେଇଛନ୍ତି ଦୁର୍ବୃତ୍ତ । କାମାକ୍ଷାନଗର ଥାନା ଖୋକସା ଗାଁର ନୀଳକଣ୍ଠେଶ୍ବର ଶିବ ମନ୍ଦିର ,କଙ୍ଗେଇଲୋ ଗାଁର ଗଣେଶ ମନ୍ଦିର ଓ ମୋଟା ଗାଁର

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୬୭ କରୋନା ଆକ୍ର।ନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୫୮ ଜଣ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୯ ଜଣ ଚିହ୍ନଟ ହୋଇଛନ୍ତି । ସଦର ବ୍ଳକ୍ ବିମ୍ବୋଳ ୪ , କୋଇଲିପଙ୍ଗି ୪ , ତରଭା ୨ , ତାଳବରକୋଟ ୨ , ବଣସିଂହ ୧ , ବାଉତିବେରଣା ୧ , ମଜୁରୀ ୧ , ଭାଗିରଥିପୁର ୧ ,

ଖବର ପ୍ରସାରଣ ର ୨ଦିନ ପରେ ବନମାଳୀପ୍ରସାଦ ରାସ୍ତା ରେ ପଡିଲା କ୍ରସର ଡଷ୍ଟ ; ଖୁବ ଶୀଘ୍ର ଆରମ୍ଭ ହେବ ରାସ୍ତା କାର୍ଯ୍ୟ

ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନଂ ୱାର୍ଡ ବନମାଳୀପ୍ରସାଦ ନୂଆସାହି ର ରାସ୍ତା , ଯାହାକି ସାମାନ୍ୟ ବର୍ଷାରେ ରାସ୍ତାଟିର ଅବସ୍ଥା ଏତେ ଶୋଚନୀୟ ହୋଇଯାଏ ଯେ ଏହି ରାସ୍ତା ଦେଇ ଯାତାୟତ କରିବା କଷ୍ଟକର ହୋଇପଡୁଥିଲା । ଏ ନେଇ ଜୁନ ୨୯ ରେ ଢେଙ୍କାନାଳ ଅପଡେଟ ରେ ଏକ ଖବର ପ୍ରସାରଣ ହେବା

ଆହତ ଷଣ୍ଢ କୁ ଚିକିତ୍ସା ଦାବି

କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ତୁମୁସିଂଗା ପଞ୍ଚାୟତ ଶ୍ରୀମୂଳ। ଗ୍ରାମରେ ଚାରିଦିନ ତଳେ ୨ଟି ଷଣ୍ଢଙ୍କ ମଧ୍ୟରେ ଲଢେଇ ହପିଥିଲା । ସେଥିରେ ଗୋଟିଏ ଷଣ୍ଢ ଗୁରୁତର ଆହତ ହୋଇ ଗ୍ରାମର ବରୁଣମୂଳ ଓ କୁମ୍ଭାର ସାହି ରାସ୍ତା ମଝିରେ ପଡିଥିଲା । ତାକୁ କେତେକ ଗ୍ରାମବାସୀ ରାସ୍ତା କଡ଼କୁ ନେଇ ତାକୁ

ଅବସର ପ୍ରାପ୍ତ ଯବାନ ଙ୍କୁ ଆକ୍ରମଣ !

ଭୁବନ ଥାନା ମୁର୍ଦାଙ୍ଗ ଗ୍ରାମ ନିକଟରେ ବର୍ଷା ପାଣି ଘର ମଧ୍ୟରେ ପସିବାରୁ ପ୍ରତିବାଦ କରିଥିଲେ ପୂର୍ବତନ ସୈନିକ । ପୂର୍ତବିଭାଗ ଦ୍ୱାରା ନିୟୋଜିତ ଠିକାଦାରଙ୍କ ସୁପର ଭାଇଜ଼ରର ରଡମାଡରେ ସୈନିକଙ୍କ ମୁଣ୍ଡ ଫାଟିଥିବାର ଅଭିଯୋଗ ହୋଇଛି । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଢେଙ୍କାନାଳ ଜିଲ୍ଲାରେ ନୂତନ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉମ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୮୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଂଗରୋଧରୁ ୭୨ ଏବଂ ୧୩ ଜଣ ଡାକ୍ତରଖାନାରୁ ଚିହ୍ନଟ । କାମାକ୍ଷାନଗର ବ୍ଳକ୍ କାଳିଆହତା ୩ , ସୋଗର ୩ , ଅଁଳାବେରଣୀ ୨ , ବାଇସିଙ୍ଗା ୨ , କନ୍ତିଓ କାଟେଣି ୧ , ବାଙ୍ଗୁରା ୧, ଶିବୁଲାପଶି ୧ , ଜୟପୁରାକାଟେଣୀ ୧ ,

ଖବର ପ୍ରସାରଣ ର ୨ ଘଣ୍ଟା ମଧ୍ୟରେ ହେଲା ସମାଧାନ, ଅଞ୍ଚଳବାସୀ ଙ୍କ ପକ୍ଷରୁ ଛୁଟିଲା ଧନ୍ୟବାଦ ର ସୁଅ

ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ମଧୁବନ ସ୍ଥିତ ୱାର୍ଡ ନମ୍ବର ୩ରେ ଥିବା ପୂର୍ବତନ ସାଂସଦଙ୍କ ବାସଭବନ ନିକଟସ୍ଥ ଗଳିରେ ସଫେଇ ନେଇ ବ୍ୟାପକ ଅବ୍ୟବସ୍ଥା, ବିପଦସଙ୍କୁଳ ଟେଲିଫୋନ ଖୁଣ୍ଟି ଏବଂ ତାହାତଳେ କୁଢ଼କୁଢ଼ ଅଳିଆ । ବର୍ଷାର ଆରମ୍ଭରେ ପାଣି ଜମି ଦୁର୍ଗନ୍ଧମୟ ପରିବେଶ ସୃଷ୍ଟି ହେଉଛି ।

ସ୍ୱଚ୍ଛ ଭାରତର ଶ୍ରେଷ୍ଠ ନମୁନା, ଢେଙ୍କାନାଳ ପୌରପାଳିକା ର ବ୍ୟାପକ ଅନିୟମିତତା ଅଭିଯୋଗ !

ରାସ୍ତା କଡରେ କୁଢ଼କୁଢ଼ ଅଳିଆ ବର୍ଷାହେଲେ ରାସ୍ତାଉପରେ ଭାସୁଛି ନହେଲେ କାହା ଘର ଆଗରେ ଦୁଆରବନ୍ଧ ପରି ସ୍ଥାନ ପାଉଛି । ଏଭଳି ଅବ୍ୟବସ୍ଥା ଦେଖାଦେଇଛି ଢେଙ୍କାନାଳ ପୋୖରପାଳିକା ଅନ୍ତର୍ଗତ ୱାର୍ଡ ନମ୍ବର ୩ ରେ । ସୂଚନା ଅନୁଯାୟୀ ଢେଙ୍କାନାଳ ପୌରପାଳିକା ଅନ୍ତର୍ଗତ ମଧୁବନ ସ୍ଥିତ

ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଡେଙ୍ଗୁ ଓ ମ୍ୟାଲେରିଆ ନିରାକରଣ ଅଭିଯାନ ଆରମ୍ଭ

ଢେଙ୍କାନାଳ ଜିଲ୍ଲା ନରେନ୍ଦ୍ରପୁରଠାରେ ଥିବା ଟାଟା ଷ୍ଟିଲ୍ ବିଏସ୍‌ଏଲ୍ ପକ୍ଷରୁ ଡେଙ୍ଗୁ, ମ୍ୟାଲେରିଆ ରୋଗର ନିରାକରଣ ପାଇଁ ଜୁଲାଇ ୧ ତାରିଖରୁ ଏକ ତିନି ମାସିଆ ଅଭିଯାନ ଆରମ୍ଭ ହୋଇଛି । ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାରେ ପ୍ଲଣ୍ଟ୍ ନିକଟସ୍ଥ ୨୫ଟି ଗ୍ରାମରେ ଚାଲିବାକୁ ଥିବା ଏହି
error: Content is protected !!