News
lipub
samparksetu

ମେ ୧୮ ରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ

ମେ ୧୮ ତାରିଖରୁ ଯୁକ୍ତ ୨ ପରୀକ୍ଷା ଆରମ୍ଭ ହେବ । ଯୁକ୍ତ ଦୁଇ କଳା, ବିଜ୍ଞାନ ଓ ବାଣିଜ୍ୟ ଏବଂ ଧନ୍ଦାମୂଳକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ । ୧୮ ତାରିଖରୁ ଆରମ୍ଭ ହେବାବେଳେ ଜୁନ୍ ୧୨ ତାରିଖରେ ପରୀକ୍ଷା ସରିବ । ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

ଭତ୍ତା ଅପେକ୍ଷାରେ ଗୋଲାପ

ହିନ୍ଦୋଳ ଉପଖଣ୍ଡ ରଞ୍ଜାଗୋଳ ଗ୍ରାମର ଗୋଲାପ ପାତ୍ର ବୟସ ୪୭ ସେ ଜଣେ ଅବିବାହିତ ମହିଳା। ସେ ସରକାରଙ୍କ ପ୍ରଦତ୍ତ ଭତ୍ତା ପାଇବାରୁ ବଞ୍ଚିତ୍ତ ହୋଇଥିବା ବେଳେ ,ବାରମ୍ବାର ଗୁହାରି କରିଲେ ମଧ୍ଯ କେହି ଶୁଣୁ ନଥିବା ଅଭିଯୋଗ କରିଛନ୍ତି। ସରକାରଙ୍କ ଯୋଜନା ଅନୁଯାୟୀ ବିଧବା,ଭିନ୍ନକ୍ଷମ,

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ପ୍ରତିବନ୍ଧକକୁ ଦୃଢ଼ତାର ସହ ସମ୍ମୁଖୀନ ହୋଇ କାମ କରି ସଫଳତା ହାସଲ କରିବେ । ଶତ୍ରୁତା କାରଣରୁ ନିର୍ମାଣାଧୀନ କାମଗୁଡ଼ିକ ବାଧାପ୍ରାପ୍ତ ହୋଇପାରେ। ବ୍ୟବସାୟରେ ଟେନସନ୍‌ ଲାଗି ରହିବ, କିନ୍ତୁ କ୍ଷତିର ପ୍ରଶ୍ନ ରହିବ ନାହିଁ। ପରକଥାରେ କିମ୍ବା ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା

ଖେଳ ପଡିଆରୁ ଯୁବକଙ୍କ ମୃତଦେହ ଉଦ୍ଧାର ; ଆତ୍ମହତ୍ୟା ସନ୍ଦେହ !

କୃଷିବିଭାଗ କର୍ମଚାରିଙ୍କ ବିଷ ପିଇ ଆତ୍ମହତ୍ୟା ସନ୍ଦେହ। ମୃତକ ହେଲେ କାମାକ୍ଷାନଗର କୃଷି ବିଭାଗର କର୍ମଚାରି ମନୋଜ ରାଉତ। ତାଙ୍କ ଘର କାମାକ୍ଷାନଗର ବ୍ଲକ ପିପଳା ଗ୍ରାମରେ। ସୂଚନା ଅନୁଯାୟୀ , ସବୁଦିନ ଭଳି ଘରୁ ଅଫିସକୁ ଯିବା ଉଦେଶ୍ୟରେ ବାହାରି ଆସିଥିଲେ। କିନ୍ତୁ ଅଫିସରେ ପହଞ୍ଚି

କରୋନା କୁ ନା

ଗତବର୍ଷ ମାର୍ଚ୍ଚ ୨୦୨୦ ଠାରୁ ଆରମ୍ଭ ହୋଇଥିବା କରୋନା ମହାମାରୀ ସାରା ବିଶ୍ୱରେ ବହୁତ ଧନ ଜୀବନ ନଷ୍ଟ ହୋଇଥିଲା, ଅର୍ଥନୀତି ଓ ଜୀବନ ଜୀବିକା ଉପରେ ଏହାର ପ୍ରଭାବ ପଡିଥିଲା, ଯାହା ଫଳରେ ସର୍ବସାଧାରଣ ଲୋକମାନେ ଆଜି ପର୍ଯ୍ୟନ୍ତ ମନ୍ଧ୍ୟ ଦୁର୍ଦ୍ଦଶା ଦୁର୍ଦ୍ଦିନରେ ରହୁଛନ୍ତି । ୨୦୨୧

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ପ୍ରତ୍ୟେକ କାମରେ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। ସରକାରୀ ଆଦେଶପ୍ରାପ୍ତ ହୋଇ ଦୂରସ୍ଥାନକୁ ଯିବାପାଇଁ ବାଧ୍ୟ ହେବେ। ସହକର୍ମୀମାନଙ୍କ ସାହାଯ୍ୟରେ ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବା ସହ ଆମଦାନୀ କାରବାରରେ ଲାଭବାନ ହେବେ।

ଅଜଣା ରୋଗରେ ଛଟପଟ ହେଉଛି ଭରତ

ଗାଁର ଦାଣ୍ଡରେ ସାଙ୍ଗସାଥୀଙ୍କ ମେଳରେ ଖେଳାବୁଲା କରିବା ବୟସରେ ଶଯ୍ୟାଶାୟୀ ହୋଇଛି ଭରତ। ୫ ବର୍ଷ ବୟସର ଭରତ ଅଜଣା ରୋଗରେ ପଡି ଯନ୍ତ୍ରଣାରେ ଛଟପଟ ହେଉଛି। ଉନ୍ନତ ମାନର ଚିକିତ୍ସା ନିମେନ୍ତ ଅର୍ଥ ସାଜିଛି ବାଧକ। ପୁଅର ଚିକିତ୍ସାରେ ବାପା ଓ ମା ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ନିଶ୍ବ ହୋଇଯିବା

୨୦୨୧-୨୨ ଆର୍ଥିକ ବର୍ଷ ବଜେଟ୍, ଜାଣନ୍ତୁ, କାହାକୁ ମିଳିଲା କେତେ !

ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି । ଜାଣନ୍ତୁ ରାଜ୍ୟ ବଜେଟର ପ୍ରମୁଖ ଦିଗଗୁଡିକ ଉପରେ। ୧ ଲକ୍ଷ ୭୦ ହଜାର କୋଟି ଟଙ୍କାର ବ୍ୟୟ ଅଟକଳ ପ୍ରଶାସନିକ ବ୍ୟୟ ପାଇଁ ୮୫ ହଜାର କୋଟି

ହିନ୍ଦୋଳ ବ୍ଲକ ପରିସରରେ ହରିହର ମନ୍ଦିର ପ୍ରତିଷ୍ଠା

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ପରିସରରେ ଏକ ନବନିର୍ମିତ ତଥା ହିନ୍ଦୋଳ ଉପଖଣ୍ଡରେ ପ୍ରଥମ ହରିହର ମନ୍ଦିର ପ୍ରତିଷ୍ଠାସ୍ଥାପନ ହୋଇଯାଇଛି। ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଶ୍ରୀ ପ୍ରିୟରଞ୍ଜନ ମାହୁନ୍ତ ଙ୍କ ଉଦ୍ୟମରେ ନିର୍ମିତ ଏହି ମନ୍ଦିର ପ୍ରତିଷ୍ଠା ଦିବସରେ ହିନ୍ଦୋଳ ବ୍ଲକ ଅଧ୍ୟକ୍ଷ ଙ୍କ

ଦତ୍ତ।ତ୍ରେୟ ସାଇ ଆଶ୍ରମର ବାର୍ଷିକ ଉତ୍ସବ

ଦତ୍ତ।ତ୍ରେୟ ସାଇ ଆଶ୍ରମର ବାର୍ଷିକ ଉତ୍ସବ ଆରମ୍ଭ ହୋଇଛି । କୋଭିଡ କଟକଣା ହେତୁ ପୂର୍ବ ବର୍ଷ ତୁଳନାରେ କମ୍ ପରିମାଣର ଶ୍ରଦ୍ଧାଳୁ ବାବାଙ୍କୁ ଦର୍ଶନ କରିଥିଲେ । ଢେଙ୍କାନାଳ କପିଳାସ ରାସ୍ତାର କୃଷ୍ଣକୁମାରପୁର ଠାରେ ପ୍ରତିଷ୍ଠିତ ଦତ୍ତ।ତ୍ରେୟ ସାଇ ଆଶ୍ରମର ୨୦ ତମ ବାର୍ଷିକ ଉତ୍ସବ ଚଳିତ
error: Content is protected !!