News
lipub
samparksetu

ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଘାଟିତ

ହିନ୍ଦୋଳ ବେଡାପଡା ଠାରେ ମା ଅଧ୍ୟାରୀ କ୍ରିକେଟ୍ କ୍ଳବ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷର ୧୧ତମ ସୁବାଷ ମେମୋରିଆଲ୍ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ । ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଛନ୍ତି ୮ଟି ଦଳ। ଆଜି ଉଦଘାଟନ ମ୍ୟାଚ୍ ରେ ରାଇଜିଙ୍ଗ୍ ଷ୍ଟୁଡେଣ୍ଟ କଟକ ବନାମ ୟୁଥ

ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ ର ପ୍ରଦୂଷଣରେ ଅତିଷ୍ଠ ସ୍ଥାନୀୟ ବାସିନ୍ଦା

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ତହସିଲ ଅନ୍ତର୍ଗତ କୁଲେଇ ଠାରେ ଥିବା ଜିଏମ ଆଇରନ ଓ ଷ୍ଟିଲ କୋ. ଲିମିଟେଡ କମ୍ପାନୀ ପ୍ରଦୂଷଣ ନିୟନ୍ତ୍ରଣ କରିବା ନିମନ୍ତେ ସ୍ଥାନୀୟ ଅଞ୍ଚଳର ବାସିନ୍ଦା ବାରମ୍ବାର ଅଭିଯୋଗ ଆଣୁଛନ୍ତି। ସ୍ଥାନୀୟ ବିଧାୟକଠାରୁ ଆରମ୍ଭ କରି କେନ୍ଦ୍ର ମନ୍ତ୍ରୀଙ୍କ ପର୍ଯ୍ୟନ୍ତ

ଝୋଟ କାରଖାନାରେ ଦୁର୍ଘଟଣା, ମେସିନରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ

ଢେଙ୍କାନାଳ ସହର ନିକଟରେ ଥିବା କଳିଙ୍ଗ ଝୋଟ କାରଖାନାରେ ଦୁର୍ଘଟଣା, ମେସିନରେ ଚାପିହୋଇ କାର୍ଯ୍ୟରତ ଶ୍ରମିକଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଆଜି ସକାଳେ କଳିଙ୍ଗ ଝୋଟ କାରଖାନା ରେ କାମ କରୁଥିବା ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣଙ୍କ କଟକ ଗୁରୁଡ଼ିଝାଟିଆ ଅଞ୍ଚଳର

ରାଜ୍ୟ ବିଜେପି ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ହେଲେ ଦୀପକ ଗୋଛାୟତ

ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗର ଅଞ୍ଚଳର ଯୁବନେତା ସମାଜ ସେବୀ ଦୀପକ କୁମାର ଗୋଛାୟତଙ୍କୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚାର ସାଧାରଣ ସମ୍ପାଦକ ଦାୟିତ୍ବ ଦିଆଯାଇଛି । ବିଜେପି ଯୁବମୋର୍ଚ୍ଚା ର ରାଜ୍ୟ ସଭାପତି ଇରାଶିସ ଆଚାର୍ଯ୍ୟ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ଦୀପକଙ୍କୁ ଏହି

ଶୁଣିଲେ କର୍ତ୍ତୃପକ୍ଷ ଲାଗିଲା ଫଳକ, ଜନସାଧାରଣ ଙ୍କୁ ନିବେଦନ ରଖିବାକୁ ଅନୁରୋଧ

କପିଳାସ ଯିବା ରାସ୍ତାରେ ଜଙ୍ଗଲୀ ମାଙ୍କଡ଼ଙ୍କୁ ଖାଦ୍ୟ ଦେଉଥିବା ବେଳେ ଦୁର୍ଘଟଣା ଘଟି ଯାଇଥାଏ ନିରୀହ ମାଙ୍କଡ଼ଙ୍କ ଜୀବନ ତେବେ ଏନେଇ ଯୁବ ସମାଜ ସେବୀ ସମ୍ବିତ ନନ୍ଦ ସ୍ୱର ଉତ୍ତୋଳନ କରିବା ସହ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ କରାଯାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ

ଜାଣନ୍ତୁ କିପରି କଟିବ ଆଜିର ଦିନ

ମେଷ ଆଜି ଆପଣ ବନ୍ଧୁ ପରିଜନଙ୍କ ସ୍ନେହ, ଶ୍ରଦ୍ଧା, ଆଦର ପାଇ ମନର ଦୁଃଖକୁ ମନେପକାଇପାରିବେ ନାହିଁ। ତଥାପି କର୍ମକ୍ଷେତ୍ରରେ କେତେକ ସାମାନ୍ୟ ଭୁଲ୍‌ରୁ କିମ୍ବା ଭାବପ୍ରବଣତାରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଆନୁଷ୍ଠାନିକ କାମ କିମ୍ବା ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ

ଅଧାରେ ରହିଗଲା ଘର ବାହୁଡା, ଅଜଣା ଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ

ଅଧାରେ ରହିଗଲା ଘର ବାହୁଡା ଅଜଣା ଗାଡି ଧକ୍କା ରେ ପ୍ରାଣ ହାରିଲେ ଯୁବକ । ଏଭଳି ଏକ ଅଘଟଣ ଘଟିଛି ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଘାଘରାମୁଣ୍ଡା ଛକ ନିକଟରେ । ୨ ଜଣ ଯୁବକ ଘରକୁ ଫେରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା ଫଳରେ ଘଟଣା ସ୍ଥଳରେ ଜଣଙ୍କ ମୃତ୍ୟୁ

ଢେଙ୍କାନାଳ ସଚେତନ ନାଗରିକ ଫୋରମ ପକ୍ଷରୁ ପରାକ୍ରମ ଦିବସ ପାଳନ

ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ଜୟନ୍ତୀ ସ୍ଥାନୀୟ ନେତାଜୀ ପାର୍କ ଠାରେ ବରିଷ୍ଠ ଆଇନଜୀବି ଦିପ୍ତୀଶ ପ୍ରସାଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ । ନେତାଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଦେଶ ତାଙ୍କ ନିକଟରେ କୃତଜ୍ଞ ବୋଲି ପୂର୍ବତନ କେନ୍ଦ୍ର ମନ୍ତ୍ରୀ

ଟ୍ରକ ରୁ ଚକ ଚୋରି ଅଭିଯୋଗ ରେ ଚାଳକ ଗିରଫ !

ଟ୍ରକ ରୁ ଚକ ଚୋରି ଅଭିଯୋଗ ରେ ଚାଳକ ଗିରଫ ! କଥାଟି ଶୁଣିବାକୁ ଅଡ଼ୁଆ ଲାଗୁଥିଲେ ମଧ୍ୟ କଥାଟି ସତ ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ସରାଙ୍ଗ ଗ୍ରାମରେ । ଜଣେ ଟ୍ରକ ଭ୍ରାଇଭର ଟ୍ରକ ରୁ ୫ଟି ଚକ ଚୋରିକରି ଗିରଫ ହୋଇ କୋର୍ଟ ଚାଲାଣ ହୋଇଛନ୍ତି ।

ପାଣି ଟୋପାଏ ପାଇଁ ଡହଳ ବିକଳ ଚକ୍ରଧରପୁର ବାସୀ

ପାଣି କାହାର ବା ଆବଶ୍ୟକ ନଥାଏ ପାନୀୟ ଜଳ ପ୍ରକଳ୍ପ ନିମନ୍ତେ ସରକାର କୋଟି କୋଟି ଟଙ୍କାର ପ୍ରକଳ୍ପ ନିର୍ମାଣ କରୁଥିବା ବେଳେ ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର ଗ୍ରାମର ଚକ୍ରଧରପୁର ଠାରେ ଚିତ୍ର ସମ୍ପୂର୍ଣ୍ଣ ଅଲଗା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ବାରିହାପୁର
error: Content is protected !!