News
lipub
samparksetu

ନିର୍ମାଣ ହେବ ବଡ଼କମର ସେତୁ ସଂଯୋଗ ହେବ ଦୁଇଟି ବ୍ଳକ୍ ;ପ୍ରସ୍ତାବିତ ସ୍ଥାନକୁ ପରିଦର୍ଶନ କଲେ ନାବାର୍ଡ ଅଧିକାରୀ

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ସହ ସିଧାସଳଖ ଓଡାପଡା ବ୍ଲକକୁ ଯୋଡ଼ିବା ପାଇଁ ବ୍ରାହ୍ମଣୀ ନଦୀରେ ସେତୁଟିଏ ପାଇଁ ବହୁ ଦିନରୁ ଦାବି ହୋଇ ଆସୁଛି । ସେତୁଟି ହେଲେ ୫୫ନଂ ଏବଂ ୫୩ନଂ ଜାତୀୟ ରାଜପଥ ମଧ୍ୟରେ ସଂଯୋଗ ରକ୍ଷା ମଧ୍ୟ ହୁଅନ୍ତା । ହେଲେ ଦୁଇ ବର୍ଷ ହେଲା ନାବାର୍ଡରୁ ଅନୁମୋଦନ ମିଳୁ ନ

ମୁଣ୍ଡିଆପଶି ଗ୍ରାମ ଜଙ୍ଗଲରୁ ବେଆଇନ ଭାବରେ ଶାଳଗଛ କଟା ଘଟଣା ; ଖବର ପ୍ରସାରଣ ପରେ ୨ ଜଣ ଙ୍କୁ ଗିରଫ କରିଛି ବନ ବିଭାଗ

କିଛି ଅସାମାଜିକ ଲୋକ ବନବିଭାଗ କର୍ମଚାରୀଙ୍କୁ ହାତର କରି ମେସିନ ଲଗାଇ ବହୁ ମୂଲ୍ୟବାନ ଗଛ ଜଙ୍ଗଲରୁ କାଟି ନେଉଛନ୍ତି।ହିନ୍ଦୋଳ ବନଖଣ୍ଡ ରାସୋଳ ପଞ୍ଚାୟତ ଅନ୍ତର୍ଗତ ମୁଣ୍ଡିଆପଶି ଗ୍ରାମ ଜଙ୍ଗଲରୁ ବେଆଇନ ଭାବରେ ଶାଳଗଛ କଟାହେଉଥିବା ଖବର ଗତ କାଲି ଢେଙ୍କାନାଳ ଉପଡେଟ ରେ ପ୍ରସାରିତ ହୋଇଥିଲା ।

ଢେଙ୍କାନାଳ ଅପଡେଟ୍ ର ଖବର ପ୍ରସାରଣ ପ୍ରଭାବ, ସୂଚନା ରେ ସ୍ଥାନ ପାଇଲା କରୋନା ଜନିତ ମୃତକ ଙ୍କ ସଂଖ୍ୟା

ଢେଙ୍କାନାଳ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରତିଦିନ ଆକ୍ରାନ୍ତ , ସୁସ୍ଥ ଏବଂ ଚିକିତ୍ସାଧୀନଙ୍କ ସଂଖ୍ୟା ମଧ୍ୟ ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚନା ଦିଆଯାଉଛି । ଭୁବନ ଏନଏସିର ଜଣେ ବ୍ୟକ୍ତିଙ୍କ କରୋନା ସଂକ୍ରଣରେ ମୃତ୍ୟୁ ଘଟିଥିବା ଖବର ଜିଲ୍ଲା ପ୍ରଶାସନ ପକ୍ଷରୁ ଦିଆଯାଇଥିଲା । ପୂର୍ବରୁ

ଆମର ପ୍ରଭାବ ; ଖବର ପ୍ରସାରଣ ପରେ ୩୫ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ପଞ୍ଚାୟତ କାର୍ଯ୍ୟାଳୟ ର ହେଲା ପୁନଃଉଦ୍ଧାର

ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇ ପଞ୍ଚାୟତ ଗୃହ ନିର୍ମାଣ କରାଯାଉଛି କିନ୍ତୁ ଏହା କାମରେ ଆସୁ ନାହିଁ। କାମାକ୍ଷାନଗର ଅଁଳାବେରେଣୀ ପଞ୍ଚାୟତର ଗୃହ ବିଷୟରେ ଆମେ ଗତ ଏପ୍ରିଲ ୨୯ ତାରିଖରେ ପ୍ରକାଶ କରିଥିଲୁ। ପୂର୍ବରୁ ପ୍ରସାରିତ ଖବର ସୁଚନା ଫଳକ ଦେଖିଲେ ଲାଗୁଥିଲା ଘରଟି ନିର୍ମାଣ ଶେଷ

ଘରେ ପଶି ମହିଳାଙ୍କ ମୁଣ୍ଡ ଫଟାଇବା ଘଟଣା ; ଗିରଫ୍ ହେଲା ପୁଅ ,ମା ଏବେ ମଧ୍ୟ ଫେରାର

ପୁନଶ୍ଚ ଏଭଳି ଘଟଣା ଦେଖିବାକୁ ମିଳିଛି ଗଁନ୍ଦିଆ ଥାନାରେ । ମହିଳାଙ୍କୁ ଅସଦାଚରଣ ମାଡ ମାରି ମୁଣ୍ଡ ଫଟାଇ ଦେବା ଓ ହତ୍ଯା ଉଦ୍ୟମ , ଜୀବନରୁ ମାରିଦେବା ଧମକ ଦିଆଯାଇଥିବା ଆଦି ସଂଗୀନ ଦଫା ମାମଲା ରୁଜୁ ହୋଇଥିଲେ ସୁଦ୍ଧା ଅଭିଯୁକ୍ତ ମାନେ ଖୁଲମ ଖୁଲା ବାହାରେ ବୁଲୁଥିବା ଘଟଣା ଗଣମାଧ୍ୟମରେ

ଢେଙ୍କାନାଳ ଅପଡେଟ ରେ ଖବର ପ୍ରସାରଣ ର ପ୍ରଭାବ ; ବାର୍ଦ୍ଧକ୍ୟ ଭତ୍ତା ପାଇବେ କମଳାକାନ୍ତ

ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଦିଘି ପଞ୍ଚାୟତ ଅନ୍ତର୍ଗତ ଗୋରଡ଼ିଆ ଗ୍ରାମର କମଳାକାନ୍ତ ଦାସ ବୟସ ପ୍ରାୟ ୭୭ । ଗୋଟିଏ ଗୋଡ଼ ପରାଲିସିସ, ଛୋଟେଇ ହୋଇ ତେଲ ଲୁଣ ସଂସାର ବିତାନ୍ତି । ତେବେ ଏଭଳି ପରିଣତ ବୟସରେ ବାର୍ଦ୍ଧକ୍ୟ ଭତ୍ତା ଟିକିଏ ପାଇଁ ହନ୍ତସନ୍ତ ହେଉଥିଲେ କମଳାକାନ୍ତ ଯାହାର ଖବର

ଖବର ପ୍ରସାରଣ ପ୍ରଭାବ, ଯୋଡ଼ାଗଲା ବିଦ୍ୟୁତ୍ ତାର

ଆଜି ସକାଳୁ ଆନନ୍ଦ ନଗର,କାଠଗଡା, ମିଶ୍ର ଲେନରେ ବିଦ୍ୟୁତ ଲାଇଭ ତାର ଛିଣ୍ଡି ପଡିଥିଲା ତେଣୁ ଅଧିକାଂଶ ସ୍ଥାନୀୟ ବାସିନ୍ଦାଙ୍କ ଘରେ ଥିବା ବିଭିନ୍ନ ବିଦ୍ୟୁତ୍ ଉପକରଣ ଗୁଡିକ ପଡିଯାଇଥିଲା । ତେବେ ଏନେଇ ଢେଙ୍କାନାଳ ଅପଡେଟ୍ ରେ ଖବର ପ୍ରସାରଣ ସହ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ

ଆମର ପ୍ରଭାବ ; ଖବର ପ୍ରସାରଣ ପରେ ବଡ଼ଜୋରା ଓଭରବ୍ରିଜର ଦୁଇ ପାର୍ଶ୍ଵରେ ଉଠୁଥିବା ବର ଗଛ କୁ ସଫା କରିବା ସହ ଏହାର…

ଢେଙ୍କାନାଳ ସଦର ବ୍ଲକ୍ ତରଭା ଏବଂ ସାଙ୍କୁଲେଇକୁ ଯୋଗାଯୋଗ କରୁଥିବା ଏହି ଓଭରବ୍ରିଜର ଦୁଇ ପାର୍ଶ୍ଵରେ ବର ଗଛ ଉଠୁଥିବାର ଦେଖିବାକୁ ମିଳିଥିଲା। ସାଙ୍କୁଲେଇ ଏବଂ ତରଭାକୁ ସଂଯୋଗ କରୁଥିବାର ଏହା ଉପରେ ବହୁ ସଂଖ୍ୟକ ଲୋକ ଯାତାୟାତ କରିଥାନ୍ତି। ସୂଚନା ଅନୁଯାୟୀ ୨୦୧୪ରେ ଏହି ବ୍ରିଜ ନିର୍ମାଣ

ଆମର ପ୍ରଭାବ ; ବାରଂ ବାରଂ ଖବର ପ୍ରସାରଣ ପରେ ଦୀର୍ଘବର୍ଷ ପରେ ବୁଲା ଗାଈ ମାନଙ୍କୁ ରାସ୍ତାରୁ ହଟାଇଲା ପୌରପାଳିକା

ଢେଙ୍କାନାଳ ସହରର ମୁଖ୍ୟରାସ୍ତା, ଜଗନ୍ନାଥ ରୋଡ଼ ଓ ଦକ୍ଷୀଣକାଳି ରାସ୍ତା ରେ ଗାଈ ଓ ଷଣ୍ଢ ମାନେ ବୁଲାବୁଲି କରିବାରେ ଅନେକ ଥର ଢେଙ୍କାନାଳ ଉପଡେଟ ରେ ଆମେ ଖବର ପ୍ରସାରଣ କରିଛୁ । ଜୁଲାଇ ୧୮ ରେ ମଧ୍ୟ ଆମେ ଏକ ଭିଜୁଆଲ ପ୍ରସାରଣ କରିଥିଲୁ । ଯାହା ଥିଲା ଦକ୍ଷିଣକାଳି ରାସ୍ତାର ରାସ୍ତା ରେ ଗାଈ

ଆମର ପ୍ରଭାବ ; ଖବର ପ୍ରସାରଣର ୨୪ ଘଣ୍ଟା ନପୁରୁଣୁ ସଚଳ ହେଲା ନଳକୂପ

କରୋନା କାୟାରେ ସାନିଟାଇଜ ଠାରୁ ଆରମ୍ଭ କରି ହାତଧୁଆ ପର୍ଯ୍ୟନ୍ତ ସବୁଥିରେ ପାଣିର ବିପୁଳ ବ୍ୟବହାର ହୋଇଥିବା ବେଳେ ପିଇବା ପାଣି ପାଇଁ ହନ୍ତସନ୍ତ ହେଉଥିଲେ ୬୦ଟି ପରିବାର ଯାହାର ଖବର ଆଜି ୨୬ ଜୁଲାଇ ରେ ଢେଙ୍କାନାଳ ଉପଡେଟ ରେ ପ୍ରସାରଣ କରିଥିଲୁ ତେବେ ଖବର ପ୍ରସାରଣ ୨୪ ଘଣ୍ଟା ନପୁରୁଣୁ ପାଣି
error: Content is protected !!