News
lipub
samparksetu

ଚାଷ ଜମିକୁ ନାହିଁ ବାଟ, କେନାଲ ଭାଙ୍ଗିଲେ ଚାଷୀ

ଭୁବନ ବ୍ଲକ ମଠକରଗୋଲା ପଞ୍ଚାୟତ ଟାଙ୍ଗରପଡା ମୌଜା ଚାଷ ଜମି ର ତଳ ମୁଣ୍ଡକୁ ଜଳ ଯିବା ନିମନ୍ତେ କରନାଳି କେନାଲ ନିର୍ମାଣ କରାଯାଇଥିଲା । ଏହାର ଉଚ୍ଚତା ଏକ ଫୁଟ ହୋଇଥିବାରୁ ଚାଷୀ କେନାଲ ଉପରେ ମାଟି ପକାଇ ନିଜ ଚାଷ ଜମିକୁ ଟ୍ରାକଟର ନେଉଥିଲେ। କିନ୍ତୁ ଏହି କେନାଲ ର ଉଚ୍ଚତା ପୁନଃ ଏକ ଫୁଟ

ଅସୁରକ୍ଷିତ ଘରେ ଦୟଣାବିଲ ବିଦ୍ୟୁତ ସବ୍ ଷ୍ଟେସନ୍

ଭୁବନ ବ୍ଲକ ଦୟଣାବିଲ ବିଦ୍ୟୁତ ସବ୍ ଷ୍ଟେସନ୍ ରେ ଅବ୍ୟବସ୍ଥା ମଧ୍ଯରେ ଚାଲିଛି। ଭୁବନ ବ୍ଲକର ସୁରପ୍ରତାପପୁର , ଦୟଣାବିଲ ପଞ୍ଚାୟତ ର ସମସ୍ତ ଗ୍ରାମ କୁ ବିଦ୍ୟୁତ୍ ଯୋଗାଣ କରୁଥିବା ଏହି ସବଷ୍ଟେସନ୍ ରେ ପାଚେରୀ ନଥିବା ରୁ ଅନେକ ସମୟରେ ଗାଈ ଗୋରୁ ପଶି ଜୀବନ ହାନି ଘଟିଛି। କର୍ମଚାରୀ ମାନଙ୍କୁ

ଟାଟା ପାୱାରର ଅଜବ ନୀତି, କମ୍ପ୍ଲେନ ପାଇଁ ପ୍ରଥମେ ଜମା କର ୫୦୦ଟଙ୍କା

ଟାଟା ପାୱାରର ଅଜବ ଶୋଷଣ ନୀତି ଯୋଗୁଁ ଉପଭୋକ୍ତା ମାନେ ଅଣନିଶ୍ୱାସୀ ହୋଇପଡିଲେଣି l ଯେଉଁଠି ସ୍ମାର୍ଟ ମିଟର ଲାଗିଥିଲା, ସେମାନେ ଏବେ ତାର କୁଫଳ ଭୋଗୁଛନ୍ତି l ଢେଙ୍କାନାଳ ଟାଉନ ମହାବୀର ବଜ଼ାର କଚେରୀ ରୋଡ଼ ସ୍ଥିତ ୮୭ ବର୍ଷୀୟ ବୃଦ୍ଧା ଅକ୍ଷୟ ପଟ୍ଟନାୟକ ଏହାର ଶିକାର ହୋଇ ଗତ ୧୬ ନଭେମ୍ବର

ମହିଳାଙ୍କ ସନ୍ଦେହ ଜନକ ମୃତ୍ୟୁ ,ସ୍ୱାମୀ ଗିରଫ

ଗଁଦିଆ ଥାନା ଅଂଚଳରେ ଜଣେ ମହିଳାଙ୍କର ସନ୍ଦେହ ଜନକ ମୃତ୍ୟୁ ହୋଇଛି l ଗଁଦିଆ ପୋଲିସ ସୂତ୍ରରୁ ପ୍ରକାଶ ଯେ ,ଉକ୍ତ ଥାନା ଅନ୍ତର୍ଗତ ଧନିଆନାଳୀ ଗ୍ରାମର ଜେନା ପିଙ୍ଗୁଆର ପତ୍ନୀ କୁନି ପିଙ୍ଗୁଆ (୩୦) ଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହୋଇନଥିବା ବେଳେ ପାରିବାରିକ କଳହକୁ ନେଇ ଏହି ମୃତ୍ୟୁ

ମୌସୁମୀ ପୂର୍ବରୁ ଭାଗୀରଥୀ ସାଗର ଭିତରୁ ପଙ୍କ ମାଟି ନିଷ୍କାସନ କରିବା ଦାବି

ମୌସୁମୀ ପୂର୍ବରୁ ଭାଗୀରଥୀ ସାଗର ଭିତରୁ ପଙ୍କ ମାଟି ବାହାରକୁ ନିଷ୍କାସନ କରିବା ଦାବିରେ ପୋଖରୀ ସୁରକ୍ଷା ସମିତିର କାର୍ଯ୍ୟକର୍ତ୍ତା ମାନେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରମେଶ ଚନ୍ଦ୍ର ସେଠୀଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି l ୨୦୨୪ ରେ ଢେଙ୍କାନାଳ ପୌରାଞ୍ଚଳର ଭାଗୀରଥୀ ସାଗର,

ଭୁବନରେ ସିରିଜ ଚୋରି

ଭୁବନରେ ମାତିଲେ ସିରିଜ ଚୋର । ବାଲିବୋ ଗ୍ରାମରେ ୩ ଜଣଙ୍କ ଘରେ କଳା କନା ବୁଲାଇ ଦେଲେ ଚୋର । ଲୁଟିନେଲେ ଲକ୍ଷଲକ୍ଷ ଟଙ୍କାର ସୁନାଗହଣା ସହିତ ନଗଦ ଟଙ୍କା ଏବଂ ଦାମୀ ଶାଢ଼ୀ ।ଶନିବାର ବିଳମ୍ବିତ ରାତିରେ ଗ୍ରାମର ବ୍ରାହ୍ମଣ ଶାସନର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଶିକ୍ଷକ ଯୁଗଳ କିଶୋର ମିଶ୍ର

କିଡନୀ ରୋଗରେ ପୀଡିତ ପୁରା ଗାଁ !

ଢେଙ୍କାନାଳ ସଦର ମହକୁମା ଠାରୁ ମାତ୍ର ୩ କିଲୋମିଟର ଦୂରତାରେ ସଦର ବ୍ଲକ କାଙ୍କଡ଼ପାଳ ପଞ୍ଚାୟତର ଶବର ସାହିରେ ପ୍ରାୟ ପ୍ରତ୍ୟେକ ପରିବାରରେ ଜଣେ ଲେଖାଏଁ କିଡନୀ ରୋଗରେ ଆକ୍ରାନ୍ତ l ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୦ ଲୋକ ମୃତ୍ୟ ବରଣ କରିଥିବା ବେଳେ ଏବେ ୬ ଜଣ ମୃତ୍ୟୁ ସହିତ ସଂଘର୍ଷ କରୁଛନ୍ତି

ଡକାୟତି କରିବା ଯୋଜନା କୁ ପଣ୍ଡ କଲା ପୁଲିସ,୧୩ ଗିରଫ

ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡି ରୋଡ ପଞ୍ଚାୟତ କୁନ୍ଦନଦେଈପୁର ଗ୍ରାମ ବ୍ରାହ୍ମଣୀ ନଦୀ ପଠାରେ ଏକ ଗ୍ୟାଙ୍ଗ ୱାର ବଡ ଧରଣର ଡ଼କାୟତି ନିମନ୍ତେ ରଚନା ରଚୁଥିବା ବେଳେ ପରଜଙ୍ଗ ଓ କାମାକ୍ଷାନଗର ପୁଲିସ ଅତର୍କିତ ଭାବେ ଚଢ଼ାଉ କରି ୧୩ ଜଣକୁ ଗିରଫ କରିବା ସହିତ ମାରଣାସ୍ତ୍ର ଏବଂ ଅଫୁଟା ବୋମା ଜବତ

ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀଙ୍କ ମୃତଦେହ ଉଦ୍ଧାର

ରାତି ପାହିଲେ ମ୍ୟାଟ୍ରିକ ପରୀକ୍ଷା, କିନ୍ତୁ ତା’ ପୂର୍ବରୁ ପରୀକ୍ଷା ଦାୟିତ୍ବରେ ଥିବା ଜଣେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତ ଶିକ୍ଷୟିତ୍ରୀ ଜଣଙ୍କ ହେଲେ ତୁମୁସିଂହା ଥାନା ଅନ୍ତର୍ଗତ ଶ୍ରୀମୂଳା ସ୍ଥିତ ପଞ୍ଚସଖା ସରକାରୀ ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ

ଦନ୍ତାହାତୀ ଆକ୍ରମଣରେ ଜଣେ ମୃତ

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ବ୍ଲକ ହାତୀ ଆକ୍ରମଣ ଜନିତ ମୃତ୍ୟୁ ଥମିବାର ନାମ ନେଉନାହିଁ। ଦୈନନ୍ଦିନ ହାତୀ ଆକ୍ରମଣ ମଣିଷ ମରିବାରେ ହିନ୍ଦୋଳ ନିର୍ବାଚନମଣ୍ଡଳୀ ସାରା ଓଡିଶାରେ କୁଖ୍ୟାତି ଅର୍ଜନ କରିଥିବାବେଳେ ଏଠାରେ ବନବିଭାଗ ସମ୍ପୂର୍ଣ୍ଣ ମାରିଛି ଫେଲ। ଖବରରୁ ପ୍ରକାଶ ,ଆଜି ସକାଳେ
error: Content is protected !!