News
lipub
samparksetu

ଆଜିର ବ୍ରେକଫାଷ୍ଟ ରେ ବନାନ୍ତୁ ଦଲିଆ ଉପମା

ମାତ୍ର ୧୦ ମିନିଟ୍‌ ଭିତରେ ଘରେ ବନାନ୍ତୁ ଟେଷ୍ଟି ଦଲିଆ ଉପମା ଆବଶ୍ୟକୀୟ ସାମଗ୍ରୀ: ଦଲିଆ, ଗ୍ରୀନ୍‌ ମଟର, ବିନ୍‌ସ, ଗାଜର, ଫୁଲ କୋବି, କଟା ପିଆଜ, ଟମାଟୋ, କଟା ଧନିଆ ପତ୍ର, ତେଲ, ଲୁଣ, ଜିରା, ସୋରିଷ, ଭୃସଙ୍ଗ ପତ୍ର, ବାଦାମ ପ୍ରସ୍ତୁତି ପ୍ରଣାଳୀ: ଦଲିଆ ସିଝିବାକୁ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ଷଷ୍ଠ ଚନ୍ଦ୍ର ପ୍ରଭାବରୁ ଦିନଟି ଭଲରେ ଅତିବାହିତ ହେବ ଓ ଶାରୀରିକ ସୁସ୍ଥତା ଯୋଗୁ ମନ ପ୍ରଫୁଲ୍ଲ ରହିବ। ପରିଜନଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ମିତ୍ରମାନେ ସୁବିଧାବାଦୀ ଭଳି କାମ କରିବେ। ବୃଷ

ନିରାଡ଼ମ୍ବର ରେ ୩ଦିନ ପାଳନ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା

ଚାରିଦ୍ଵାର ରେ ଜଳିଲା ଝାଡଦିପ, କୋଭିଡ ନିୟନ୍ତ୍ରଣ ଦୃଷ୍ଟିରେ ରଖି ୫ ହଜାର ଶ୍ରଦ୍ଧାଳୁଙ୍କ ସମାଗମ ।କୋଭିଡ କଟକଣା କଡାକଡି,ସୀମିତ ସାଧୁସନ୍ଥଙ୍କୁ ନେଇ ହେଲା ନୀତି । ଚଳିତ ବର୍ଷ ଫେବୃଆରୀ ୨୫ ତାରିଖରୁ ଆରମ୍ଭ ହୋଇ ୨୭ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ପାଳନ ହୋଇଯାଇଛି ଏବର୍ଷର

କିରାସିନି ଢାଳି ମହିଳାଙ୍କୁ ହତ୍ୟା ଅଭିଯୋଗ ; ଶାଶୁ ସ୍ୱାମୀ ଥାନାରେ ଅଟକ !

ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ କମଳାଙ୍ଗ ଗ୍ରାମରେ ଜଣେ ମହିଳାଙ୍କୁ କିରାସିନି ଢାଳି ହତ୍ୟା କରାଯାଇଥିବାର ଝିଅର ପରିବାର ଲୋକ ଅଭିଯୋଗ କରାଯାଇଛି । ଏହାକୁ ନେଇ ପୋଲିସ୍ ଶାଶୁ ଏବଂ ସ୍ୱାମୀଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । କମଳାଙ୍ଗ ଗ୍ରାମର ଶଶୀ ସାମିଲଙ୍କ ପୁଅ ଟୁନା

କଣ୍ଟାବଣିଆ ଅପିଟିସିଏଲ ନିକଟରେ ପୁଣି ଅଗ୍ନିକାଣ୍ଡ

ପୁଣି ଏକ ବଡ ଧରଣର ଅଗ୍ନିକାଣ୍ଡରୁ ବର୍ତ୍ତିଲା ଓପିଟିସିଏଲ । ଢେଙ୍କାନାଳ ଜିଲ୍ଲା କଣ୍ଟା ବଣିଆ ସ୍ଥିତ ଓଡିଶା ପାୱାର ଟ୍ରାନ୍ସ ମିଶନ କର୍ପୋରେସନ ଲିମିଟେଡ଼ରେ ରବିବାର ଅଗ୍ନିକାଣ୍ଡ ଘଟିଛି। ଏକ କେବୁଲ ଭ୍ରଷ୍ଟ ହୋଇ ସ୍ପାର୍କିଙ୍ଗ ହେବାରୁ ଏକ ଗ୍ରୀଡ଼ରେ ନିଆଁ ଲାଗି ଯାଇଛି। ହୁତୁ ହୁତୁ ହୋଇ

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର !

ଗଛ ଉପରେ ଯୁବକଙ୍କ ଝୁଲନ୍ତା ମୃତଦେହ, ଏଭକି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗ୍ରାମରେ । ପରଜଙ୍ଗ ଥାନା ଅନ୍ତର୍ଗତ ଯୌତୁକପଶି ଗ୍ରାମର ବେଣୁଧର ସାହୁଙ୍କ ସାନ ପୁଅ ସୋମନାଥ ସାହୁ (୨୨) ଗତକାଲି ସନ୍ଧ୍ୟାରେ ଘରୁ କେଉଁଆଡେ ନିଖୋଜ ହୋଇଯାଇଥିବା

ସଡ଼କ ଦୁର୍ଘଟଣା ରେ ବାଇକ୍ ଚାଳକ ଗୁରୁତର

ଢ଼େଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାଶିପୁର ପଞ୍ଚାୟତ ର ଲହଡ଼ା ହାଇସ୍କୁଲ ଛକ ନିକଟରେ ଆଜି ଏକ ବାଇକ୍ ଦୁର୍ଘଟଣା ଘଟିଛି ।ଏହି ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଛନ୍ତି ।ଆହତ ଜଣଙ୍କ ଯାଜପୁର ଜିଲ୍ଲାର ସୀତାହାଟ ଗ୍ରାମର ସଞ୍ଜୟ ଭୂୟାଁ । ସୁଚନା ଅନୁଯାୟୀ , ସଞ୍ଜୟ ବାଇକ୍ ଯୋଗେ ତାଙ୍କ

ଢେଙ୍କାନାଳ ଆଇ.ସି.ଟି. ବିଦ୍ୟାଳୟ ସଂଯୋଜକ ସଂଘ ପକ୍ଷରୁ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପାଞ୍ଚ ଦଫା ଦାବି ସମ୍ବଳିତ ସ୍ମାରକ…

ଓଡ଼ିଶାର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀ କମ୍ପୁଟର ଶିକ୍ଷାରୁ ବଞ୍ଚିତ ହେବା ସହ ୪୦୦୦ କମ୍ପୁଟର ଶିକ୍ଷକ/ଶିକ୍ଷୟିତ୍ରୀ ଏବେ ବେକାର। ଆଠ ଶହ କୋଟି ଟଙ୍କାର ବ୍ୟୟ କରାଯାଇ ବିଦ୍ୟାଳୟ ଗୁଡିକରେ ସ୍ଥାପନ କରାଯାଇଥିବା କମ୍ପୁଟର ଲ୍ଯାବ ଏବେ ନଷ୍ଟ ହେବାକୁ ବସିଛି। ସାମ୍ପ୍ରତିକ ସମୟରେ କମ୍ପ୍ୟୁଟର

ପରଜଙ୍ଗ ପୋଲିସ୍ କବଜାରେ କଙ୍କଡାସୋଡ଼ା ଗ୍ରାମର ବିଭତ୍ସ ହତ୍ଯାକାଣ୍ଡର ଅଭିଯୁକ୍ତ

କମେଣ୍ଟ ମରାକୁ କେନ୍ଦ୍ର କରି ବଚସା ପୁଣି ଉଗ୍ରରୂପ ନେଇ ହତ୍ୟାକାଣ୍ଡ ଗତ କିଛିଦିନ ହେବ ଏଭଳି ଏକ ଘଟଣା ସାରା ଢେଙ୍କାନାଳ ଜିଲ୍ଲାରେ ଚହଳ ପକାଇଥିବା ବେଳେ ଏହି ଘଟଣା କୁ ଫର୍ଦାଫାର୍ସ କରିଛି ପରଜଙ୍ଗ ପୋଲିସ୍ । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡ଼ାସୋଡା

ମାଛ ବେପାରୀଙ୍କୁ ମରଣାତ୍ମକ ଆକ୍ରମଣ ସହ ଟଙ୍କା ଲୁଟ୍

ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଖତେଇବେରେଣୀ କେନାଲ ରାସ୍ତାରେ ଜଣେ ମାଛ ବେପାରୀ ଙ୍କୁ ଆକ୍ରମଣ କରି ୨୦୦୦ ଟଙ୍କା ଲୁଟି ନେଇଛନ୍ତି । ସୂଚନା ଅନୁଯାୟୀ ଭୁବନ ବ୍ଲକ ଜୟପୁର ଗ୍ରାମର ଚୈତନ୍ୟ ବେହେରା ଆଜି ନିଜ ବେପାର ସାରି କାମାକ୍ଷାନଗର ଓ ବିରାଶାଳ ମଧ୍ୟରେ ଥିବା
error: Content is protected !!