News
lipub
samparksetu

ଟିକା ନେଲେ ୩ମାସ ଯାଏଁ କରିପାରିବେନି ରକ୍ତଦାନ !

କରୋନା ଟିକାକରଣ ଅଭିଯାନ ଦ୍ବାରା ପ୍ରଭାବିତ ହେବ ସ୍ବେଚ୍ଛାକୃତ ରକ୍ତଦାନ ଅଭିଯାନ। ଏବେ ଏହିଭଳି ଆଶଙ୍କା ସୃଷ୍ଟି ହୋଇଛି। ଯଦି ଆବଶ୍ୟକ ସଚେତନତା ସୃଷ୍ଟି କରା ନଯାଏ ଅଥବା ଯୋଜନାବଦ୍ଧ ପଦକ୍ଷେପ ନିଆ ନଯାଏ, ଆଗକୁ କିଛି ମାସ ଯାଏ ହୁଏତ ଗୁରୁତର ରକ୍ତ ଅଭାବଜନିତ ସମସ୍ୟା ସୃଷ୍ଟି ହେବା

ପୂର୍ତ୍ତ ବିଭାଗ ରାସ୍ତା ଖୋଳିଦେଲେ ଠିକାଦାର ; ନିମବାହାଳି-ଗୁଳେହି ରାସ୍ତାରେ ଆଣ୍ଠୁଏ ଖାଲ !

ମନଇଚ୍ଛା ପୂର୍ତ୍ତ ବିଭାଗ ରାସ୍ତାକୁ ଖୋଳିଦେଲେ ଠିକାଦାର ।ଗ୍ରାମବାସୀ ଏହାର ବିରୋଧ କରିଥିବା ବେଳେ କଂକ୍ରିଟ୍ ଢଳେଇ କରି ସମତୁଲ କରିବାକୁ ପ୍ରତିଶ୍ରୁତି ଦେଇଥିଲେ ।ମାତ୍ର ରାତି ଅଧରେ ଅଳ୍ପ କିଛି ମାଟି ଓ ଗୋଡି ପକାଇଦେଇ ପଳାଇଲେ ।ଏବେ ରାସ୍ତା ମଝିରେ ଖାଲ ।ବର୍ଷା ହେଲେ ତାହା ଆହୁରି ଦବି

ଆଜି ଜିଲ୍ଲାରେ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ରାଜ୍ୟରେ ଖୋର୍ଦ୍ଧା, କଟକ, ଅନୁଗୋଳ, ବରଗଡ଼, ବଲାଙ୍ଗିର, ଝାରସୁଗୁଡ଼ା ପ୍ରଭୁତି ଜିଲ୍ଲାଗୁଡିକରେ କରୋନା ସ୍ଥିତି ଭୟଙ୍କର ଥିବା ଜଣାପଡିଛି। ୩୦ ଜିଲ୍ଲାରୁ ୨୪ ଟି ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ତିନି ଅଙ୍କ ଛୁଇଁଲାଣି। ଆମ ଜିଲ୍ଲାର ସଂକ୍ରମିତଙ୍କ ସଂଖ୍ୟା ଯେଉଁ ହାରରେ ବୃଦ୍ଧି ପାଉଛି

ଫାଇନ ନଦେବାକୁ ଯାଇ ସଡ଼କ ଦୁର୍ଘଟଣା

ଭୁବନ ରୁ ଢେଙ୍କାନାଳ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତାର ଭୁବନ ରଗଡି ଛକ ନିକଟରେ ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଦୁର୍ଘଟଣାରେ ଦୁଇ ଆରୋହି ଗୁରୁତର ହୋଇଛନ୍ତି । ରଗଡି ଛକ ନିକଟରେ ଭୁବନ ପୋଲିସ ପକ୍ଷରୁ ଗୁରୁବାର ସନ୍ଧ୍ୟାରେ ମାସ୍କ ଓ ହେଲମେଟ ଚେକିଂ ହେଉଥିଲା । ମହୁଳପାଳ

ନୂତନ ଗୋଶାଳା ଏବଂ ପାଠାଗାର ଉଦଘାଟିତ

ଆଜି ଢେଙ୍କାନାଳ ଜିଲ୍ଲା ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦର ମା ହିଙ୍ଗୁଳାଙ୍କ ପୀଠ ପରିସରରେ ଗୋଶାଳା ଓ ପାଠାଗାର ଉଦଘାଟିତ ହୋଇଯାଇଛି । ଏହି ଉଦଘାଟନ ଅବସରରେ ବିଶ୍ବ ହିନ୍ଦୁ ପରିଷଦର ଓଡିଶା ଶାଖା ଉପସଭାପତି ମହେଶ ସାହୁ ଯୋଗ ଦେଇ ଉଦଘାଟନ କରିଥିଲେ । ପ୍ରାଥମିକ ସ୍ଥରରେ ୭/୮ ଟି ଗାଈ

” ଟିକାକରଣ ପୂର୍ବରୁ ରକ୍ତଦାନ କରିବା ” ସ୍ଲୋଗାନକୁ ନେଇ ଏବିଭିପି ଢେଙ୍କାନାଳ ପକ୍ଷରୁ ରକ୍ତଦାନ ଶିବିର…

ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ, ଢେଙ୍କନାଳ ଦ୍ଵାରାକୋଭିଡ ଟିକାକରଣ ପୂର୍ବରୁ ରକ୍ତ ଦାନ କରିବାକୁ ନେଇ ଏକକାର୍ଯ୍ୟକ୍ରମ ଦ୍ଵାରା ଏହି ମହାମାରୀ ସମୟରେ କୋଭିଡ ନିୟମ ମାନି ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି l' ଏଥିରେ ମୋଟ ୬୭ ୟୁନିଟ୍ ରକ୍ତ ସଂଗ୍ରହ ହୋଇଛି । " ଟିକାକରଣ

ଜିଲ୍ଲାରେ ୨୨ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ; ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

କରୋନାର କାୟା ବିସ୍ତାର ହ୍ରାସ ହେବାରେ କୌଣସି ଲକ୍ଷଣ ପରିଲକ୍ଷିତ ହେଉନାହିଁ ବରଂ ଏହା ବୃଦ୍ଧି ପାଉଥିବା ଲକ୍ଷ୍ଯ କରାଯାଉଛି। ଆଜି ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୨। ଏମାନଙ୍କ ମଧ୍ୟରୁ ୧୩ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ବାକି ୯ ଜଣ ଡାକ୍ତରଖାନାରୁ ଚିହ୍ନଟ

ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କ ସମ୍ପର୍କୀୟ ଙ୍କୁ ଦୁଷ୍କର୍ମ ଅଭିଯୋଗ !

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିବା ରୋଗୀ ସମ୍ପକୀୟ ୬୫ ବର୍ଷ ବୃଦ୍ଧାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କିଛି ବ୍ୟକ୍ତି ରୋଗୀଙ୍କ ସମ୍ପର୍କୀୟ ବୃଦ୍ଧାଙ୍କୁ ଜୋର ଜବରଦସ୍ତ ଉଠାଇ ନେଇ ନିକଟସ୍ଥ ପୋଖରୀ ନିକଟରେ

ଜିଲ୍ଲାରେ ୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ;ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ

ଜିଲ୍ଲାରେ କରୋନା ଗ୍ରାଫ କ୍ରମାଗତ ଭାବରେ ଉର୍ଦ୍ଧ୍ବଗାମୀ ହେବା ଦେଖାଯାଇଛି। ସୂଚନା ଅନୁଯାୟୀ ଜିଲ୍ଲାରୁ ଆଜି ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ଘରୋଇ ସଂଙ୍ଗରୋଧରୁ ୬ ଜଣ ଓ ବାକି ୧୫ ଜଣ ଡାକ୍ତରଖାନାରୁ ବୋଲି ଜଣାପଡିଛି। ସଂକ୍ରମିତଙ୍କ ମଧ୍ୟରେ ସଦର ବ୍ଲକର ଭାପୁରରୁ

ଟିକା ନେବା ପାଇଁ ଆଜିଠୁ ପଞ୍ଜିକରଣ କରିପାରିବେ ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ

ମେ’ ପହିଲାରୁ ଆରମ୍ଭ ହେଉଥିବା ଟିକାକରଣରେ ୧୮ରୁ ୪୪ ବର୍ଷ ମଧ୍ୟରେ ଯୁବବର୍ଗଙ୍କୁ ସାମିଲ କରାଯାଇଛି । ତେଣୁ ପୂର୍ବ ଦୁଇ ପର୍ଯ୍ୟାୟ ଅପେକ୍ଷା ଏହି ପର୍ଯ୍ୟାୟରେ ବହୁ ଅଧିକ ଲୋକଙ୍କ ଟିକାକରଣ ହେବ । ଜାଣନ୍ତୁ କିପରି କରିବେ ପଞ୍ଜିକରଣ କୋ-ଇନ୍ ପୋର୍ଟାଲରେ ହେବ ପଞ୍ଜିକରଣ ୨୮
error: Content is protected !!