ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ;ସ୍ୱାମୀ ଅଟକ !
ବିବାହିତା ମହିଳାଙ୍କ ସନ୍ଦେହ ଜନକ ମୃତଦେହ ଉଦ୍ଧାର ।ମୃତକ ହେଲେ ତୁମୁସିଙ୍ଗା ଥାନା ବୁଢିବିଲ୍ଲି ଗ୍ରାମର ଦୁଷ୍ମନ୍ତ ଦାସଙ୍କ ସ୍ତ୍ରୀ ରୁନି ଦାସ। ଘଟଣା ସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ ଟିମ ପହଞ୍ଚି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ତଦନ୍ତ ଜାରି ରଖିଛି।
ସୂଚନା ଅନୁଯାୟୀ , ତାଳଚେର କଣିହା!-->!-->!-->…
ବଞ୍ଚିବା ପାଇଁ ରାହା ଖୋଜୁଛନ୍ତି ବାପା ମାଆ ଛେଉଣ୍ଡ ୪ ଅନାଥ
ଜୀବନ ରୂପକ ନୌକାରେ ବଞ୍ଚିବା ପାଇଁ ସଂଘର୍ଷ କରି ଶେଷରେ ମଙ୍ଗ ଧରିବାରେ ହାରିଗଲେ ମଙ୍ଗରାଜ । ଆଉ ବାକି ରହିଥିବା ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ଅଣ୍ଟା ଭିଡିଥିଲେ ଶଶି । ହେଲେ ବିଧିର ବିଧାନ କେକରିବ ଆନ । ବୈଶାଖର ଡହ ଡହ କାଳରୂପୀ କରୋନାର ବ୍ୟାଧିରେ ଆରପାରିକି ଚାଲିଗଲେ ସେ । ଏବେ!-->…
୩୩ଟି ସାଙ୍ଗଠନିକ ଜିଲ୍ଲା ପାଇଁ ୩୩ ଜିଲ୍ଲା ସଭାପତି ଚୟନ, ଢେଙ୍କାନାଳ ରୁ ସାଗରିକାଙ୍କ ଉପରେ ମୋହର ମାରିଲେ ସୁପ୍ରିମୋ
ବିଜୁ ମହିଳା ଜନତା ଦଳରେ ନୂଆ ନିଯୁକ୍ତି ଦିଆଯାଇଛି । ବିଜୁ ମହିଳା ଜନତା ଦଳର ସଭାପତି ସ୍ନେହାଙ୍ଗିନୀ ଛୁରିଆଙ୍କ ସୁପାରିସ୍ କ୍ରମେ ନୂଆ ନିଯୁକ୍ତି ଦେଇଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଦଳର ରାଜ୍ୟ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବେ ଡକ୍ଟର ରାଜଶ୍ରୀ ମଲ୍ଲିକ, ମଞ୍ଜୁଲତା!-->!-->!-->…
ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଗିରଫ କଲା କଙ୍କଡ଼ାହାଡ଼ ପୋଲିସ
କଙ୍କଡ଼ାହାଡ଼ ଥାନା ଅନ୍ତର୍ଗତ ପିତଳଧୁଆ ନିକଟରୁ ୭ ଜଣ ମୋବାଇଲ ଲୁଟେରା ଗ୍ୟାଙ୍ଗକୁ ଠାବ କରି ଗିରଫ କରିବାରେ ସଫଳ ହୋଇଛି କଙ୍କଡ଼ାହାଡ଼ ପୋଲିସ।
ତାଙ୍କଠାରୁ ୬ଟି ମୋବାଇଲ ,୩ ଟି ସାଇକେଲ ଓ ୬ ଟି ଜବତ କରାଯାଇ ଥିଲା । ଗିରଫ ହୋଇଥିଵା ବ୍ୟକ୍ତି ପାଟଣା କାଳିଆପାଣିରୁ ଚନ୍ଦନ ଦେହୁରୀ,!-->!-->!-->…
ଢେଙ୍କାନାଳ ଜିଲ୍ଲାରୁ ନୂତନ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରୁ ନୂତନ ୭୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଙ୍କ ମଧ୍ୟରେ ଘରୋଇ ସଂଗରୋଧ ରୁ ୬୪ ଏବଂ ହସ୍ପିଟାଲରୁ ୯ଜଣ ଚିହ୍ନଟ ଅଛନ୍ତି।
ଢେଙ୍କାନାଳ ପୌରାଞ୍ଚଳ ରରଗଡିସାହି, ଗୁଡିଆନାଳି , ଜିଏନଏମଟିଏସ ଏବଂ ଦେଉଳସାହିରୁ ୩ଜଣ ଜଣେ ଲେଖାଏଁ । କୋରିଆ, କୁଞ୍ଜକାନ୍ତ!-->!-->!-->…
ଭାରସାମ୍ୟ ହରାଇ ଅଟୋ ଦୁର୍ଘଟଣା ଗ୍ରସ୍ତ ; ଜଣେ ଗୁରୁତର
ପରଜଙ୍ଗ ଥାନା ଅନ୍ତର୍ଗତ ଗୋଳଗାଡ଼ିଆ ନିକଟରେ ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଅଟୋରେ ଥିବା ଜଣେ ମହିଳା ଗୁରୁତର, ଗୁରୁତରଙ୍କ ନାମ ରୀମା ମହାରଣା । ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ନିମନ୍ତେ ମେଡ଼ିକାଲ ରେ ଭର୍ତ୍ତି ।
ସୂଚନା ଅନୁଯାୟୀ , ଏକ କେଉଁଝର ର ଏକ ଅଟୋ ଚାଳକ ସୁଖଦେବ ମହାରଣା!-->!-->!-->…
କାପୁରୁଷତା
ସହର ଉପକଣ୍ଠରେ ବୃହତ ବଟବୃକ୍ଷ ଟିଏ ଆକାଶକୁ ମୁଣ୍ଡ ଟେକି ଚିଡାହୋଇଛି। ଗୋଟିଏ ହେଲେ ପତ୍ର ନାହିଁ।କେଉଁଦିନୁ ବୃକ୍ଷଟି ମରିଯିବା ପରେ...ଗଣ୍ଡିଟା ଛିଡ଼ା ହୋଇଛି। ତା ଭିତରେ ନ ଓଲ୍ଲୂକ ପକ୍ଷୀ ଦ୍ୱୟ ବସା କରି ରହିଥାନ୍ତି। ପତ୍ର ଥିଲା,ଫଳ ହେଉଥିଲା,ଶହ ଶହ ପକ୍ଷୀ ବସା କରିବା ସହିତ ଛୁଆ ଫୁଟାଇ!-->…
ଖାକିରେ ଲାଗିଲା କଳଙ୍କ ଚାକିରୀ ବାହାନାରେ ଟଙ୍କା ହଡ଼ପ ଅଭିଯୋଗରେ ବନ୍ଧାହେଲେ ହୋମଗାର୍ଡ !
ପୁଣି ଲାଗିଲା ଖାକିରେ କଳଙ୍କ । ଲୋକଙ୍କୁ ହୋମଗାର୍ଡ ଚାକିରୀ କରାଇଦେବା ପାଇଁ କହି ଟଙ୍କା ହଡ଼ପ କରୁଥିବା ଜଣେ ହୋମଗାର୍ଡଙ୍କୁ ମହଙ୍ଗା ପଡିଛି । ଅଭିଯୋଗ ଆସିବା ପରେ ଏବେ ହୋମଗାର୍ଡ ଜଣକ ହରଡ଼ଘଣାରେ ପଡିଛନ୍ତି । ଆଜି ତାଙ୍କୁ ଟାଉନଥାନା ପୁଲିସ ଗିରଫ କରିଛି ।
ଗିରଫ ହୋଇଥିବା!-->!-->!-->…
୬ ନେତାଙ୍କୁ ୩୦ଟି ଜିଲ୍ଲାର ବରିଷ୍ଠ ପର୍ଯ୍ୟବେକ୍ଷକ ଦାୟିତ୍ୱ ଢେଙ୍କାନାଳ ପାଇଁ ସୌମ୍ୟରଞ୍ଜନ, ପର୍ଯ୍ୟବେକ୍ଷକ ଦାୟିତ୍ୱ…
ଆଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ତାପୂର୍ବରୁ ସାଙ୍ଗଠନିକ ସ୍ତରରେ ବଡ ଧରଣର ପରିବର୍ତ୍ତନ କରିଛି ବିଜେଡି । ୩୦ ଜିଲ୍ଲା ପାଇଁ ଦଳ ନୂଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି । ସଙ୍ଗଠନକୁ ମଜବୁତ କରିବାକୁ ୬ ବରିଷ୍ଠ ଓ ଅଭିଜ୍ଞ ନେତାଙ୍କୁ ବରିଷ୍ଠ ପର୍ଯ୍ୟବେକ୍ଷକ ଭାବେ ଗୁରୁଦାୟିତ୍ୱ!-->!-->!-->…
ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ ଢେଙ୍କାନାଳ ଜିଲ୍ଲାରେ ୯୭.୯୪% ପାସ ହାର
କରୋନା ସଂକ୍ରମଣ ରେ ସମୟରେ ପ୍ରକାଶ ପାଇଲା ମାଟ୍ରିକ୍ ରେଜଲ୍ଟ । ରାଜ୍ୟର ୮,୯୩୪ ସ୍କୁଲରେ ୫,୭୪,୧୨୫ ଜଣ ରେଗୁଲାର ଛାତ୍ରଛାତ୍ରୀ ଫର୍ମ ଫିଲପ୍ କରିଥିବା ବେଳେ ସେଥିରୁ ୫,୬୨,୦୧୦ ଜଣ ପାସ୍ କରିଛନ୍ତି । ମାତ୍ର ୭,୭୦୩ ଛାତ୍ରଛାତ୍ରୀ ଫେଲ ହୋଇଛନ୍ତି । ତେବେ ଢେଙ୍କାନାଳ ଜିଲ୍ଲାରେ ୯୭.୯୪!-->!-->!-->…