News
lipub
samparksetu

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୯୧ କରୋନା ଆକ୍ରାନ୍ତ ଚିହ୍ନଟ , ଘରୋଇ ସଂଗରୋଧରୁ ୨୭୫ ଏବଂ ଡାକ୍ତରଖାନାରୁ ୧୬ ଜଣ ଚିହ୍ନଟ ହୋଇଛନ୍ତି । ଗଁଦିଆ ବ୍ଳକ ନିହଲପ୍ରସାଦ ୮ , ଷଡ଼ଙ୍ଗି ୮ , ବିଧାରପୁର ୬ , ସନ୍ଥସରା ୫ , ଏରନ୍ଦ। ୪ , ସନ୍ଥପୁର ୨ , ବରୋଦା ୨ , ଗୋପାଳ ପୁର ୨, ଇଲେଇଜଙ୍ଗ ୧ ,

ଆଗ ଧାଡ଼ିର କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା ଓ ମାସ୍କ ବଣ୍ଟନ

ସାରା ଦେଶରେ ତଥା ପ୍ରତ୍ୟେକ ରାଜ୍ୟରେ ମୃତ୍ୟୁ ର ତାଣ୍ଡବଲୀଳା ରଚୁଥିବା ମହାମାରୀ କରୋନା ତାହାର କାୟା ବିସ୍ତାର କରିଚାଲି ଥିବା ବେଳେ ଆମ୍ଭ ରାଜ୍ୟରେ ଏହା ଉର୍ଦ୍ଧଗାମୀ ସ୍ତରରେ ଅଛି ।ଏହାକୁ ନେଇ ରାଜ୍ୟ ସରକାର କ୍ରମାଗତ ଭାବେ ତୃତୀୟ ଥର ପାଇଁ ଲକଡାଉନ ଘୋଷଣା କରିଛନ୍ତି । ଏହି ସମୟରେ

କାରାଗାରରେ ବିଚାରଧୀନ କଏଦୀର ମୃତ୍ୟୁ !

ଜିଲ୍ଲା କାରାଗାରରେ ଜଣେ ବିଚାରଧୀନ କଏଦୀର ମଙ୍ଗଳବାର ଦିନ ମୃତ୍ୟୁ ଘଟିଛି । ମୃତକ ଢେଙ୍କାନାଳ ସହର ଦକ୍ଷିଣକାଳୀ ଅଞ୍ଚଳର ବିଦେଶୀ ନାୟକ ବୋଲି ଜଣା ପଡ଼ିଛି । ସେ ଗତ ବର୍ଷ ଡିସେମ୍ବର ୧ ତାରିଖରେ ତାର ମାମୁଁ ଅଭୟ ନଏକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଗିରଫ ହୋଇଥିଲେ । ହତ୍ୟା ମାମଲାରେ

ଟ୍ରକ ଧକ୍କା ରେ ଶ୍ରମିକ ମୃତ!

ଟ୍ରକ ଧକ୍କା ରେ ଗତକାଲି ଜଣେ ଶ୍ରମିକ ଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଲେ କାମାକ୍ଷାନଗର ଥାନା ମୁକ୍ତାପଶି ହରିଜନ ସାହି ର ଗୌରାଙ୍ଗ ନାୟକ । ସୂଚନା ଅନୁସାରେ ଗୌରାଙ୍ଗ କାଲି ସକାଳୁ କୌଣସି କାମ ରେ ଘରୁ ବାହାରକୁ ଯାଇଥିବା ବେଳେ ବଡ଼ଝରା କେନାଲ ନିକଟରେ ଏକ ଟ୍ରକ ସହ ଧକ୍କା ହୋଇଥିଲେ

ବଜ୍ରପାତ ନେଲା ଜୀବନ !

ଗତକାଲି ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ସ୍ଥାନରେ ବଜ୍ରପାତ ଘଟିଥିବା ବେଳେ କାଇମାଟି ରେ ଜଣେ ଚାଷୀର ଜୀବନ ନେଇଛି ବଜ୍ରପାତ । ସୂଚନା ଅନୁଯାୟୀ ସଦର ଥାନା ଅନ୍ତର୍ଗତ କାଇମାଟି ଗ୍ରାମର ସମରେନ୍ଦ୍ର ବେହେରା (୫୦) ଗତକାଲି ଅପରାହ୍ନ ପ୍ରାୟ ୩ ଟା ସମୟରେ ନିଜ ଘରକୁ ଫେରୁଥିବା ସମୟରେ

ଆଜିର ବ୍ରେକଫାଷ୍ଟ ରେ ଘରେ ବନାନ୍ତୁ ବ୍ରେଡ ପକୋଡା

ବ୍ରେଡ ପକୋଡା ବନାଇବା ପାଇଁ  ଆବଶ୍ୟକୀୟ ସାମଗ୍ରୀ:    ୪ ଟି ବ୍ରେଡ ସ୍ଲାଇସ ୨ କପ ବେସନ ଲୁଣ ସ୍ୱାଦ ଅନୁସାରେ ଅଧା ଚାମଚ ଲଙ୍କା ଗୁଣ୍ଡ ପାଣି ଦରକାର ଅନୁଯାୟୀ ଗୋଟେ ଆଳୁ ଅଧା ଚାମଚ ଲୁଣ ଓ ଗରମ ମସଲା ପ୍ରସ୍ତୁତି ପ୍ରଣାଳୀ ପ୍ରଥମେ ଗୋଟେ ପରେ

ମୁଁ ବି…

ସଭିଏଁ ତ ଭାବନାରେମୁଁ ବି ..ତୁମ ପରି ସଭିଙ୍କ ପରିରକ୍ତ ମାଂସ ରେ ଗଢ଼ା ଶରୀର ମୋରମୁଁ ବି ସୃଷ୍ଟିରମାଙ୍କର ବାପାଙ୍କର ଭାଇର ଭଉଣୀରସମାଜର ଅବିଛେଦ୍ୟ ମୁଁମୁଁ ବି ମା ର ଗର୍ଭରୁଯେମିତି ତୁମେ ଆଉ ଅନ୍ୟମାନେଭୁଲ ତ ମୋର ନୁହେଁପୁଅ ଟେ ହୋଇ ଝିଅର ଆଚରଣକାହିଁକି ର ପ୍ରଶ୍ନ ନିଜକୁ

ଟ୍ରେନ ଲାଇନରେ କଟି ଯୁବକଙ୍କ ମୃତ୍ୟୁ !

ଆଜି ଢେଙ୍କାନାଳ ସହର କୋରିଆଁ ଲେବୁଲ କ୍ରସିଂ ପାଖରେ ଏକ ଦୁର୍ଘଟଣା ଘଟିଯାଇଛି । ପ୍ରକାଶ ଯେ, ସଦର ଥାନା ଅନ୍ତର୍ଗତ କାନ୍ଧପାଳ ଗ୍ରାମର ଇନ୍ଦ୍ରମଣି ପ୍ରଧାନ ପ୍ରତ୍ୟେକ ଦିନ ସହରକୁ କାମ କରିବାପାଇଁ ଆସନ୍ତି , ଆଜି କାମ ସାରି ଫେରିଲା ବେଳକୁ କୋରିଆଁ ସ୍ଥିତ ଟ୍ରେନ ଲାଇନ ରେ ଦୁର୍ଘଟଣାର ଶିକାର

ଯୁବତୀଙ୍କୁ ଦୁଷ୍କର୍ମ ଏବଂ ହତ୍ଯା ଉଦ୍ୟମ, ଉଦ୍ଧାର କରିବାକୁ ଯାଇ ପରିବାର ର ପାଞ୍ଚ ଆହାତ

କରୋନା ମହାମାରୀର ସମୟରେ ଲୋକମାନେ ଜୀବନ ବଞ୍ଚାଇବାକୁ ବ୍ୟାକୁଳ। କିନ୍ତୁ ଏଭଳି ସଂଙ୍କଟ ସମୟରେ ମଣିଷ ଯେ ନିଜର ପୈଶାଚିକ ପବୃତି ରେ ପଡି ନାବାଳିକା କନ୍ୟା ଉପରେ ଲୋଲୁପ ଦୃଷ୍ଟି ପକାଇପାରେ, ଏକଥା ଭାବିଲାବେଳକୁ ଖରାପ ଲାଗୁଛି । କିନ୍ତୁ ଆଜି ଏଭଳି ଏକ ଅଭାବନୀୟ ଅମାନୁଷିକ ଘଟଣା ଘଟିଛି ଭୁବନ

ଲୋ-ଭୋଲ୍ଟେଜର ସମାଧାନ ପାଇଁ ଭାଗିରଥି ବିହାର “ବି” ବ୍ଲକ ବାସିନ୍ଦା ଟାଟା ପାୱାର ମ୍ୟାନେଜରଙ୍କ ଦ୍ୱାରସ୍ଥ

ବିଦ୍ୟୁତ ବିଭାଗର ସମସ୍ୟା ଏବଂ ସରବରାହକୁ ନେଇ ପୌରାଞ୍ଚଳର ୱାର୍ଡ ନଂ୪ ଭାଗିରଥି ବିହାର "ବି" ବ୍ଲକ ବାସିନ୍ଦାମାନେ ସମାଜସେବୀ ପଙ୍କଜ ନାୟକଙ୍କ ନେତୃତ୍ୱରେ ଟାଟା ପାୱାର ମ୍ୟାନେଜରଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଏହି ଅଂଚଳରେ ଦିନକୁ ଦିନ ଜନ ବସତି ବଢୁଥିବା ବେଳେ ବିଦ୍ୟୁତ
error: Content is protected !!