ପାଣିନାଳ ଅବରୋଧକୁ ନେଇ ତାତିଲେ ଗ୍ରାମବାସୀ
ଅନାଦି କାଳରୁ ଘଳିଆରେ ପାଣି ଯାଉଥିଲା। ଏବେ ଜଣେ ମୁଷ୍ଠିମେୟ ବ୍ଯକ୍ତି ଏହି ଘଳିଆ ରାସ୍ତାକୁ ବନ୍ଦ କରିବାକୁ ଚେଷ୍ଠା କରୁଥିବା ଜଣାପଡ଼ିଛି। ଭଦଳିଆପଶି ମୌଜାର ଚାଷୀ ଓ ଗ୍ରାମବାସୀ ତହସିଲଦାରଙ୍କୁ ଲିଖିତ ଅଭିଯୋଗ କରିଥିଲେ। ଘଟଣାସ୍ଥଳକୁ ଭୁବନ ତହସିଲଦାର ସୂର୍ଯ୍ୟ କୁମାର ଦାସ, ନିର୍ବାହୀ!-->…
ମହିଳାଙ୍କ ଠାରୁ ଝାମ୍ପିନେଲେ ସୁନାଚେନ
ଦିନ ଦ୍ୱିପ୍ରହରରେ ବାଇକ୍ ରେ ଆସିଲେ ବେକରୁ ଟାଣିନେଲେ ଦୁଇଭରିର ସୁନା ଚେନ୍ । ଏଭଳି ଅଭାବନୀୟ ଘଟଣା ଘଟିଯାଇଛି ଢେ଼ଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ତହସିଲ ଛକ ନିକଟ ହିରୋ ଶୋରୁମ୍ ସମ୍ମୁଖରେ । ସୂଚନାରୁ ଜଣାପଡ଼ିଛି ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ ବୋତଲଣ୍ଡା ଗ୍ରାମର!-->…
କଣ୍ଟ୍ରୋଲ ଡିଲର ଉଛେଦ କୁ ନେଇ ଉପଜିଲ୍ଲାପାଳଙ୍କୁ ଫେରାଦ ହେଲେ ଗ୍ରାମବାସୀ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକରେ କୌଣସି କାରଣ ନଥାଇ ରାଜନୈତିକ ଉଦ୍ଦେଶ୍ୟ ପାଇଁ ମହିଳା ଏସଏସଜି ଗ୍ରୁପ ରୁ କଣ୍ଟ୍ରୋଲ ଡିଲର ସାମଗ୍ରୀ ଯୋଗାଣ ବାତିଲ କରାଯାଇ ଗ୍ରାମଠାରୁ ଦୂର ହାତୀପ୍ରବଣ ଅଞ୍ଚଳରେ ଦିଆ ଯିବାକୁ ନେଇ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ଖବରରୁ ପ୍ରକାଶ ହିନ୍ଦୋଳ ବ୍ଲକ!-->…
ଭାଗିରଥି ସାଗରରୁ ପଙ୍କ ସମ୍ପୂର୍ଣ୍ଣ ନିଷ୍କାସନ ନକଲେ ଆନ୍ଦୋଳନ କରିବ ସୁରକ୍ଷା ସମିତି
ଭାଗିରଥି ସାଗରରୁ ପଙ୍କ ମାଟି ସମ୍ପୂର୍ଣ୍ଣ ବାହାରକୁ ନିଷ୍କାସନ କରାଯିବାପାଇଁ ଅନୁରୋଧ କରିଛି ଭାଗିରଥି ସାଗର ସୁରକ୍ଷା ସମିତି l ତିନି ଦିନ ଭିତରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଭାଗିରଥି ସାଗର ଚତୁର୍ପାଶ୍ୱରେ ବସବାସ କରୁଥିବା ସ୍ଥାନୀୟ ଲୋକମାନେ l!-->…
ଜିଲ୍ଲାରେ ଉତ୍ତମ ସ୍ୱାସ୍ଥ୍ୟ ସେବା ନିମନ୍ତେ ଦାବିପତ୍ର ପ୍ରଦାନ
ଢେଙ୍କାନାଳ ଜିଲ୍ଳା ସଦର ମହକୁମା ଠାରୁ ରାଜଧାନୀ ପର୍ଯ୍ୟନ୍ତ ଖୋଲାଯାଇଥିବା ଅସଂଖ୍ୟ ଘରୋଇ ହସ୍ପିଟାଲଗୁଡ଼ିକର ଉପସ୍ଥିତି ସୂଚାଇ ଦେଉଅଛି ଯେ, ରାଜ୍ୟ ସରକାର ଜନସାଧାରଣଙ୍କୁ ମୌଳିକ ସ୍ୱାସ୍ଥ୍ୟ ସେବା ଯୋଗାଇବାରେ ବିଫଳ ହୋଇଛନ୍ତି। ଜୀବନ ରକ୍ଷା ପାଇଁ ରାଜ୍ୟବାସୀ ଘରୋଇ ହସ୍ପିଟାଲର ଦ୍ୱାରସ୍ଥ!-->…
ଶାରୀରିକ ଅକ୍ଷମ କାହ୍ନୁ ପାଇଁ ସରକାରୀ ସହାୟତା ସାତସପନ
ଓଡ଼ାପଡ଼ା ବ୍ଲକ ବଦାଳୁ ପଞ୍ଚାୟତ ଅନ୍ତର୍ଗତ ହାଣ୍ଡିଫୁଟା ଗ୍ରାମର ହରିଜନ ବସ୍ତିର କାହ୍ନୁ ନାଏକ ଜଣେ ଶାରୀରିକ ଅକ୍ଷମ ଗରିବ ବ୍ୟକ୍ତି ସରକାରୀ ସହାୟତାରୁ ବଞ୍ଚିତ ଥିବା ଅଭିଯୋଗ କରିଛନ୍ତି।ଗରିବ ଜନତାଙ୍କର ଆର୍ଥିକ ଅବସ୍ଥାର ଉନ୍ନତ ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାରଙ୍କ!-->…
ପୁରୀ ରଥ ନିର୍ମାଣ ପାଇଁ ପରଜଙ୍ଗ ଅଞ୍ଚଳରୁ ଗଲା କାଠ
ଢେଙ୍କାନାଳ ଜିଲ୍ଲା ପଶ୍ଚିମାଞ୍ଚଳ ମହାବିରୋଡ଼ ରେଞ୍ଜ ଅଧୀନରେ ଥିବା ଡିହୋଡଳ ବନପାଳଙ୍କ କନ୍ଦରସିଂହା ଓ କୁମୁସୀ ଗ୍ରାମରୁ ବିଭିନ୍ନ ସାହି ଯଥା ୧୪ଫୁଟ ଲମ୍ବର ୧୧ଗୋଟି କାଠ ପୁରୀ ପଠାଯାଇଥିବା ଜଣାପଡିଛି l ଖବର ନେବାରୁ ଜଣାପଡୁଛି ଯେ ,ଡିହୋଡଳ ବନପାଳ ସତ୍ୟବ୍ରତ ସିଂହଙ୍କ ଅଧୀନରେ ଥିବା!-->…
କପିଳାସ ପୀଠର ବିକାଶ ନିମନ୍ତେ ପ୍ରସ୍ତୁତି ବୈଠକ
କପିଳାସ ପୀଠ ପୂର୍ବ ବିଭାଗ ଡାକ ବଙ୍ଗଳାରେ ଜିଲ୍ଲା ପ୍ରଶାସନ ଓ କପିଳାସ ସୁରକ୍ଷା ପରିଷଦ କର୍ମକର୍ତ୍ତାଙ୍କୁ ଏକ ବୈଠକ ଅନୁଷ୍ଠିତ ହୋଇଛି । ଗୃହୀତ ହୋଇଥିବା ପ୍ରସ୍ତାବଗୁଡ଼ିକ ମଧ୍ୟରେ କପିଳାସ ସିଂହଦ୍ଵାର ସମ୍ମୁଖରେ ଥିବା ଯାତ୍ରୀ ନିବାସକୁ ଆଉ ହୋଟେଲ କରିବାକୁ ଅନୁମତି ଦିଆଯିବ ନାହିଁ ବୋଲି!-->…
ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ମିଳୁନି ଘର
ଘରପୋଡ଼ିର ୭ ବର୍ଷ ପରେ ମଧ୍ୟ ଘର ଖଣ୍ଡେ ମିଳୁନାହିଁ l ସାରଳା ସାହୁ ଏବଂ ନିରାକାର ସାହୁଙ୍କ ଚାଳ ଛପର ଘର ଖଣ୍ଡିକ ବିଦ୍ୟୁତ ସର୍ଟ ସର୍କିଟ ଯୋଗୁଁ ଗତ ୨୦୧୭ ମସିହାରେ ପୋଡ଼ି ନଷ୍ଟ ହୋଇଯାଇଥିଲା l ସେତେବେଳେ ରାଜସ୍ବ ନିରୀକ୍ଷକ ତଦନ୍ତ କରି ଜରି ପାଲ ଖଣ୍ଡେ ଏବଂ ଦୁଇ ହଜାର ଟଙ୍କା ଦେଇଥିଲେ ଓ!-->…
ବୁଦ୍ଧେଶ୍ବର ଙ୍କ ଫୋଟ ଡଷ୍ଟବିନରେ ଲଗାଇ ଅପଦସ୍ତ ଏନ୍ ଏ ସି
ସ୍ଵଚ୍ଛ ସର୍ଭେକ୍ଷଣ ପାଇଁ ସଜେଇ ହୋଇଛି ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦ । ଅଞ୍ଚଳର ଆରାଧ୍ୟ ଦେବ ବାବା ବୁଦ୍ଧେଶ୍ୱରଙ୍କ ଫଟୋ ଚିତ୍ରକୁ ଡଷ୍ଟବିନରେ ଲଗାଇ ଅପଦସ୍ତ ହୋଇଛନ୍ତି ଏନ୍ ଏ ସି ପରିଚାଳକ। ଶ୍ରଦ୍ଧାଳୁଙ୍କୁ ଅପମାନିତ କରିଛି ବିଜ୍ଞାପିତ ପରିଷଦ। ସମ୍ବେଦନଶିଳ ଘଟଣାଟି ଘଟିଛି ଢେ଼ଙ୍କାନାଳ!-->…