News
lipub
samparksetu

ମା ବ୍ରାହ୍ମଣୀଦେବୀ କ୍ରିକେଟ ଟୁର୍ଣ୍ଣ।ମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ

ମା ବ୍ରାହ୍ମଣୀଦେବୀ କ୍ରିକେଟ ଟୁର୍ଣ୍ଣାଆମେଣ୍ଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି। ଆଜି ଦକ୍ଷିଣ ପଶି ଓ ଢୋଲପଶି କ୍ରିକେଟ ଟିମ୍ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ସ୍ଥାନୀୟ ଅଞ୍ଚଳର ପ୍ରତିଷ୍ଠିତ ରାଜନେତା ଶ୍ରୀ ବିଶ୍ବତୋଶ ସାହୁ ଯୋଗ ଦେଇଥିଲେ। ସମ୍ମାନୀତ ଅତିଥି ରୂପେ

ବନବିଭାଗ ତରଫରୁ ସଚେତନତା ରଥ ପରିକ୍ରମା

ଓଡିଶା ବନାଞ୍ଚଳ ଉନୟନ ପ୍ରକଳ୍ପ ଆନୁକୂଲ୍ୟରେ ଆଜି କାମାକ୍ଷାନଗର ବନଖଣ୍ଡ ରେ ଜନ ସଚେତନତା ରଥ ପରିକ୍ରମା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବନବିଭାଗ ବଙ୍ଗଳା ଠାରୁ ଏହି ସଚେତନତା ରଥ ବାହାରି କାମାକ୍ଷାନଗର ପୂର୍ବାଞ୍ଚଳ ଓ ପଶ୍ଚିମାଞ୍ଚଳ ରେଞ୍ଜ ର ସମସ୍ତ ବନ ସୁରକ୍ଷା ସମିତି

ଅନେକ ଆବେଦନ ପରେ ମିଳିପାରୁନି ବାର୍ଦ୍ଧକ୍ୟ ଭତ୍ତା ; କେବେ ମିଳିବ ଭତ୍ତା ?

ବୟସର ଚତୁର୍ଥ ଅବସ୍ଥା ବା ଶେଷ ସମୟରେ ଗରିବ ଅସହାୟ ଲୋକଟିଏ ରୋଜଗାର ପାଇଁ ସାମର୍ଥ୍ୟ ହରେଇ ଥାଏ। କୌଣସି ରୋଜଗାର ପନ୍ଥା ନାହିଁ ତା ପରେ ପାଖରେ କେହି ସନ୍ତାନ ନଥାନ୍ତି ତେବେ ପରିସ୍ଥିତି ତାଙ୍କ ପାଇଁ ଦୁର୍ବିସହ ହୋଇପଡେ। ଢେଙ୍କାନାଳ ସଦର ବ୍ଲକ ମଧୁସାହୁପାଟଣା ଗ୍ର.ପ ଭାଗିରଥି ପୁର ର

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଦ୍ୱିଜା ନକ୍ଷତ୍ର ଆଜି କେବଳ କଅଁଳିଆ କଥା କହି ପରକୁ ଆପଣାର କରିପାରିବେ। ଟଙ୍କା,ପଇସାର ଅଭାବ ରହିବ ନାହିଁ କିନ୍ତୁ ବନ୍ଧୁମାନଙ୍କ ଖାପଛଡା କଥା ମନକୁ ବାଧିବ। ବ୍ୟବସାୟ, ନିର୍ମାଣ, ଆନୁଷ୍ଠାନିକ କାମ, ବିବାଦୀୟ ଘଟଣା ଓ ସଭାସମିତି, ଅର୍ଥ ସମ୍ପର୍କ କ୍ଷେତ୍ରରୁ ଉପକୃତ ହେବେ।

ପିଲା ଚୋର ସନ୍ଦେହରେ ଯୁବକଙ୍କୁ ପୋଲିସ ଜିମା ଦେଲେ ଗ୍ରାମବାସୀ

ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କଙ୍କଡାହାଡ଼ ପଞ୍ଚାୟତର ନମିଚିରା ଗ୍ରାମ ନିକଟରେ ପିଲା ଚୋର ସନ୍ଦେହରେ ଜଣଙ୍କୁ କାବୁ କରିଛନ୍ତି ଗ୍ରାମବାସୀ । ଗ୍ରାମବାସୀଙ୍କ ଏ ସ୍ଥାନୀୟ ସଦର ଥାନାକୁ ଖବର ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚିବାରେ ବିଳମ୍ବ କରିବାରୁ ଘଟଣା ସ୍ଥଳରେ ଚାପା ଉତ୍ତେଜନା

ବାରହା ଆକ୍ରମଣ ର ଶିକାର ହେଲେ ଯୁବକ

ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ନିମିଧା ଗ୍ରାମର ସେନେଇ ସିଂହ ଙ୍କ ପୁଅ ସୁଧୀର କୁମାର ସିଂହ (୩୫) ଆଜି ଦିନ ପ୍ରାୟ ୯.୩୦ ସମୟରେ ଜଙ୍ଗଲୀ ବାରହା ଆକ୍ରମଣ ର ଶିକାର ହୋଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ମେରାମୁଣ୍ଡଳୀ ମେଡ଼ିକାଲ ରେ ଭର୍ତ୍ତି କରାଯାଇଥିଲା ହେଲେ ପରେପରେ ତାଙ୍କୁ କଟକ

୧୧ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ବାଟରଫାଇନାଲ ମ୍ୟାଚ ରେ କଟକ ୟୁନିଅନ ସ୍ପୋର୍ଟିଂ ବିଜୟୀ

ମା ଅନ୍ଧାରୀ କ୍ରିକେଟ କ୍ଲବ ଆନୁକୁଲ୍ଯରେ ଅନୁଷ୍ଠିତ ୧୧ତମ ସୁବାଷ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟର ତୃତୀୟ କ୍ବାଟରଫାଇନାଲ ମ୍ୟାଚ ରେ ଅନୁଗୁଳ ର ମା ବୁଢୀ ଦଳ ସହିତ ୟୁନିଅନ ସ୍ପୋର୍ଟଂ କଟକ ମଧ୍ଯରେ ଖେଳା ଯାଇଥିଲା ଅନୁଗୁଳ ମା ବୁଢୀ ଟସ୍ ରେ ବିଜୟୀ ହୋଇ ପ୍ରଥମେ ବ୍ୟାଟିଂ ର ନିଷ୍ପତ୍ତି

ସିଂଙ୍ଗ୍ ଷ୍ଟାର କ୍ରିକେଟ କ୍ଲବ ତରଫରୁ ଅଷ୍ଟମ ସଂସ୍କରଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ବାଇଁଶିଆ ପଞ୍ଚାୟତ କଙ୍କା ଗ୍ରାମରେ ସିଂଙ୍ଗ୍ ଷ୍ଟାର କ୍ରିକେଟ କ୍ଲବ ତରଫରୁ ଅଷ୍ଟମ ସଂସ୍କରଣ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ବାଇଁଶିଆ ଏବଂ ରାଇତଳା ମଧ୍ୟରେ ଅନୁଷ୍ଠିତ ହୋଇଥିଲା , ଏହି ମ୍ୟାଚ ରେ ମୁଖ୍ୟ ଅତିଥି

ଢେଙ୍କାନାଳ ଜିଲ୍ଲାର ଏ-୧ ଗ୍ରେଡ଼ ମେଧାବୀ ଛାତ୍ର ଛାତ୍ରୀ ସାଧାରଣ ତନ୍ତ୍ର ଦିବସରେ ଜିଲ୍ଳାପାଳଙ୍କ ଦ୍ଵାରା…

ସ୍ଥାନୀୟ ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସଭାଗୃହରେ ଆଜି ଦିବା ୧୧ ଘଟିକା ସମୟରେ ଢେଙ୍କାନାଳ ଜିଲ୍ଲା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ କୋଭିଡ -୧୯ ନିୟମ ଅନୁପାଳନରେ ଅନୁଷ୍ଠିତ ଜିଲ୍ଲା ସ୍ତରୀୟ ସମ୍ବର୍ଦ୍ଧନା ସଭାରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ

କମ୍ପାନୀ ଆଗରେ ଧାରଣାରେ ବସିଲେ ୬ଟି ପଞ୍ଚାୟତ ର ବାସିନ୍ଦା

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ କମ୍ପାନୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବାରମ୍ବାର ଅଭିଯୋଗ ଆଣୁଛନ୍ତି। ସ୍ଥାନୀୟ ବିଧାୟକଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ ଗୁହାରି
error: Content is protected !!