ଖବର ପ୍ରସାରଣ ପରେ ଦୂର ହେଲା କଂଗେଇଲ ଗ୍ରାମବାସୀ ଙ୍କ ଜଳ କଷ୍ଟ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଜଗନ୍ନାଥପୁର ପଞ୍ଚାୟତ କଂଗେଇଲ ଗାଁରେ ୧୦୦ ରୁ ଅଧିକ ପରିବାର ଲୋକ ବସବାସ କରନ୍ତି । ଏହି ଗାଁ ରେ ପିବା ପାଣି ମୁଖ୍ୟ ସମସ୍ୟା ବିସୟ ରେ କିଛି ଦିନ ତଳେ ଖବର ପ୍ରସାରଣ କରିଥିଲୁ । ତେବେ ଖବର ପ୍ରସାରଣ ପରେ ଉକ୍ତ ଗ୍ରାମବାସୀ ଙ୍କ ଦୁଃଖ ଦୂର ହୋଇଛି ।
!-->!-->…
ସ୍ନାୟୁ ଜନିତ ରୋଗରେ ପୀଡିତ ସମୀର : ଖବର ପ୍ରସାରଣ ପରେ ତୁରନ୍ତ ପଦକ୍ଷେପ ନେଲେ କର୍ତ୍ତୃପକ୍ଷ
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକର ରାଇତଳା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କୋକେଇଦା ଗ୍ରାମର ପୁରୁଷୋତ୍ତମ ସାହୁ ଙ୍କ ପୁଅ ସମୀର କାନ୍ତ ସାହୁ(୩୫) l ସମୀର ଗତ କିଛି ମାସ ହେବ ସ୍ନାୟୁ ଜନିତ ରୋଗରେ ପୀଡିତ, ତେଲଲୁଣ ସଂସାର ଘରର ଏକ ମାତ୍ର ରୋଜଗାର କ୍ଷମ ପୁଅ ହୋଇଥିବାରୁ ଏବେ ପରିବାର ଭରଣ ପୋଷଣ!-->…
ବିଦ୍ୟୁତ ତାରରେ ପକ୍ଷୀ ମୃତ୍ୟୁ ଘଟଣା: ମାଟିତଳେ ବିଛାଯିବ ୧୧କେଭି ; ସୂଚନା ଦେଲେ କର୍ତ୍ତୃପକ୍ଷ
ଢେଙ୍କାନାଳ ସହରର ବିଭିନ୍ନ ସ୍ଥାନରେ ୧୧ କେଭି ତାର ଦ୍ୱାରା ବହୁ ବିରଳ ପକ୍ଷୀ ପ୍ରତିଟି ଦିନ ମୃତ୍ଯୁବରଣ କରୁଛନ୍ତି । ତେବେ ଏଭଳି ଯଦି ପ୍ରତିଦିନ ଘଟେ ଆକାଶରୁ ପକ୍ଷୀ ଲୋପ ପାଇଯିବେ । ଏନେଇ ଢେଙ୍କାନାଳ ଅପଡେଟ୍ ରେ ୬ ସେପ୍ଟେମ୍ବର ଦିନ ଏକ ଖବର ପ୍ରସାରଣ କରାଯାଇ କର୍ତ୍ତୃପକ୍ଷଙ୍କ ଦୃଷ୍ଟି!-->…
ଖବର ପ୍ରସାରଣ ପରେ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହେଲେ ଆଦିବାସୀ ସମ୍ପ୍ରଦାୟ
କାମାକ୍ଷାନଗର ବ୍ଲକ ଅନ୍ତର୍ଗତ କୁସୁମ ଯୋଡ଼ି ପଞ୍ଚାୟତର ଆଲୁଅଝରଣ ଗାଆଁର ଅନେକ ଆଦିବାସୀ ସମ୍ପ୍ରଦାୟର ଲୋକ ଖାଦ୍ୟ ସୁରକ୍ଷା ଯୋଜନାରୁ ବଞ୍ଚିତ ହୋଇଥିବା ଖବର ଆମେ ଗତ ମଇ ୧୭ ତାରିଖରେ ପ୍ରକାଶ କରିଥିଲୁ ତେବେ ଖବର ପ୍ରସାରଣ ପରେ ସେମାନଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରାଯାଇଥିବାର!-->…
ଜରି କୁଡ଼ିଆରୁ ମୁକ୍ତି ପାଇବେ ବସ୍ତିବାସିନ୍ଦା
ଢେଙ୍କାନାଳ ପୋୖରାଞ୍ଚଳ ରେ ଅନେକ ବସ୍ତି ଅଛି ଯେଉଁଠାରେ ଭୂମି ହୀନ ମାନେ ବହୁତ ଅବହେଳିତ ଭାବରେ ବାସ କରୁଛନ୍ତି । ତେବେ ଏ ନେଇ ସମାଜ ସେବୀ ପଙ୍କଜ କୁମାର ନାୟକ ଙ୍କ ସହଯୋଗରେ ପ୍ରଶାସନ ର ଦୃଷ୍ଟି ଆକର୍ଷଣ କରିବା ସହ ଢେଙ୍କାନାଳ ଉପଡେଟ ରେ ବାରମ୍ବାର ଖବର ପ୍ରସାରଣ ହୋଇଥିଲା ।
ତେବେ!-->!-->!-->!-->!-->…
ମହିମା ଧର୍ମର ଉତ୍ପତ୍ତିସ୍ଥଳ ” ତପୋବନ “
ଢେଙ୍କାନାଳ କପିଳାସ ନିକଟ ତପୋବନ ପୀଠ । ମହିମା ଧର୍ମର ଉତ୍ପତ୍ତିସ୍ଥଳ , ଯାହାକୁ ଗୁରୁ-ଶିଷ୍ୟ ସଂପର୍କର ମଠ ବୋଲି କୁହାଯାଏ ।
କପିଳାସ ଜଙ୍ଗଲ ଭିତରେ ଥିବା ଏହି ପୀଠର ଶୋଭାକୁ ଦ୍ୱିଗୁଣିତ କରୁଛି ସ୍ନିଗ୍ଧ ଝରଣା ପାଣି । ଏଠାରେ ରହିଛି ମହିମା ଗୁରୁ ଅଲେଖ ଗୋସାଇଁଙ୍କ ତପସ୍ୟା ପୀଠ ।
!-->!-->!-->!-->!-->!-->…
ରାସ୍ତା ଖରାପ ହେତୁ ପାରିଖେଦା ଗ୍ରାମରେ ବାଇକ ରେ ରୋଗୀ ବୁହା ହେବା ଘଟଣା ; ରାସ୍ତା ନିର୍ମାଣ ପାଇଁ ମତ ରଖିଲେ ବିଭାଗୀୟ…
ଢେଙ୍କାନାଳ ସଦର ବ୍ଳକ୍ ସୋଗରପଶି ଗ୍ରାମପଞ୍ଚାୟତ ପାରିଖେଦା ଗ୍ରାମ କୁ ରାସ୍ତା ନଥିବା ହେତୁ ଅଧା ବାଟରେ ଆମ୍ବୁଲାନ୍ସ ଅଟକିଥିଲା । ରୋଗୀ କୁ ବାଇକ୍ ଯୋଗେ ଆମ୍ବୁଲାନ୍ସ ନିକଟକୁ ଅଣାଯାଇଥିବା ଖବର ଗତ ୨୭ ଅଗଷ୍ଟ ରେ ଆମେ ପ୍ରଶାରଣ କରିବା ସହ ବିଭାଗୀୟ ଅଧିକାରୀ ଙ୍କୁ ଅବଗତ ଲରିଥିଲୁ ।
!-->!-->!-->…
ଖବର ପ୍ରସାରଣ ପରେ କଂକ୍ରିଟ ହେଲା ପଣ୍ଡୁଆ-ତୁମୁଁସିଙ୍ଗା-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା
ପଣ୍ଡୁଆ-ତୁମୁଁସିଙ୍ଗା-ଭାଲୁମୁଣ୍ଡା ପୂର୍ତ୍ତ ବିଭାଗ ରାସ୍ତା ଖରାଦିନର ଅଦିନିଆ ବର୍ଷା ଯୋଗୁଁ ରାସ୍ତା ମଝିରେ ପାଣି ଜମି ଯାଉଥିବା ହେତୁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୁଏ। ଏ ଅଞ୍ଚଳର ଲୋକ ଢେଙ୍କାନାଳ, କଟକ ବା ଭୁବନେଶ୍ୱର ଯିବା ପାଇଁ ଏହି ରାସ୍ତା ଉପରେ ଭରଷା କରନ୍ତି। କିନ୍ତୁ!-->…
ପ୍ରକାଶ ପାଇଛି ୨୦୨୦ ଆଇପିଏଲ ଖେଳସୂଚୀ ଜାଣନ୍ତୁ କିଏ କେବେ କାହାକୁ କେବେ ଦେବେ ଟକ୍କର
ସେପ୍ଟେମ୍ବର ୧୯ ରାତି ୭.୩୦ ମୁମ୍ବାଇ ଇଣ୍ଡିଆନ୍ସ ବନାମ ଚେନ୍ନାଇ ସୁପର କିଙ୍ଗ୍ସ ଆବୁଧାବି
ସେପ୍ଟେମ୍ବର ୨୦ ରାତି ୭.୩୦ ଦିଲ୍ଲୀ କ୍ୟାପିଟାଲ୍ସ ବନାମ କିଙ୍ଗ୍ସ ଏକାଦଶ ପଞ୍ଜାବ ଦୁବାଇ
ସେପ୍ଟେମ୍ବର ୨୧ ରାତି ୭.୩୦ ସନ୍ରାଇଜର୍ସ ହାଇଦ୍ରାବାଦ ବନାମ ରୟାଲ ଚ୍ୟାଲେଞ୍ଜର୍ସ!-->!-->!-->!-->!-->…
ଆମର ପ୍ରଭାବ ; ଦୂରହେଲା ଗୁଲୁରି ଙ୍କ ଦୁଃଖ , ୭୦୦ ଟଙ୍କା ଭତ୍ତା ପ୍ରଦାନ ସହ ଅନ୍ତୋଦୟ ଯୋଜନାରେ ସାମିଲ କଲେ ପ୍ରଶାସନ
ଢେଙ୍କାନାଳ ଜିଲ୍ଲା ବେଲଟିକିରି ଗ୍ରାମର ଗୁଲୁରି ଷେଣ୍ଢ ବୟଷ ୮୦ ପାର ନିଯମ ଅନୁଯାୟୀ ୭୦୦ ଟଙ୍କା ଭତ୍ତା ପାଇବା କଥା ଯାହା ତାଙ୍କୁ ମିଳୁନଥିଲା ।କାନକୁ ଭଲରେ ଶୁଣାଯାଉ ନାହିଁ। ବାମ ଗୋଡ ନାହିଁ।ଆଶା ବାଡି ଦୁଇଟି ରେ ଚଳ ପ୍ରଚଳ କରନ୍ତି। ସ୍ବାମୀ କେବେଠାରୁ ଏକା କରି ଚାଲିଯାଇଥିଲେ, ପରେ ପରେ!-->…