News
lipub
samparksetu

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ କଥାରେ ମନ ମୋହିବେ, କିନ୍ତୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇବାରୁ ଦୁଶ୍ଚିନ୍ତା ବୃଦ୍ଧି ପାଇବ। ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସହ କଥା ହେବାକୁ ପଡ଼ିପାରେ। ଭୁଲ୍ ବୁଝାମଣାରୁ ପରିବାରରେ ମତାନ୍ତର ସୃଷ୍ଟି ହେବ। ପାଖ ଲୋକଟିକୁ ସାହାଯ୍ୟ କରିବାକୁ ଯାଇ ପରେ ଅନୁତାପ କରିପାରନ୍ତି।

ନୟାନିଳକଣ୍ଠପୁରରୁ ଭାଲୁର ମୃତଦେହ ଉଦ୍ଧାର

ଢେଙ୍କାନାଳ ଜିଲ୍ଲା ଭୁବନ ବନାଞ୍ଚଳ ଅନ୍ତର୍ଗତ ନୟାନିଳକଣ୍ଠପୁର ଗ୍ରାମ ନିକଟରୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି । ମୃତ ଭାଲୁଟିର ଦାନ୍ତ ଓ ନଖ ନଥିବାର ଜଣାଯାଇଛି । ଅନ୍ୟପଟେ ଘଟଣା ସ୍ଥଳରେ ବନପାଳ କବିତା ବିଶ୍ୱାଳ ପହଞ୍ଚି ଭାଲୁଟିର ମୃତଦେହ କୁ ବ୍ୟବଚ୍ଛେଦ ନିମନ୍ତେ ପଠାଇଥିଲେ ।

ହିନ୍ଦୋଳ କପ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ହିନ୍ଦୋଳ ସ୍ପୋର୍ଟସ ଅସୋସିଏସନ ଆନୁକୂଲ୍ୟରେ ଗତ ଦଶ ଦିନ ଧରି ସ୍ଥାନୀୟ ମିନିଷ୍ଟାଡିୟମ ଠାରେ ଚାଲି ଥିବା ହିନ୍ଦୋଳ କପ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଟସ ଜିଣି ପ୍ରଥମେ ବ୍ୟାଟିଙ୍ଗ କରି ନୟାଗଡ଼ ଏକାଦଶ ସୀମିତ ୨୦ ଉଭର ମ୍ୟାଚରେ ୯

ତାତିଲେ ଚାଷୀ ; ଧାନ ବସ୍ତା ରଖି ଅବରୋଧ କଲେ ଜାତୀୟ ରାଜପଥ !

ବାଉଁଶପାଳ ଛକ ଠାରେ-ଧାନ ରଖି NH ୫୫ ଅବରୋଧ କଲେ ଶତାଧିକ ଚାଷୀ । ଧାନ ମଣ୍ଡିରୁ ଧାନ ନଉଠିବା ସହିତ ଟୋକନ ମିଳିଥିବା ସତ୍ତ୍ବେ କଟିଯିବା କାରଣରୁ ରାସ୍ତା ଅବରୋଧ କରାଯାଇଛି। ସୂଚନା ଅନୁସାରେ କାଦୂଆ ଧାନ ମଣ୍ଡିରେ କାଦୂଆ,ସମାଟାଙ୍ଗି,ବାଉଁଶପାଳ ,ବାଙ୍ଗୁର ଗ୍ରାମର ଚାଷୀ ସେମାନଙ୍କର

ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ, ମୃତଦେହ ରଖି ରାସ୍ତା ଅବରୋଧ

ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ, ଘଟଣା ସ୍ଥଳରେ ଉତ୍ତେଜନା ଦେଖାଦେବା ସହ ନ୍ୟାୟ ଦାବିରେ ମୃତଦେହ ରଖି ମୁଖ୍ୟରାସ୍ତା ଅବରୋଧ । ଏଭଳି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ମନ୍ଦାର ନିକଟରେ । ସୂଚନା ଅନୁଯାୟୀ ଅଜଣା ଗାଡି ଧକାରେ ଜଣେ ଯୁବକଙ୍କ ମୃତ୍ୟୁ

ନଵବଧୁର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର !

ବିବାହର ୪ଦିନ ନପୁରୁଣୁ ନବବଧୁ ର ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର । ଏଭଳି ଦୁଃଖଦ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଦାବନ୍ଧ ଗ୍ରାମରେ । ସୂଚନା ଅନୁଯାୟୀ ହିନ୍ଦୋଳ କଲଣ୍ଡାଗ୍ରାମର ହରିହର ନାଏକଙ୍କ ଝିଅ ଝରଣା ନାଏକ ଗତ ୧୭ ତାରିଖ ଦିନ ସଦର ଥାନା

ରାଜ୍ୟ ସ୍ତରୀୟ ଥ୍ରୋ ବଲ ଚମ୍ପିୟାନସିପ ପାଇଁ ୨୫ ରେ ଜିଲ୍ଲା ଦଳ ଚୟନ ପ୍ରକ୍ରିୟା

ଚଳିତ ବର୍ଷ ଫେବୃଆରୀ ୨୭, ୨୮ ଓ ମାର୍ଚ୍ଚ ୧ ତାରିଖ ତିନି ଦିନ ଧରି ଯାଜପୁର ସ୍ଥିତ ନରସିଂହ ଚୌଧୁରୀ ସ୍ବୟଂ ଶାସିତ ମହାବିଦ୍ୟାଳୟ ଖେଳ ପଡିଆରେ ୨୯ ତମ ରାଜ୍ୟ ସ୍ତରୀୟ ଥ୍ରୋ ବଲ (ବରିଷ୍ଠ) ଚମ୍ପିୟାନସିପ ଉଭୟ ପୁରୁଷ ଓ ମହିଳା ବିଭାଗରେ ଅନୁଷ୍ଠିତ ହେଉଛି। ଏହି ଚମ୍ପିୟାନସିପରେ ଭାଗ ନେବା

କମେଣ୍ଟ ମରାକୁ ନେଇ ମହାଭାରତ ; ସଂଘବଦ୍ଧ ଆକ୍ରମଣରେ ବାପା ମୃତ, ପୁଅ ଗୁରୁତର !

ପରଜଙ୍ଗ ଥାନା ଅନ୍ତର୍ଗତ କଙ୍କଡ଼ାସୋଡ଼ା ଗ୍ରାମରେ କମେଣ୍ଟମରାକୁ ନେଇ ହଣାକଟା ହୋଇଛି । ସଙ୍ଘଵଧ ଆକ୍ରମଣରେ ଗ୍ରାମର ପୂର୍ଣ୍ଣଚନ୍ଦ୍ର ବାଇ (୬୩) ଙ୍କ ମୃତ୍ୟୁ ହୋଇଥିବା ବେଳେ ତାଙ୍କ ପୁଅ ମୋହନ ବାଇ (୪୦) ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସୂଚନା ଅନୁଯାୟୀ , ଗତ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଦ୍ୱିଜା ନକ୍ଷତ୍ରର ପାରିବାରିକ କ୍ଷେତ୍ରରେ ମତାନ୍ତର ଥାଇ ମଧ୍ୟ କାମବେଳକୁ ସମସ୍ତେ ଏକ ମନ ନେଇ କାମ କରିପାରିବେ। ସାମାଜିକ ସ୍ତରରେ ସ୍ବାର୍ଥସାଧନ ଆଶା ରଖି ମିତ୍ରମାନେ ପ୍ରଶଂସା ଗାଇ ବୁଲିବେ। ସହମତିରେ କାର୍ଯ୍ୟକଲେ ସଫଳତା ପାଇବାରେ ଅସୁବିଧା ରହିବନାହିଁ। ଅବହେଳା କାରଣରୁ

ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ , ଜିଲ୍ଲାପାଳଙ୍କୁ ସତର୍କ କଲେ ସ୍ୱାସ୍ଥ୍ୟ ସଚିବ

ଓଡିଶାରେ ପୁଣି କଡାକଡି ହେବ କୋଭିଡ୍ ନିୟମ, ଭିଡ ଜାଗା ଯେପରିକି ମାର୍କେଟ, ଧର୍ମାନୁଷ୍ଠାନରେ ଭିଡ କମାଇବାକୁ କୁହାଯାଇଛି । ମହାରାଷ୍ଟ୍ରରେ କୋଭିଡ୍ ସଂକ୍ରମଣ ବଢିବା ଏବଂ ଲକଡାଉନ୍ ଭଳି ସ୍ଥିତି ଉପୁଜିବା ପରେ ଏବେ ଓଡିଶାରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ
error: Content is protected !!