News
lipub
samparksetu

ଭଙ୍ଗା କଲଭର୍ଟ ମରାମତି ଦାବି

ଢେଙ୍କାନାଳ ଜିଲ୍ଲା ଭୁବନ ଏନଏସି ଅନ୍ତର୍ଗତ ନୂଆବଜାର ସଲଗ୍ନ ୱାର୍ଡ ନଂ ୫ ଓ ୬ ମଧ୍ୟବର୍ତ୍ତି ସ୍ଥାନ ଅନିଲ କ୍ଳଥ ଷ୍ଟୋର ନିକଟରେ ରାସ୍ତା ମଝିରେ କଲଭର୍ଟଟି ଭାଙ୍ଗି ଗାତ ସୃଷ୍ଟି ହୋଇଛି । ଏହି ବିପଦସଙ୍କୁଳ ରାସ୍ତାରେ ଯାତାୟତ କରିବାକୁ ଲୋକମାନେ ଭୟ କରୁଛନ୍ତି । ଏ ନେଇ ସ୍ଥାନୀୟ ଲୋକେ

ସବଷ୍ଟେସନକୁ ବିଦ୍ୟୁତ ଯୋଗାଣ କରିବାକୁ ଦାବି

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ ଘଟିପିରି , ଗୋବିନ୍ଦପ୍ରସାଦ , କଳାଙ୍ଗ ,କୋତମ୍ ଆଦି ୪ଟି ପଞ୍ଚାୟତବାସୀ ବିଜୁଳି କାଟ ସାଙ୍ଗକୁ ଲୋ ଭୋଲଟେଜ ଜନିତ ସମସ୍ୟା ଭୋଗୁଛନ୍ତି । ଏହି ଅଞ୍ଚଳ ଗୁଡ଼ିକର ବିଦ୍ୟୁତ ସମସ୍ୟାର ସମାଧାନ ପାଇଁ ଘଟିପିରି ଅମାନ୍ତିପଡ଼ା ଠାରେ ବିଦ୍ୟୁତ ଗ୍ରୀଡ଼

କୁକୁଡ଼ା ଫାର୍ମକୁ ନେଇ ଗ୍ରାମବାସୀ ଓ କମ୍ପାନୀ ମୁହାଁମୁହିଁ ,ଫୁଟିଲା ବମ !

ଢେଙ୍କାନାଳ ଗଁଦିଆ ଥାନା ଅନ୍ତର୍ଗତ କୋକେଇଦା ଗ୍ରାମରେ କୁକୁଡ଼ା ଫାର୍ମ ଜମି ଜବରଦଖଲ କୁ ନେଇ ଗ୍ରାମବାସୀ ଓ କମ୍ପାନୀ କର୍ମଚାରୀ ମାନଙ୍କ ମଧ୍ୟରେ ବିବାଦ ଫଳରେ ଉଭୟଙ୍କ ପକ୍ଷରୁ ଗଁଦିଆ ଥାନାରେ ଲିଖିତ ଅଭିଯୋଗ ହୋଇଛି । ଉକ୍ତ ଗ୍ରାମରେ ଜଗନ୍ନାଥ ଅଗ୍ରୋଭିଟ ଗ୍ରୁପ କମ୍ପାନୀ ଏକ କୁକୁଡ଼ା

ନିଆରା ଢଙ୍ଗରେ ଜନ୍ମଦିନ ପାଳିଲେ ଯୁବ ସମାଜସେବୀ ପ୍ରଶାନ୍ତ

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

ଅମାବାସ୍ୟା ର କାଳରାତ୍ରି

ସେଦିନ ଅମାବାସ୍ୟାର ଘନ ଅନ୍ଧାର ରାତିରେ ଶ୍ୟାମ ବାବୁଙ୍କର ମାର୍କେଟରେ କାମ ସରିବାରେ ଟିକେ ବିଳମ୍ବ ହୋଇଯାଇଥାଏ । ଶ୍ୟାମବାବୁ ତରବରିଆ ହୋଇ କିଛି ପରିବା କିଣି ବ୍ୟାଗଟିକୁ ନିଜର ସାଇକେଲରେ ଝୁଲାଇ ଦେଇ ନିଜ ଘର ଅଭିମୁଖେ ବାହାରି ପଡିଲେ । ସବୁଦିନ ପରି ଶ୍ୟାମବାବୁଙ୍କର ହସ ହସ

ରକ୍ତହୀନତା ଯୋଗୁଁ ହାତୀର ମୃତ୍ୟୁ !

ଆଜି ସକାଳ ୬ ଟା ସମୟରେ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ କପିସାହିରେ ଏକ ୫ ରୁ ୧୦ ବର୍ଷୀୟ ହାତୀ ଟିଏ ସଙ୍କଟାପନ୍ନ ଅବସ୍ଥାରେ ପଡିଥିବାର ଦେଖାଦେଇଥିଲା । ପରେପରେ ଚିକିତ୍ସା ନିମନ୍ତେ ହାତୀଟିକୁ ହିନ୍ଦୋଳ ସ୍ଥିତ ପଶୁ ଚିକିତ୍ସାଳୟ କୁ ଅଣାଯିବା ପରେ ଚିକିତ୍ସାଧୀନ ଅବସ୍ଥାରେ ହାତୀଟିର

ଇସଲାମରେ ଖିଲାଫତର ମହତ୍ତ୍ଵ

" ଇସଲାମରେ ଖିଲାଫତର ମହତ୍ତ୍ଵ "୨୭ ମେ ୧୯୦୮ ଅହମଦିୟା ମୁସଲିମ ଖିଲାଫତ ଦିବସ ଉପଲକ୍ଷେ ବିଶେଷ ପ୍ରସ୍ତୁତି ଖିଲାଫତ୍ (Successorship ) ଗୋଟିଏ ଆରବି ଶବ୍ଦ ଯାହାର ଅର୍ଥ ହେଉଛି ଉତ୍ତରାଧିକାରୀ। କୌଣସି ନବୀ, ରସୁଲ୍ ତଥା ଅବତାରଙ୍କର ଦେହାବସାନ ପରେ ତାଙ୍କ ଆଧ୍ୟାତ୍ମିକ କାର୍ଯ୍ୟକୁ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୭୮। ଏମାନଙ୍କ ମଧ୍ୟରୁ ୧୬୯ ଜଣ ଘରୋଇ ସଂଙ୍ଗରୋଧରୁ ଓ ବାକି ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି। କାମାକ୍ଷାନଗର ଏନଏସିର ମୁଣ୍ଡିଦେଉଳୀରୁ ୧୫ ଜଣ, ଏନଏସି ଅଫିସରୁ ୧୨ ଜଣ, ଅନନ୍ତପୁର ୯ ଜଣ, ଆଳୁତମା ୮ ଜଣ, କାମାକ୍ଷାନଗର ୨

ପୁନରୁଦ୍ଧାର ଅପେକ୍ଷାରେ ପନିପରିବା ଓ ଫଳ ସଂରକ୍ଷଣ କେନ୍ଦ୍ର

ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁରଠାରେ ପ୍ରତିଷ୍ଠା ହୋଇଥିଲା ପନିପରିବା ଓ ଫଳ ସଂରକ୍ଷଣ କେନ୍ଦ୍ର ତଥା ମ୍ୟାଙ୍ଗୋ ହବ୍‌। ତେବେ ପରିଚାଳନାଗତ ଅବ୍ୟବସ୍ଥା ହେତୁ ଏବେ ଏହା ପରିତ୍ୟକ୍ତ। ଏହାର ନିର୍ମାଣରେ ବ୍ୟୟ ହୋଇଥିବା ପ୍ରାୟ ୧୦ କୋଟି ଟଙ୍କା ପାଣିରେ ପଡ଼ିଛି। ଏହାର ଉଦଘାଟନ ମାନ୍ୟବର

ଖବର ପ୍ରସାରଣ ପରେ ଚିକିତ୍ସା ପାଇଁ ଚିକିତ୍ସାଳୟରେ ଭର୍ତ୍ତି ହେଲେ ଅସହାୟ ପ୍ରତିମା

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଳକ୍ ମହାଲୁଣ୍ଡା ନୂଆପଡା ଗ୍ରାମର ପ୍ରତିମା ସାହୁ(୫୫) ପ୍ରାୟ ଏକ ସପ୍ତାହ ହେବ ଅସୁସ୍ଥ ହୋଇ ନିଜ କୁଡ଼ିଆରେ ପଡି ରହିଥିଲେ । ତାଙ୍କର ପରିବାର ରେ କେହି ନଥିବାରୁ ଚିକିତ୍ସା ହୋଇ ପାରୁ ନଥିଲା । ତେବେ ଏ ନେଇ ଢେଙ୍କାନାଳ ଅପଡେଟ ଖବର ପ୍ରସାରଣ ହେବା ସହ
error: Content is protected !!