News
lipub
samparksetu

ସଡ଼କ ଦୁର୍ଘଟଣାରେ ଦୁଇ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ପିକଅପ ଗାଡି ଦୁର୍ଘଟଣାରେ ଦୁଇ ଆହତ ହୋଇଛନ୍ତି । ସୂଚନା ଅନୁଯାୟୀ , ଅନୁଗୋଳ ଜିଲ୍ଲାର ଅନୁଗୋଳ ଥାନା ଅଂଚଳର ତାମ୍ରିତ କଲୋନୀ କେନାଲ ଅଞ୍ଚଳର ଅନାଦି ବେହେରାଙ୍କ ପୁଅ ଟୁକୁ ବେହେରା(୪୮) ଓ ଗାଡି ଡ୍ରାଇଭର କୃଷ୍ଣ ବିଶ୍ୱାଳଙ୍କ ପୁଅ ମଣ୍ଟୁ

ମା’ ଝିଅଙ୍କ ଠାରୁ ଠକି ଲୁଟିନେଲେ ସୁନା ଗହଣା !

ଠାକୁରଙ୍କୁ ଦର୍ଶନ କରାଇଦେବା ଏବଂ ଘର ଲୋକଙ୍କ ଉପରେ ଥିବା ବିପଦ ଦୁରିଭୁତ କରିଦେବା କହି ମାଆ ଝିଅଙ୍କ ଠାରୁ ଟଙ୍କା ଓ ତିନି ଲକ୍ଷରୁ ଅଧିକ ଟଙ୍କାର ସୁନା ଲୁଟିନେଲା ଭଣ୍ଡ ବାବା। ଢେଙ୍କାନାଳ ସହରର ଗହଳି ସ୍ଥାନ ମୀନାବଜାରରେ ଘଟିଛି ଏଭଳି ଆଶ୍ଚର୍ଯ୍ୟ ଜନକ ଘଟଣା।ମାଆ ସ୍ୱର୍ଣ୍ଣ ପ୍ରଭା

ବ୍ୟାଙ୍କିଙ୍ଗ ସେବାରେ ପ୍ରତିବନ୍ଧକ ସାଜିଛି ପାର୍କିଂ ବ୍ୟବସ୍ଥା

ବ୍ୟାଙ୍କିଙ୍ଗ ସେବା କ୍ଷେତ୍ରରେ ପ୍ରମୁଖ ପ୍ରତିବନ୍ଧକ ସାଜିଛି ପାର୍କିଂ ବ୍ୟବସ୍ଥା । ଗଁଦିଆ ବ୍ଲକର ପ୍ରମୁଖ କେନ୍ଦ୍ର ବଣିଆପଡା ଛକ ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଶାଖାଟି ପ୍ରାୟ ୭ବର୍ଷ ହେବ ଏଠାରେ କାର୍ଯ୍ୟ କରୁଅଛି ଏହାର ମୁଖ୍ୟ ସମସ୍ୟା ହେଉଛି ପାର୍କିଂ ବ୍ୟବସ୍ଥା । ଏଠାରେ ପାର୍କିଂ ର

ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ମିକି

ଜନ୍ମଦିନ ପାଳନ ଏକ ଟ୍ରେଣ୍ଡ ରେ ପରିଣତ ହେଲାଣି । ତାରକା ହୋଟେଲରେ ସାଙ୍ଗସାଥୀଙ୍କ ସହ ଜାକଜମକରେ ଜନ୍ମଦିନର ଖୁସି ମନାଉଛନ୍ତି । ହେଲେ ଏମିତି ହାତଗଣତି କିଛି ବ୍ୟକ୍ତିତ୍ୱ ଅଛନ୍ତି ଯେଉଁମାନେ ଏଭଳି ଚାକଚକ୍ୟଠୁ ଦୂରେଇ ନିଆରା ଢଙ୍ଗରେ ଜନ୍ମଦିନ ପାଳିବାକୁ ପସନ୍ଦ କରିଥାନ୍ତି । ଏମିତି ଏକ

କୁହୁଡି ନେଲା ପିଅନ ଙ୍କ ଜୀବନ

ବଡ଼ଦିନରେ ବନ୍ଧୁ ଘରକୁ ଯିବା ପାଇଁ ସକାଳୁ ଉଠି ଗାଁ ବଜାର କୁ ଚା ପିଇବା ପାଇଁ ଯାଇ ଆଉ ଘର କୁ ଫେରି ନଥିଲେ ମନ୍ଦାର ଉଚ୍ଚ ବିଦ୍ୟାଳୟ ର ପିଅନ । ଘନ କୁହୁଡି ଯୋଗୁଁ ତାଙ୍କୁ ଦୃତଗାମୀ ବାଇକ ଧକ୍କା ଦେଇ ଚାଳିଯାଇଥିଲା । ସୂଚନା ଅନୁଯାୟୀ , ମନ୍ଦାର ଗ୍ରାମ ର ସ୍ବର୍ଗତ ଦୁର୍ଯୋଧନ ସାହୁ ଙ୍କ

ମାତିଛନ୍ତି ଲୁଟେରା ଗ୍ୟାଙ୍ଗ

ମାତିଛନ୍ତି ମନ୍ଦିର ଲୁଟେରା ଗ୍ୟାଙ୍ଗ ,ଗୋଟେ ରାତିରେ ୬ଟି ମନ୍ଦିର ରୁ କଲେ ଚୋରି । ଭୁବନ ବ୍ଲକ ଯମୁନାକୋଟ ଠାରୁ ଦୀଘି ପଞ୍ଚାୟତ ର ରାସ୍ତା ପାର୍ଶ୍ବ ରେ ଥିବା ୬ଟି ମନ୍ଦିର ରୁ କେହି ଦୁର୍ବୃତ୍ତ ଲୁଟ କରିଥିବା ବେଳେ ମାର୍ଥାପୁର ବସ ଷ୍ଟାଣ୍ଡରେ କଣ୍ଢେଇ ନାଚ କରୁଥିବା ଭାପୁର ଅଞ୍ଚଳ ଏକ ଦଳକୁ

ପଥର ମାଫିଆଙ୍କ ଚରା ଭୂଇଁ ଗଁଦିଆ ତହସିଲ, ତଳୁ ଉପରୁ ସମସ୍ତେ ମାଲେମାଲ !

ଇଟାଭାଟି ଦୁର୍ନୀତି ପରେ ମଧ୍ୟ ସୁଧୁରୁନି ରାଜସ୍ୱ ବିଭାଗ, ଜିଲ୍ଲାର ଖଣିଜ ଲୁଟ୍ କରିବାରେ ସାହାଯ୍ୟ କରି ମାଲେମାଲ ହେଉଛନ୍ତି ସରକାରୀ ବାବୁ । ଏପଟେ ବାବୁଙ୍କ ସହମତି ପାଇ ମନଇଚ୍ଛା ପଥର କାଟିନେଉଛନ୍ତି ମାଫିଆ । ଦିନ ଦୁପହରେ ମଧ୍ୟ ରହୁନି ଡର । ଦିନ ଦୁଇପହରେ ମଧ୍ୟ ଚାଲିଛି ବେଧଡ଼କ ବେ

ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା !

ଘର ଛାଡିବା କହିବାରୁ ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା ।ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ ବାଉଁଶପାଳ ଗାଁ ଶଅର ସାହିରେ ଘଟିଛି ଏହି ଘଟଣା । ଘର ଛାଡିବା କହିବାରୁ ଯୁବକଙ୍କୁ ପିଟି ପିଟି ହତ୍ୟା କଲା ମଦ୍ୟପ ଯୁବକ । ମୃତକ ହେଲେ ବାଉଁଶପାଳ ଶଅରସାହିର ରୋହିତ

ହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନ ଅନ୍ତର୍ଗତ ଆଙ୍କୁର୍ଦା ଗ୍ରାମରେ ଆଜି ସନ୍ଧ୍ୟା ସମୟରେ ଏକ ଦନ୍ତା ହାତୀ ଆକ୍ରମଣ ଦ୍ୱାରା ଜଣଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି । ସୂଚନା ଅନୁଯାୟୀ , ଷଡ଼ଙ୍ଗୀ ରେଞ୍ଜ ଅଧୀନ ଉକ୍ତ ଆଙ୍କୁର୍ଦା ଗ୍ରାମର ଅଦୈତ ସ୍ୱାଇଁ (୬୦) ଆଜି ସନ୍ଧ୍ୟା ସମୟରେ ତାଙ୍କ

ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ଅଭିଯୋଗ

ଓଡ଼ାପଡ଼ା ବ୍ଳକ୍ ମୋଟଙ୍ଗା ପଞ୍ଚାୟତ ମେରାମଣ୍ଡଳି ଗାଁରେ କଂକ୍ରିଟ ରାସ୍ତା ନିର୍ମାଣ କାର୍ଯ୍ୟ ନିମ୍ନମାନର ହେଇଥିବା ଅଭିଯୋଗ ହେଉଛି । ବିଧାୟିକାଙ୍କ ପାଣ୍ଠିରୁ ୩ଲକ୍ଷ ୫୦ ହଜାର ଟଙ୍କା ଅଟକଳରେ ଏହି ରାସ୍ତା ନିର୍ମାଣ ହେଉଛି । ଗ୍ରାମର ଗାଣ୍ଡୁ ମାଳି ଛକ ଠାରୁ ଶ୍ରୀଧର ସେଠୀ ଘର ପର୍ଯ୍ୟନ୍ତ
error: Content is protected !!