ରଥ ଯାତ୍ରା ଦେଖି ଫେରୁଥିବା ବେଳେ ବାଇକ ଦୁର୍ଘଟଣା ;ଜଣେ ମୃତ, ତିନି ଗୁରୁତର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡର ହିନ୍ଦୋଳ ଥାନା ଅନ୍ତର୍ଗତ ପାଞ୍ଚମାଇଲ ଛକ ନିକଟସ୍ଥ ବ୍ରିଜର ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ପିଟିହୋଇ ଆଜି ସନ୍ଧ୍ୟାରେ ଜଣେ ବାଇକ ଆରୋହୀ ମୃତ୍ୟୁବରଣ କରିଥିବାବେଳେ ସେଥିରେ ବସିଥିବା ଅନ୍ୟ ତିନିଜଣ ଆହତ ହୋଇ ହିନ୍ଦୋଳ ଡାକ୍ତରଖାନାରେ!-->…
ଲଗାଣ ବର୍ଷାରେ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ ଭୁଷୁଡ଼ିଲା
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ଭେରୁଣିଆ ଗାଁରେ ପାଇପ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପର ପାଚେରୀ କାମ ଅତି ନିମ୍ନ ମାନରେ ହୋଇଥିବା ଅଭିଯୋଗ ହୋଇଛି । ଫଳରେ ଲଗାଣ ବର୍ଷାରେ ପାଚେରୀ ଭୁଷୁଡ଼ି ପଡ଼ିଛି ।
ସରକାରଙ୍କ ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଭିରୁଣିଆ ଗାଁରେ ଜନ!-->!-->!-->…
କପିଳାସ ହସ୍ତୀ ସଂରକ୍ଷଣ କେନ୍ଦ୍ରରେ ଛୁଆହାତୀ ମୃତ
ଢେଙ୍କାନାଳ ବନଖଣ୍ଡ ସଦର ରେଞ୍ଜ କପିଳାସ ମେଘା ସଂରକ୍ଷିତ ଜଙ୍ଗଲରେ ଏକ ହାତୀ ଛୁଆକୁ ଅଂଶୁଘାତ ହେବା ପରେ ତାକୁ କପିଳାସ ହାତୀ ସଂରକ୍ଷଣ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା, ସେଠାରେ ଗଟକାଲି ହାତୀ ଛୁଆଟିର ମୃତ୍ୟୁ ହୋଇ ଯାଇଥିବାର ଜଣାପଡିଛି ।
ଗତ ୯ ତାରିଖରେ ୩୮ଟିକିଆ ହାତୀପଲ ମଧ୍ୟରେ ଏକ!-->!-->!-->…
ଲଗାଣ ବର୍ଷାରେ ଧୋଇଗଲା ଆପ୍ରୋଚ ରୋଡ଼ ,ଚିନ୍ତାରେ ୧୦ଗୋଟି ପଞ୍ଚାୟତ
ରାଜ୍ୟରେ ଜାରି ରହିଛି ଲଗାଣ ବର୍ଷା , ଲଗାଣ ବର୍ଷା ଯୋଗୁଁ ବେହାଲ ହୋଇଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଚାନ୍ଦପୁର ପଞ୍ଚାୟତ ଅନ୍ତର୍ଗତ ବତାସିଂହ ନାଳ ଉପର ଆପ୍ରୋଚ ରୋଡ଼ଟି ବର୍ଷା ଜଳରେ ରବିବାର ଧୋଇଯିବା ଯୋଗୁଁ ଲୋକ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି ।
!-->!-->!-->…
ଜାତୀୟ ଶିକ୍ଷା ନୀତି ସଂପର୍କରେ ଏଆଇଡିଏସ୍ଓ ପକ୍ଷରୁ ଆଲୋଚନା ଚକ୍ର
ଜାତୀୟ ଶିକ୍ଷା ନୀତି ୨୦୨୦ ବିରୁଦ୍ଧରେ ୨୧ ରୁ ୨୭ ଜୁନ ସାରା ଦେଶ ବ୍ୟାପୀ ପ୍ରତିବାଦ ସପ୍ତାହ ପାଳନ ଅବସରରେ ଶିକ୍ଷା କ୍ଷେତ୍ରରେ ଫିସ୍ ବୃଦ୍ଧି ବନ୍ଦ କରିବା, +୨ ଓ +୩ରେ ସିଟ୍ ବୃଦ୍ଧି କରିବା, ବନ୍ଦ କରାଯାଇଥିବା ସମସ୍ତ ପ୍ରାଥମିକ ବିଦ୍ୟାଳୟଗୁଡିକୁ ତୁରନ୍ତ ଖୋଲିବା, ଖାଲି ପଡିଥିବା!-->!-->!-->…
ମୃତ୍ୟୁ ସହ ଲଢେ଼ଇ କରୁଛି ଘରର ଏକମାତ୍ର ରୋଜଗାରିଆ ପୁଅ, ସହାୟତା ପାଇଁ ବାପା ମାଙ୍କ ଆକୁଳ ନିବେଦନ
ଢେଙ୍କାନାଳ ଜିଲ୍ଲା ସାଆନ୍ଦା ପଞ୍ଚାୟତ ତଳବେରଣା ଗ୍ରାମର ବାସୀନ୍ଦା ଅଜିତ ପଣ୍ଡା ଓ ସୁସ୍ମିତା ପଣ୍ଡା ଘରେ ଦୁଃଖ କଷ୍ଟ କହିଲେ ବିଶେଷ କିଛି ନାହିଁ । ଗୋଟିଏ ବୋଲି ରୋଜଗାରିଆ ପୁଅ ରଞ୍ଜିକ୍ରିଷ୍ଣା ପଣ୍ଡା ପରିବାରର ସୁଖ ଦୁଃଖ ର ସାହା । ଅନୁଗୁଳରେ ଗୋଟିଏ ଗ୍ରୋସରୀ ଏବଂ ପାନ ଦୋକାନ ଟିଏ!-->!-->!-->…
ଆଉଟସୋରସିଂ ମହାସଂଘ ର ଦାବିପତ୍ର
ରାଜ୍ୟ ସରକାର ବାରମ୍ବାର ପ୍ରତିଶୃତି ଦେଇ ମଧ୍ୟ ପ୍ରତିଶୃତି ପାଳନ କରି ନାହାଁନ୍ତି । ମିଥ୍ୟା ପ୍ରତିଶୃତି ବିରୋଧ କରି ରାଜ୍ୟ ଆଉଟସୋରସିଂ ମହାସଂଘ ନିଷ୍ପତି କ୍ରମେ ଆଜି ଢେଙ୍କାନାଳ ର ଜିଲ୍ଲାପାଳ ଙ୍କୁ ଦାବିପତ୍ର ଦିଆଯାଇଅଛି ।
ଆଜି ଦିନ ୧୦ ଘଟିକା ଠାରୁ ୨ଘଟିକା ପର୍ଯ୍ୟନ୍ତ ଢେଙ୍କାନାଳ!-->!-->!-->…
ହିନ୍ଦୋଳ ଅଞ୍ଚଳରେ ହାତୀ ଆକ୍ରମଣରେ ଆଉ ଜଣଙ୍କ ଜୀଵନ ଗଲା
ହିନ୍ଦୋଳ ଉପଖଣ୍ଡରେ ଦିନକୁ ଦିନ ହାତୀ ଆତଙ୍କ ବଢ଼ିବାକୁ ଲାଗିଛି । ଦିନକ ବ୍ୟବଧାନରେ ପୁଣି ଆଜି ସକାଳୁ ଜଣକୁ ହାତୀ କଚାଡ଼ି ମାରିଥିବାର ସୂଚନା ମିଳିଛି । ମୃତକ ହେଲେ ମହାଲୁଣ୍ଡା ପଞ୍ଚାୟତ ମାଗୁବେରେଣୀ ଗ୍ରାମର ସାହେବ ରାଉତ (୭୫) ।
ସେ ଶୌଚ ହେବା ପାଇଁ ତାଙ୍କ ଘର ନିକଟ ଏକ ପଡିଆକୁ!-->!-->!-->…
ଯାତ୍ରା ସମୟରେ ମଧ୍ୟ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା ; ମିଳିଲାନି ଆମ୍ବୁଲାନ୍ସ, ବାଇକ୍ ରେ ବୁହା ହେଲେ ଗୁରୁତର
ଢେଙ୍କାନାଳ ଜିଲ୍ଲା ବାସୀ ଙ୍କ ବଡ଼ ଦୁର୍ଦ୍ଦଶା ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ବ୍ୟବସ୍ଥା, କେତେବେଳେ ଡାକ୍ତର ନାହାନ୍ତି ତ ,କେତେବେଳେ ଭୁଲ ରିପୋର୍ଟ କେତେବେଳେ ଲିଫ୍ଟ କାମ କରୁନି ତ, କେତେବେଳେ ମେଡିକାଲ ଯିବାକୁ ବାଟ ମଧ୍ୟ ମିଳୁନି । ଏଭଳି ବିଭିନ୍ନ ସମୟରେ ବିଭିନ୍ନ ସ୍ୱାସ୍ଥ୍ୟ ଜନିତ!-->!-->!-->…
ବିଚାରଧୀନ କଏଦୀଙ୍କ ମୃତ୍ୟୁ ଘଟଣା ,ଶବ ରଖି ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ
ଢେଙ୍କାନାଳ ଜେଲରେ ଜଣେ ବିଚାରଧୀନ କଏଦୀଙ୍କୁ ପିଟିପିଟି ମାରିଦେଇଥିବାର ପରିବାର ଲୋକ ଅଭିଯୋଗ କରିଛନ୍ତି ।ଏହାକୁ ନେଇ କ୍ଷତିପୂରଣ ଦାବିରେ ପରିବାର ଲୋକ ସ୍ଥାନୀୟ ବାସିନ୍ଦା ଆଜି ହରିପୁର ଠାରେ ୫୫ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ ।
ସଦର ଥାନା ବେଶାଳିଆ ଗ୍ରାମର ଅଥାନୀ ଦେହୁରୀ(୪୨)!-->!-->!-->…