News
lipub
samparksetu

ମଠକରଗୋଳା ନିକଟରେ ଦୁଇ ବାଇକ ମୁହଁ।ମୁହିଁ ଧକ୍କା ଜଣେ ଗୁରୁତର

ଢେ଼ଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ନିକଟରେ ଦୁଇ ବାଇକ ମୁହଁ।ମୁହିଁ ଧକ୍କା ହେବା ଫଳରେ ଜଣେ ଗୁରୁତର ଆହତ ହୋଇ ୧୦୮ ଆମ୍ବୁଲାନ୍ସ ଯୋଗେ କାମାକ୍ଷାନଗର ମେଡ଼ିକାଲ ରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ , ଆଜି ଅପରାହ୍ନ ୫ଟାରେ ତାଳଚେର ରୁ ନିଜ ଘର ଯାଜପୁର ରାନଗୁଣ୍ଡି

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୭ ଜଣ ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ,୬୬ ଜଣ ଘରୋଇ ସଂଗରୋଧ ରୁ ଏବଂ ଡ଼ାକ୍ତରଖାନାରୁ ୧୧ ଜଣ ଚିହ୍ନଟ ହୋଇଛନ୍ତି । ଢେଙ୍କାନାଳ ମୁନିସିପାଲିଟି ରଥଗଡ଼ା ୩ , କଣ୍ଟାନାଳି ୩ , ଗଣେଶ ବଜାର ୨ , ଦୂର୍ଗା ବଜାର ୨ , କୋରିଆ ୨ , ମହିଷାପାଟ ୨ , ନୂଆ ଶାସନ ୧ ,

ପୀଡ଼ିତାଙ୍କ ଅଭିଯୋଗ ପରେ ମଧ୍ୟ ଦୁର୍ବୃତ ଖୁଲମଖୁଲା ବୁଲୁଛି, ହାତ ବାନ୍ଧି ବସିଛି ପୋଲିସ !

ମହିଳା ମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଥିବା ବେଳେ ପୋଲିସ ବିଭାଗର ନିଷ୍କ୍ରିୟତା ଦେଖିବାକୁ ମିଳୁଛି l ଗତ ୨୧ ଜୁନ ସନ୍ଧ୍ୟା ୮ ଟା ବେଳେ ଗଁଦିଆ ଥାନା ଅନ୍ତର୍ଗତ ଦେଓଗାଁ ପଞ୍ଚାୟତର ଗୋପାଳପୁର ଗ୍ରାମର ସୁଧୀର ନାୟକ, ପିତା ରବିନାରାୟଣ ନାୟକ ନିଶା ଶକ୍ତ ଅବସ୍ଥାରେ ଏକ ଧାରୁଆ ଅସ୍ତ୍ର ଧରି

ପୋଲିସ ରେ ଭର୍ତ୍ତି ହେଲେ ଲକ୍ଷ୍ମୀ ମୁଣ୍ଡା

ସରକାର ଖେଳର ବିକାଶ ପାଇଁ ବିଭିନ୍ନ ଯୋଜନା କରୁଛନ୍ତି । ଖେଳ ଖେଳାଳୀଙ୍କ ଉନ୍ନତି ପାଇଁ ନାନା ପଦକ୍ଷେପ ନେଉଛନ୍ତି । ଏହା ସତ୍ୱେ ଅନେକ ପ୍ରତିଭାବାନ ଖେଳାଳୀ ଦୃର୍ଦ୍ଦଶାରେ କାଳାତିପାତ କରୁଛନ୍ତି । ସେଥିରୁ ବାଦ ପଡିନାହାନ୍ତି ଜାତୀୟ ସ୍ତରୀୟ ଫୁଟବଲ ଖେଳାଳୀ ଲକ୍ଷ୍ମୀ ମୁଣ୍ଡା । ଭୁବନ

ଜେଲ ପାଚେରୀ ଡେଇଁ ଆସାମୀ ଚମ୍ପଟ !

ହିନ୍ଦୋଳ ଜେଲର ସୁରକ୍ଷା ବଳୟ ଭେଦି ଜଣେ ବିଚାରଧୀନ କଏଦୀ ଚମ୍ପଟ ମାରିଛି । ଫେରାର କଏଦୀ ହେଲେ ରାସୋଳ ଥାନା ଦଣ୍ଡିରୀ ଗ୍ରାମର ବିରଞ୍ଚି ବେହେରା । ଏକ ବାଉଁଶ ସାହାଯ୍ୟରେ ସୁଉଚ୍ଚ ପାଚେରୀ ଡେଇଁ ପଳାଇଥିବା ବେଳେ ରାତି ପର୍ଯ୍ୟନ୍ତ ପୋଲିସ କି ଜେଲ କର୍ତ୍ତୃପକ୍ଷ ତାର ଟେର ପାଇନାହାନ୍ତି ।

କମିଛି ସଂକ୍ରମଣ, ହଟିଛି ସପ୍ତାହାନ୍ତ ସଟଡାଉନ୍, କଟକଣା ଭିତରେ ଚଳଚଞ୍ଚଳ ଢେଙ୍କାନାଳ ସହର

ସଂକ୍ରମଣ କମିଥିବାରୁ ଢେଙ୍କାନାଳ ସମେତ ୨୦ ଟି ଜିଲ୍ଲା କାଟାଗୋରୀ A ରେ ସ୍ଥାନ ପାଇଛି । ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଦେଇଥିବା ସୂଚନା ଅନୁଯାୟୀ A କାଟାଗୋରୀରେ ଥିବା ଜିଲ୍ଲା ଗୁଡିକରେ, ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଖୋଲାରହିବା ସହ ସପ୍ତାହାନ୍ତ ସଟଡାଉନ

ମରିଚିକା ହୋଇଗଲା ଗୋଲ୍ଡ଼ ମେଡାଲ !

ଭଲ ପାଠ ପଢିବା ଭଲ ମଣିଷ ହେବା ଏବଂ ବାପା ମା' ଙ୍କର ନାମ ରଖିବା ଏହା ପ୍ରତିଟି ପିଲାଙ୍କ ସ୍ୱପ୍ନ । ସେହି ସ୍ୱପ୍ନ କୁ ସାକାର କରିବାକୁ କିଏ କେତେଯେ କଠିନ ପରିଶ୍ରମ କରିନଥାନ୍ତି ତାହାର ଠିକଣା ନଥାଏ । କେତେକ ଫଳ ପାଇଥାନ୍ତି କେତେ ହରାଇଥାନ୍ତି ଏବଂ କେତେକ ଶିକାର ହୋଇଥାନ୍ତି । ଠିକ

ଜୀବନ ଯନ୍ତ୍ରଣାରେ କାଠଗଡ଼ାର ଜୁଆଙ୍ଗ ପରିବାର

ସହରାଞ୍ଚଳ ଜାଗା ମିଶନ ଯୋଜନାରେ ବ୍ୟାପକ ଅନିୟମିତତା । ଯାହାଙ୍କ ଲାଗି ଏହି ଅଂଚଳ ନାମିତ, ଆଜି ସେମାନେ ଖଣ୍ଡିଏ ବାସ ପାଇଁ ହନ୍ତସନ୍ତ କିନ୍ତୁ ଅଦିନିଆ, ସାଧାରଣ ବର୍ଗ ଓ ଥିଲାବାଲାଙ୍କ ପାଇଁ ରାଜ ପ୍ରlସାଦ ଭଳି ଗେଟ୍ ସ୍ଥାପିତ । ଏଭଳି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ

ପ୍ରକୃତି କୋଳରେ ସପ୍ତଶଯ୍ୟା

ଢେଙ୍କାନାଳର ସହର ରୁ ୧୧ କିମି ଦୂରରେ ରହିଛି ପ୍ରlକୃତିକ ସୌନ୍ଦର୍ଯ୍ୟ ଭରା ସପ୍ତଶଯ୍ୟା । ପୌରାଣିକ କଥା ଅନୁଯାୟୀ ପାଣ୍ଡବମାନେ ଅଜ୍ଞାତବାସ ସମୟରେ ଏଠାରେ ଥିବା ପର୍ବତମାଳlରେ ବସବାସ କରୁଥିଲେ। ତେଣୁ ଏଠାରେ ରଘୁନାଥ ଜୀଉ ମନ୍ଦିରରେ ରାମ, ଲକ୍ଷ୍ମଣ, ସୀତା ଙ୍କ ମୂର୍ତ୍ତି ସ୍ଥାପନ ହୋଇଛି।

ଓଡ଼ିଶାର କୈଳାସ କପିଳାସ

କପିଳାସ ଶିବ ମନ୍ଦିର ଓଡ଼ିଶାର ଢେଙ୍କାନାଳ ଜିଲ୍ଲାରେ ଅବସ୍ଥିତ ଏକ ମହାଦେବ ମନ୍ଦିର । ଏହି ମନ୍ଦିରରେ ଚନ୍ଦ୍ରଶେଖର ମହାଦେବ ପୂଜା ପାଆନ୍ତି । କପିଳାସ ପର୍ବତ ଓଡ଼ିଶା ରାଜ୍ୟର ଢେଙ୍କାନାଳ ସହର ର ଉତ୍ତର ପୂର୍ବ ଦିଗରେ ଅବସ୍ଥିତ । ଏହା ଢେଙ୍କାନାଳ ସହର ଠାରୁ ପ୍ରାୟ ୨୬ କି.ମି. ଦୂର ରେ
error: Content is protected !!