News
lipub
samparksetu

ଲକଡାଉନର ଫାଇଦା ଉଠାଉଛନ୍ତି ଠିକାଦାର! ଦିବାଲୋକରେ ମେସିନ ବ୍ୟବହାର କରି ପୋଖରୀ ଖନନ ଚାଲିଛି

କରୋନା କାଳରେ ଲକଡାଉନ ଥିବା ସମୟରେ ମେସିନ ଲଗାଇ ପୋଖରୀ ଖନନ। ଭୁବନ ବ୍ଲକର ଯମୁନାକୋଟ ପଞ୍ଚାୟତର ୫,୦୦୦୦୦ ଲକ୍ଷ ଟଙ୍କାର ମନରେଗା କାମ ମେସିନ ବ୍ୟବହାର କରାଯାଉଛି। ସୂଚନା ମୁତାବକ ଏହି ପଞ୍ଚାୟତର ବ୍ରଜବନ୍ଧୁ ସାହୁଙ୍କ ଜମି ନିକଟରେ ଥିବା ପୋଖରୀ ଉନ୍ନତିକରଣ ନିମନ୍ତେ ଚଳିତ ବର୍ଷ

ଆବାସ ଯୋଜନାରୁ ବଞ୍ଚିତ ଗୀତାଞ୍ଜଳି

ଅନେକ ସ୍ଥଳେ ଗୋଟିଏ ପରିବାରରୁ ଦୁଇ ଜଣ ଲେଖାଏଁ ଆବାସ ଯୋଜନାରେ ଉପକୃତ ହେଉଥିବାର ବହୁତ ନଜିର ରହିଛି। ରାଜନୈତିକ ନେତାଙ୍କୁ ବା ସରକାରୀ ଅଧିକାରୀମାନଙ୍କୁ ଉତ୍କୋଚ ଦେଇ ଧନୀକ ଶ୍ରେଣୀର ଲୋକ ବି ଏହି ଯୋଜନାରେ ଉପକୃତ ହେଉଛନ୍ତି। ଯେଉଁ ମାନେ ନେତା ବା ସରକାରୀ ଅଧିକାରୀମାନଙ୍କୁ ସନ୍ତୁଷ୍ଟ କରି

କରୋନା ହଜେଇଦେଲା ମାନବିକତା ; ଦୀର୍ଘ ସମୟ ଧରି ଘରେ ପଡ଼ିରହିଲା ଶବ , ପାଖ ମାଡ଼ିଲେନି ସାହିଭାଇ

ଘାରିଛି କରୋନା ଭୟ । ମୃତଦେହର ପାଖ ମାଡୁନାହାନ୍ତି ପରିବାରଲୋକେ । ଦୀର୍ଘ ସମୟ ହେଲା ପଡ଼ିରହିଲା ମୃତଦେହ । ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ରେଣଦାପାଟଣା ଗାଁରେ ଘଟିଛି ଘଟଣା । କରୋନାରେ ଚାଲିଗଲା ଜୀବନ ଆଉ ମୃତଦେହ ଉଠାଇବାକୁପରିବାର ସାହି ଭାଇ ପାଖ ମାଡିଲେନି । ମୃତକ ସେହି ଗାଁର

ଉପରମୁହାଁ କରୋନା ଗ୍ରାଫ ଗୋଟିଏ ଦିନରେ ୨୪୪ ଆକ୍ରାନ୍ତ ଚିହ୍ନଟ, ଘୋଷଣା ହେଲା ୩ ଟି ମାଇକ୍ରୋ କଣ୍ଟେନମେଣ୍ଟ ଜୋନ !

ଦିନକରେ ୧୦,୦୩୧ ପଜିଟିଭ୍ ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୩୧ ସଂକ୍ରମିତ ଚିହ୍ନଟ, ଢେଙ୍କାନାଳ ଜିଲ୍ଲାରୁ ୨୪୪ଆକ୍ରାନ୍ତ ଚିହ୍ନଟ । ସଂକ୍ରମଣ ଚେନ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଘାଘରମୁଣ୍ଡା ଗ୍ରାପ ଅନ୍ତର୍ଗତ ଖନ୍ଦ। ଗ୍ରାମ, ଗଁଦିଆ ବ୍ଲକକାବେରା ପଞ୍ଚାୟତ ଅନ୍ତର୍ଗତ ଦଧିସିଙ୍ଗା

ମା’ କାଲୁଣୀଙ୍କ ନୂତନ ମନ୍ଦିର ପାଇଁ ଶିଳାନ୍ୟାସ

ଢେଙ୍କାନାଳ ଜିଲ୍ଲା ଭୁବନର ଅଧିଷ୍ଠ୍ରାତୀ ଗ୍ରାମଦେବୀ ମା କାଲୁଣୀଙ୍କ ନୂତନ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଭୁବନ ଗ୍ରାମର ପୂର୍ବକୁ ପ୍ରବେଶ ଦ୍ଵାରରେ ଅବସ୍ଥିତ ମା କାଲୁଣୀଙ୍କ ପୀଠ । ଯେତେବେଳ ବିପଦ ବେଳେ ମା କାଲୁଣୀଙ୍କୁ ଡାକିଲେ ସବୁ ବିପଦ ଟଳି

ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଖୋଲାଗଲା କୋଭିଡ କେୟାର ସେଣ୍ଟର

କରୋନାର ଦ୍ବିତୀୟ ଲହରକୁ ଦୃଷ୍ଟିରେ ରଖି ଢେଙ୍କାନାଳ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ କ୍ରମେ ଭୁବନ ବ୍ଲକ ଅନ୍ତର୍ଗତ ପଞ୍ଚାୟତରାଜ ହାଇସ୍କୁଲ ପଳାଶପିଠିଆ ଠାରେ କାର୍ଯ୍ୟକ୍ଷମ ହେଲା କୋଭିଡ କେୟାର ସେଣ୍ଟର । ଏହି ସେଣ୍ଟରରେ ୫୦ ଶଯ୍ୟା ବିଶିଷ୍ଟ ଏବଂ ଅକ୍ସିଜେନ ସିଲିଣ୍ଡରର ବ୍ୟବସ୍ଥା

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୪୬ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଢେଙ୍କାନାଳ ଜିଲ୍ଲାରେ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୪୬। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୧୩୧ ଓ ଡାକ୍ତରଖାନାର ୧୫ ଜଣ। ଏହି ସୂଚନା ଆଧାରରେ ଜିଲ୍ଲାର ସର୍ବାଧିକ ସଂଖ୍ୟକ ସଂକ୍ରମଣର ଶିକାର ହୋଇଛନ୍ତି କାମାକ୍ଷାନଗର ବିଜ୍ଞାପିତ ଅଞ୍ଚଳର। ଏଠାରୁ ୨୫ ଜଣ ସଂକ୍ରମିତ ହୋଇଛନ୍ତି।

ବଞ୍ଚି ଥାଉ ଥାଉ ଦିବ୍ଯାଙ୍ଗ ହିତାଧିକାରୀଙ୍କୁ ମୃତ କରିଦେଲେ ଯୋଗାଣ ବିଭାଗ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ବଳରାମପୁର ଗାଁ ର ଅଭିରାମ ଜେନା ,ଜନ୍ମରୁ ସେ ଦିବ୍ଯାଙ୍ଗ। ବୟସ ତାଙ୍କର ପଚାଶ। ଗରିବ ବଡ଼ ଭାଇଙ୍କ ସାହାର, ସାତ ଶହ ଟଙ୍କା ଦିବ୍ଯାଙ୍ଗ ଭତ୍ତା ଓ ରାସନ୍ କାର୍ଡ ମାଧ୍ୟମରେ ୫ କିଲୋ ଚାଉଳରେ ଆଜି ପର୍ଯ୍ୟନ୍ତ ବଞ୍ଚିଛନ୍ତି। ବଡ଼ ଦୁର୍ଭାଗ୍ୟ ବିଷୟ ଗତ

ମୋ ମା’

ସବୁଠୁ ମଧୁର ଲାଗେ ମୋତେ ମୋର ମାଆସେ ଯେବେ ଡାକଇ ବାବୁ ଧନ ମୋ'ର ଆ' ।ଯେବେ ମୁଁ ଜନମ ନେଲି ତାହାରି କୋଳରେସେ ଆନନ୍ଦେ ହସୁଥାଏ ଅତି ସ୍ନେହ ଭରେ । ପଡି ଉଠି ହାତ ଧରି ଶିଖିଲି ମୁଁ ଚାଲିଖେଳିଥିଲି ତା'ସାଥେ ମୁଁ କେତେ ଧୂଳି ବାଲି ।ରୋଗ ବ୍ୟାଧି ବେଳେ ମୋ'ର ପାଶେ ରହିଥାଏଖଣ୍ଡିଆ

ବ୍ୟାପକ ପରିମାଣର ବିଦେଶୀ ମଦ ଜବତ ; ୨ ଗିରଫ

ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥ କଡରେ ଥିବା ଏକ ଢ଼ାବା ଉପରେ ଅବକାରୀ ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ବିଦେଶୀ ମଦ ଜବତ କରିବା ସହ ଢ଼ାବା ମାଲିକ ଏବଂ ତାଙ୍କ ଭାଇକୁ ଗିରଫ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ହେଲେ ଭୁବନ ଥାନା
error: Content is protected !!