ଢେଙ୍କାନାଳ ଆକାଶରୁ ଲୋପ ପାଇଯିବେ ପକ୍ଷୀ ! ଯମଦୂତ ସାଜିଛି ୧୧ କେଭି
ପ୍ରକୃତୀର କୋଳରେ ଆମ ସହର ଢେଙ୍କାନାଳ । ଏହାର ଚତୁରପାର୍ଶ୍ଵ ବିଶାଳ ପାହାଡ଼ ପ୍ରାଚୀର ପରି ଠିଆ । ତେଣୁ ସହରରେ ବିଭିନ୍ନ ପକ୍ଷୀ ଦେଖିବାକୁ ମିଳିଥାନ୍ତି । ବିଶେଷ କରି ଦେଉଳସାହି, କୁଞ୍ଜକାନ୍ତ, କଲେଜ ବାଇପାସ ଏବଂ କୋରିଆଁ ଛକ ପାଖରେ ବିଭିନ୍ନ ବିରଳପ୍ରଜାତିର ପକ୍ଷୀ ଦେଖିବାକୁ!-->…
ଖବର ପ୍ରସାରଣ ପରେ ମରାମତି ହେଲା ରାସ୍ତା
ଓଡ଼।ପଡ଼ା ବ୍ଳକ୍ ଗୁଡ଼ିଆକାଟେଣି ହିନ୍ଦୋଳ ପୂର୍ତ୍ତ ବିଭାଗ ରାସ୍ତା ପତଳା ନିକଟରେ ରେଙ୍ଗାଳି କେନାଲ ବ୍ରିଜ ରାସ୍ତା ୫ଫୁଟ ଦବିବାର ଘଟଣା ଗତ ୨୪ ଅଗଷ୍ଟ ରେ ଆମେ ପ୍ରସାରଣ କରିଥିଲୁ । ତେବେ ବର୍ଷା ପାଣି ଫାଙ୍କରେ ପଶି ବାଲି ଧୋଇ ହୋଇଯିବାରୁ ରାସ୍ତା ଦବିଯାଇଥିବା କୁହାଯାଉଛି । ତେବେ ଖବର!-->…
ଢେଙ୍କାନାଳ ମୁଖ୍ୟାଳୟ କୁ ବଦଳି ହେଲେ ଯୋରନ୍ଦା ଫାଣ୍ଡି ଅଧିକାରୀ ; ଆଗକୁ ତଦନ୍ତ ଜାରି ରହିବ ବୋଲି ସୂଚନା ଦେଲେ ଏସପି
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ନେଉଳପୋଇ ଗ୍ରାମ ର ଦମ୍ପତି ଙ୍କୁ ଘରେ ପଶି ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ଶିଙ୍ଗା ମାଡ଼ ମାରିବା ଘଟଣାରେ ତାଙ୍କୁ ଯୋରନ୍ଦା ଫାଣ୍ଡି ରୁ ଢେଙ୍କାନାଳ ମୁଖ୍ୟାଳୟ କୁ ବଦଳି କରାଯାଇଛି ।
ସୂଚନା ଯୋଗ୍ୟ କି, ନେଉଳପୋଇ ଗ୍ରାମର ଅଞ୍ଜଳି ଗଡ଼ନାୟକ(୨୬)!-->!-->!-->…
ଯୋରନ୍ଦା ଫାଣ୍ଡି ଅଧିକାରୀ ଘରେ ପଶି ମାଡ଼ ପିଟିବା ଘଟଣା ; ତଦନ୍ତ ନିର୍ଦ୍ଦେଶ ଦେଲେ ଏସପି
ଢେଙ୍କାନାଳ ଜିଲ୍ଲା ଗଁଦିଆ ଥାନା ନେଉଳପୋଇ ଗ୍ରାମ ର ଦମ୍ପତି ଙ୍କୁ ଘରେ ପଶି ଯୋରନ୍ଦା ଫାଣ୍ଡି ଅଧିକାରୀ ଶିବରଂଜନ ମାଡ଼ ମାରିବା ଘଟଣାରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଏସ୍ ପି ଅନୁପମା ଜେମସ୍
ସୂଚନା ଯୋଗ୍ୟ କି, ନେଉଳପୋଇ ଗ୍ରାମର ଅଞ୍ଜଳି ଗଡ଼ନାୟକ(୨୬) ସ୍ୱାମୀ - ରୁକୁନୁ ଗଡ଼ନାୟକ ଙ୍କ!-->!-->!-->…
ବନ ପାହାଡ଼ ଘେରା ଢେଙ୍କାନାଳ ଜିଲ୍ଲାକୁ ପ୍ରକୃତିର ଅନନ୍ୟ ବରଦାନ “ନନ୍ଦିନିଆ” ଜଳପ୍ରପାତ
ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଆମ ଜିଲ୍ଲା ଢେଙ୍କାନାଳ ।ଆମ ଜିଲ୍ଲା ରେ ଅନେକ ପର୍ଯ୍ୟଟନ ସ୍ଥଳ ରହିଛି ଯାହା ପର୍ଯ୍ୟଟନ ମାନଚିତ୍ର ରେ ସ୍ଥାନ ପାଇନି ସତ କିନ୍ତୁ ଏହାର ପ୍ରାକୃତିକ ସୌନ୍ଦର୍ଯ୍ୟ ଆପଣଙ୍କୁ ନିଶ୍ଚୟ ମନ ମୋହିବ।
ଏହିପରି ଏକ ସ୍ଥାନ ହେଉଛି ନନ୍ଦିନିଆ ଜଳପ୍ରପାତ ।!-->!-->!-->!-->!-->…
ଓଡ଼ିଆ ପ୍ରଥମ ଜନଜାତି ଇ ପତ୍ରିକା ପଛରେ ଢେଙ୍କାନାଳ ପୁଅ ଏ ପି ଶୁଭକାନ୍ତ
କେଉଁ ଆବାହମାନ କାଳରୁ ପ୍ରକୃତି ଓ ପରମ୍ପରା ସହ ରହି ଆସିଛି ଆମ ଜନଜାତିର ଘନିଷ୍ଠତା। ଯୁଗ ପରେ ଯୁଗ, ସମୟର ଇତିବୃତ୍ତକୁ ଅବଲୋକନ କଲେ ମାନବିକ ମୂଲ୍ୟବୋଧ ଓ ସରଳ ବୋଧଗମ୍ୟତା, ଅକପଟତା ଆଦି ସହ ଆମ ଜନଜାତି ର ସ୍ପଷ୍ଟ କାନଭାସ ଦେଖିବାକୁ ମିଳେ। କଳା ,କୌଶଳ, କାରିଗରୀ,ଭାଇଚାରା ଓ ପ୍ରକୃତି!-->…
ଖବର ପ୍ରସାରଣ ପରେ ଅସହାୟ ବୁଢ଼ୀ ମା ଙ୍କୁ ସାହାଯ୍ୟ ର ହାତ ବଢ଼ାଇଲେ କିଛି ସମାଜସେବୀ
ଗତକାଲି ଆମେ କଙ୍କଡ଼ାହାଡ଼ ବ୍ଲକ୍ କରଗୋଳା ଗ୍ରାମପଞ୍ଚାୟତ କୁଣ୍ଡି ସାହି ଗ୍ରାମର ଭୂୟାଁ ସମ୍ପ୍ରଦାୟର ଜାହାଜ ଦେହୁରୀ (୮୨)ବର୍ଷ ବୟସ୍କ ବୃଦ୍ଧା ମହିଳାଙ୍କ ପରିବାର କହିଲେ ତିନି ନାତୀ ଙ୍କ ଖବର ପ୍ରକାଶ କରିଥିଲୁ ।
ହୃଦୟ ହୀନ ପ୍ରଶାସନ ସରକାର ଯଉଠି ନିରବ ସେଠି ପହଞ୍ଚିଥିଲେ ଶୀତଳବସା!-->!-->!-->…
ଖବର ପ୍ରସାରଣ ପରେ ବନ୍ୟା କ୍ଷତିଗ୍ରସ୍ତଙ୍କ ପାଖରେ ପହଞ୍ଚିଲେ ଢେଙ୍କାନାଳ ଜିଲ୍ଲାପାଳ
ଢେଙ୍କାନାଳ ଜିଲ୍ଲାରେ ଲଗାଣ ବର୍ଷା ଯୋଗୁଁ ଜଳମଗ୍ନ ଗଁଦିଆ ବ୍ଲକ୍ ଅନ୍ତର୍ଗତ ଗୋରଡ଼ାପାଳ ଓ ପର୍ବତକଣି ଗ୍ରାମ । ତେବେ ଆଜି ଜିଲ୍ଲାପାଳ ଶ୍ରୀ ଭୁମେଶ ଚନ୍ଦ୍ର ବେହେରା ଜଳମଗ୍ନ ଅଞ୍ଚଳ ପରିଦର୍ଶନ କରି କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କ ବିଭିନ୍ନ ସୁବିଧା ଅସୁବିଧା ବୁଝିବା ସହ ଅତ୍ୟାବଶ୍ୟକ ଶୁଖିଲା!-->…
ଖବର ପ୍ରସାରଣ ପରେ କାର୍ଯ୍ୟକ୍ଷମ ହେଲା ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ର ଲିଫ୍ଟ
ଜିଲ୍ଲାର ମୁଖ୍ୟ ଚିକିତ୍ସାଳୟ ହୋଇଥିବାରୁ ଜିଲ୍ଲାର ପ୍ରାୟ ସମସ୍ତେ ଏହି ମେଡ଼ିକାଲ୍ ଉପରେ ନିର୍ଭରଶୀଳ ତେବେ ୬ମହଲା ବିଶିଷ୍ଟ ଏହି ଚିକିତ୍ସାଳୟରେ ୪ଟି ଲିଫ୍ଟ ଲାଗିଥିବା ବେଳେ ୩ଟି ଲିଫ୍ଟ କାମ କରୁନଥିବାର ଦେଖାଦେଇଥିଲା ।
ପୂର୍ବରୁ ପ୍ରସାରିତ ଖବର
ତେବେ ଏ ନେଇ ଆମେ କିଛି ଦିନ ତଳେ!-->!-->!-->!-->!-->…
ଆମର ପ୍ରଭାବ ; ବର୍ଷା ପରେ ବାଇଁଶିଆ-କଙ୍କା ସଡ଼କ ର ମରାମତି ପାଇଁ ବିଭାଗୀୟ ଅଧିକାରୀ ଦେଲେ ପ୍ରତିଶ୍ରୁତି
ଯୋରନ୍ଦା-କରମୂଳ ପୂର୍ତ୍ତ ବିଭାଗ ରାସ୍ତା ର ସଂଯୋଗୀକରଣ ବାଇଁଶିଆ-କଙ୍କା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନା ଅନ୍ତର୍ଭୂକ୍ତ ରାସ୍ତା ର ଅଵସ୍ଥା ସୋଚନୀୟ । ବର୍ଷା ହେଲେ ପାଣି ଓ କାଦୁଆ ହୋଇ ଅନେକ ଦୁର୍ଘଟଣା ଏଠାରେ ଘଟିଥାଏ । ଡ୍ରେନ ର ସୁବିଧା ନ ଥିବା ହେତୁ ଏଠାରେ ବର୍ଷା ପାଣି ନିଷ୍କାସନ!-->…