News
lipub
samparksetu

ଜମି ଚଞ୍ଚକତା ଅଭିଯୋଗ ରେ ରେଙ୍ଗାଳୀ କେନାଲ ଆରଆଇ ଗିରଫ

ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ରେଙ୍ଗାଳୀ ଦକ୍ଷିଣ କେନାଲ ଜମି ଅଧିଗ୍ରହଣ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବା ରାଜସ୍ୱ ନିରୀକ୍ଷକ ଜମି ହଡପ ଅଭିଯୋଗରେ ଗିରଫ ହୋଇଥିବାର ଜଣାପଡିଛି ।ରେଙ୍ଗାଳୀ ଦକ୍ଷିଣ କେନାଲ ଜମି ଅଧିଗ୍ରହଣ ଅଧିକାରୀଙ୍କ କାର୍ଯ୍ୟଳୟରେ ଚିରଞ୍ଜନ ମହାପାତ୍ର ରାଜସ୍ୱ

ଯୁକ୍ତ ଦୁଇ ବାଣିଜ୍ୟରେ ଇଶା ୯୩.୮୩ ନମ୍ବର ରଖି ଟପ୍ପର,ବିଜ୍ଞାନରେ ଆଦ୍ୟାଶା ଟପ୍ପର

ଢେଙ୍କାନାଳ ଜିଲ୍ଲା ଉଚ୍ଚ ମାଧ୍ୟମିକ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷା ଫଳ ପ୍ରକାଶିତ ହେବା ପରେ ଉଚ୍ଚ ମାଧ୍ୟମିକ ଛାତ୍ରଛାତ୍ରୀ ମାନେ ସଫଳତା ପାଇଥିବାର ଜଣାପଡିଛି ।ଢେଙ୍କାନାଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ବିଜ୍ଞାନରେ ମୋଟ ୨୫୨ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୧୬୮ ଜଣ ପ୍ରଥମ ଶ୍ରେଣୀରେ ପାସ

ସରକାରୀ ଯୋଜନାରୁ ବଞ୍ଚିତ ୨ ମହିଳା

ଗରିବ ଲୋକଙ୍କୁ ନାହିଁ ସରକାରୀ ସହାୟତା । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ମୁଣ୍ଡ ପିଛା ୫କେଜି ଚାଉଳ ମିଳୁ ଥିବାବେଳେ ପକୃତ ହିତାଧିକାରୀଙ୍କୁ ନା ମିଳୁଛି ଚାଉଳ ନା ମିଳୁଛି ଆବାସ । ଏପରି ଏକ ଘଟଣା ଦେଖିବାକୁ ମିଳିଛି କାମାକ୍ଷାନଗର ବ୍ଳକ କୁସୁମଯୋଡି

ଗଁଦିଆ ବ୍ଲକ ରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ଗଁଦିଆ ବ୍ଲକ ଅନ୍ତର୍ଗତ ଦେଓଗାଁ ଗ୍ରାମପଞ୍ଚାୟତ ସଭାଗୃହ ଠାରେ ଆଜି ଅପରାହ୍ନରେ ଢେଙ୍କାନାଳ ଜିଲ୍ଲା ପୋଲିସ ପକ୍ଷରୁ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ବୈଠକ ରେ ଗଁଦିଆ ଥାନ ଭାରପ୍ରାପ୍ତ ଅଧିକାରୀ ସତ୍ୟବ୍ରତ ଭୁତିଆ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ

ବନ୍ଧ୍ୟା ନିରାକରଣ ଯୋଜନାର ୬ ମାସ ପରେ ବି ମିଳୁନି ହିତାଧିକାରୀ ଙ୍କ ପଇସା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବିରାଶାଳ ମେଡିକାଲ ଅଧୀନ ରେ ଚାଲୁଥିବା ମେଡିକାଲ ଗୁଡ଼ିକ କୁ କେଉଁଠି ଡ଼ାକ୍ତର ନାହାନ୍ତି ତ, କେଉଁଠି ଘର ନାହିଁ, ଯେଉଁଠି ବି ଅଛନ୍ତି ସକାଳେ ଆସନ୍ତି ଉପରବେଳା କୁ ନାହିଁ । ଯୋଜନା ଏଠି ସବୁ ପ୍ରକାର ଫେଲ୍ ମାରୁଛି । ଏହି ମେଡିକାଲ ଅଧୀନ ରେ

ଜୀବନ ର ରଙ୍ଗ

କେବେ ଜନ୍ମଦାତ୍ରୀ ମା / ବୋଉ କଥା ମନେ ପକାନ୍ତି ? ତାର ଅକ୍ଲାନ୍ତ ପରିଶ୍ରମ, ଅନିଦ୍ରା, ସ୍ବାର୍ଥ ତ୍ୟାଗ, ସୁରକ୍ଷା ପ୍ରଦାନ , ତାଗିଦ୍ ଇତ୍ୟାଦି ବିଷୟ ରେ ଅନୁଶୀଳନ କରିଛନ୍ତି ? କେତେବେଳେ ଫାଙ୍କା ମୂହୁର୍ତ୍ତ ରେ ଭାଵିଛନ୍ତି ତାର ଦାୟିତ୍ୱବୋଧତା ବିଷୟରେ ? ବାର୍ଦ୍ଧକ୍ୟ ରେ ସଢୁଥିଵା

ପିଅନଙ୍କ ବଦଳି ବାତିଲ ପାଇଁ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ

ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ବଉଳପୁର ସ୍ଥିତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟରେ କାର୍ଯ୍ୟରତ ଜଣେ ପିଅନଙ୍କ ବଦଳି ପାଇଁ ବିଦ୍ୟାଳୟ ପରିଚାଳନା କମିଟି ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ବିଦ୍ୟାଳୟରେ କାର୍ଯ୍ୟରତ ପିଅନଙ୍କ ବଦଳି ପରେ କନ୍ତିଓପୁଟ ସାହି

ନିଆଁ ପାଣି ବାଛନ୍ଦ ଅଭିଯୋଗ ନେଇ ଜିଲ୍ଳାପାଳଙ୍କ ଦ୍ୱାରସ୍ଥ ହେଲେ ପରିବାର

ଢେଙ୍କାନାଳ ଜିଲ୍ଲା ବ୍ଲକ ନିହଲପ୍ରସାଦ ଥାନା ଅନ୍ତଗର୍ତ ପର୍ଵତକଣୀ ଗ୍ରାମରେ ଜମିବାଡିକୁ ନେଇ ବିବାଦ ସୃଷ୍ଟିହେବା ସହତି ପରିବାରକୁ ନିଆଁ ପାଣି ବାଛନ୍ଦ କରିବାକୁ ନେଇ ନ୍ୟାୟ ପାଇଁ ପରିବାର ଜିଲ୍ଲା ପାଳଙ୍କ ଦ୍ୱାରସ୍ଥ ହୋଇଥିବାର ଜଣାପଡିଛି । ପର୍ବତକଣୀ ଗ୍ରାମର ହରିହର ବାରୀକ ଙ୍କ

ହାତୀ ଆକ୍ରମଣରେ ବୃଦ୍ଧ ମୃତ

ଢେଙ୍କାନାଳ ସଦର ରେଞ୍ଜ ଅନ୍ତର୍ଗତ ଦିନବନ୍ଧୁପୁର ଗ୍ରାମରେ ଜନୈକ ବୃଦ୍ଧ ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ମୃତକ ହେଲେ ଉକ୍ତ ଗାଁର ବିକଳ ସାହୁ (୭୦) । ସୂଚନା ଅନୁଯାୟୀ ,ଆଜି ଅପରାହ୍ନରେ ସେ ଆମ୍ବ ଗୋଟାଇବାକୁ ନିକଟରେ ଥିବା ଜଙ୍ଗଲକୁ ଯାଇ ହାତୀ ଆକ୍ରମଣର ଶିକାର

ପ୍ରଭାତୀ ଙ୍କ ପାଇଁ ଆବାସ ସାତ ସପନ!

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଅନ୍ତର୍ଗତ ଦୁଦୁରକୋଟ ଗ୍ରାମ ପଞ୍ଚାୟତ କୁଞ୍ଜବନପୁର ଗ୍ରାମରେ ରହୁଥିବା ପ୍ରଭ।ତୀ ସାହୁ (୫୫) । ଆଜକୁ ଦଶ ବର୍ଷହେବ ବାପା ମାଅ ଦୁଇ ଜଣଙ୍କର ମୃତ୍ୟୁ ହୋଇ ଯାଇଥିବା ବେଳେ ।ଗତ ଫନି ବାତ୍ୟାରେ ଘର ଭାଙ୍ଗି ଯାଇଥିବା ରୁ ଏକ ଭଙ୍ଗା କୁଡ଼ିଆରେ ଦିନ କାଟୁଛନ୍ତି
error: Content is protected !!