ସମ୍ପର୍କ ସେତୁ: ରକ୍ତ ଆଦାନ ପ୍ରଦାନର ମାଧ୍ୟମ
ରକ୍ତ ଦାନ ଜୀବନ ଦାନ! ଅନେକ ସମୟରେ ଜରୁରୀକାଳୀନ ସ୍ଥିତିରେ ରକ୍ତ ନ ପାଇ ଜୀବନ ଚାଲି ଯାଉଥିବା ନଜାର ଅସଂଖ୍ୟ ଦେଖିବାକୁ ମିଳେ। ଦେଶ କ'ଣ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ରୋଗୀଟିଏ ଆବଶ୍ୟକ ଶ୍ରେଣୀ (ଗ୍ରୁପ) ର ରକ୍ତ ଯୋଗାଯୋଗ ଅଭାବରୁ ପାଇ ନପାରି ମୃତ୍ୟୁ ବରଣ କରିଥାଏ।
ତେବେ ରକ୍ତଦାନ!-->!-->!-->…
ଖବର ପ୍ରସାରଣ ପରେ କନ୍ଦା ମୁର୍ମୁ ଙ୍କୁ ମିଳିଲା ଜରି ପାଲ , ଆଗକୁ ଘର ଖଣ୍ଡେ ଦେବାକୁ ଦେଲେ ପ୍ରତିଶ୍ରୁତି
ଖବର ପ୍ରସାରଣ କେଇ ଘଣ୍ଟା ପରେ ସହାୟତା ଯୋଗାଇ ଦେଇଛନ୍ତି ସ୍ଥାନୀୟ ସରପଞ୍ଚ। ସୁଚନା ଥାଉ କି ଆଜି ସକାଳେ ଆମେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ମଠତେନ୍ତୁଳିଆ ପଞ୍ଚାୟତର କନ୍ଦା ମୁର୍ମୁଙ୍କ ଦୁଃଖ ବିଷୟରେ ପ୍ରକାଶ କରିଥିଲୁ। ସେ ଜଣେ ଆଦିବାସୀ ସଂପ୍ରଦାୟର ହୋଇଥିଲେ ମଧ୍ୟ ତାଙ୍କୁ ସରକାରୀ!-->…
ହାତୀ ଆକ୍ରମଣରେ ବୃଦ୍ଧା ମୃତ୍ୟୁ ଘଟଣା ଶବ ବ୍ୟବଚ୍ଛେଦ ତଥା ସତ୍କାର ପାଇଁ ୪୦.୦୦୦ଟଙ୍କା ସହାୟତା ରାଶି ପ୍ରଦାନ
ଢେଙ୍କାନାଳ ବନଖଣ୍ଡ ହିନ୍ଦୋଳ ରେଞ୍ଜ ଅନ୍ତର୍ଗତ ବାବନ୍ଧ ବିଟ୍ ଖରିଡାଳି ଗ୍ରାମରେ ଗତକାଲି ହାତୀ ଆକ୍ରମଣରେ ସେହି ଗ୍ରାମର ଦମୟନ୍ତି ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା। ତେବେ ତାଙ୍କ ଶବ ବ୍ୟବଚ୍ଛେଦ ତଥା ସତ୍କାର ପାଇଁ ୪୦.୦୦୦ ଟଙ୍କା ସହାୟତା ରାଶି ପ୍ରଦାନ କଲା ବନ ବିଭାଗ। ଏନେଇ!-->!-->!-->…
ଖବର ପ୍ରକାଶ ପରେ ଘର ପାଇଁ ହିତାଧିକାରୀ ତାଲିକାରେ ଯୋଡ଼ା ହେଲା ବୃଦ୍ଧ ଦମ୍ପତ୍ତି ଙ୍କ ନାମ
କଥାରେ ଅଛି ବୁଡିଯାଇଥିବା ଲୋକ କୁଟା ଖିଅକୁ ଆଶ୍ରା! ଏହି ପରି ଗଁଦିଆ ବ୍ଲକ ଅନ୍ତର୍ଗତ କାବେରା ଗାଁର ବେସାହାରା ବୃଦ୍ଧ ଦମ୍ପତ୍ତି ରବିନ୍ଦ୍ର ନାୟକ ଓ ମାଳତୀ ନାୟକଙ୍କ କାହାଣୀ। ଜୀବନ ଶେଷ ସମୟ ଉପନୀତ ହୋଇଥିଲେ ସୁଧା ସରକାରୀ ସହାୟତାରେ ଘର ଖଣ୍ଡିଏ ପାଇଁ ଆଶା।
ସୁଚନା ଥାଉ କି, ଆମେ!-->!-->!-->…
ଢେଙ୍କାନାଳ ଅପଡେଟ୍ ମାଧ୍ୟମରେ ଜାତୀୟ ଗଣମାଧ୍ୟମର ଉପଦେଷ୍ଟାଙ୍କ ବାର୍ତ୍ତା
"ବିନା କିଛି ପାଇବା ଆଶାରେ ପୃଥିବୀ ସମସ୍ତ ମଣିଷଙ୍କ ଚାହିଦା ପୂରଣ କରିଛି, ହେଲେ ମଧ୍ୟ ଅସନ୍ତୁଷ୍ଟ ମନୁଷ୍ୟ। ଗଛ କାଟିବା ବନ୍ଦ୍ କରିବା ନିତ୍ୟାନ୍ତ ଆବଶ୍ୟକ ଏବଂ ସମସ୍ତେ ପ୍ରକୃତିର ରକ୍ଷା କରିବା ଦରକାର।"
ଆଜି ପୃଥିବୀ ଦିବସ ଉପଲକ୍ଷେ ଏକ ଖବର ଢେଙ୍କାନାଳ ଅପଡେଟରେ ପ୍ରସାରିତ ହୋଇଥିବା!-->!-->!-->…
ଓଡ଼ିଶାରେ ପ୍ରଥମ ଜଣେ ଢେଙ୍କାନାଳିଆ
୧- ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ -ଶ୍ରୀମତୀ ନନ୍ଦିନୀ ଶତପଥୀ
୨- ଓଡ଼ିଶାର ପ୍ରଥମ ଓଡ଼ିଆ ରାଜ୍ୟପାଳ -ଶ୍ରୀ ଗତିକୃଷ୍ଣ ମିଶ୍ର
୩- ଓଡ଼ିଶାର ପ୍ରଥମ ଓଡ଼ିଆ ଆମେରିକା ଓ ଜାପାନ ଗ୍ରସ୍ତ - ସାରଙ୍ଗଧର ଦାସ
୪- ଓଡ଼ିଶା ହାଇକୋର୍ଟର ପ୍ରଥମ ମହିଳା ବିଚାରପତି - ଶ୍ରୀମତୀ!-->!-->!-->!-->!-->!-->!-->…
ହାପି ବାର୍ଥଡେ…
ଟ୍ୟାକ୍ସି ଷ୍ଟାଣ୍ଡରେ ଯାତ୍ରୀ ଅପେକ୍ଷାରେ ଥାଏ ରାଜୁ । ବୈଶାଖର ଧୂଧୂ ଖରାରେ ଅବସ୍ଥା ବି ବେହାଲ । ଦିନକୁ ଦିନ କ୍ୟାବ ସେବା ଆରମ୍ଭ ହେବାରୁ ଟ୍ୟାକ୍ସିର ବେପାର ପୂର୍ବ ଅପେକ୍ଷା କମିଯାଇଛି । ଖରା ଯାଇ ସଞ୍ଜ ହେଲାଣି କିନ୍ତୁ ଗୋଟିଏ ବି ଯାତ୍ରୀଙ୍କ ଦେଖାନଥିଲା । ଆଜି ରାଜୁର ସାନ ଝିଅର!-->…
ଖବର ପ୍ରସାରଣ ର ୨୪ ଘଣ୍ଟା ମଧ୍ୟରେ ଝୁଲନ୍ତା ୧୧ କେଭି ତାରକୁ ସଜାଡ଼ିଲା ଶକ୍ତି ବିଭାଗ ।
ଢେଙ୍କାନାଳ ଜିଲ୍ଲା ଲାଉଲଇ ଠାରୁ ଖଙ୍କିରା ଗାଁ ଦେଇ ଯାଇଥିବା ୧୧ କେଭି ଇଲେକ୍ଟ୍ରିକ ତାର ୭ ଫୁଟ ଉଚତାରେ ଝୁଲି ରହିଥୁବ ଖବର ଆମେ ଗତକାଲି ପ୍ରକାଶ କରିଥିଲୁ । ଏହି ତାର ଓ ଖୁଣ୍ଟ ବହୁତ ବର୍ଷ ତଳର ହୋଇଥିବା ଯୋଗୁଁ ସମୟକ୍ରମେ ତାର ଝୁଲି ପଡିଥିଲା । ଖୁଣ୍ଟଗୁଡିକ ଜରାଜୀର୍ଣ୍ଣ ଅବସ୍ଥାକୁ!-->…
ଖବର ପ୍ରକାଶ ପରେ ଉଠିଲା ଷଣ୍ଢର ମୃତ ଦେହ
ପ୍ରକାଶ ପରେ ଚେତା ତପ୍ତର ପ୍ରଶାସନ। ଗତକାଲି ହିନ୍ଦୋଳ ଏନ.ଏ.ସି.ର ପାଞ୍ଚ ନମ୍ବର ଓ୍ବାର୍ଡ ଗୋଟିଏ ପୋଖରୀ ହୁଡ଼ାରେ ଦୁଇ ଦିନ ଧରି ଗୋଟିଏ ଷଣ୍ଢ ମରି ପଡିଥିବାର ଖବର ଆମେ ଗତ କାଲି ପ୍ରକାଶ କରିଥିଲୁ ।
ଆଜି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିଜେ ଟ୍ରାକ୍ଟର ପଠାଇ ଶବଟିକୁ ଉଠାଇଥିବାର!-->!-->!-->…
ଖବର ପ୍ରସାରଣ ପରେ ୧୪୨୬ ରାସନ ହିତାଧିକାରୀ , ୧୪୯ ଉଠାଦୋକାନ ,୩୩ ନିର୍ମାଣ ଶ୍ରମିକଙ୍କୁ ମିଳିଲା ଟଙ୍କା । ଏବଂ…
ଭୁବନ ଏନଏସି ରେ ରାସନ ହିତାଧିକାରୀ ଟଙ୍କା ପାଇବେ ୫୦୦୫ ପାଇଛନ୍ତି ୨୨ପାଇବେ ସମ୍ପର୍କିତ ଖବର ୧୧ ଏପ୍ରିଲ ରେ ପ୍ରସାରଣ ପରେ ପ୍ରଶାସନର ନିଦ ଭାଙ୍ଗିଛି । ସମସ୍ତ କଳ ବଳ କୌଶଳ କୁ ଉପଯୋଗ କରି ଆଜି ଏକା ଦିନକେ ୧୪୨୬ ଜଣ ରାସନ ହିତାଧିକାରୀଙ୍କୁ ୧୦୦୦ ଟଙ୍କା ଲେଖାଏଁ , ୧୪୯ ଉଠାଦୋକାନୀଙ୍କୁ!-->…