ବହୁ ଚର୍ଚ୍ଚିତ ଠିକାଦାର କାହ୍ନୁ ସାହୁ ଗୁଳି କାଣ୍ଡ ର ପରଦାଫାସ୍ , ଚାନ୍ଦା ବଟୀ ପାଇଁ ହୋଇଥିଲା ଗୁଳି କାଣ୍ଡ
ବହୁ ଚର୍ଚ୍ଚିତ ଠିକାଦାର କାହ୍ନୁ ସାହୁ ଗୁଳି କାଣ୍ଡ ର ପରଦାଫାସ୍ , ଚାନ୍ଦା ବଟୀ ପାଇଁ ହୋଇଥିଲା ଗୁଳି କାଣ୍ଡ। ୪ ଅଭିଯୁକ୍ତ ସହ ଗୋଟିଏ ଦେଶୀ ବନ୍ଧୁକବସହ ଚାରି ରାଉଣ୍ଡ ଗୁଳି ଓ ଚାରୋଟି ଫୋନ୍ ଜବତ ହୋଇଥିବା ପ୍ରେସମିଟ୍ ରେ ଏସପି ଦେଲେ ସୂଚନା ।
ଢେ଼ଙ୍କାନାଳ ଜିଲ୍ଲା ତଥା!-->!-->!-->!-->!-->…
ହାତୀ ଆକ୍ରମଣରେ ମହିଳା ମୃତ
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡରେ ହାତୀ ଆକ୍ରମଣରେ ପୁଣି ଜଣେ ମହିଳା ମୃତ୍ୟୁବରଣ କରିଛନ୍ତି
ଖବରରୁ ପ୍ରକାଶ ,ଗତକାଲି ରାତି ଏଗାରଟା ସମୟରେ ହିନ୍ଦୋଳ ବନାଞ୍ଚଳ ରେଞ୍ଜର କନ୍ତାମିଲା ପଂଚାୟତର ପାଣ୍ଡଵ ସାହୁଙ୍କ ପତ୍ନୀ ଇନ୍ଦୁମତୀ ସାହୁ କୌଣସି କାରଣପାଇଁ ତାଙ୍କ ଘରୁ ବାହାରକୁ!-->!-->!-->…
ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ,ପିଟି ପିଟି ମାରିଦେଇଥିବା ଅଭିଯୋଗ
ଢ଼େଙ୍କାନାଳ ଜେଲରେ ବିଚାରଧୀନ କଏଦିଙ୍କ ମୃତ୍ୟୁ ଘଟିଛି ।ମୃତକ ହେଲେ ସଦର ଥାନା ବେଶାଳିଆ ଗ୍ରାମର ଅଥାନି ଦେହୁରୀ(୪୨) । ତାଙ୍କୁ ଗତ ରବିବାର ଦିନ ଚୋରା ମଦ ବ୍ୟବସାୟ କେଶରେ ଅବକାରୀ ବିଭାଗ ଗିରଫ କରିଥିଲା। ତାଙ୍କ ବେଲ ନାମଞ୍ଜୁର ହେବାରୁ ତାଙ୍କୁ ଜେଲକୁ ପଠାଇ ଦିଆଯାଇଥିଲା।
ଦେହ!-->!-->!-->…
ଢେଙ୍କାନାଳ ରଥଯାତ୍ରାରେ ଅଘଟଣ, ଅଂଶୁଘାତରେ ପ୍ରାଣ ହରାଇଲେ ବୃଦ୍ଧ !
ଢେଙ୍କାନାଳ ରଥଟଣା ବେଳେ ଅଘଟଣ, ଅଂଶୁଘାତ ରେ ବୃଦ୍ଧଙ୍କ ମୃତ୍ୟୁ । ସୂଚନା ଅନୁଯାୟୀ ଜଗନ୍ନାଥ ଦର୍ଶନ କରିବାକୁ ମୁକ୍ତାଦେଇପୁର ଶାସନ ଅଞ୍ଚଳର ନିରୋଦ କୁମାର ରଥ (୭୨) ଏବଂ ତାଙ୍କ ପତ୍ନୀ ଆସିଥିଲେ । ହେଲେ ରଥଟଣା ସମୟରେ ହଠାତ ନିରୋଦ ପଡି ଯାଇଥିଲେ ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା!-->!-->!-->…
ଯୁବକ ଙ୍କ ପେଟରେ ପଶିଗଲା ତୀର
ଯୁବକ ଙ୍କ ପେଟ ରେ ପଶିଗଲା ତୀର , ଗୁରୁତର ଅବସ୍ଥା ରେ ମେଡିକାଲ ରେ ହେଲେ ଭର୍ତ୍ତି । ଯୁବକ ଜଣକ ହେଲେ ପରଜଙ୍ଗ ଥାନା ଜାମୁନାଳୀ ଗାଁ ର ଲୋକନାଥ ପିଙ୍ଗୁଆ ।
ସୂଚନା ଅନୁଯାୟୀ, ଲୋକନାଥ ସୋମବାର ସନ୍ଧ୍ୟା ସମୟରେ ଶୌଚ ହୋଇ ଗାଁ ନିକଟ ଜୋର ରୁ ଘରକୁ ଫେରୁଥିଲେ l ସେହି ସମୟରେ ଗାଁ ର କିଛି!-->!-->!-->…
ମେଣ୍ଟେନାନ୍ସ ପାଇଁ ଗ୍ରୀଷ୍ମ ସମୟରେ ୭ଘଣ୍ଟା ଦୈନିକ ହୋଇଥିଲା ବିଦ୍ୟୁତ କାଟ, ଏବେ ବର୍ଷା ହେଲା ମାତ୍ରେ ବିଦ୍ୟୁତ ର…
ଗ୍ରୀଷ୍ମ ସମୟରେ ମେଣ୍ଟେନାନ୍ସ ଏବଂ ଭିତ୍ତିଭୂମି ବିକାଶ ପାଇଁ ସକାଳ ୯ ରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ କାଟ ହୋଇଥିବା ବେଳେ ରବିବାର ର କାଳବୈଶାଖୀ ସବୁ ଧୂଳିସାତ କରିଦେଇଛି । କାଳବୈଶାଖୀ ପରେ ପ୍ରବଳ ପଵନ ହେତୁ ବିଜୁଳି କଟିଥିଲା ହେଲେ!-->…
ରଘୁନାଥ ମନ୍ଦିର ରୁ ଚୋରି
ଭୁବନ ଥାନା ବାଲିବୋ ଗ୍ରାମ ର ରଘୁନାଥ ମନ୍ଦିର ରୁ ତାଲା ଭାଙ୍ଗି ଚୋରି ହୋଇଛି ଗତ କାଲି ଅର୍ଥାତ ଶୁକ୍ରବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଚୋରି କରି ନେଇଛି ।
ବାଲିବୋ ସ୍ଥିତ ଦେବୋତ୍ତର ବିଭାଗ ଅଧିନରେ ଥିବା ରଘୁନାଥ ଜୀଉ ମନ୍ଦିରରୁ ସାତ ଟି ରୂପା ମୁକୁଟ ଚୋରି ହୋଇଛି ବୋଲି!-->!-->!-->…
ବଜ୍ରାଘାତ ରେ ଜଣେ ମୃତ ,ଚାରିଜଣ ଆହତ
ଆଜି ଅପରାହ୍ନ ରେ ଦେଓଗାଁ ଡାଗରାପଲ୍ଲୀ ରେ ବର୍ଷା ସମୟରେବଜ୍ରାଘାତ ହେତୁ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ହୋଇଛନ୍ତି । ମୃତକ ହେଲେ ଡାଗରାପଲ୍ଲୀ ର ଜଗଦା ଦେହୁରୀ ଏବଂ ଆହତ ମାନେ ହେଲେ ଗୌରାଙ୍ଗ ଦେହୁରୀ , ସରତ ଦେହୁରୀ , ଜିତେନ୍ଦ୍ର ବେହେରା ଓ ପାତିଆ ବେହେରା ।
ସୂଚନା ଅନୁଯାୟୀ!-->!-->!-->…
ଧାର କରଜ ଅସହ୍ୟ ହେବାରୁ ବିଷ ପିଇଲେ ଦମ୍ପତି
ଆଉ ବିଷ ପିଇ କରି ଆତ୍ମହତ୍ୟା ଉଦ୍ୟମ କଲେ ଦମ୍ପତି । ଫଳରେ ସ୍ୱାମୀର ମୃତ୍ୟୁ ଘଟିଥିବା ବେଳେ ପତ୍ନୀକୁ ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତରିତ କରାଯାଇଛି।
ସୂଚନା ଅନୁଯାୟୀ , ଢେଙ୍କାନାଲ ସଦର ଥାନା ଅନ୍ତର୍ଗତ ଗୋହିରା ଖାଲ ଗ୍ରାମର ବିରଞ୍ଚି ନାୟକ ଓ ପତ୍ନୀ ରଞ୍ଜୁ ବାଳା!-->!-->!-->…
କୂଅ ଉଝାଳିବା ବେଳେ ଜଣଙ୍କର ଚାଲିଗଲା ଜୀବନ , ଜଣେ ଗୁରୁତର
ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅନ୍ତର୍ଗତ ବୁହାଳିପାଳ ଗ୍ରାମରେ ଆଜି ସକାଳେ ଉକ୍ତ ଗ୍ରାମର ଅଭିନ ମୁଦୁଲି (୪ଠ ) ଓ ହଟିଆ ମୁଦୁଲି (୩୫ ) ଏକ ଖୋଲା କୂଅରୁ ମାଟି ଉଝାଳିବା ପାଇଁ କୂଅ ଭିତରେ ପଶିଥିଲେ।
କିଛି ସମୟ ମାଟି ଖୋଳିବା ପରେ ୨ ଜଣ ଯାକ କୂଅ ଭିତରେ ଅଚେତ ହୋଇ!-->!-->!-->…