News
lipub
samparksetu

ଖବର ପ୍ରସାରଣ ପରେ ଦେବକୀଙ୍କୁ ମିଳିଲା ବାର୍ଦ୍ଧକ୍ୟ ଭତ୍ତା

ସ୍ବାମୀ ଏକା କରି ଆରପାରିକୁ ଚାଲିଗଲା ପରେ ଦୁଇଟି ପୁଅ ଯେ ଜଣେ ଦିନ ମଜୁରୀଆ ଓ ଅନ୍ୟ ଜଣେ ମାନସିକ ବିକୃତ। ନା ଅଛି ରୋଜଗାର ନା ଅଛି ଧନ ସମ୍ପତ୍ତି! ଦଇବ ଦେଇଛି ଦାରୁଣ ଦୁଃଖ। ଦୀର୍ଘ ଦିନ ଧରି କିଡନୀ ରୋଗରେ ପୀଡିତା ଦେବକୀ ବେହେରା। ଢେଙ୍କାନାଳ କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ବୁଢିବିଲି

ସ୍ବାମୀ ଚାଲିଗଲା ପରେ ୪ସନ୍ତାନ ଙ୍କୁ ନେଇ ବଞ୍ଚିବାକୁ ସଂଘର୍ଷ ଜାରି ରଖିଛନ୍ତି ଶାନ୍ତି !

ସ୍ବାମୀ ଛାଡି ଆରପାରିକୁ ଚାଲିଗଲେ ତା ବାଦେ ଚାରି ସନ୍ତାନଙ୍କ ଲାଳନପାଳନ ବୋଝ ଉପରେ ଲଳିତା ବିଡା ସଦୃଶ। ନିଜେ ନଖାଇ ଚାରି ପିଲାଙ୍କ ପେଟ ପୁରାଇବାରେ ଅକ୍ଷମ ଶାନ୍ତି। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ କୁସୁମଯୋଡି ପଞ୍ଚାୟତ ଶାଳପଡା ହରିଜନ ବସ୍ତିର ସ୍ବର୍ଗତ ମାର୍କଣ୍ଡ ନାଏକଙ୍କ

ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ;ଫାଇନାଲରେ ପୋଡ଼ାପଡ଼ା କୁ ହରାଇ ପଞ୍ଚୁପଟି ଚମ୍ପିୟାନ

ଓଡ଼ାପଡ଼ା ବ୍ଲକ କାଉଁରିଆପାଳ ଠାରେ ମା ବାଉତୀ କ୍ରିକେଟ କ୍ଲବ ଆନୁକୂଲ୍ୟରେ ଆୟୋଜିତ ମା ବାଉତୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ । ଗତ ୨୩ ଜାନୁଆରୀ ରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ରେ ପ୍ରତିଦିନ ୭-୭ ଓଭର ବିଶିଷ୍ଟ ୪ଟି ଲେଖାଏଁ ମ୍ୟାଚ ଖେଳାଯାଉଥିଲା । ଅନ୍ତିମ ଦିବସରେ

ମୋବାଇଲ ଦେଲେନି ବୋଲି ଘର ଛାଡ଼ି ଦେଲେ !

ଆଜିର ଦୈନନ୍ଦିନ ଜୀବନରେ ମୋବାଇଲ ଫୋନ୍‌ ଏକ ଜରୁରୀ ବସ୍ତୁ ପାଲଟିଛି । ସକାଳୁ ରାତି ଯାଏ ସମସ୍ତଙ୍କୁ ଫୋନ୍‌ର ଆବଶ୍ୟକତା ନିହାତି ପଡ଼ୁଛି । ତେବେ କେବଳ ବଡ଼ ଲୋକ ନୁହେଁ ଛୋଟ ପିଲା ମଧ୍ୟ ଧୀରେ ଧୀରେ ମୋବାଇଲ ଆଡିକ୍ଟେଡ୍‌ ହୋଇପଡ଼ୁଥିବା ଦେଖିବାକୁ ମିଳିଛି । ଛୁଆ ଛୋଟ ଥିବାରୁ ତାଙ୍କ ଠାରୁ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜିର କର୍ମକ୍ଷେତ୍ରରେ କୌଣସି ପ୍ରତିରୋଧ କିମ୍ବା ପ୍ରତିବନ୍ଧକ ଆପଣଙ୍କୁ ଅଟକାଇ ପାରିବ ନାହିଁ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବାର ଆଶଙ୍କାରୁ ମୁକ୍ତି ପାଇପାରିବେ ନାହିଁ। ନବମସ୍ଥ ଶୁକ୍ରଙ୍କ ପ୍ରଭାବରୁ ପରିବହନ, ବ୍ୟବସାୟ ଭଲରେ ଚାଲିବ। କ୍ରୀଡା, ଚଳଚ୍ଚିତ୍ର,

ସକାଳୁ ଖାଲି ପେଟରେ ପାଣି ପିଇଲେ ମିଳିଥାଏ ଏହି ସବୁ ଫାଏଦା

ପାଣି ଆମ ଶରୀର ପାଇଁ ନିତ୍ୟାନ୍ତ ଆବଶ୍ୟକ । ପର୍ଯ୍ୟାପ୍ତ ପରିମାଣର ପାଣି ପିଇବା ଦ୍ୱାରା ଶରୀରରେ ଥିବା ହାନିକାରକ ତତ୍ତ୍ୱ ମଧ୍ୟ ସହଜରେ ବାହାରି ଯାଇଥାଏ । ତେବେ ସକାଳୁ ଖାଲି ପେଟରେ ପାଣି ପିଇଲେ ମିଳିଥାଏ ଭରପୁର ଫାଇଦା । ସକାଳୁ ଉଠି ପାଣି ପିଇଲେ ମାସିକ ଧର୍ମ, ପରିସ୍ରା, ଗଳା

ଦଶମ ସୁରଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ

ଦଶମ ସୁରଥ ମେମୋରିଆଲ କ୍ରିକେଟ ଟୁର୍ଣ୍ଣ।ମେଣ୍ଟ ର ଆଜି ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଆଜିର ମ୍ୟାଚରେ ବାବା ସାଧୁଗିସେଇଁ କ୍ରିକେଟ ଟିମ ଏବଂ ମୂଳ।ଦେବୀ କ୍ରିକେଟ ଟିମ ମଧ୍ୟରେ ଅନୁଷ୍ଠିତ ହୋଇଥିଲା ଆଜିର ଏହି ମ୍ୟାଚ ରେ ପାଟରପଦା ଗ୍ରାମର ପରିଚାଳନା କମିଟିର ସମସ୍ତ

ଆଇଆଇଏମ୍‍ସିରେ ‘ଶାନ୍ତି ସାମ୍ବାଦିକତା’ ମନୋଗ୍ରାଫ୍‍ ଉନ୍ମୋଚିତ

ଗଣତନ୍ତ୍ର ଦିବସରେ ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇ.ଆଇ.ଏମ୍‍.ସି), ଢେଙ୍କାନାଳ ପକ୍ଷରୁ ପ୍ରକାଶିତ ମନୋଗ୍ରାଫ୍‍ ‘ଶାନ୍ତି ସାମ୍ବାଦିକତା’ ଉନ୍ମୋଚିତ ହୋଇଛି । ଏହାକୁ ଉନ୍ମୋଚନ କରି ପ୍ରଫେସର ଦ୍ୱିବେଦୀ କହିଛନ୍ତି, ଏ ଦେଶ ହେଉଛି ଗୌତମ ବୁଦ୍ଧଙ୍କ ଦେଶ । ଏହି ମାଟିରେ ମହାବୀର ଜୈନ, ନାନକ,

ମା ବୁଢୀଦେଇ ଚ୍ୟାଲେଞ୍ଜର କପ୍ , ବାଘଲଣ୍ଡା ବିଜୟୀ

ଖରିଡାଳି ହାଇସ୍କୁଲ ଖେଳ ପଡିଆରେ ଚଳିତ ବର୍ଷର ମା ବୁଢୀଦେଇ ଚ୍ୟାଲେଞ୍ଜର କପ୍ ର ଏକ ମ୍ୟାଚ ରେ ଚାଇଁପୁର ଓ ବାଘଲଣ୍ଡା ମଧ୍ଯରେ ଖେଳା ଯାଇଥିଲା। ୧୨ ଓଭର ବିଶିଷ୍ଟ ମ୍ୟାଚ ରେ ଚାଇଁପୁର ଟସ୍ ଜିତି ପ୍ରଥମେ ବ୍ୟାଟିଂ କରି ସମସ୍ତ ୱିକେଟ ହରାଇ ୭୮ରନ କରିଥିଲା। ତାର ଜବାବ ରେ ବାଘଲଣ୍ଡା ଦଳ

ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି କୁ ବିଦ୍ୟାଳୟର ଭିତ୍ତିଭୂମିକୁ ବିକାଶ ପଥରେ ଆଗେଇବାକୁ ମୋ ସ୍କୁଲ ଅଭିଯାନ କୁ ଦାନ

ଚଳିତ ଶିକ୍ଷା ବର୍ଷରେ ନୂଆଭୁବନ ନୋଡାଲ ଉଚ୍ଚ ବିଦ୍ୟାଳୟର ଗତ ବର୍ଷ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷାରେ ସର୍ବାଧିକ ପାସ୍ ହାର ରଖୁଥିବା ହେତୁ ମୁଖ୍ୟମନ୍ତ୍ରୀଙ୍କ ଅନୁଦାନ ରାଶି ଏକଲକ୍ଷ ଟଙ୍କା ପରିଷ୍କୃତ ହୋଇଥିଲା। ଉକ୍ତ ରାଶିକୁ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ବିଦ୍ୟାଳୟର ଭିତ୍ତିଭୂମିକୁ
error: Content is protected !!