News
lipub
samparksetu

ଘୋଷଣା ହେଲା ଢେଙ୍କାନାଳ ଜିଲ୍ଲା ଓକିଲ ସଂଘ ନିର୍ବାଚନ ଫଳାଫଳ, ସଭାପତି ପଦ ବଜାୟ ରଖିଲେ ସଞ୍ଜୟ କୁମାର ମିଶ୍ର

ସମସ୍ତ କୋଭିଡ୍ ନିୟମ ମାନି ଢେଙ୍କାନାଳ ଜିଲ୍ଲା ଓକିଲ ସଂଘର ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣ ଭାବେ ସମାପନ ହୋଇଛି । ଏବଂ ବିଜୟୀ ଙ୍କ ନାମ ଘୋଷଣା କରିଛନ୍ତି ନିର୍ବାଚନ ଅଧିକାରୀ ପତିତପାବନ ମହାପାତ୍ର । ତେବେ ସଞ୍ଜୟ କୁମାର ମିଶ୍ର ଜିଲ୍ଲା ଓକିଲ ସଂଘର ସଭାପତି ସରୋଜ କୁମାର ପାଢୀ

ହାଇଡ୍ରା ବାଇକ୍ ମଧ୍ୟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଭଗବାନ ପୁର ନିକଟରେ ଦୁର୍ଘଟଣା । ବାଇକ୍ ଓ ଏକ ହାଇଡ୍ରା ମଧ୍ୟରେ ଦୁର୍ଘଟଣା, ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ । ମୃତ ବାଇକ୍ ଚାଳକ ଜଣଙ୍କ ନେଉଳପୋଇ ଗ୍ରାମର ଅଜୟ ଗଡ଼ନାୟକ । ଅଜୟ ଢେଙ୍କାନାଳ ରୁ ନିଜ ଘରକୁ ଫେରୁଥିବା ସମୟରେ

ହାତୀ ଆକ୍ରମଣରେ ବାପ,ପୁଅ ଗୁରୁତର !

ଢେଙ୍କାନାଳ ଜିଲ୍ଲା ପଣ୍ଡୁଆ ସୋଗର ରାସ୍ତାରେ କାଲି ସନ୍ଧ୍ୟା ରେ ଏକ ଦନ୍ତା ହାତୀ ଆକ୍ରମଣରେ ବାପ,ପୁଅ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ବାପା ପୁଅ ହେଲେ ସୋଗର ଗ୍ରାମର ସୁଦର୍ଶନ ମଲ୍ଲିକ (୪୦) ଓ ତାଙ୍କର ପୁଅ ସୁବ୍ରତ ମଲ୍ଲିକ (୯) ବୋଲି ଜଣାପଡିଛି । ସୂଚନାଯୋଗ୍ୟ କି, କାଲି ସନ୍ଧ୍ୟାରେ

କଙ୍କଡ଼ାହାଡ଼ ରେ ଭିମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଜୁନିୟର ମହାବିଦ୍ୟାଳୟ ଠାରେ ଭିନ୍ନକ୍ଷମ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି।ଏଥିରେ କଙ୍କଡାହାଡ ବ୍ଲକର ୨୧ ଟି ପଞ୍ଚାୟତ ରେ ଥିବା ଦିବ୍ୟାଙ୍ଗ ମାନେ ଯୋଗଦେଇଥିଲେ। ବିଡିଓ ଖଗେଶ୍ବର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭିବେ ଉଦଘାଟନ

ଶ୍ରୀଗୁରୁ ଅନନ୍ତ ଆଶ୍ରମ ସର୍ବୋଦୟ ସମିତି ର ୧୫ ତମ ବାର୍ଷିକ ଯଜ୍ଞ ଅନୁଷ୍ଠିତ

୨୦୦୬ ମସିହା ରେ ପ୍ରତିଷ୍ଠା ହୋଇଥିବା ଏହି ଆଶ୍ରମରେ ସମାଜର ମଙ୍ଗଳ ସାଧନ ପାଇଁ ପ୍ରତିବର୍ଷ ଜଜ୍ଞ କାର୍ଯ୍ୟ ଅନୁଷ୍ଠିତ ହେଉଛି । ଆଶ୍ରମର ମୁଖ୍ୟ ଆବାହକ ଙ୍କ ମତ ଅନୁସାରେ ସନାତନ ଧର୍ମର ପ୍ରଚାର ଓ ପ୍ରସାର ଏବଂ ବ୍ରହ୍ମ ଜ୍ଞାନର ଉତ୍ତଥାନ ନିମନ୍ତେ ଅନନ୍ତ ଆଶ୍ରମର ଉତ୍ପତ୍ତି। ସଂସାରରୁ

ଆମେ ଗୋଟିଏ ମାଟିର କୋଟି କୋଟି ସନ୍ତାନ

ଚିନ୍ତା ଅପନି ଛୋଡ୍ କେ ରଖେ ରାଷ୍ଟ୍ର୍ କା ଧ୍ୟାନ୍।ଧନ୍ୟ୍ ଧନ୍ୟ୍ ଇସ୍ ଭୂମି କେ ୱହି ସପୁତ୍ ମହାନ୍। ଆମର ପ୍ରିୟ ଭାରତ ଗୋଟିଏ ଧର୍ମ ନିରପେକ୍ଷ ରାଷ୍ଟ୍ର । ମୁନି,ଋଷି ଓ ସନ୍ଥ ମାନଙ୍କ ଦ୍ଵାରା ପ୍ରାଚୀନ କାଳରୁ ଆମ ଦେଶରେ ବିଭିନ୍ନ ଜାତି ଓ ଧର୍ମାବଲମ୍ବୀ ବାସ କରୁଛନ୍ତି।

ଚାଷ ଜମିରେ ବୋମା ବିସ୍ପୋରଣ !

ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଗ୍ରାମ ଅନ୍ତର୍ଗତ ତଳ ସାହିର ଚାଷ ଏକ ବୋମା ବିସ୍ପୋରଣ ଘଟିଥିବାର ଦେଖା ଦେଇଛି । ତେବେ ଚାଷ ଜମିରେ ଜଣେ ମହିଳା ମାଟି ଖୋଳୁଥିବା ବେଳେ ଏଭଳି ବିସ୍ପୋରଣ ଘଟିଛି । ମହିଳା ଜଣଙ୍କ ସେହି ଗ୍ରାମର ନିରୁପମା ବାରିକ ବୋଲି ସୂଚନା ମିଳିଛି। ନିଜ ବାଡିରେ

ବିପଦ ଶଙ୍କୁଳ ଅବସ୍ଥାରେ ବିଦ୍ୟୁତ ଖୁଣ୍ଟ !

ଢେଙ୍କାନାଳ ଜିଲ୍ଲାର ସଦର ବ୍ଲକ କଳାପାଣି ଠାରୁ ବଣସିଂହ ପର୍ଯ୍ୟନ୍ତ ଯାଇଛି ହାଇ ଭୋଲଟେଜ ବିଦ୍ୟୁତ ସଂଯୋଗ । ତେବେ ବର-କନିଆଁ ପାହାଡର ପାର୍ଶ୍ୱରେ ରହିଛି ଏକ ବିପଦ ଶଙ୍କୁଳ ବିଦ୍ୟୁତ ଖୁଣ୍ଟ , ଅନ୍ୟପଟେ ନିଘୋଡ ନିଦ୍ରାରେ ଶୋଇରହିଛି ବିଦ୍ୟୁତବିଭାଗ । ପ୍ରତିଦିନ ଶହ ଶହ ଲୋକ ଏଇ

ଭଗବାନପୁର ନିକଟରେ ଦୁର୍ଘଟଣା, ବାଇକ୍ ଚାଳକଙ୍କ ମୃତ୍ୟୁ

ଢେଙ୍କାନାଳ ସହର ଉପକଣ୍ଠ ଭଗବାନପୁର ଶିବମନ୍ଦିର ନିକଟରେ ଦୁର୍ଘଟଣା । କାର୍ ଓ ବାଇକ୍ ମଧ୍ୟରେ ଦୁର୍ଘଟଣା ଘଟିଥିବା ବେଳେ ଘଟଣା ସ୍ଥଳରେ ବାଇକ୍ ଚାଳକଙ୍କ ମୃତ୍ୟୁ ଘଟିଛି । ଅନ୍ୟପଟେ କାର୍ ଚାଳକ ଘଟଣା ସ୍ଥଳରୁ ଫେରାର ଥିବାର ଜଣାଯାଇଛି । ମୃତ ବାଇକ୍ ଚାଳକ ଜଣଙ୍କ ଦୁଧୁ କାଟେଣି

ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀଙ୍କ ବିୟୋଗ

ଆଜି ଦିବା ୧୦ ଘଟିକା ସମୟରେ ଭୁବନେଶ୍ବରସ୍ଥ ଏକ ଘରୋଇ ହସପିଟାଲରେ ଶିକ୍ଷାବିତ ଶତ୍ରୁଘ୍ନ ଭୂତିଆଙ୍କ ପତ୍ନୀ ଜ୍ୟୋତିର୍ମୟୀ ଭୂତିଆଙ୍କ ୭୧ ବର୍ଷ ବୟସରେ ଦୁଃଖଦ ମହାପ୍ରୟାଣ ହୋଇଯାଇଛି। ସେ ଜଣେ ଅତ୍ୟନ୍ତ ସଦଗୁଣ ଧାରୀ, ଅମାୟିକା, ସ୍ନେହୀ, ପରୋପକାରୀ, ଧର୍ମପ୍ରାଣା ମହିଳା ଭାବରେ
error: Content is protected !!