News
lipub
samparksetu

ଗିରିଧାରିପ୍ରସାଦ ପ୍ରିମିୟର ଲିଗ୍ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଗିରିଧାରିପ୍ରସାଦ ଗ୍ରାମରେ ଚଳିତ ବର୍ଷ (ଜିପିଏଲ୍) ଗିରିଧାରିପ୍ରସାଦ ପ୍ରିମିୟର ଲିଗ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟ ରେ ୫ଟି ଦଳ ଭାଗ ନେଇ ଥିଲେ ।ଫାଇନାଲ ମ୍ଯାଚ ଟି ସୁନିଲ ସୁପର ଲେଟିଉସ ଓ ନରୋତ୍ତମ ରାଇଜିଂ ଷ୍ଟାର ମଧ୍ଯରେ

ଗଁଦିଆ ରେ ଆଜି ୮୬ତମ ଉତ୍କଳ ଦିବସ ପାଳିତ

ଗଁଦିଆ ରେ ଆଜି ୮୬ତମ ଉତ୍କଳ ଦିବସ ପାଳିତ ହୋଇଯାଇଛି । ବରିଷ୍ଠ ନାଗରିକ ମଞ୍ଚ ର ସଭାପତି ବିଜୟ ମିଶ୍ର ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ସ୍ଥାନୀୟ ତହସିଲଦାର ଆଶିଷ ରଞ୍ଜନ ସାହୁ ଯୋଗଦେଇ ପ୍ରଥମେ ମହାପ୍ରଭୁ ଜଗନ୍ନାଥ ଙ୍କ ଠାରେ ପ୍ରଦୀପପ୍ରଜ ଲନ କରିଥିଲେ ସମ୍ନାନିତ

ଅଗ୍ନିକାଣ୍ଡ ରେ ଦୁଇଟି ବାଇକ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ

କାମାକ୍ଷାନଗର ବ୍ଲକ ଆଲୁଅଝରଣ ଗାଁ ରେ ଅଗ୍ନିକାଣ୍ଡ। ଦୁଇଟି ବାଇକ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡରେ ଗାଁର ଜୟନ୍ତ ଜେନା ଓ ନୃସିଂହ ଜେନାଙ୍କ ସମ୍ପୂର୍ଣ୍ଣ ଘର ପାଉଁଶ ହୋଇଯାଇଥିଲା ବେଳେ ଗାଁ ଲୋକଙ୍କ ଦ୍ୱାରା ଅଗ୍ନିକାଣ୍ଡର ଆୟତ କରାଯାଇଛି ।

ମିଛ କହିଲେ ମହା ପାପ

ଏପ୍ରିଲ୍ ଫୁଲ୍ ଦିବସ ଅବସରରେ ବିଶେଷ ଧାଇଁ ଆସ ହେ ଧାଇଁ ଆସ ମୋତେ ବାଘ ଖାଇଗଲା, ରାଧୁଆ ର ପାଟି ଶୁଣି ଗ୍ରାମବାସୀ ମାନେ ନିଜ-ନିଜ କାମ ଛାଡି ଠେଙ୍ଗା ବାଡ଼ି ଧରି ଜଙ୍ଗଲ ଆଡ଼କୁ ଧାଇଁଲେ। ଦେଖିଲେ କ'ଣ ? ନା ରାଧୁଆ ଗୋଟିଏ ଗଛ ଉପରେ ବସି ଠୋ ଠୋ କରି ହସୁଛି। ତାଳି ମାରି ହସି କହୁଛି ଯେ

ଭାପୁର ସେକ୍ସନରେ ହାତୀ ଉପଦ୍ରବ ; ଘର ଭାଙ୍ଗିଲେ ହାତୀ ପଲ

ଢେ଼ଙ୍କାନାଳ ସଦର ରେଞ୍ଜ ଭାପୁର ସେକ୍ସନ ଅନ୍ତର୍ଗତ ରାଣିପାଳ ଓ ଲକ୍ଷ୍ମୀକାନ୍ତପୁରୁ ଗ୍ରାମରେ ଦୁଇଦିନ ଧରି ଅତଙ୍କ ସୃଷ୍ଟି କରିଛନ୍ତି ହାତୀ ପଲ । ଗତକାଲି ରାତିରେ ଗ୍ରାମ ମଧ୍ୟରେ ପଶି ଘର ଦ୍ବାର ଭାଙ୍ଗିବାସହିତ ଧାନଚାଉଳ ନଷ୍ଟ କରିଛନ୍ତି।ବନବିଭାଗ କର୍ମଚାରୀ ହାତୀ ଘଉଡ଼ାଇବାକୁ ଚେଷ୍ଟା

ଚାଷୀଙ୍କୁ ଦଳି ମାରିଲା ଦନ୍ତା

ଚାଷୀଙ୍କୁ ଦଳି ମାରିଲା ଦନ୍ତା । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ବନଖଣ୍ଡ ମହାବିରୋଡ଼ ରେଞ୍ଜ ଡିହଡୋଳ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ବତାସିଂହ ମୁଗଡିହ ନିକଟରେ । ମୃତକ ଜଣଙ୍କ ତୁମୁସିଙ୍ଗା ଥାନା କଣ୍ଟାପାଳ ପଞ୍ଚାୟତ ଅନ୍ତର୍ଗତ ଗାଙ୍ଗୀଯୋଡି ଗାଁର ହାଡ଼ିବନ୍ଧୁ ସାହୁ ।

ଅଗ୍ନିକାଣ୍ଡ ରେ ଘର ସହ ଅନେକ ସମ୍ପତ୍ତି ନଷ୍ଟ

ଗଁଦିଆ ବ୍ଲକ ଅନ୍ତର୍ଗତ ମଠତେନ୍ତୁଳିଆ ପଂଚାୟତ ର ବରପାଳ ଗ୍ରାମର ବାଇଧର ସୋରେନ ଙ୍କର ୨ବଖରା ଚାଳଘର ପୋଡିଯାଇଛି ,ଘରେ ଥିବା ଧାନ ଚାଉଳ ତଥା ଅନ୍ୟାନ ସମସ୍ତ ଆସବାବ ପତ୍ର ସମ୍ପୂର୍ଣ୍ଣ ପୋଡି ଯାଇଥିବା ବେଳେ ପ୍ରାୟ ୫୦ହଜାର ଟଙ୍କାର କ୍ଷ୍ୟୟ କ୍ଷତି ହୋଇଅଛି । ସୂଚନା ଅନୁଯାୟୀ , ସକାଳ

କାମାକ୍ଷାନଗର ଓକିଲ ସଙ୍ଘ ର ଶପଥ ଗ୍ରହଣ ଉତ୍ସବ

କାମାକ୍ଷାନଗର ଓକିଲ ସଙ୍ଘ ତରଫରୁ ନବନିର୍ବାଚିତ ସଭାପତି ଓ ସମ୍ପାଦକ ଙ୍କ ସହ ସମସ୍ତ ସଦସ୍ୟ ଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆଜି ସ୍ଥାନୀୟ କୋର୍ଟ ପରିସରରେ ଏହି ଉପଲକ୍ଷେ ଏକ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ପ୍ରଭାସ ରଞ୍ଜନ ମିଶ୍ର

ରୋଜଗାରିଆ ପୁଅକୁ ହରାଇ କାଲୁରିଆ ର ମଙ୍ଗୁଳି ବେହେରାଙ୍କ ପରିବାର ଏବେ ବେସାହାରା

ଏକମାତ୍ର ରୋଜଗାରିଆ ପୁଅ କୁ ସଡକ ଦୁର୍ଘଟଣା ରେ ହରାଇ କଲୁରିଆ ର ମଙ୍ଗୁଳି ବେହେରା ଙ୍କ ପରିବାର ଏବେ ବେସାହାରା । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଲୁରିଆ ଗ୍ରାମର ମଙ୍ଗୁଳି ବେହେରାଙ୍କ ପୁଅ ଗତ ଦୁଇ ଦିନ ତଳେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ରାଜୀବ ବେହେରା

କେନାଲ ରେ ପଡି ଯୁବକ ଗୁରୁତର !

କଙ୍କଡାହାଡ଼ ଥାନା କନ୍ଧରା କେନାଲ ରେ ଖସିପଡି ଯୁବକ ଗୁରୁତର । ଗୁରୁତର ଜଣକ ହେଲେ କୁସୁମୁଣ୍ଡିଆ ଗ୍ରାମର ବିନ ସିଂହ । ସୂଚନା ଅନୁସାରେ ବିନ ଆଜି ସକାଳେ ଏକ ସାଇକେଲ ଯୋଗେ ନିଜ ଗାଁ କୁସୁମୁଣ୍ଡିଆ ରୁ କନ୍ଧରା ଯାଉଥିଲେ । ବାଟରେ କନ୍ଧରା କେନାଲ ନିକଟରେ ସେ ସାମାନ୍ୟ ଅସୁସ୍ଥ ଅନୁଭବ
error: Content is protected !!