ଅଷ୍ଟଶମ୍ଭୁ ମନ୍ଦିରରୁ ଚୋରି !
ଆଜି ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଅନ୍ତର୍ଗତ ଖୁଣ୍ଟୁଝରି ଗ୍ରାମ ପଞ୍ଚାୟତରେ ଥିବା ଅଷ୍ଟଶମ୍ଭୁ ମନ୍ଦିର ଚୋରି ହୋଇଥିବାର ସୂଚନା ମିଳିଛି ।
ମନ୍ଦିର ପୂଜକ କହିବାନୁସାରେ ଆଜି ଭୋର ସମୟରେ ମନ୍ଦିର ପୂଜା କରିବା ପାଇଁ ମନ୍ଦିରକୁ ଆସିଥିବା ବେଳେ ମନ୍ଦିରର ବାହାରେ କିଛି ଜିନିଷ ପତ୍ର ଏଠି!-->!-->!-->…
ପୋଖରୀ ରେ ବୁଡି ବୃଦ୍ଧଙ୍କ ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ମହୁଲପାଳ ଗ୍ରାମର ଶିବ ମନ୍ଦିର ସାମ୍ନାରେ ଥିବା ନୂଆପୋଖରୀ ରେ ବୁଡ଼ି ଆଜି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ , ଆଜି ପୂର୍ବାହ୍ନ ଏଗାରଟା ବେଳେ ଗାଧୋଇ ଯାଇଥିଲେ ଗ୍ରାମର ମୁରଲୀଧର ସାହୁ (୬୨)ପାହାଚରୁ ଗୋଡ ଖସି ଯିବାରୁ ବୁଡି ଯାଇଥିଲେ ।
!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୨୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମଣ ଚେନ୍ ଭାଙ୍ଗିବାକୁ ଘୋଷଣା ହେଲା ୨ଟି ମାଇକ୍ରୋ…
ରାଜ୍ୟରେ ୧୦ ହଜାର ତଳକୁ ଖସୁନି ଦୈନିକ ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧୦ ହଜାର ୬୪୯ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୧୫୪୭ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଢେଙ୍କାନାଳ ଜିଲ୍ଲାରେ ୨୨୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି , ଜିଲ୍ଲାରେ!-->!-->!-->…
ଅସରାଏ ବର୍ଷାରେ ଗମନାଗମନ ଠପ୍ !
ଭାଲୁମୁଣ୍ଡା ଆଲୁଅଝରଣ ପୂର୍ତ୍ତ ବିଭାଗ ରାସ୍ତାର ତୁମୁଁସିଙ୍ଗା ଥାନା ନିକଟରେ ଛଅ ସାତ ମାସ ହେଲା ଏକ ପୋଲ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଯାହାକି ଏ ଯାଏଁ ଶେଷ ହୋଇ ନାହିଁ।
କାମାକ୍ଷାନଗର ବା ଢେଙ୍କାନାଳ ଯିବା ପାଇଁ ଏ ହେଉଛି ଏକ ମାତ୍ର ରାସ୍ତା। ଗତ ବର୍ଷ ଏହି ରାସ୍ତାର ଧୋବାବାହାଳି!-->!-->!-->…
କଙ୍କଡାଷୋଡ ହତ୍ୟା ଘଟଣା ଚାରି ଗିରଫ
ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡାଷୋଡ ଗ୍ରାମରେ ଗତ ୧୯-୨-୨୧ ରିଖରେ ହତ୍ୟାର ଶିକାର ହୋଇଥିଲେ ପୂର୍ଣ ଚନ୍ଦ୍ର ବାଇ । ଏହି ମାମଲା ରେ ୨୬-୨ ରେ ହତ୍ୟାରେ ସଂପୃକ୍ତ ସିପୁନ ଭୋଇ, ଟୁକୁନା ଭୋଇ ଓ ଭଜମନ ଭୋଇଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା ଓ ସେମାନେ ଅଦ୍ୟାବଧି ଜେଲରେ!-->!-->!-->…
ସ୍ମୃତିରେ ତୁମେ
ତାଜମହଲର ମାରବଲ ତୁମେ ଉଦୟପୁରର କିଲ୍ଲା !ଗଙ୍ଗଶିଉଳିର ଝରାଫୁଲ ତୁମେ ସ୍ମୃତି ପୁଷ୍କରର ମେଳା !!ଆରବ!-->…
ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମିଲର ଙ୍କ ଆକ୍ରମଣ !
ଢେଙ୍କାନାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମିଲର ଆକ୍ରମଣ କରିଥିବା ପୋଲିସ ରେ ଅଭିଯୋଗ ହୋଇଛି ।
ଏହି ଘଟଣାକୁ ନେଇ ମିଲର ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ଜିଲ୍ଲା ଯୋଗାଣ ଆଧିକାରୀଙ୍କ!-->!-->!-->…
ସାମାନ୍ୟ ବର୍ଷାରେ ଭୁଶୁଡ଼ିଲା ନିହଲ ପ୍ରସାଦ ସ୍କୁଲ ପାଚେରୀ ; ୧୫ ଦିନ ହେବ ସରିଥିଲା କାମ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ନିହଲପ୍ରସାଦ ନୋଡାଲ ଉ ପ୍ରା ବିଦ୍ୟାଳୟ ପାଚେରୀ ସାମାନ୍ୟ ବର୍ଷାରେ ଭୁଶୁଡ଼ି ପଡିଛି । ଆର୍ଥିକ ବର୍ଷ ୨୦୧୯-୨୦୨୦ ଅଟକଳ ମୂଲ୍ଯ ୨ଲକ୍ଷରେ ଟଙ୍କା କାମ ହେଇଥିଲା ଯାହାକି ତିନି ମାସ ତଳେ ଭୁଶୁଡ଼ିଥିଲା ।
ଆଥିର୍କ ବର୍ଷ ୨୦୨୧ ରେ ନୂଆ ପାଚେରୀ ନିର୍ମାଣ କାମ!-->!-->!-->…
ବାପାଙ୍କ ସ୍ମୃତି ଉଦେଶ୍ୟରେ ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ
ଆଜି ଢେଙ୍କାନାଳ ସହରର ବସ ଷ୍ଟାଣ୍ଡ ନିକଟବର୍ତ୍ତୀ ଦୁର୍ଗାବଜାର ର ହନୁମାନ ବାଟିକା ପ୍ରାଙ୍ଗଣରେ ସ୍ବର୍ଗତ ଡ଼ମ୍ବୁରୁଧର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି ।
ସାଧାରଣ ଲୋକ ମାନଙ୍କୁ ଥଣ୍ଡା ପାନୀୟ ଜଳର ସୁବିଧା କରିବାପାଇଁ ଡ଼ମ୍ବୁରୁଧର ମହାନ୍ତିଙ୍କ!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ନୂତନ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ
ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । କୋରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଢେଙ୍କାନାଳ ଜିଲ୍ଲାରେ ଗତକାଲି ସଂକ୍ରମିତ ଙ୍କ ସଂଖ୍ଯା କମିଥିବା ବେଳେ ଆଜି ତାହା ଦ୍ବିଗୁଣିତ ହୋଇ ଯାହାକି ୧୮୯ ରେ ପହଞ୍ଚିଛି ।ଏଥିରେ ଘରୋଇ!-->…