News
lipub
samparksetu

ଫେଲ ସରକାର ଙ୍କ ବସୁଧା ଯୋଜନା , ଜଳ ଯୋଗାଣ ପ୍ରକଳ୍ପ ଅଚଳ ହେତୁ ନାଳ ଭରଷା ରେ ଗ୍ରାମ ବାସୀ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ କଣପାଳମହୁଲପାଳ ଗ୍ରାମପଂଚାୟତ ର ମହୁଲପାଳ ଗ୍ରାମରେ ସରକାର ଙ୍କ ବସୁଧା ଯୋଜନା ଥାଇ ମଧ୍ୟ ପାଣି ପାଇଁ ହଟ ହଟା ହେଉଛନ୍ତି ଗ୍ରାମ ବାସୀ । ଗ୍ରାମରେ ୪ଟି ଗ୍ରାମ୍ୟ ଜଳ ଯୋଗାଣ ପ୍ରକଳ୍ପ (ବସୁଧା) ଯୋଜନାରେ ରହିଛି ଦୁଇଟି ପାଣି ଟାଙ୍କି । ତଥାପି

ସ୍ୱାସ୍ଥ୍ୟ ପାଇଁ ହିତକର ପାଚିଲା କଦଳୀ

ପାଚିଲା କଦଳୀ ସ୍ବାସ୍ଥ୍ୟକର ହେବା ସହ ଆମ ଶରୀର ପକ୍ଷେ ମଧ୍ୟ ହିତକର ହୋଇଥାଏ । ଯଦି ଆପଣ ନିଜ ଓଜନ କମାଇବାକୁ ଚାହୁଁଛନ୍ତି ତେବେ ଆପଣ ପ୍ରତିଦିନ କଦଳୀ ଖାଇବା ଉଚିତ୍। ଗୋଟିଏ କଦଳୀରେ ୩ ଗ୍ରାମ୍ ଫାଇବର ଏବଂ ୧୦୦ କ୍ୟାଲୋରୀ ରହିଥାଏ ଏଥିପାଇଁ କଦଳୀକୁ ସବୁଠୁ ଉତ୍କୃଷ୍ଟ ହାଲୁକା ଭୋଜନ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ଆକ୍ରାନ୍ତ ୨୫୫ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ ୨୫୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ୨୪୨ ଜଣ ଘରୋଇ ସଂଗରୋଧ ଓ ବାକି ୧୩ ଜଣ ଡାକ୍ତରଖନାରୁ ଚିହ୍ନଟ ହୋଇଛନ୍ତି । ଅନ୍ୟ ଡାକ୍ତରଖାନାରୁ ୫ ଜଣ , କାମାକ୍ଷାନଗର ଏନ ଏ ସି ର କାମାକ୍ଷାନଗର ୧ , ଜେଲ କଲୋନୀ ୧ , ଅନନ୍ତପୁର ୧ ଚିହ୍ନଟ ।

କୋଭିଡ କଟକଣାରେ ହେବ ପାଠପଢା, ଜୁନ୍ ପହିଲାରୁ ଖୋଲିବ ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ

ଆସନ୍ତା ଜୁନ୍ ପହିଲାରୁ ରାଜ୍ୟର ସମସ୍ତ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟ ଖୋଲିବ । ରାଜ୍ୟ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଏନେଇ ବିଶ୍ବବିଦ୍ୟାଳୟର କୁଳପତି ଓ ଡିଗ୍ରୀ କଲେଜର ପ୍ରିନ୍ସିପାଲମାନଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି । ତେବେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ

୬୫ କୋଟି ଟଙ୍କାର ରାସ୍ତା , ମାସ କେଇଟାରେ ଫାଟି ଆଁ !

କୋଟି କୋଟି ଟଙ୍କାର କାମ ମାସ କେଇଟାରେ ମାଟିରେ ମିଶିଗଲା ପରି ମନେହେଉଛି। ଠିକାଦାର କାମ କରି ପାର ହେଲେ ସାଧାରଣ ଜନତା ଭୋଗନ୍ତି ଦୁର୍ଦ୍ଦଶା। ଢେଙ୍କାନାଳ ଜିଲ୍ଲାର ମହୁଲପାଳ-ଜିରାଳ ପୂର୍ତ୍ତ ବିଭାଗ ରାସ୍ତା ନିକଟ ଅତୀତରେ ହୋଇଛି। ୧୫.୯୦୫ କିଲୋମିଟର ଏହି ରାସ୍ତା ୨୦୧୬ ମସିହାରେ

ସଡ଼କ ଦୁର୍ଘଟଣାରେ ୨ମୃତ !

ଜାତୀୟ ରାଜପଥ ୫୩ ମୁକ୍ତାପଶି ନିକଟରେ ଦୁଇ ଯୁବକ ଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି । ଭୁବନ ଥାନା ଗଡ଼ନୃସିଂହପ୍ରସାଦ ପଞ୍ଚାୟତର ପଳାଶପିଠିଆ ଗ୍ରାମର ତୋଫାନ ମହାପାତ୍ର ସ୍ମୃତି ରଞ୍ଜନ ଜେନା ଏକ ମୋଟର ସାଇକେଲ ରେ ନିଜ ଘରୁ ମଠକରଗୋଳ। ଯାଉଥିଲେ । ମୁକ୍ତାପଶି ଠାରେ କାମାକ୍ଷାନଗର ଆଡୁ

ଶ୍ରୀରାମଚନ୍ଦ୍ର ପୁର ନିକଟରେ ଦୁର୍ଘଟଣା, ୨ ଗୁରୁତ୍ତର

ଢେଙ୍କାନାଳ ଜିଲ୍ଲା ଶ୍ରୀରାମଚନ୍ଦ୍ର ପୁର ନିକଟରେ ଦୁର୍ଘଟଣା, ଦୁର୍ଘଟଣା ରେ ୨ ଗୁରୁତ୍ତର । ସୂଚନା ଅନୁଯାୟୀ, ଗଁଦିଆ ବ୍ଲକ ଶ୍ରୀରାମଚନ୍ଦ୍ର ପୁର ନିକଟରେ ଆଜି ଏକ ଦୁର୍ଘଟଣା ଘଟି ବାଇକ୍ ଚାଳକ ଏବଂ ଜଣେ ଆରୋହି ଗୁରୁତ୍ତର ଭାବେ ଆହତ ହୋଇଛନ୍ତି । ତେବେ କୌଣସି ଏକ ଦ୍ରୁତଗାମୀ କାର୍

ଆଜି ଢେଙ୍କାନାଳ ଜିଲ୍ଲାରେ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ, ଘୋଷଣା ହେଲା ୩ ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ୍

ଆଜି ଢେଙ୍କାନାଳ ଜିଲ୍ଲାରେ ଆଜି ନୂଆ ୪୨୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଆକ୍ରାନ୍ତଙ୍କ ମଧ୍ୟରୁ ୩୯୭ ଜଣ ଘରୋଇ ସଙ୍ଗରୋଧରୁ ଓ ବାକି ୩୧ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ପରଜଙ୍ଗ ବ୍ଲକ ଜୟପୁରାକାଟେଣୀର ୮୨ ଜଣ, ବସୋଇର ୧୧ ଜଣ, ଲୋଧଣୀ ୫ ଜଣ, କନ୍ଦରସିଙ୍ଗା,

ଆର ପାରିରେ ପାରିମାଳ ମହାବିଦ୍ୟାଳୟ ର ବାଣିଜ୍ୟ ଅଧ୍ୟାପକ

ଭାଇ, ମାଆ ଓ ବାପାଙ୍କ ପରେ ଆର ପାରିରେ ଅଧ୍ୟାପକ ଶ୍ରୀ ଚନ୍ଦନ ସାହୁ। କାମାକ୍ଷାନଗର ବାସଭବନରେ ଗତ କିଛି ଦିନ ତଳେ ବାପା ସ୍ବର୍ଗତ ରାଜ୍ୟପାଳ ପୁରସ୍କାର ପ୍ରାପ୍ତ ଶିକ୍ଷକ ଶ୍ୟାମସୁନ୍ଦର ସାହୁଙ୍କ କରୋନାରେ ମୃତ୍ୟୁ ଘଟିଥିଲା। ଆଜି ସକାଳେ ଅଧ୍ୟାପକ ଶ୍ରୀ ସାହୁଙ୍କ ମୃତ୍ୟୁ ଘଟିଛି। ସେ

କିନ୍ନରଙ୍କ ମୁହଁରେ ହସ ଫୁଟାଇଲା ‘ସଂକଳ୍ପ ଚାରିଟେବୁଲ ଟ୍ରଷ୍ଟ ‘

କରୋନା ମହାମାରୀ ତାପରେ ୟସ ବାତ୍ୟା ବୋଝ ଉପରେ ଲଳିତା ବିଡା ପରି ଗୋଟିଏ ପରେ ଗୋଟିଏ ବୋଝରେ ଭାଙ୍ଗି ଦେଇଛି ଜନ ସାଧାରଣଙ୍କ ଅଣ୍ଟା । ଦୁଃଖ ର ଏହି ଘୁର୍ଣ୍ଣିବଳୟ ଭିତରେ ମଧ୍ୟ ଘୁରି ବୁଲୁଛନ୍ତି ଢେଙ୍କାନାଳ ସହର କଣ୍ଟାନାଳି ବାଇପାସ ନିକଟ ହିମାଳୟ ବସ୍ତିରେ ରହୁଥିବା କିନ୍ନର ସମ୍ପ୍ରଦାୟ । ବସ
error: Content is protected !!