ବ୍ରାଉନ ସୁଗାର ବେପାରୀ ପିଣ୍ଟୁ ଦାସ ଗିରଫ
ଧଳାନିଶା କବଳରେ ଢେଙ୍କାନାଳ ଯୁବଗୋଷ୍ଠି କିଏ ଖାଉଛି, କିଏ ବିକୁଛି, ତକିଏ ଖାଇବା ପାଇଁ ପଇସା ନଥିବାରୁ ଚୋରୀ କରୁଛି । ସବୁରୀ ମୂଳରେ ବ୍ୟାବସାୟୀ, ଯୁବଗୋଷ୍ଠୀ ଙ୍କୁ ନିଶାସକ୍ତ କରାଇ ବେସ୍ ପଇସା ଆଦାୟ କରୁଛନ୍ତି । ଏଭଳି ଏକ ବ୍ରାଉନ ସୁଗାର ବେପାରୀ ପିଣ୍ଟୁ ଦାସ (୨୯) କୁ ଗିରଫ କରିଛି!-->…
ଜିଲ୍ଲାରେ ବୁଲୁଛି ବେଆଇନ ବନ୍ଧୁକ, ସପ୍ତଶଯ୍ୟା ଆସିଥିବା ପର୍ଯ୍ୟଟକଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଢେଙ୍କାନାଳ ଜିଲ୍ଲା ପର୍ଯ୍ୟଟନ କ୍ଷେତ୍ରରେ ସପ୍ତଶଯ୍ୟା, ଦଣ୍ଡାଧାର, ସାପୁଆର ରହିଛି ସ୍ୱତନ୍ତ୍ର ମାନଚିତ୍ର। ପୂର୍ବରୁ ପିକନିକ୍ ୠତୁ ରେ ଭରି ଉଠେ ଜିଲ୍ଲାର ସମସ୍ତ ପର୍ଯ୍ୟଟନ ସ୍ଥଳୀ ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ପର୍ଯ୍ୟଟକଙ୍କ ସୁଅ ଛୁଟେ । ହେଲେ!-->…
ଡକାୟତ ଦଳକୁ କାବୁ କଲା ପୋଲିସ
ଢେଙ୍କାନାଳ ସଦର ଥାନା ଭାପୁର ଫାଣ୍ଡି ଅନ୍ତର୍ଗତ କଦମପାଳ ଗ୍ରାମରେ ଡକାୟତି ଯୋଜନା କରୁଥିବା ଏକ କୁଖ୍ୟାତ ଡକାୟତ ଦଳକୁ ପୋଲିସ କାବୁ କରିନେଇଥିବା ଜଣାପଡିଛି । ଡକାୟତଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଥିବା ବେଳେ ସେମାନଙ୍କ ଠାରୁ ମାରଣାସ୍ତ୍ର ସହିତ ଖଣ୍ଡା,ବୋମା,ପିସ୍ତଲ ଜବତ!-->…
କେନାଲରେ ବୁଡି ଯୁବକ ମୃତ
ଢେଙ୍କନାଳ ଜିଲ୍ଲା ଭୁବନ ଥାନା ବାରୁଆଁ ପଞ୍ଚାୟତ ମାଲୁଆ ଗୋଡା ଗ୍ରାମର ଯୁବକ ରେଙ୍ଗାଳି କେନାଲରେ ବୁଡି ଯୁବକ ଙ୍କ ମୃତ୍ୟୁ ଘଟିଛି I
ଆଜି ଅପରାହ୍ନରେ ଅନନ୍ତ ହେମ୍ରମ ଙ୍କ ପୁଅ ଗୁରୁବା ହେମ୍ରମ (୩୫) ଗାଁ ପାଖରେ ମଜୁରୀ କାମ କରିବା ପାଇଁ ଯାଇଥିଲେ I କାମସାରି କେନାଲ କୁ ଗାଧୋଇବା ଯାଇ ଆଉ!-->!-->!-->…
ବଣିଆ ପଡ଼ା ଠାରେ ହେଉଥିବା କ୍ରିକେଟ୍ ମ୍ୟାଚ୍ ଉଦଯାପିତ
ବଣିଆ ପଡ଼ାରେ ଗତ ୫ ଦିନ ଧରି ଚାଲିଥିବା କ୍ରିକେଟ୍ ମ୍ୟାଚର ଆଜି ଫାଇନାଲ ମ୍ୟାଚ ରାଜା- ୧୧, ପୋଡ଼ାପଡ଼ା ସହ କାରନ୍ଦା କ୍ରିକେଟ୍ କ୍ଳବ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା।ଏହି ୧୫ ଓଭର ମ୍ୟାଚ୍ ବିଶିଷ୍ଟ ଖେଳରେ ଟସ ଜିତି ପ୍ରଥମେ କାରନ୍ଦା କ୍ରିକେଟ୍ କ୍ଳବ୍ ୧୦ ଓଭର୍ ରେ ତା'ର ସମସ୍ତ ୱିକେଟ୍!-->…
ଢେଙ୍କାନାଳ ଜିଲ୍ଲାରେ ରହିଛନ୍ତି ୯୫୯୫୧୪ ଜଣ ମତଦାତା
ଢେଙ୍କାନାଳ ଜିଲ୍ଲାରେ ମାତଦାତାଙ୍କ ସଂଖ୍ୟା ୯୫୯୫୧୪ ରେ ପହଁଚିଛି l ସେଥି ମଧ୍ୟରୁ ପୁରୁଷ ମତଦାତାଙ୍କ ସଂଖ୍ୟା ୪୯୫୬୫୬ଜଣ ଥିବାବେଳେ ମହିଳା ମାତଦାତାଙ୍କ ସଂଖ୍ୟା ୪୬୩୭୦୬ ଜଣ ରହିଛନ୍ତି l ଜିଲ୍ଲାରେ ପ୍ରତି ୧୦୦୦ ଜଣ ପୁରୁଷଙ୍କ ମଧ୍ୟରେ ମହିଳାଙ୍କ ସଂଖ୍ୟା ୯୩୬ ରହିଛି l
୧୮ ବର୍ଷ ରୁ ୧୯!-->!-->!-->…
ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଆହତ
ଗଁଦିଆ ଥାନ ଅନ୍ତର୍ଗତ ବରଦା ଗ୍ରାମ ପଂଚାୟତ ଅଧୀନ କୁଶିଦା ଗ୍ରାମରେ ଗତକାଲି କିଛି ଦୁର୍ବୃତ୍ତଙ୍କ ଆକ୍ରମଣ ରେ ଜଣେ ଆହତ ହୋଇଥିବାର ଜଣାପଡ଼ିଛି ।
ସୂଚନା ଅନୁଯାୟୀ , ଗତକାଲି ମଧ୍ୟ ରାତ୍ରିରେ କିଛି ଦୁର୍ବୃତ୍ତ ଉକ୍ତ କୁସିଦା ଗ୍ରାମର ବାସିନ୍ଦା ସତ୍ୟନ୍ଦ୍ର କୁମାର ସାହୁ ଙ୍କର ଘରେ ଚୋରୀ!-->!-->!-->…
ନୂଆ ବରଷରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ର କୁ ଆସିଲେ ନୂଆ ଅତିଥି
ନୂଆ ବରଷରେ କପିଳାସ ହାତୀ ଉଦ୍ଧାର କେନ୍ଦ୍ର କୁ ଆସିଲେ ନୂଆ ଅତିଥି
ଥମୁନି ହାତୀ ମଣିଷ ମୁହାଁମୁହିଁ ପରିସ୍ଥିତି । ବ୍ୟାପକ ଜଙ୍ଗଲ ସମ୍ପଦ ନଷ୍ଟ ସହିତ ଖାଦ୍ୟ ଅନ୍ୱେଷଣରେ ଜନବସତି ମୁହାଁ ହେଉଛନ୍ତି ହାତୀପଲ । ଗତ କିଛିଦିନ ହେବ ବୌଦ୍ଧ ବନଖଣ୍ଡ ଅଞ୍ଚଳରେ ଏକ ଦନ୍ତା ଉପଦ୍ରବ ଲାଗିରହିଥିବା!-->!-->!-->…
ବାରୁଆଁ ଗଣଦୁଷ୍କର୍ମ ଘଟଣା ରେ ଚତୁର୍ଥ ଆସାମୀ ଗିରଫ
ବାରୁଆଁ ଗଣଦୁଷ୍କର୍ମ ଘଟଣାରେ ଚତୁର୍ଥ ଆସାମୀଙ୍କୁ ଧରିଲେ ପୋଲିସ । ଘଟଣା ରୁ ପ୍ରକାଶ ଯେ ,ଅକ୍ଟୋବର ୨୦ତାରିଖ ସାରା ରାଜ୍ୟରେ ହୋଇଥିଲା ବସ ଧର୍ମଘଟ ଓ ଦଶହରା ନିମନ୍ତେ କଲେଜ ଛୁଟି ହୋଇଥାଏ । ଘରକୁ ଯିବା ପାଇଁ ସୁକିନ୍ଦା ଖଣି ଅଞ୍ଚଳର ଜଣେ କଲେଜ ଛାତ୍ରୀ ନିଜ ପୁରୁଷ ବନ୍ଧୁଙ୍କୁ ଡକାଇ ତାଙ୍କ!-->…
ଫେବୃଆରୀ ୨୨ ରେ ବିଶ୍ୱପ୍ରସିଦ୍ଧ ଯୋରନ୍ଦା ମାଘ ମେଳା
ଢେଙ୍କାନାଳ ଜିଲ୍ଳାପାଳ ମନୋରଞ୍ଜନ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆସନ୍ତା ଫେବୃଆରୀ ୨୨ ଓ ୨୩ ଦୁଇ ଦିନ ଧରି ହେବାକୁ ଥିବା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମାଘ ମେଳା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଯୋରନ୍ଦା ମାଘମେଳା ପାଇଁ ସଂପୃକ୍ତ ଅଞ୍ଚଳକୁ ସର୍ବଦା ପରିଷ୍କାର ପରିଛନ୍ନ ରଖିବା!-->…