ଭୁବନ ପୋଲିସ ହାତରେ ବଡ଼ ସଫଲତା
ଅନେକ ଦିନ ପରେ ଭୁବନ ପୋଲିସକୁ ଲାଗିଛି ବଡ଼ ସଫଳତା। ସ୍ଥାନୀୟ ତହସିଲ ଓ ଜଙ୍ଗଲ ବିଭାଗ ଶୋଇ ପଡ଼ିଥିବାରୁ ଖଣି ମାଫିଆଙ୍କ ପାଇଁ ଭୂସ୍ବର୍ଗ ପଲିଟିଥିଲା।
ତେବେ ନୂତନ ଭାବେ ଭୁବନ ଥାନାରେ ଯୋଗ ଦେଇଥିବା ଥାନା ଅଧିକାରୀଙ୍କ ହାତରେ ଗତକାଲି ରାତିରେ ତିନୋଟି ଟ୍ରାକ୍ଟର ଓ ଗୋଟିଏ ଟ୍ରକ ଚୋରା!-->!-->!-->…
ଜିଲ୍ଲାରେ ଆଜି ୨୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଢେଙ୍କାନାଳ ଜିଲ୍ଲାରେ ଆଜି ୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରେ ଘରୋଇ ସଙ୍ଗରୋଧରୁ ୨ ଜଣ ହୋଇଥିଲା ବେଳେ ୧୮ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି ।
ଆକ୍ରାନ୍ତଙ୍କ ମଧ୍ୟରୁ ସଦର ବ୍ଲକ ଭାପୁରରୁ ୨ ଜଣ, କାମଧେନୁକୋଟ ଓ ତରଭାରୁ ଜଣେ ଲେଖାଏଁ ଚିହ୍ନଟ!-->!-->!-->!-->!-->…
ବାବା ଚନ୍ଦ୍ରଶେଖରଙ୍କ ଆଶୀର୍ବାଦରୁ ମୁଁ ସୁସ୍ଥ ଅଛି: ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା
ଆଂଶିକ ଭାବେ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେତୁ ଗତକାଲି କଟକ ସ୍ଥିତ ଏକ ଘରୋଇ ମେଡ଼ିକାଲ ରେ ଭର୍ତ୍ତି ହୋଇଥିଲେ ଢେଙ୍କାନାଳ ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ।
ତେବେ ଜିଲ୍ଲାପାଳଙ୍କ ଆରଟିପିସିଆର ରିପୋର୍ଟ ନେଗେଟିଭ ଆସିଥିବା ବେଳେ କିଛି ଇନଫେକ୍ସନ ହେତୁ ତାଙ୍କୁ ଚିକିତ୍ସା!-->!-->!-->!-->!-->…
ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଘରପୋଡି
ଢେଙ୍କାନାଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଆଜି ଘରପୋଡି ହେତୁ ଅନେକ ସଂପତି ନଷ୍ଟ ହୋଇଛି ।
ଢେ଼ଙ୍କାନାଳ ଓଡାପଡା ବ୍ଳକ ଅନ୍ତର୍ଗତ ବେଶାଳିଆ ଗ୍ରାମର ହରିଜନ ସାହିରେ ରୋଷେଇ ଘର ଚୁଲିରୁ ନିଆଁ ଲାଗିଯିବାରୁ ୩ ବଖରା ରହିବା ଘର ସହିତ ଏକ ବଖରା ରୋଷେଇ ଘର ପୋଡିଯାଇଛି।
ଖବର ପାଇ ଦମକଳ!-->!-->!-->!-->!-->…
ଜିଲ୍ଲାରେ ୨୪ ଘଣ୍ଟାରେ ୮ କରୋନା ପଜିଟିଭ୍ ଚିହ୍ନଟ, ଜାଣନ୍ତୁ କେଉଁ ଅଞ୍ଚଳରୁ କେତେ
ଦିନକୁ ଦିନ ଜିଲ୍ଲାର କରୋନା ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଇଛି। ଆଜି ସମଗ୍ର ଜିଲ୍ଲାରୁ ୮ ଜଣ ନୂଆ ସଂକ୍ରମିତ ଚିହ୍ନଟ କରାଯାଇଛି। ଏମାନଙ୍କୁ ମଧ୍ୟରେ ୪ ଜଣ ଘରୋଇ ସଂଙ୍ଗରୋଧରୁ ହୋଇଥିବା ବେଳେ ୪ ଜଣ ଡାକ୍ତରଖାନାରୁ ଚିହ୍ନଟ ହୋଇଛନ୍ତି।
ସଦର ବ୍ଲକର ଶଙ୍କରପୁରରୁ ଜଣେ ଓ କାମଧେନୁକୋଟରୁ ୨!-->!-->!-->…
ଭଙ୍ଗାକୁଡ଼ିଆ ରେ ଦିନ ବିତାଉଛନ୍ତି ମିନତୀ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ସୁରପ୍ରତାପପୁର ଗ୍ରାମ କଣ୍ଟାସାହିର ମିନତୀ ପରିଡା ଓ ସ୍ବାମୀ ଶ୍ବେତ ପରିଡା ଏକ ଭଙ୍ଗା ଚାଳଘରେ ଜୀବନ ବିତାଉଛନ୍ତି । ଶ୍ବେତ ପରିଡା ଜଣେ ଭିନ୍ନକ୍ଷମ ହୋଇଥିବା ବେଳେ ଉଭୟେ ବହୁ କଷ୍ଟରେ ଜୀବନ ଅତିବାହିତ କରୁଛନ୍ତି ।
ସେମାନଙ୍କୁ କେବଳ ରାସନକାର୍ଡ ରେ!-->!-->!-->!-->!-->…
ରବିବାର ବ୍ରେକଫାଷ୍ଟ ରେ ଘରେ ବନାନ୍ତୁ ସ୍ୱାଦିଷ୍ଟ ତାଓ୍ଵା ପନିର
ଆଜି ରବିବାର ଫୁଣି ସଟଡାଉନରେ ହୋଟେଲରେ ତାଲା ତେବେ ଆଜିର ସ୍ନାକ୍ସରେ ଘରେ ବନାନ୍ତୁ ‘ତାଓ୍ଵା ପନିର’ ।
ତାଓ୍ଵା ପନିର ବନାଇବା ପାଇଁ ଆବଶ୍ୟକୀୟ ପ୍ରଣାଳୀ
ସ୍ଲାଇସ୍ କଟା ହୋଇଥିବା ପନିର,ବଟର,ଚିଲ୍ଲୀ ଫ୍ଲେକ୍ସ,ଟମାଟୋ ସସ୍,ଛୋଟ କଟା ଲଙ୍କା,ଗୁଣ୍ଡ କଟା ରସୁଣ, ଲୁଣ ଓ ଧନିଆ!-->!-->!-->!-->!-->!-->!-->…
ଚିକିତ୍ସା ନିମନ୍ତେ ଟାଟା ଷ୍ଟିଲରୁ ଗଲା ତରଳ ଅମ୍ଳଜାନ
ଦେଶରେ କରୋନା ସଂକ୍ରମଣ କୁ ଦୃଷ୍ଟିରେ ରଖି ରାଜ୍ୟରେ ଥିବାଶିଳ୍ପ ଅନୁଷ୍ଠାନକୁ ୨୪ ଘଣ୍ଟିଆ ଅମ୍ଲଜାନ ଉତ୍ପାଦନ ପାଇଁ ନିର୍ଦ୍ଦେଶ ଦେଇଥିଲେ ରାଜ୍ୟ ସରକାର ।
ଏପରିକି ରାଜ୍ୟର ବଳକା ଅକ୍ସିଜେନ ବାହାର ରାଜ୍ୟକୁ ପଠାଯିବା ବେଳେ, ଯେକୌଣସି ରାଜ୍ୟ ଚାହିଁଲେ ଅକ୍ସିଜେନ ଯୋଗାଇବ ଓଡ଼ିଶା!-->!-->!-->!-->!-->…
ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହେଲେ ପ୍ରେମିକା
ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଜଣେ ଝିଅର ଏକ ପୁଅ ସହ ଦୀର୍ଘ ୭ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା ।
ସୂଚନା ଅନୁଯାୟୀ ଗତ ୨୧ ଏପ୍ରିଲ ରେ ଏକ ବସ୍ ଯୋଗେ ଡ଼ୁବୁରି ଓ ସେହିଠାରୁ ଅନ୍ୟଏକ ବସ୍ ଯୋଗେ ଦୁହେଁ ଯାଜପୁରରୋଡ ଯାଇଥିଲେ । ସେଠାରୁ ଟାଟା!-->!-->!-->!-->!-->…
ସକରାତ୍ମକ ବାର୍ତ୍ତା
ପ୍ରତ୍ୟେକ ମଣିଷ ର ଶରୀର ର ରକ୍ତ ରେ କୌଣସି ବି ରୋଗ କୁ ଅଟକାଇବା ପାଇଁ ଶକ୍ତି ରହି ଥାଏ ଆଉ ସେ ଶକ୍ତି ମଣିଷର ଭାବନା ଉପରେ ନିର୍ଭର କରେ । ଯଦି ମଣିଷ ସକାରାତ୍ମକ ଭାବନା ରଖେ ତାହେଲେ କୌଣସି ବି ରୋଗ କୁ ସେ ଜିତି ପାରିବ , ତେଣୁ ବିନା ଡର ଏବଂ ଭୟରେ ନିଜର ମନ ଆଉ ଭାବନା କୁ ସକରାତ୍ମକ!-->!-->!-->…