News
lipub
samparksetu

ଷ୍ଟୋଭ୍ ଫାଟି ମହିଳା ଜୀବନ୍ତ ଦଗ୍ଧ !

ଢେଙ୍କାନାଳ ଜିଲ୍ଲା ଗଁନ୍ଦିଆ ଜାଆନ୍ଦାପଶି ଗ୍ରାମରେ ଅଭାବନୀୟ ଘଟଣା, ଜୀବନ୍ତ ଦଗ୍ଧ ହେଲେ ମହିଳା । ସୂଚନା ଅନୁଯାୟୀ ଜାଆନ୍ଦାପଶି ଗ୍ରାମର ଜଣେ ମହିଳା ରୋଷେଇ କରୁଥିବା ସମୟରେ ଷ୍ଟୋଭ୍‌ ଟି ହଠାତ ଫାଟିଯାଇଥିଲା । ମହିଳା ଜଣଙ୍କ ଜୀବନ୍ତ ଦଗ୍ଧ ହୋଇଥିବାବେଳେ ଘରେ ଥିବା ସମସ୍ତ

ବାରାହା ଆକ୍ରମଣରେ ୫ଗୁରୁତର !

ବାରାହା ଆକ୍ରମଣରେ ୫ଗୁରୁତର ,ସମସ୍ତ ଗୁରୁତରଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରାଯାଇଛି ।ସକାଳେ ଘରେ ବସିଥିବା ବେଳେ ବାରାହା ଆକ୍ରମଣ କରିଥିଲା।ସମସ୍ତ ଗୁରୁତର ହେଲେ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ମୁତୁରିବନ୍ଧ ଗ୍ରାମର। ସୂଚନା ଅନୁସାରେ ଆଜି ସକାଳେ ସମସ୍ତେ ନିଜ ଘର କାମ

ଦେଶର ସ୍ୱାଧୀନତା ନିମନ୍ତେ ନିଜ ଜୀବନକୁ ଉତ୍ସର୍ଗ କରିଥିବା ଅମର ଶହିଦଙ୍କୁ ଶହୀଦ ଦିବସରେ କୋଟି କୋଟି ପ୍ରଣାମ 

ଆଜି ହେଉଛି ସହିଦ ଭଗତ ସିଂଙ୍କ ଶ୍ରାଦ୍ଧ ବାର୍ଷିକୀ । ଆଜିର ଦିନରେ ହସି ହସି ଫାଶୀ ଖୁଣ୍ଟରେ ଝୁଲିଯାଇଥିଲେ ଭଗତ ସିଂ । ଦେଶ ପାଇଁ ସେ ମୃତ୍ୟୁକୁ ମଧ୍ୟ ଖାତିର କରିନଥିଲେ । ଦେଶ ମାତୃକା ପାଇଁ ତାଙ୍କ ବଳିଦାନକୁ ଆଜି ବି ଭୁଲି ନାହିଁ ଦେଶ । ସେଥିପାଇଁ ଆଜିର ଦିନକୁ ସହିଦ ଦିବସ ଭାବେ

କାଇମାଟି ଛକ ନିକଟରେ ଦୁର୍ଘଟଣା, ଅଜଣା ଗାଡି ଧକ୍କାରେ ସାଇକଳ ଚାଳକ ଗୁରୁତ୍ତର

ଢେଙ୍କାନାଳ ଉପକଣ୍ଠ କାଇମାଟି ଛକ ନିକଟରେ ଦୁର୍ଘଟଣା, ଦୁର୍ଘଟଣାରେ ସାଇକଲ ଚାଳକ ଗୁରୁତ୍ତର । ଗୁରୁତ୍ତର ଜଣଙ୍କ ଡାହିମାଲ ଗ୍ରାମର ରବି ନାରାୟଣ ମହାନ୍ତି । ସୂଚନା ଅନୁଯାୟୀ ରବି ସାଇକଲ ଯୋଗେ କାଇମାଟି ଆସୁଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣା ଘଟାଇ

ସଡକ ଦୁର୍ଘଟଣା ରେ ରାଜସ୍ବ ନିରୀକ୍ଷକ ଙ୍କ ମୃତ୍ୟୁ

ଭୁବନ ତହସିଲ ର ପୂର୍ବତନ ରାଜସ୍ବ ନିରୀକ୍ଷକ ଶ୍ରୀକାନ୍ତ କୁମାର ପରିଡା ଙ୍କର ସଡକ ଦୁର୍ଘଟଣା ଦେହାନ୍ତ ହୋଇଯାଇଛି । ଢେଙ୍କାନାଳ ଷଡ଼ଙ୍ଗୀ ରାସ୍ତା ରେ ନିଜ ଘର ଗଁଦିଆ ବ୍ଲକ କାଶୀପୁର ଗ୍ରାମ ପଂଚାୟତ ଭାଲିଆପାଟ କୁ ମୋଟର ସାଇକେଲ ଯୋଗେ ଫେରୁଥିବା ବେଳେ ବିଳମ୍ବିତ ରାତିରେ କପିଳାସ ନିକଟରେ

ବିରାଶାଳ ବିଜେପି ର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବିରାଶାଳ ଠାରେ ବିରାଶାଳ ମଣ୍ଡଳ ବିଜେପି ତରଫରୁ କାର୍ଯ୍ୟକାରିଣୀ ବୈଠକ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗର ବିଜେପି ପାର୍ଥି ତଥା ସମାଜ ସେବୀ ନେତା ବିଭୁତି ପ୍ରଧାନ, ମଣ୍ଡଳ ସଭାପତି ସନାତନ ସାହୁ

ଚିନ୍ତା ବଢାଉଛି ମୁକୁଳା ଟ୍ରାନ୍ସଫର୍ମର !

ଅସୁରକ୍ଷିତ ଓ ମୁକୁଳା ଅବସ୍ଥାରେ ପଡିରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର।ନା ଅଛି ପାଚେରୀ ,ନା ଅଛି ବୈଦୁତ୍ୟିକ ସୁରକ୍ଷା ବ୍ୟବସ୍ଥା ଅଭିଯୋଗ କରିଥିଲେ ମଧ୍ଯ କେହି ଗୁହାରୀ ଶୁଣୁ ନାହାଁନ୍ତି। ଢେଙ୍କାନାଳ ସଦର ତାଳବରକୋଟ ପଞ୍ଚାୟତ ଅଧିନସ୍ଥ ସିଆରିଆ ଗ୍ରାମର ମଧ୍ଯ ଭାଗରେ ବସିଛି ଦୁଇଟି

ପାଟରାଣୀ

ସିନ୍ଦୂର ଟୋପାଏ ଦେଇ ତୋ ମଥାରେକରିଛି ମୋ ପାଟ ରାଣୀ ।ହାତରେ ହାତକୁ ବାନ୍ଧିକି ତାକୁ ମୋଆଣିଛି କରି ଘରଣୀ ।।ରଙ୍ଗ ଯୌବନେ ନୁହେଁ ସେ ମାଧୂଯ୍ୟନୁହେଁ ସେ ଚାନ୍ଦର ତାରା ।ତଥାବି ମୋ ପାଇଁ ଅଷ୍ଟରଙ୍ଗ ଭରାଗୋଟି ନୟନ ର ତାରା ।।ତା ପ୍ରେମରେଏତେ ଭିଜିମୋ ଯାଇଛିତା ପ୍ରେମର ପସରା ପାଇ ।ଦୁଃଖ

ଆପ୍ ର ପର୍ଯ୍ୟବେକ୍ଷକଙ୍କ ଢେଙ୍କାନାଳ ଗସ୍ତ, ଗଣତାନ୍ତ୍ରିକ ପଦ୍ଧତିରେ ଜିଲ୍ଲା ଆବାହକ ନିର୍ବାଚିତ

ଆମ୍ ଆଦମୀ ପାର୍ଟି ର ପର୍ଯ୍ୟବେକ୍ଷକଙ୍କ ଢେଙ୍କାନାଳ ଜିଲ୍ଲାର ସକ୍ରିୟ ସଦସ୍ୟ ମାନଙ୍କୁ ନେଇ ବୈଠକ ସ୍ଥାନୀୟ କଲ୍ୟାଣ ମଣ୍ଡପ ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରାଥମିକ ସ୍ତରରେ ଜିଲ୍ଲାର ୬୬ ଜଣ ସକ୍ରିୟ ସଦସ୍ୟ ଏବଂ ଅନ୍ୟ ସଦସ୍ୟଙ୍କ ଉପସ୍ଥିତିରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ

ଘର ଢ଼ଳେଇ ଭୋଜି ଖାଇ ଝାଡାବାନ୍ତିରେ ୨ ଶ୍ରମିକ ମୃତ,୪ ଗୁରୁତର ଏବଂ ୧୫ ରୁ ଅଧିକ ଆକ୍ରାନ୍ତ !

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅରଖପାଳ ପଞ୍ଚାୟତ ଅନ୍ତର୍ଗତ ବେଢାପାଳ ଗାଁରେ ଭୋଜି ଖାଇବା ପରେ ବ୍ୟାପିଲା ଝାଡାବାନ୍ତି। ଝାଡାବାନ୍ତିରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ୪ ଜଣ ବ୍ୟକ୍ତି ଗୁରୁତର ଏବଂ ୧୫ ରୁ ଅଧିକ ଆକ୍ରାନ୍ତ ହୋଇଛନ୍ତି । ୪ ଗୁରୁତରଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ
error: Content is protected !!