ଗାଧୋଇବାକୁ ଯାଇ ବ୍ରାହ୍ମଣୀ ନଦୀରେ ବୁଡ଼ି ଯୁବକ ନିଖୋଜ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ରୋଡ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି । ରୋଡ ଗ୍ରାମ ନିକଟରେ ଯାଇଥିବା ବ୍ରାହ୍ମଣୀ ନଦୀକୁ ପ୍ରତ୍ୟେକ ଦିନ ପରି ଆଜି ସକାଳ ପ୍ରାୟ ୯ଘଟିକା ବେଳେ ଉକ୍ତ ଗ୍ରାମର ମୁରଲୀ ନାଏକଙ୍କ ପୁଅ ପରମା ନାଏକ (୩୦) ନାମକ ଯୁବକ ନଦୀକୁ ଗାଧୋଇବାକୁ ଯାଇ ଆଉ!-->…
ବାବା ଚନ୍ଦ୍ରଶେଖରଙ୍କ ହେବ ସୁନାବେସ, ଖୁବ ଶୀଘ୍ର ଆରମ୍ଭ ହେବ ଅନଲାଇନ ଡୋନେସନ ବ୍ୟବସ୍ଥା
ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସଦଭାବନା ଗୃହରେ ଦେବତ୍ତର ପକ୍ଷରୁ କପିଳାସ ପିଠରେ ବିଜେ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ଜିଉଙ୍କର ସୁନାବେଶ ପାଇଁ ଜିଲ୍ଲାପାଳ ଭୂମେଶଚନ୍ଦ୍ର ବେହେରାଙ୍କ ମଧ୍ୟକ୍ଷତାରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି ।
ଏହି ବୈଠକରେ ଜିଲ୍ଲାପାଳ , ଉପ ଜିଲ୍ଲାପାଳ!-->!-->!-->…
ବାର୍ଦ୍ଧକ୍ୟ ଭତ୍ତା ପାଇବା ପାଇଁ ଯୋଗ୍ୟ ବିବେଚିତା ହୋଇଥିଲେ କିନ୍ତୁ ଏବେ ଭତ୍ତା ମିଳିବା ହୋଇଗଲା ବନ୍ଦ
କଥାରେ ଅଛି ବୁଡି ଯାଉଥିବା ଲୋକ କୁଟା ଖିଅକୁ ଭରସା କରେ ଠିକ୍ ସେହିପରି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କୁ ଭତ୍ତା ବୁଡିଯାଉଥିବା ଲୋକ ର କୁଟା ଖିଅ ଭରସା ଦେଲା ପରି।
ଢେଙ୍କାନାଳ ସଦର ବ୍ଲକ ବେଲେଟିକିରି ପଞ୍ଚାୟତର ଶାନ୍ତି ଲତା ଦଳେଇ ୨୦୧୮ ମସିହା ଜୁନ ମାସ ଠାରୁ ବାର୍ଦ୍ଧକ୍ୟ ଭତ୍ତା ପାଇବା!-->!-->!-->…
ଡାକ୍ତର ପଦବୀ ପୂରଣ ନିମନ୍ତେ ଆମ ହିନ୍ଦୋଳ ର ଦାବିପତ୍ର
ଦୀର୍ଘ ଦୀନ ଧରି ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟକୁ ଉପେକ୍ଷା କରିବା ହେତୁ ଗରିବ ରୋଗୀ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ହିନ୍ଦୋଳ ଉପଖଣ୍ଡ ଚିକିତ୍ସାଳୟ ଉପରେ ୩୫ଟି ପଞ୍ଚାୟତ ଓ ଗୋଟିଏ ଏନ୍ଏସି ନିର୍ଭରଶୀଳ ।
ରୋଗୀ ଗାଁ ଗଣ୍ଡାରୁ ଗାଡି ଭଡା କରି ବହଙ ଅସୁବିଧାର ସମ୍ମୁଖୀନ ହୋଇ!-->!-->!-->…
୫ ଝିଅଙ୍କୁ ଧରି ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି ମିନତୀ ଙ୍କ ପରିବାର !
ସରକାର ଗରିବ ଅସହାୟ ଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ଯୋଜନା ହେଉଛି ବାଟମାରଣା । ଏହିପରି ଏକ ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ସଦର ବ୍ଳକ୍ ମଧୁସାହୁପାଟଣା କୁଞ୍ଜିଆବେରେଣୀ (ଭାଗିରଥିପୁର) ରେ ।
ଗ୍ରାମର ବିପରି ପ୍ରଧାନ ପତ୍ନୀ ମିନତୀ ପ୍ରଧାନଙ୍କ ସହ ୫ ଟି!-->!-->!-->…
ରାଜପଥ ଉପରେ ପଡିଥିବା ମାଟିଗଦା ହେତୁ ଅକାଳରେ ଚାଲିଗଲା ସ୍କୁଟି ଆରୋହିଙ୍କ ଜୀବନ !
ଆଜି ଅପରାହ୍ନ ୫ ଘଟିକା ସମୟରେ ୫୫ ନଂ ଜାତୀୟ ରାଜପଥ କାଉଁରିଆ ପାଳ ଗ୍ରାମ ନିକଟରେରେ ଏକ ସ୍କୁଟି ଆରୋହି ରାଜପଥ ରେ ପଡ଼ିଥିବା ମାଟି ଗଦା ରେ ପଡି ଜଣେ ମହିଳା ଯାତ୍ରୀ ଙ୍କ ଜୀବନ ଚାଲି ଯାଇଥିବା ଜଣାପଡିଛି ।
ସୂଚନା ଅନୁଯାୟୀ , ଆଜି ଅପରାହ୍ନ ଘ ୫ଘଟିକା ସମୟରେ ବ ଅଂରପାଳ ଥାନା ଅନ୍ତର୍ଗତ!-->!-->!-->…
ବୃଦ୍ଧଙ୍କୁ କଚାଡ଼ି ମାରିଲା ଦନ୍ତା !
ଢେଙ୍କାନାଳ ଜିଲ୍ଲାରେ ହାତୀ ଆକ୍ରମଣ ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିଥିବା ବେଳେ , ଆଜି ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି ।
ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ୍ କାଣ୍ଡବିନ୍ଧା ଗ୍ରା.ପ ତାମଣ୍ଡା ଗ୍ରାମର ଗଉରାଙ୍ଗ ଜେନା ସାଇକେଲ ଯୋଗେ ନିଜ ଘରକୁ ଫେରୁଥିବା ବେଳେ!-->!-->!-->…
ଜାଲ ନୋଟ କାରବାରର ଚେର, ହିନ୍ଦୋଳ ପୋଲିସ୍ କବଜାରେ ମହିଳା
ହିନ୍ଦୋଳ ପୋଲିସ୍ ଜାଲ୍ ନୋଟ୍ କାରବାର କରୁଥିବା ଅଭିଯୋଗରେ ଜଣେ ମହିଳାଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ମହିଳା ଜଣଙ୍କ ଜଣେ ପୂର୍ବତନ ସରପଞ୍ଚ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ମହିଳା ଜଣଙ୍କ ଗତକାଲି ଜଣେ ବ୍ୟବସାୟୀଙ୍କୁ କିଛି ଟଙ୍କା ଦେଇଥିବା ବେଳେ ନୋଟ ଗୁଡିକୁ ଦେଖି!-->!-->!-->…
ପାଣି ପାଇଁ ହନ୍ତସନ୍ତ ୨୦୦ ପରିବାର
ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଗଲାଣି , ପ୍ରାୟ ଢେଙ୍କାନାଳ ଜିଲ୍ଲାର ପ୍ରତେକ ଅଞ୍ଚଳରେ ପାଣି ସମସ୍ୟା ମୁଣ୍ଡ ଟେକିଛି । ଅନେକ ଅଞ୍ଚଳରେ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ଲୋକେ ।
ଏହି ପରି ଏକ ଘଟଣା ଦେଖିବାକୁ ମିଳିଛି ଭୁବନ ବିଜ୍ଞାପିତ ଅଞ୍ଚଳର ୱାର୍ଡ ନଂ ୩ ରେ । ଏହି ଅଞ୍ଚଳରେ!-->!-->!-->…
ସଡ଼କ ଦୁର୍ଘଟଣାରେ ଯୁବକ ମୃତ
କାମାକ୍ଷାନଗର ଥାନା ମହୁଲପାଳ ନିକଟରେ ବାଇକ ସହ ବାଇକ ଧକ୍କା ହେବା ଫଳରେ ଜଣକ ର ମୃତ୍ୟୁ ହୋଇଛି । ମୃତକ ଜଣକ ହେଲେ ପରଜଙ୍ଗ ଥାନା ବସୋଈ ଗ୍ରାମ ର ସୁବ୍ରତ ବିଶ୍ୱାଳ ।
ସୂଚନା ଅନୁସାରେ ସୁବ୍ରତ ଆଜି ନିଜ ବାଇକ ଯୋଗେ ଢେଙ୍କାନାଳ ରୁ ଫେରୁଥିବା ବେଳେ ମହୁଲପାଳ ନିକଟରେ ବିପରୀତ ପାର୍ଶ୍ଵ ରୁ!-->!-->!-->…