ଢେଙ୍କାନାଳ ମାଟିର ଗର୍ବ ତଥା ବରିଷ୍ଠ ସାମ୍ବାଦିକ ଆଶୁତୋଷ ରାଉତଙ୍କ ନିଆରା ଢଙ୍ଗରେ ଜନ୍ମଦିନ ପାଳନ
ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ!-->!-->!-->…
ପତି ପ୍ରତୀପ
ଅଙ୍କ କଳଙ୍କ ଧୂର୍ତ୍ତ ମତିଅଙ୍କନ ଅଙ୍କ ମିଥ୍ୟା ରତିପ୍ରତି ଆଶଙ୍କା ପତି ଅଙ୍କପ୍ରଣୟ ପ୍ରଗତି ଆତଙ୍କ ଚଞ୍ଚକ ଚଞ୍ଚୂ!-->…
ଆସିଲା ନୂଆ ଗାଇଡ଼ଲାଇନ, ଜାଣନ୍ତୁ ଢେଙ୍କାନାଳ ଜିଲ୍ଲା ପାଇଁ କଣ ହେଲା କୋହଳ
ସଂକ୍ରମଣ କମିଥିବାରୁ ଢେଙ୍କାନାଳ ସମେତ ୨୦ ଟି ଜିଲ୍ଲା କାଟାଗୋରୀ Aରେ ଥିବା ସୂଚନା । କାଟାଗୋରୀ- A ରେ ଥିବା ଜିଲ୍ଲା ଗୁଡ଼ିଆ ହେଲା ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର,!-->!-->!-->…
ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ , ଯୌତୁକ ପାଇଁ ହତ୍ୟା ଅଭିଯୋଗ କଲେ ପରିବାର
ନବବଧୂଙ୍କ ସନ୍ଦେହ ଜନକ ମୃତ୍ୟୁ , ଯୌତୁକ ପାଇଁ ହତ୍ୟା କରାଯାଇଥିବା ବାପ ଘର ପକ୍ଷରୁ ଅଭିଯୋଗ ହୋଇଛି ।
ସ୍ୱାମୀ, ଶାଶୁ, ଶ୍ୱଶୁରଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ । ଢେଙ୍କାନାଳ ଟାଉନଥାନା ଅନ୍ତର୍ଗତ ଷ୍ଟେସନ ବଜାରଠାରେ ଏକ ଭଡ଼ା ଘରେ ରହୁଥିଲେ ତୁମୁସିଙ୍ଗା ଥାନା ଧୋବାବାହାଳୀ!-->!-->!-->…
ରାସ୍ତା କାମକୁ ବିରୋଧ କରିବା ସହ ,ରାସ୍ତା କାମରେ ନିୟୋଜିତ ଥିବା ଗାଡିକୁ ଅଟକ ରଖିଲେ ଗ୍ରାମବାସୀ
ରାସ୍ତା କାମକୁ ବିରୋଧ କରିବା ସହ ରାସ୍ତା କାମରେ ନିୟୋଜିତ ଥିବା ସମସ୍ତ ଗାଡିକୁ ଅଟକ ରଖିଲେ ଗ୍ରାମବାସି।ପ୍ରକାଶ ଥାଉକି , ୫୩ ନଂ ଜାତୀୟ ରାଜପଥ ସଂପ୍ରସାରଣ ହେଉଥିବା ବେଳେ କାମାକ୍ଷାନଗର ଥାନା ବାଇସିଙ୍ଗା ଠାରେ କାମ ଚାଲୁଥିଲା ଏହାକୁ ବିରୋଧ କରିଛନ୍ତି ଗ୍ରାମବାସୀ ।
ଗ୍ରାମବାସୀଙ୍କ!-->!-->!-->…
ଢେଙ୍କାନାଳ ସହର ରେ ପରିମଳ ବ୍ୟବସ୍ଥା ଶୋଚନୀୟ ; ମୁନିସିପାଲିଟି ନିର୍ବାହୀ ଅଧିକାରୀ ଙ୍କୁ ଘେରିଲା ଆପ୍
ଢେଙ୍କାନାଳ ସହର ରେ ମୁନିସିପାଲିଟି ତରଫରୁ ମଶାତେଲ ସିଞ୍ଚନ, ସାନି ଟାଈଜ଼ଏସନ ତଥା ଡ୍ରେନ ଗୁଡିକ ସଫା କରିବା ପାଇଁ ମୁନିସିପାଲିଟି ତରଫରୁ ଉପଯୁକ୍ତ ପଦକ୍ଷେପ ନିଆ ନଯାଉ ଥିବାରୁ ସହର ରେ ପ୍ରବଳ ଜନ ଅସନ୍ତୋଷ ଲାଗିରହିଛି ।
ବିଭିନ୍ନ ଗଣ ମାଧ୍ୟମ ଏବଂ ସାମାଜିକ ଗଣମାଧ୍ୟମ ରେ ଲୋକ ମାନେ!-->!-->!-->…
ଅଜଣା ଗାଡି ଧକ୍କାରେ ୨ଗୁରୁତର
ଜାତୀୟ ରାଜପଥ ୫୩ ର ଟିପିଲେଇ ଛକ ନିକଟରେ ଅଜଣା ଗାଡି ଧକ୍କାରର ଦୁଇ ଯୁବକ ଗୁରୁତର ଆହତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ଭୁବନରର ବାହାଘର ଗୁଆ ଦେଇ କାମାକ୍ଷାନଗର ଥାନା ସିଆରୀମାଳିଆ ଗ୍ରାମର ଶୁବ୍ରତ ନାୟକ ଏବଂ ତୁଳଶୀପଶି ଗ୍ରାମର!-->!-->!-->…
ଋତୁପର୍ଣ୍ଣା ଆଉ ମୁଁ
ବୈଶାଖ ର ଖରା ନଥିଲାତଥାପି ମୋ ମନ ଜଳୁଥିଲା..ନଥିଲା ବର୍ଷା, ଶ୍ରାବଣ ର ହେଲେ ବିମୋ ଦେହ ଭିଜୁଥିଲା ।।
କୋଇଲି ଗାଉନଥିଲା ଗୀତ,ଶୁଭୁନଥିଲାଝରଣା ର କୁଳୁ କୁଳୁ ନାଦତଥାପି..ଶିହରଣ ଖେଳୁଥିଲାପିଣ୍ଡ ରୁ ପ୍ରାଣ ଯାଏ ଅବିରତ ।।
ଏ କି ସମୟ???ଏ କି ଋତୁ???ପ୍ରଶ୍ନ ପରେ ପ୍ରଶ୍ନ ଉଦବେଳିତ!-->!-->!-->!-->!-->…
ବନମାଳୀପ୍ରସାଦ ରାସ୍ତା ଶୋଚନୀୟ ; ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରୁନାହିଁ ପ୍ରଶାସନ !
ଅନେକ ଅଭିଯୋଗ ପରେ ମଧ୍ୟ ପ୍ରଶାସନ ନିରବ । ଏହି ରାସ୍ତାଟି କୌଣସି ଉପାନ୍ତ ଅଞ୍ଚଳର ନୁହଁ । ଢେଙ୍କାନାଳ ପୌରାଞ୍ଚଳ ଅନ୍ତର୍ଗତ ୯ ନଂ ୱାର୍ଡ ବନମାଳୀପ୍ରସାଦ ନୂଆସାହି ର ।ବାରମ୍ବାର ଅଭିଯୋଗ ପରେ ମଧ୍ୟ କର୍ଣ୍ଣପାତ କରୁନି ପ୍ରଶାସନ ।
ଉକ୍ତ ଅଞ୍ଚଳରେ ପ୍ରାୟ ୩୫୦ ପରିବାର ବସବାସ କରନ୍ତି ।!-->!-->!-->…
କ୍ରେଡିଟ କାର୍ଡ ଅପବ୍ୟବହାର ଅଭିଯୋଗ, ବନ୍ଧାହେଲେ ଆସିଷ୍ଟାଣ୍ଟ ମ୍ୟାନେଜର !
ଉପଭୋକ୍ତା ଙ୍କ କ୍ରେଡିଟ କାର୍ଡ ରେ କରୁଥିଲେ ଅଏସ କରୁଥିଲେ ଅନଲାଇନ ସପିଙ୍ଗ, ଗଣୁଥିଲେ ଟଙ୍କା ହେଲେ ଏବେ ହାଜତ ଭିତରେ ଗଣିବେ ତାରିଖ , ତାରିଖ ପରେ ତାରିଖ । ଏହା କୌଣସି ସାଇବର ଲୁଟେରାଙ୍କ ବିଷୟବସ୍ତୁ ନୁହେଁ ଏଭଳି ଏକ ଠକେଇ କରିଛନ୍ତି ଢେଙ୍କାନାଳ ସହର ସ୍ଥିତ ଏକ ଘରୋଇ ବ୍ୟାଙ୍କର!-->…