ଦୁର୍ଘଟଣାରେ ରୋଜଗାରିଆ ପୁଅକୁ ହରାଇଲା ପରିବାର
ଭୁବନ ଥାନା ସୁରପ୍ରତାପପୁର ଗ୍ରାମର ଜଣେ ଯୁବକ ଖୁଣ୍ଟୁଣି ନିକଟରେ ଟ୍ରକ୍ ଦୁର୍ଘଟଣା ରେ ପ୍ରାଣ ହାନୀ ଘଟିଥିବା ଜଣାଯାଇଛି । ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ମହାଆରଡମ୍ବରେ ଚାଲୁଥିବା ସମୟରେ ଦୁଇ ସାଙ୍ଗଙ୍କ ପାଇଁ ଯାତ୍ରା ଦେଖିବା ହେଲା ଶେଷ ଯାତ୍ରା ।ଏଭଳି ଅଭାବନୀୟ ଘଟଣା ଘଟିଯାଇଛି!-->…
ଦାଦନ ଖଟିବାକୁ ଯାଇ ଶ୍ରମିକ ଙ୍କ ମୃତ୍ୟୁ !
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଉଁଶପୋଖରୀ ପଂଚାୟତ କର୍ଣ୍ଣପୁର ଗ୍ରାମର ଜନୈକ ଯୁବକ ଦାଦନ ଖଟିବାକୁ ଯାଇ ମାସ ପରେ ଘରକୁ ଆସିବାର ଥିବାବେଳେ ହଠାତ ତାଙ୍କର ମୃତୁ ଖବର ଶୁଣି ଗ୍ରାମରେ ଶୋକର ଛାୟା ଖେଳିଯାଇଛି l
ଘଟଣା ରୁ ପ୍ରକାଶ ଯେ, କନ୍ତାମିଲା ପଂଚାୟତ ଖଜୁରିଆମୁଣ୍ଡାଗ୍ରାମର!-->!-->!-->…
ଜିଲ୍ଲା ପ୍ରଶାସନ ପକ୍ଷରୁ ପିଆଜ ଦର ନିର୍ଦ୍ଧାରିତ
ଅସାଧୁ ଉପାୟରେ ପିଆଜ ମହଜୁଦ ରଖି କଳାବଜାରି କରୁଥିବାର ଅଭିଯୋଗ ଆସିଲା ପରେ ଜିଲ୍ଲା ବେସାମାରିକ ଯୋଗାଣ ବିଭାଗ ତରଫରୁ ପିଆଜ ଗୋଦାମ ମାନଙ୍କରେ ଚଡାଉ କରି ତନଖି କରାଯାଇଛି ।
ଏହାସହିତ ଉପଖଣ୍ଡ ସ୍ତରରେ ମଧ୍ୟ ଉପଜିଲ୍ଲାପାଳ, ବେସାମାରିକ ଯୋଗାଣ କର୍ମଚାରୀ ଓ ଫୁଡ ଇନସପେକ୍ଟର ମିଳିତ ଭାବେ!-->!-->!-->…
ଢେଙ୍କାନାଳ ଲକ୍ଷ୍ମୀପୂଜା ନିମନ୍ତେ ଜାରି ହେଲା ରୁଟଚାର୍ଟ, ଜାଣନ୍ତୁ କେଉଁ ରାସ୍ତା ଦେଇ କରିବେ ଯାତାୟାତ
ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା । ଯିଏ ଯେଉଁଠାରେ ଥାନ୍ତୁ ନା କାହିଁକି ପୂଜା ଆରମ୍ଭ ହେଲେ ଢେଙ୍କାନାଳ ବାସୀ ପୂଜା ବୁଲିବାକୁ ଢେଙ୍କାନାଳ ରେ ପହଁଚି ଥାଆନ୍ତି । କେବଳ ସେତିକି ନୁହେଁ ଢେଙ୍କାନାଳ ଉପକଣ୍ଠ ଜିଲ୍ଲା କଟକ, ଅନୁଗୁଳ , ଯାଜପୁର ଭଳି ଅନ୍ୟ କିଛି!-->!-->!-->…
ଆପ୍ ର ଜିଲ୍ଲା ସମୀକ୍ଷା ବୈଠକରେ ଯୋଗଦେଲେ ରାଜ୍ୟ ପ୍ରଭାରୀ
ସ୍ଥାନୀୟ ପୁରୁଣା ଜିଲ୍ଲା ପରିଷଦ ସଭା ଗୃହରେ ଆମ୍ ଆଦମୀ ପାର୍ଟିର ସମୀକ୍ଷା ବୈଠକ ଜିଲ୍ଲା ସଭାପତି ଶ୍ରୀ ପଙ୍କଜ ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟ ଅତିଥି ଭାବେ ରାଜ୍ୟ ପ୍ରଭାରୀ ତଥା ଦିଲ୍ଲୀ କ୍ୟାଣ୍ଟ ବିଧାୟକ ଶ୍ରୀ ବୀରେନ୍ଦ୍ର ସିଂ କାଦିଆନ ଏବଂ ରାଜ୍ୟ ସଭାପତି ଶ୍ରୀ!-->…
ଧରାବତରଣ କରିବେ ମା ଧନଦାତ୍ରୀ, ଜାଣନ୍ତୁ କଣ ରହିଛି ଆଜିର ନୀତିକାନ୍ତି
ଆରମ୍ଭ ହୋଇଛି ବିଶ୍ୱ ପ୍ରସିଦ୍ଧ ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା, ଚଳିତ ବର୍ଷ ୮୦ ବର୍ଷ ରେ ପାଦ ଥାପିଛି ଢେଙ୍କାନାଳର ଗର୍ବ ଓ ଗୌରବ ର ପୂଜା। ଚଳିତ ବର୍ଷ ୩୮ ଗୋଟି ପୂଜା ମଣ୍ଡପରେ ପୂଜା ପାଉଛନ୍ତି ମା' ଗଜଲକ୍ଷ୍ମୀ । ମହା ସମାରୋହରେ ପାଳିତ ହେବ ଗଜଲକ୍ଷ୍ମୀ ପୂଜା । ଶୃଙ୍ଖଳିତ ପୂଜା ପାଇଁ!-->!-->!-->…
ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଭେଣ୍ଡର ପାର୍ଟନରଙ୍କ ସୁରକ୍ଷା ପାଇଁ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜିତ
ଭେଣ୍ଡର ପାର୍ଟନରମାନଙ୍କ ସହଭାଗିତାରେ ସୁରକ୍ଷାକୁ ସୁଦୃଢ଼ କରିବାର ମହତ୍ୱ ଉଦ୍ଦେଶ୍ୟ ରଖି ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟିଏସ୍ଏମ୍)ର ଷ୍ଟିଲ୍ ଆଣ୍ଡ୍ ରୋଲିଂ ଡିଭିଜନ (ଏସ୍ଏମ୍) ପକ୍ଷରୁ ୨୦୨୩ ଅକ୍ଟୋବର ୨୬ରେ “ସୁମିଳନ’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏସ୍ଏମ୍ ଡିଭିଜନ ଅଧୀନରେ!-->…
ହାତୀ ଆକ୍ରମଣ ଜନିତ ମୃତ୍ୟୁ କ୍ଷତିପୂରଣ ଟଙ୍କା ହଡ଼ପ ପାଇଁ ଚକ୍ରାନ୍ତ!
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡରେ ଦେଖିବାକୁ ମିଳିଛି ଅଭାବନୀୟ ଅମାନବୀୟ ଘଟଣା, ସ୍ୱାମୀର ହାତୀ ଆକ୍ରମଣରେ ମୃତ୍ୟୁପରେ କ୍ଷତିପୂରଣ ଟଙ୍କା ହଡପ ପାଇଁ ହୋଇଛି ମହାଚକ୍ରାନ୍ତ । ଖବରରୁ ପ୍ରକାଶ ଯେ , ଗତ ସେପ୍ଟେମ୍ବର ୮ ତାରିଖରେ ହିନ୍ଦୋଳ-ବ୍ଲକ ଗଲାପଡା ପଂଚାୟତ କୋଠାଳୁ ଗ୍ରାମର ରଣଜିତ!-->…
ଗାଡ଼ିଆରେ ପଡ଼ି ଶିଶୁ ମୃତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ଗୁଳେହି ପଞ୍ଚାୟତ ଅନ୍ତର୍ଗତ କଲଣ୍ଡା ଗ୍ରାମରେ ଥିବା ଏକ ଗାଡ଼ିଆରେ ପଡ଼ି ଜଣେ ସାଢ଼େ ଚାରିବର୍ଷ ଶିଶୁର ମୃତ୍ୟୁ ଘଟିଛି । ମୃତ୍ୟୁକୁ ନେଇ ପରିବାର ଏବଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।
ସୂଚନା ଅନୁଯାୟୀ , କଲଣ୍ଡା ଗାଁର ମହେଶ୍ବର ପ୍ରଧାନଙ୍କ ପୁଅ!-->!-->!-->…
ବିପଦପୂର୍ଣ୍ଣ ଶୁଖିଲା ଗଛ କାଟିବାକୁ ଦାବି
ଢେଙ୍କାନାଳ ଜିଲ୍ଲାର ପ୍ରସିଦ୍ଧ ପୀଠ କପିଳାସ ଠାରୁ ସାଇଆଶ୍ରମ ମୁଖ୍ୟ ରାସ୍ତା ପର୍ଯ୍ୟନ୍ତ ଦୁଇଟି ରାସ୍ତା କଡରେ ବିରାଟ ଲମ୍ବା ଶୁଖିଲା ଥୁଣ୍ଟା ଗଛ ବିପଦ ଶଙ୍କୁଳ ଅବସ୍ଥାରେ ରହିଛି । ଗଛଟି ବହୁତ ଦିନ ହେଲା ମରି ଯାଇଥିବା ବେଳେ ବର୍ଷା ପାଣି ଖାଇ ଦୁର୍ବଳ ହେବାରେ ଲାଗିଛି । ଏହି ଶୁଖିଲା ଗଛ!-->…