ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ ନାହିଁ ଅଂଶୁଘାତ ରୋଗୀଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରକୋଷ୍ଠ
ଗଁଦିଆ ବ୍ଲକ ଅଧୀନରେ କାର୍ଯ୍ୟ କରୁଥିବା ଏକମାତ୍ର ଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ଵାସ୍ଥ୍ୟ।କେନ୍ଦ୍ରରେ ଉକ୍ତ ବ୍ଲକର ୨୯ଗୋଟି ଗ୍ରାମପଞ୍ଚାୟତର ଜନସାଧରଣ ମାନେ ନିଜର ସ୍ଵାସ୍ଥ୍ୟସେବା ନିମନ୍ତେ ଏହି କେନ୍ଦ୍ର ଉପରେ ନିର୍ଭର ଶୀଳ ଥାଇ ପ୍ରତିଦିନ ଶହଶହ ସଂଖ୍ୟାରେ ନିଜର ରୋଗର ଉପଚାର ପାଇଁ!-->!-->!-->…
ସୁନା ଲୁଟ ଘଟଣାର ପର୍ଦ୍ଦାଫାଶ କଲା ପୋଲିସ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଶଶାପଶି ଗ୍ରାମର ଜନୈକା ମହିଳାଙ୍କ ଠାରୁ ସୁନାହାର ଭର୍ତ୍ତି ଭ୍ୟାନିଟି ବ୍ୟାଗ ଚୋରି ହୋଇ ଯାଇଥିବା ବେଳେ ପୋଲିସ ୨୪ ଘଣ୍ଟା ମଧ୍ୟରେ ଲୁଟେରାଙ୍କୁ କାବୁ କରିଏକ କାର ସହିତ ସୁନାଚେନ ଜବତ କରିଥିବାର ଜଣାପଡିଛି ।
କାମାକ୍ଷାନଗର ଥାନା ଶଶାପଶି ଗ୍ରାମର!-->!-->!-->…
ହମ୍ପସ ରେ ପିଟିହେଲା ବାଇକ , ୩ ଜଣ ଗୁରୁତର ଆହତ
ଭୁବନ ବ୍ଲକ ପଳାସପିଠିଆ ଠାରେ ହମ୍ପସ ରେ ପିଟି ହୋଲା ବାଇକ, ଏହି ଦୁର୍ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଆହତ ୩ଜଣ ହେଲେ ଗୋଲେଖ ଦେହୁରୀ (୩୬) , ବାବୁଲି ପାତ୍ର (୪୦) ଓ ଆରତୀ ପାତ୍ର ।
ସୂଚନା ଅନୁଯାୟୀ , ଗୁରୁବାର ରାତିରେ ମଠକରଗୋଳା ଗ୍ରାମର ଆରତୀ ପାତ୍ର ନିଜ ବାପାଙ୍କ!-->!-->!-->…
ରଜ କୁଇନ
ପ୍ରତିଥର ଭୁବନେଶ୍ୱର ଯିବା ବେଳେ ବାଟରେ ସେ ଚାଳି ବରା ଦୋକାନରେ ଗାଡ଼ି ଅଟକେ । ସେଦିନ ବି ଆମ ଗାଡ଼ି ଅଟକିଥିଲା ସେଇଠି।ରଜ ସଜବାଜ ଥାଏ ସେଦିନ ।ରଜ ପାଳିବା କୁ ଆମେ ଭୁବନେଶ୍ୱର ଯାଉଥାଉ।ଚାଳି ଦୋକାନ ଟେ ହେଲେ କଣ ହେବ ତା ବରା ମଟର ତରକାରୀ ରେ ଥାଏ ଭିନ୍ନ ଏକ ବାସ୍ନା ଓ ସ୍ୱାଦ ଯାହା ସହରୀ!-->…
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ଜୀବନ
ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଗାଁ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀ ଙ୍କର ମୃତ୍ୟୁ ଘଟିଛି । ମୃତ ବାଇକ ଆରୋହୀ ଜଣକ ଉକ୍ତ ଗାଁର ଦୁଷାସନ ନାଏକଙ୍କ ପୁଅ ସମିର ନାୟକ ବୋଲି ଜଣାଯାଇଛି ।
ସମୀର ଟ୍ରାକ୍ଟର ଚଳାଇ ପରିବାର ପ୍ରତିପୋଷଣ କରୁଥିଲେ । ଆଜି ସକାଳେ!-->!-->!-->…
କାମାକ୍ଷାନଗରରେ ଗୁଳିକାଣ୍ଡ , କଟକ ସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଅନ୍ତର୍ଗତ କାମାକ୍ଷାନଗର ମେନ୍ ରୋଡ଼ ନିକଟରେ ଫୁଟିଲା ଗୁଳି । ରାତି ପ୍ରାୟ ୧୧ ଟା ସମୟରେ ଏହି ଗୁଳିକାଣ୍ଡ ହୋଇଥିବା ବେଳେ ଗୁଳିକାଣ୍ଡ ରେ ବିଜେଡି ନେତା ତଥା ଠିକାଦାର କାହ୍ନୁଚରଣ ସାହୁ ଆହତ ହୋଇଥିବା ଜଣାପଡିଛି । କାହ୍ନୁଙ୍କ ହାତ ଓ ଜଙ୍ଘରେ!-->!-->!-->…
ହାତୀ ଆକ୍ରମଣ ରେ ଜଣେ ଆହତ
ଜିଲ୍ଲାରେ ବଢି ଚାଲିଛି ହାତୀଙ୍କ ଉପଦ୍ରବ । ଯୋରନ୍ଦା ସେକସନ ଅନ୍ତର୍ଗତ ମକୁନ୍ଦପୁର ଗୋରଡ଼ାପାଳ ଗ୍ରାମ ମାନଙ୍କରେ ହାତୀ ଆତଙ୍କ ବଢିବାରେ ଲାଗିଛି l ଆଜି ସକାଳ ସମୟରେ ଗୋରଡ଼ାପାଳ ଗ୍ରାମର କ୍ଷେତ୍ର ବେହେରା ଙ୍କୁ ହାତୀ ଶୁଣ୍ଢରେ ଫୋପାଡି ଦେଇଥିଲା l
ତାଙ୍କୁ ଆମ୍ବୁଲାନ୍ସ ଯୋଗେ!-->!-->!-->…
ଘନ ଘନ ପାୱାର କଟକୁ ନେଇ ବୈଠକ
ଘଟିପିରି ଇଲେକ୍ଟ୍ରିକ ଷ୍ଟ୍ରକଚର ଅନ୍ତର୍ଗତ ପ୍ରାୟ ୨୫ ଟି ଗ୍ରାମର ବିଦ୍ୟୁତ ଉପଭୋକ୍ତା ,ବିଭାଗୀୟ ଏସ୍ ଡିଓ,ଜେଇ,ଲାଇନ ମ୍ୟାନ ଙ୍କ ମଧ୍ୟରେ ବିଗତ ଦିନରେ ବିନା କାରଣ ରେ ଘଣ୍ଟା ଘଣ୍ଟା ଧରି ପାୱାର କଟ କରିବାକୁ ନେଇ ଘଟିପିରି ତାରିଣୀ ମନ୍ଦିର ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।
ବୈଠକରେ!-->!-->!-->…
ପୋଖରୀରେ ବୁଡି ବୁଦ୍ଧା ଙ୍କ ମୃତ୍ୟୁ
ଗଁଦିଆ ବ୍ଲକ ବରଦା ଗ୍ରାମପଞ୍ଚାୟତ ର ଆଣ୍ଠୁକୁଡା କାଟେଣୀ ରେ ଶୋରିସିଆପଦା ଗ୍ରାମ ପଂଚାୟତ ମହ୍ଲାର କଲୋନୀ ର ଜିରା ପଧାନ( ୬୩) ଆଣ୍ଠୁକୁଡା କାଟେଣୀ ଗ୍ରାମ ରେ ଝିଅ ସୁମତି ପଧାନ ଘରେ ଏକ ମାସ ହେଲା ଆସି ରହୁଥିଲେ l
ସୋମବାର ସନ୍ଧ୍ୟା ରେ ଝାଡା ଯାଉଛି କହି ଆଉ ଘରକୁ ଫେରି ନଥିଲେ l ଘର ଲୋକ!-->!-->!-->…
୧୦୮ ଆମ୍ବୁଲାନ୍ସ କର୍ମଚାରୀ ଙ୍କ ଦାବିପତ୍ର
ଢେଙ୍କାନାଳ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କାର୍ଯ୍ୟରତ କର୍ମଚାରୀମାନେ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ୬ ଦଫା ଦାବିପତ୍ର ପ୍ରଦାନ କରିଛନ୍ତି। ଓଡ଼ିଶା ରେ ୧୦୮ ଆମ୍ବୁଲାନ୍ସ ରେ କାର୍ଯ୍ୟ କରୁଥିବା ସମସ୍ତ କର୍ମଚାରୀ ଏକଜୁଟ ହୋଇ ନିଜର ନ୍ୟାର୍ଯ୍ୟ ଦାବି ପୂରଣ ନିମନ୍ତେ!-->…