ଭୁବନ ରେ ପାଟ୍ରୋଲିଂ କଡା କଡି, ଅମାନିଆ ଦେଲେ ଜୋରିମାନା
ରାଜ୍ୟରେ ମହାମାରୀ କୋରନାର ଦ୍ବିତୀୟ ଲହର ବେଶ ମାରାତ୍ମକ ରୂପ ନେଉଥିବା ପରିଲକ୍ଷିତ ହୋଇଛି । ଏଥିପାଇଁ ରାଜ୍ୟବ୍ୟାପୀ ଶନିବାର ଓ ରବିବାର ସପ୍ତାହାନ୍ତ ସଟଡାଉନ୍ ଘୋଷଣା ହୋଇଛି।
ଫଳରେ ଆଜି ଦ୍ବିତୀୟ ସପ୍ତାହରେ ଏହି ନିୟମକୁ ଅନେକ ସମୟରେ କିଛି ବ୍ୟବସାୟି ଖାମଖିଆଲ ମଣୁଛନ୍ତି। ସେମାନଙ୍କୁ!-->!-->!-->…
ହସର ଜୟଗାନ
ସଭିଙ୍କ ମୁଁହରୁ ଉଭେଇ ଗଲାଣି ହସଯୁଆଡେ ଦେଖିବ ଚାରିଆଡ଼େ ଖାଲି ବିଷଦୁଃଖର ଦାସ ହୋଇ ହୁଅନାରେ ଉଦାସବ୍ୟଙ୍ଗ କବିତା କରିବ ଜୀବନ ସରସ ।
ହସ ଦ୍ୱାରା ତୁମେ ଦୁନିଆକୁ କର ବଶବ୍ୟଙ୍ଗମୋଦୀ ବଟି ଝରାଉ ବ୍ୟଙ୍ଗର ରସବ୍ୟଙ୍ଗରେ ଭରା ବ୍ୟଙ୍ଗ କବିତା ପାଠୋତ୍ସଵପାଳନ କରିବା ଆସ ହସର ଉତ୍ସବ ।
!-->!-->!-->!-->!-->…
ଜରି ପାଲ ତଳେ ଦିନ କାଟୁଛନ୍ତି ବୃଦ୍ଧା ଦମ୍ପତ୍ତି
ଢେଙ୍କାନାଳ ସଦର ବ୍ଳକ୍ ଅନ୍ତର୍ଗତ ଶଙ୍କରପୁର ପଞ୍ଚାୟତ ଭଙ୍ଗାମାଳ ଗ୍ରାମର ବୃଦ୍ଧା ଦମ୍ପତ୍ତି କାଞ୍ଚନ ସାହୁ ଏବଂ ଦ୍ଵିଯବର ସାହୁ । ଆଗପଛ କହିଲେ ପାଖରେ କେହି ନାହାନ୍ତି , ଗୋଟିଏ ବୋଲି ପୁଅ ସେ ବୋହୁ ସହ ବାହାରେ ରୁହୁଛି ବୋଲି କୁହନ୍ତି ଦମ୍ପତ୍ତି ।
ସରକାରୀ ସହାୟତା କହିଲେ ଚାଉଳ ଏବଂ!-->!-->!-->…
“ଲୁହ”
ବିରହ ଯନ୍ତ୍ରଣାମୋହ ଦଧିରେନୟନର ସୁଅଯେବେ ଭାସେ ଚିବୁକରେ ,
ଯତନେ ସାଇତେରଖେ ଲୁକାୟିତଅଜାଗା ଅବେଳିତକାଳେ ହେବ ବୃଷ୍ଟିପାତ ||
ମନ ବାଲୁକାରେଭାଙ୍ଗେ ସ୍ୱପ୍ନର ନଗରଭାସି ଆସେ ସ୍ମୃତିରାତି ଅନିଦ୍ରା ସହର…….
ବିରହ ଛଳନାକେବେ ପ୍ରେମ ସ୍ମୃତିର ଜ୍ୱାଳା ,କେଇ ଦିନର ଅନୁଭୂତିରେଲୁହ!-->!-->!-->!-->!-->!-->!-->…
ଶ୍ରୀରାମପୁର ଗ୍ରାମରେ ଅଘଟଣ, ଲାଇନ ସଜାଡିଲା ବେଳେ ଚାଲିଗଲା ଜୀବନ
ଲାଇନ ନଥିବାର ଖବରପାଇ ଯାଇଥିଲେ ସଜାଡ଼ିବାକୁ ହେଲେ ହଠାତ ଆସିଗଲା ଲାଇନ ଏବଂ କ୍ଷଣିକେ ଚାଲିଗଲା ଜୀବନ । ଏଭକି ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ତୁମସିଂହା ଥାନା ଅନ୍ତର୍ଗତ ଶ୍ରୀରାମପୁର ଗ୍ରାମରେ ।
ସୂଚନା ଅନୁଯାୟୀ ଗତକାଲି ଠାରୁ ଲାଇନ ନଥିବାରୁ ସଜାଡ଼ିବା ନିମନ୍ତେ ଶ୍ରୀରାମପୁର!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାରେ ୮୬ ନୂତନ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ରାଜ୍ୟରେ ଦୈନିକ ନୂତନ କରୋନା ସଂକ୍ରମିତଙ୍କ ସଂଖ୍ୟା ରେକର୍ଡ ସ୍ତରରେ ପହଁଞ୍ଚି ଅଛି। ଲୋକ ଦୁଇ ଶହ ପ୍ରତିଶତ ହାରରେ ସଂକ୍ରମଣ ଶିକାର ହେଉଥିବା ରେକର୍ଡ କରାଯାଇଛି। ଗତକାଲି ଶେଷ ସୁଦ୍ଧା ଚାରି ପାଞ୍ଚଟି ଜିଲ୍ଲାକୁ ଛାଡ଼ି ଦେଲେ ପ୍ରାୟ ଜିଲ୍ଲାର ନୂତନ ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ!-->…
ଗଁଦିଆ ଉଦ୍ୟାନ ବିଭାଗ ନୂତନ କାର୍ଯ୍ୟାଳୟ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଉନାହିଁ ; ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ
ଢେଙ୍କାନାଳ ଜିଲ୍ଲା ଗଁଦିଆ ଉଦ୍ୟାନ ବିଭାଗ ନୂତନ କାର୍ଯ୍ୟାଳୟ ନିର୍ମାଣ ତିନି ବର୍ଷ ହେଲା ନିର୍ମାଣ ଆରମ୍ଭ ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରୁନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ଦେଖାଦେଇଛି।
ନୂତନ କାର୍ଯ୍ୟାଳୟର ବିଜୁଳି ଓ ପାଣି ସମସ୍ୟା ଏବେ ସୁଦ୍ଧା!-->!-->!-->…
“ରୋଜା” ମାନବ ଜାତି ପାଇଁ ସହାନୁଭୂତି ର ମହାନ୍ ଶିକ୍ଷା
ଆଲ୍ଲା ତାଲା ଙ୍କ ର ନିକଟତା ପ୍ରାପ୍ତି ଉଦେଶ୍ୟ ରେ ଗୋଟିଏ ମୁସଲିମ ଧର୍ମାବଲମ୍ବୀ ରମଜାନ ର ଚନ୍ଦ୍ର ଦର୍ଶନ ପର ଠାରୁ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଅନ୍ନଜଳ ସମ୍ପୂର୍ଣ୍ଣ ଭାବେ ତ୍ୟାଗ କରି ରୋଜା (ଉପବାସ) ରଖିଥାଏ।
ରମଜାନ ରୋଜା ର ଉଦେଶ୍ୟ କାହାକୁ ଭୋକ ଉପାସରେ ମାରିବା କଦାପି ନୁହେଁ, ଯଦି!-->!-->!-->…
ଢେଙ୍କାନାଳିଆ ମୁଁ ଢେଙ୍କାନାଳିଆ
ଢେଙ୍କାନାଳିଆ ମୁଁ ଢେଙ୍କାନାଳିଆସବୁ ଜିଲ୍ଲାଠୁ ମୋ ଜିଲ୍ଲା ବଢିଆ ।।ସାରା ରାଇଜରେ ମୋ ଜିଲ୍ଲା ଆଗ,ଅଛି ଭାଇ ଭାଇ ନାହିଁ ଛଳନା ରାଗ ।।
ସବୁ କ୍ଷେତ୍ରରେ ମୋ ଜିଲ୍ଲା ଆଗୁଆ,ପ୍ରସିଦ୍ଧ ବରା ତା ଭାରି ବଢିଆ ।।କବି ବ୍ରଜନାଥ ଏ ମାଟି ସୁତ ,କଳ୍ପନା, ନନ୍ଦିନୀ ଆଉ ବାଜିରାଉତ ।।
କେତେ!-->!-->!-->!-->!-->…
ମୋ ଜୀବନ ମୋ କବିତା
ଆବଶ୍ୟକ ନାହିଁ ମୋ'ର ସେପରି ବିଜୟନୁହେଁ ଯା' ମୋ'ପାଇଁ ଶୁଭ,ଚିର ଶାନ୍ତିମୟତାହାଠାରୁ ଶତଗୁଣେ ଭଲ ପରାଜୟଲୋଡ଼େ ମୁହିଁ କୀର୍ତ୍ତି ଏକ ଅମ୍ଳାନ ଅକ୍ଷୟ ।
ନିର୍ବାଣ ଓ ଚିରମୁକ୍ତି ଲୋଡେନା ମୁଁ ମନେଚିରଦୁଃଖୀ ହେବା ଚାହେଁ ଜୀବନେ ଜୀବନେଅବିରତ ସଂଗ୍ରାମ ମୋ' ନର୍କର ଭିତରେଦେଖିବାକୁ!-->!-->!-->!-->!-->!-->!-->…