News
lipub
samparksetu

ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମିଲର ଙ୍କ ଆକ୍ରମଣ !

ଢେଙ୍କାନାଳ ଜିଲ୍ଲା ଯୋଗାଣ ଅଧିକାରୀଙ୍କ କାର୍ଯ୍ୟ।ଳୟରେ କାର୍ଯ୍ୟରତ ମହିଳା ଅଧିକାରୀଙ୍କୁ ମିଲର ଆକ୍ରମଣ କରିଥିବା ପୋଲିସ ରେ ଅଭିଯୋଗ ହୋଇଛି । ଏହି ଘଟଣାକୁ ନେଇ ମିଲର ବିରୋଧରେ କାର୍ଯ୍ୟ।ନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ଅଧିକାରୀ ପ୍ରକାଶ କରିଛନ୍ତି । ଜିଲ୍ଲା ଯୋଗାଣ ଆଧିକାରୀଙ୍କ

ସାମାନ୍ୟ ବର୍ଷାରେ ଭୁଶୁଡ଼ିଲା ନିହଲ ପ୍ରସାଦ ସ୍କୁଲ ପାଚେରୀ ; ୧୫ ଦିନ ହେବ ସରିଥିଲା କାମ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ ନିହଲପ୍ରସାଦ ନୋଡାଲ ଉ ପ୍ରା ବିଦ୍ୟାଳୟ ପାଚେରୀ ସାମାନ୍ୟ ବର୍ଷାରେ ଭୁଶୁଡ଼ି ପଡିଛି । ଆର୍ଥିକ ବର୍ଷ ୨୦୧୯-୨୦୨୦ ଅଟକଳ ମୂଲ୍ଯ ୨ଲକ୍ଷରେ ଟଙ୍କା କାମ ହେଇଥିଲା ଯାହାକି ତିନି ମାସ ତଳେ ଭୁଶୁଡ଼ିଥିଲା । ଆଥିର୍କ ବର୍ଷ ୨୦୨୧ ରେ ନୂଆ ପାଚେରୀ ନିର୍ମାଣ କାମ

ବାପାଙ୍କ ସ୍ମୃତି ଉଦେଶ୍ୟରେ ପାନୀୟଜଳ ପ୍ରକଳ୍ପ ଲୋକାର୍ପିତ

ଆଜି ଢେଙ୍କାନାଳ ସହରର ବସ ଷ୍ଟାଣ୍ଡ ନିକଟବର୍ତ୍ତୀ ଦୁର୍ଗାବଜାର ର ହନୁମାନ ବାଟିକା ପ୍ରାଙ୍ଗଣରେ ସ୍ବର୍ଗତ ଡ଼ମ୍ବୁରୁଧର ମହାନ୍ତିଙ୍କ ଉଦ୍ଦେଶ୍ୟରେ ଏକ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପିତ ହୋଇଯାଇଛି । ସାଧାରଣ ଲୋକ ମାନଙ୍କୁ ଥଣ୍ଡା ପାନୀୟ ଜଳର ସୁବିଧା କରିବାପାଇଁ ଡ଼ମ୍ବୁରୁଧର ମହାନ୍ତିଙ୍କ

ଢେଙ୍କାନାଳ ଜିଲ୍ଲାରେ ନୂତନ ୧୮୯ କରୋନା ଆକ୍ରାନ୍ତ ଚିହ୍ନଟ

ଢେଙ୍କାନାଳ ଜିଲ୍ଲାରେ ଦିନକୁ ଦିନ ବଢିବାରେ ଲାଗିଛି କୋରୋନା ସଂକ୍ରମଣ । କୋରୋନା ସଂକ୍ରମିତ ଙ୍କ ସଂଖ୍ଯା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ଢେଙ୍କାନାଳ ଜିଲ୍ଲାରେ ଗତକାଲି ସଂକ୍ରମିତ ଙ୍କ ସଂଖ୍ଯା କମିଥିବା ବେଳେ ଆଜି ତାହା ଦ୍ବିଗୁଣିତ ହୋଇ ଯାହାକି ୧୮୯ ରେ ପହଞ୍ଚିଛି ।ଏଥିରେ ଘରୋଇ

ଅସରାଏ ବର୍ଷାରେ ସହରର ଅଳିଆ ଆବର୍ଜନା ରାସ୍ତା ଉପରେ

ଢେଙ୍କାନାଳ ସହରରେ କାଳ ବୈଶାଖୀ ଯୋଗୁଁ ଆଜି ଦିନ ୧୨ଟା ବେଳେ ଅସରାଏ ବର୍ଷାରେ ଢେଙ୍କାନାଳ ପୌରାଞ୍ଚଳ ସାରା ରାସ୍ତା ଉପରେ ଅଳିଆ ଆବର୍ଜନା ଏକାଠି ହୋଇଗଲା । ପ୍ରକାଶ ଥାଉ କି ପ୍ରତ୍ୟେକ ବର୍ଷ ବର୍ଷା ଦିନ ପୂର୍ବରୁ ସହରର ଗଳି କନ୍ଧି ରେ ଥିବା ଡ୍ରେନ ଗୁଡିକରୁ ଅଳିଆ ଆବର୍ଜନା ସହିତ ପଡ଼ିଥିବା

ବଞ୍ଚିଥିଲା ବେଳେ ମିଳୁଥିଲା ବହୁ ସମ୍ମାନ କିନ୍ତୁ ମଲା ପରେ ମିଳିଲାନି ଚାରିକାନ୍ଧ , ପ୍ରଶାସନ ଶବ ଉଠେଇଲା ସତ କିନ୍ତୁ…

କୋଭିଡ ଭଳି ମହାମାରୀର ସଂକ୍ରମଣ ସାରା ବିଶ୍ୱ ବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । ଫଳରେ ସଂକ୍ରମଣ ରୋକିବାକୁ ବାଧ୍ୟହୋଇ ଲକଡାଉନ ସର୍ଟଡାଉନ ଆଦି ଘୋଷଣା ଯୋଗୁଁ ଅର୍ଥନୀତି ଭୁଶୁଡି ଗଲାଣି । ଏପଟେ କିନ୍ତୁ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପ୍ରଶାସନର ବେଫିକର ମନୋଭାବ ଲୋକଙ୍କୁ ଚିନ୍ତାର

ଢେଙ୍କାନାଳ ଜିଲ୍ଲାରେ ତଳମୁହାଁ କରୋନା ଗ୍ରାଫ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

କମିଲା କରୋନା ସଂକ୍ରମଣ ଗତ ତିନି ଦିନ ଧରି କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସର୍ବଶେଷ ସୂଚନା ମୁତାବକ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ୯୧ ପ୍ରକାଶ ପାଇଛି । ଏଥିରେ ଘରୋଇ ସଂଙ୍ଗରୋଧରୁ ୮୨ ଓ ୯ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି । ହିନ୍ଦୋଳ ବ୍ଲକରୁ

‘ପରଶ୍ରୀକାତରତା’

ପରିବାର ହସିଉଠେ ଯଦି ପରିବାର ବର୍ଗଙ୍କ ମଧ୍ଯରେ ସୁସମ୍ପର୍କ, ଆନନ୍ଦ, ହସ, ଖୁସି ଏବଂ ଉତ୍ସାହ ଥାଏ। ଏଠାରେ ସମ୍ପର୍କ ବିଶ୍ୱାସ ଉପରେ ଆଧାରିତ ଓ ସମସ୍ତେ ପରସ୍ପର ପ୍ରତି ସହାନୁଭୂତି ଶୀଳ ହୋଇ ରହି ଥାଆନ୍ତି । ଯେତେବେଳେ ପରସ୍ପର ଭିତରେ ଈର୍ଷା, ଦ୍ବେଷ ବା ପରଶ୍ରୀକାତରତା ବାସ କରେ

ଗଁଦିଆ ଡ଼ିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ସପ୍ତାହ ବ୍ୟାପି ଜନ ସଚେତନତା

ସାରା ରାଜ୍ୟରେ କରୋନା ମହାମାରୀ ର ଦ୍ୱିତୀୟ ଲହରୀ ଲାଗିରହିଛି । ସେଥିରୁ ବଞ୍ଚିବା ପାଇଁ ଆଜି ଢେ଼ଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ର ଗଁଦିଆ ଡିଜିଟାଲ ମିଡ଼ିଆ ଆସୋସିଏସନ ତରଫରୁ ଆରମ୍ଭ ହୋଇଛି ଏକ ସପ୍ତାହ (ସେବା କାର୍ଯ୍ୟ )ମାସ୍କ , ସାନିଟାଇଜର , ବଣ୍ଟନ । ଏହି କାର୍ଯ୍ୟକ୍ରମରେ ସଭାପତି

ବିଜେପି ଯୁବମୋର୍ଚ୍ଚା ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ

ଢେଙ୍କାନାଳ ସହରର ଅଭିନନ୍ଦନ ଗାର୍ଡେନ ଠାରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଏକ ରକ୍ତଦାନ ଶିବିର ପାଳିତ ହୋଇଯାଇଛି । ସମଗ୍ର ଦେଶରେ କୋରନା ର ଦ୍ୱିତୀୟ ଲହରୀ ଚାଲିଥିବା ହେତୁ ଏହା ଜିବନ ପ୍ରତି ଅଧିକ କ୍ଷତି ଦାୟକ ହୋଇପଡିଛି । ତେଣୁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବିଜେପି
error: Content is protected !!