ସମ୍ପତ୍ତି ପାଇଁ ରକ୍ତର ସମ୍ପର୍କ ଭୁଲିଗଲା ପୁଅ ; ବାପା ଓ ମା ଙ୍କୁ କଲା ମରଣାନ୍ତକ ଆକ୍ରମଣ !
ଘର ଭାଗବଣ୍ଟାକୁ ନେଇ ଉଭୟ ବାପା ଓ ମା ଙ୍କୁ ମରଣାନ୍ତକ ଆକ୍ରମଣ କଲା ପୁଅ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ଅଧିନସ୍ଥ ପାଣିଗେଙ୍ଗୁଟିଆ ଗାଁରେ।
ସୂଚନା ମୁତାବକ ପାଣିଗେଙ୍ଗୁଟିଆ ଗାଁର ଭଜମନ ନାୟକ ସ୍ତ୍ରୀ ଦୁହିତା ନାୟକ!-->!-->!-->…
ନାଳ ରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର
କାମାକ୍ଷାନଗର ଥାନା ମୁକ୍ତାପଶି ନାଳ ରୁ ଅଜଣା ବ୍ୟକ୍ତି ଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଙ୍କ ପରିଚୟ ମିଳିପାରି ନାହିଁ ।
ସୂଚନା ଅନୁସାରେ ମୁକ୍ତାପଶି ଗ୍ରାମ ନିକଟରେ ଥିବା ନାଳ ରୁ ମୃତଦେହ ପଡ଼ିଥିବା ର ଗ୍ରାମବାସୀ ଦେଖାବାକୁ ପାଇଥିଲେ l। ଗ୍ରାମବାସୀ ମାନେ ଏ ସମ୍ପର୍କ ରେ ଖବର!-->!-->!-->…
ଧନିଆନାଳୀ ନିକଟରେ ହରିଣର ମୃତଦେହ ଉଦ୍ଧାର
ଢେଙ୍କାନାଳ ବନଖଣ୍ଡ ଷଡ଼ଙ୍ଗୀ ବନାଞ୍ଚଳ ଅନ୍ତର୍ଗତ ଧନିଆନାଳୀ ଜଙ୍ଗଲ ନିକଟରେ ଥିବା ରାସ୍ତା ନିକଟରେ ରୁ ଏକ ହରିଣର ମୃତଦେହ ପଡିଥିବାର ଦେଖା ଦେଇଥିବା ବେଳେ ଘଟଣା ସ୍ଥଳରେ ବନକର୍ମଚାରୀ ପହଁଚି ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ ଆଜି ଅପରାହ୍ନରେ ରାସ୍ତା କଡରେ ଏକ ହରିଣ ମୃତଦେହ!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୪୦୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ୮୩୧୩ ପଜିଟିଭ ଚିହ୍ନଟ, ସଙ୍ଗରୋଧରୁ ୪୬୫୫, ସ୍ଥାନୀୟ ଅଞ୍ଚଳରୁ ୩୬୫୮ । ସେହିପରି ଢେଙ୍କାନାଳ ଜିଲ୍ଲାରେ ୪୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୩୯୮ ଜଣ ଘରୋଇ ସଂଙ୍ଗରୋଧରୁ ଓ ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।
କାମାକ୍ଷାନଗର ବ୍ଲକରୁ ସର୍ବାଧିକ!-->!-->!-->!-->!-->…
କରୋନା ରେ ମୃତ ମହିଳାଙ୍କ ଶବ ଦାହ କଲେ ତହସିଲଦାର
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ପିଙ୍ଗୁଆ ଗ୍ରାମରେ ଘଟିଛି ହୃଦୟ ବିଦାରକ ଘଟଣା । ଉକ୍ତ ଗ୍ରାମର ଗଙ୍ଗାଧର ବେହେରା ଙ୍କ ସ୍ତ୍ରୀ ସାବିତ୍ରୀ ବେହେରା (୫୭) ଗତ ୨୨ତାରିଖ ରୁ କରୋନା ପଜିଟିଭି ହୋଇ ଘରେ ରହି ଚିକିତ୍ସା ହେଉଥିଲେ । ରବିବାର ସକାଳେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ,ଭୟରେ କେହି!-->…
ଖବର ପ୍ରସାରଣ ପରେ ମହୁଲପାଳ- ଜିରାଳ ପୂର୍ତ୍ତ ବିଭାଗ ରାସ୍ତାରେ ଡଷ୍ଟ ମିକ୍ସିଚର ପକାଇ ଫାଟକୁ ଘୋଡାଇଲା ଠିକା ସଂସ୍ଥା !
ଖବର ପ୍ରସାରଣ ପରେ ମହୁଲପାଳ- ଜିରାଳ ପୂର୍ତ୍ତ ବିଭାଗ ରାସ୍ତାର ନିମ୍ନମାନର କାମକୁ ଘୋଡାଇବା ପାଇଁ ଠିକାଦାରଙ୍କ ପ୍ରୟାସ।
କୋଟି କୋଟି ଟଙ୍କାର କାମ ମାସ କେଇଟାରେ ମାଟିରେ ମିଶିଗଲା । ଠିକାଦାର କାମ କରି ପାର ହେଲେ ସାଧାରଣ ଜନତା ଭୋଗନ୍ତି ଦୁର୍ଦ୍ଦଶା। ଢେଙ୍କାନାଳ ଜିଲ୍ଲାର!-->!-->!-->…
ଜୁନ୍ ୧୭ ସକାଳ ୫ଟା ଯାଏଁ ଲକଡାଉନ୍ ବଢାଇଲେ ରାଜ୍ୟ ସରକାର
ବଢୁଥିବା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଲକଡାଉନ୍ ଅବଧିକୁ ବଢାଯାଇଛି। ଜୁନ୍ ୧ ତାରିଖ ସକାଳ ୫ଟାରୁ ଜୁନ୍ ୧୭ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ଲକଡାଉନ୍ ଜାରି ରହିବ। ଏହି ସମୟରେ ସ୍ବାସ୍ଥ୍ୟସେବା, ଟେଷ୍ଟିଂ, ଟୀକାକରଣ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକ କାର୍ଯ୍ୟ ପାଇଁ କୌଣସି କଟକଣା!-->…
ନିର୍ମାଣଧୀନ ବ୍ରିଜରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଦିଘି ପଞ୍ଚାୟତ ଗୋରଡ଼ିଆ ଦେଇ ଯାଇଥିବା ବ୍ରାହ୍ମଣୀ ନଦୀ ଉପରେ ନିର୍ମାଣଧୀନ ସେତୁ ରେ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ ।
ମୃତ ଶ୍ରମିକ ଜଣଙ୍କ ବିହାର ର ପାରସ ପ୍ରସାଦ ବୋଲି ଜଣାପଡିଛି । ବ୍ରିଜ କାମ କରୁଥିବା ବେଳେ ଷ୍ଟ୍ରକଚର ଜାଲରେ ଚାପି ହୋଇ ଯାଇଥିଲେ,!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୧୧୭ ନୂଆ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳର କେତେ
ରାଜ୍ୟରେ ଦିନକରେ ୯ ହଜାର ୯୫୪୧ ପଜିଟିଭ୍ ଚିହ୍ନଟ , ୨୪ ଘଣ୍ଟାରେ ୩୩ ଆକ୍ରାନ୍ତଙ୍କ ଜୀବନ ନେଲା କରୋନା । ସୂଚନା ଅନୁଯାୟୀ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଆକ୍ରାନ୍ତ ଚିହ୍ନଟ, ଢେଙ୍କାନାଳ ଜିଲ୍ଲାରୁ ୧୧୭ ଆକ୍ରାନ୍ତ ଚିହ୍ନଟ । ଆକ୍ରାନ୍ତଙ୍କ ମଧ୍ୟରୁ ଘରୋଇ ସଙ୍ଗରୋଧରୁ ୯୪ ଏବଂ!-->!-->!-->…
“ଦେହ”
ପଞ୍ଚଭୂତରେ ହୁଏ ଲୀନ
ସମୟକୁ କରି ସମର୍ପଣ
ବୃଦ୍ଧ ହେଉ ଅବା ଯୌବନ
ଦେହ ସର୍ବଦା ସମର୍ପିତ ଜୀବନ…….
ମୋ ଶବ୍ଦର ଅହଂକାରରେ
ଦେହ ରକ୍ତ ମାଂସ ଜୀବନ୍ତ
ନଥାଏ ବୟସର ପରିଧି
ଅବା ଜୀବନ ବସନ୍ତ ||
କଷାୟବସ୍ତ୍ରଧାରୀ ଜନ୍ମେ
କଷାୟବସ୍ତ୍ରଧାରୀ ପରିତ୍ରାଣେ ଯାଏ
କେଇଟା!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->!-->…