News
lipub
samparksetu

ଜୀବନ ବଞ୍ଚାଇଲେ ତାଳଚେର ବିଧାୟକ ବ୍ରଜ କିଶୋର ପ୍ରଧାନ

ଦେବଦୂତ ସାଜିଲେ ବିଧାୟକ, ରାସ୍ତା କଡରେ ଆହତ ହୋଇ ପଡିଥିବା ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ମେଡ଼ିକାଲ ନେଇ କରାଇଲେ ଚିକିତ୍ସା । ସୂଚନା ଅନୁଯାୟୀ ଆଜି ସନ୍ଧ୍ୟାରେ ତାଳଚେର ବିଧାୟକ ଶ୍ରୀ ବ୍ରଜକିଶୋର ପ୍ରଧାନ ଭୂବନେଶ୍ବରରୁ ତାଳଚେର ଫେରୁଥିବା ସମୟରେ ହିନ୍ଦୋଳର ରାସୋଳ ନିକଟବର୍ତ୍ତୀ ଟୋଲଗେଟ

କ୍ରିକେଟ ଖେଳକୁ ନେଇ ଗଣ୍ଡଗୋଳ , ୨ ଆହତ

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସାରୁଆଳି ପଞ୍ଚାୟତ ଖୋକସା ଗ୍ରାମରେ ଆଜି କ୍ରିକେଟ ଖେଳକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ଉଭୟ ଗୋଷ୍ଠୀରୁ ୨ଜଣ ଆହତ ହୋଇ କାମାକ୍ଷାନଗର ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ସୂଚନା ଅନୁଯାୟୀ , ଗ୍ରାମର କିଛି ଯୁବକ ଏକାଠି ହୋଇ କ୍ରିକେଟ

ବିଦ୍ୟୁତ କର୍ମଚାରୀ – ଗ୍ରାମବାସୀ ମୁହଁ।ମୁହିଁ ; ଥାନାରେ ମାମଲା ରୁଜ୍ଜୁ !

ମଙ୍ଗଳବାର ରାତିରେ ଗଁଦିଆ ଥାନା ମନ୍ଦାର ପଂଚାୟତ ର ଦଲାର ଗ୍ରାମର ପ୍ରମୋଦ ଦାସ ଙ୍କ ଘରେ ବିଦ୍ୟୁତ ବିଭାଗ ର କର୍ମଚାରୀ ମାନେ ହଠାତ ପଶି ବେଆଇନ ଭାବରେ ବିଦ୍ୟୁତ ବ୍ୟବହାର କରୁଛ ଘଟଣାକୁ ନେଇ ଯୁକ୍ତି ତର୍କ ହେବା ଭିତରେ କନିଷ୍ଠ ଯନ୍ତ୍ରୀ ଟିକେଶ୍ୱର ପ୍ରଧାନ ତାଙ୍କୁ ଗାଳି ଗୁଲଜ କରିବା ଶହ

ଗୁଣ୍ଡୁରାପଶୀ ରେ ବନମହୋତ୍ସବ ପାଳିତ

ଗୁଣ୍ଡୁରାପଶୀଠାରେ ଉନ୍ନୟନ ପ୍ରକଳ୍ପ ପର୍ଯ୍ୟାୟ ଦୁଇ ମାଧ୍ୟମରେ ବନମହୋତ୍ସବ ଅନୁଷ୍ଠିତ ହୋଇଯାଇଛି । କପିଳାସ ବନାଞ୍ଚଳ ଦ୍ବାରା ପରିଚାଳିତ ହେଉଥିବା ଅଠର ଗୋଟି ବନସୁରକ୍ଷା ସମିତି ମଧ୍ୟରୁ ରାଧାକୃଷ୍ଣ (ଖ )ବନସୁରକ୍ଷା ସମିତି ପକ୍ଷ ରୁ ୭୨ତମ ବନ ମହୋତ୍ସବ ସପ୍ତାହ ପାଳିତ ହୋଇଯାଇଛି।

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୫ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୯୫ କରୋନା ଆକ୍ରାନ୍ତ ଚିହ୍ନଟ । ଘରୋଇ ସଂଗରୋଧରୁ ୮୧ ଚିହ୍ନଟ ହୋଇଥିବା ବେଳେ ଡାକ୍ତରଖାନାରୁ ୧୪ ଚିହ୍ନଟ ହୋଇଛନ୍ତି । ପରଜଙ୍ଗ ବ୍ଳକ୍ କମର୍ଦ। ୧୯ , ଚାନ୍ଦପୁର ରୁ ୧ ସଦେ ବ୍ଳକ୍ ରାଜୁଆପାଟଣା ୩ , କୋଇଲିପାଙ୍ଗି ୧ , କମଳିଙ୍ଗା ୧ , କେସେରିଆ ୧ , ନଢଣପୁର

ସଡ଼କ ଦୁର୍ଘଟଣାରେ ଜଣେ ମୃତ ;୩ ଗୁରୁତର

କଙ୍କଡ଼ାହାଡ଼ ବ୍ଳକ ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ଡୋଲିଆ ଛକ ନିକଟରେ ବୁଧବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ମୋପେଡ଼-ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ କେନ୍ଦୁଝର ତେଲକୋଇ ଥାନା ଝାରବେଡ଼। ଗାଁର ପ୍ରଦୀପ ମହାନ୍ତ(୪୫) ।

ଢେଙ୍କାନାଳ ମାଟିର ଗର୍ବ ତଥା ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳନ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ଆସିଲା ନୂଆ ଗାଇଡ଼ଲାଇନ, ଜାଣନ୍ତୁ ଢେଙ୍କାନାଳ ଜିଲ୍ଲା ପାଇଁ କଣ ହେଲା କୋହଳ

ସଂକ୍ରମଣ କମିଥିବାରୁ ଢେଙ୍କାନାଳ ସମେତ ୨୦ ଟି ଜିଲ୍ଲା କାଟାଗୋରୀ Aରେ ଥିବା ସୂଚନା । କାଟାଗୋରୀ- A ରେ ଥିବା ଜିଲ୍ଲା ଗୁଡ଼ିଆ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର,

ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ , ଯୌତୁକ ପାଇଁ ହତ୍ୟା ଅଭିଯୋଗ କଲେ ପରିବାର

ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ , ଯୌତୁକ ପାଇଁ ହତ୍ୟା କରାଯାଇଥିବା ବାପ ଘର ପକ୍ଷରୁ ଅଭିଯୋଗ ହୋଇଛି । ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଷ୍ଟେସନ ବଜାରଠାରେ ଏକ ଭଡ଼ା ଘରେ ରହୁଥିଲେ ତୁମୁସିଙ୍ଗା ଥାନା ଧୋବାବାହାଳୀ
error: Content is protected !!