ମନ୍ଦିରରୁ ଚୋରି
ମାଳପୁରା ରାମ ମନ୍ଦିରରୁ ଚୋରି । ମୁଖ୍ୟ ମନ୍ଦିରର ତାଲା ଭାଙ୍ଗିବା ସହ ପାର୍ଶ୍ୱ ଦେବୀ ମନ୍ଦିରରୁ ୯ ଗୋଟି ସୁନାର ଟିକିଲି ଚୋରି ହୋଇଥିବା ଅଭିଯୋଗ ହୋଇଛି ।
ସୂଚନା ଅନୁଯାୟୀ , ମନ୍ଦିର ପୂଜକ ସକାଳୁ ପୂଜା କରିବାପାଇଁ ମନ୍ଦିରକୁ ଆସିଥିବା ବେଳେ ମନ୍ଦିର ଲାଇଟ୍ ବନ୍ଦ ଥିବା ସହ ମୁଖ୍ୟ!-->!-->!-->…
ଯବାନଙ୍କ ମର ଶରୀରକୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଚନ୍ଦ୍ରଶେଖରପୁର ଗ୍ରାମର ପୁଅ ବୀର ଯବାନ ଧୂର୍ବ ଚରଣ ସାମଲଙ୍କୁ ଅଞ୍ଚଳ ବାସୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଭୁବନେଶ୍ୱର ରେ କାର୍ଯ୍ୟରତ ସିଆରପିଏଫ ଯବାନ୍ ଧୂର୍ବ ଚରଣ ସାମଲ କାର୍ଯ୍ୟରତ ଥିବା ବେଳେ ଅସୁସ୍ଥ ହୋଇ ଚିକିତ୍ସା ହେବା ପାଇଁ ଘରକୁ!-->…
ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସରେ ପ୍ୟାଡ୍ ଓମେନ୍ ଅଙ୍କିତା ଙ୍କ ସଚେତନତା କାର୍ଯ୍ୟକ୍ରମ
ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ୨୮ ମଇ ରେ ପାଳିତ ହୋଇଛି ବିଶ୍ୱ ଋତୁସ୍ରାବ ପରିଚ୍ଛନ୍ନତା ଦିବସ । ତେବେ ଏହି ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ରଥିଆପାଳ ଗାଁରେ ଅଙ୍କିତା ସାହୁଙ୍କ ତତ୍ୱାବଧାନ ରେ ଋତୁସ୍ରାବ ସମ୍ପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ସାରା!-->…
ପୁଷ୍କରିଣୀରୁ ନାମକୁ ମାତ୍ର ପଙ୍କ ଉଦ୍ଧାର
ଗଁଦିଆ ବ୍ଲକର ଏକମାତ୍ର ସରକାରୀ କୃଷି ଫାର୍ମରେ ପୁଷ୍କରିଣୀରୁ ପଙ୍କ ଉଦ୍ଧାର କାର୍ଯ୍ୟ ନାମକୁ ମାତ୍ର ହୋଇଥିବାର ଜଣାଯାଇଛି । ଉକ୍ତ କୃଷି ଫାର୍ମରେ ଥିବା ପୁଷ୍କରିଣୀଟି ଅନେକ ସମୟରେ କୃଷି କାର୍ଯ୍ୟରେ ପାଣି ଯୋଗାଇ ଥାଏ କିନ୍ତୁ ଦୀର୍ଘଦିନ ଧରି ଉକ୍ତ ପୁଷ୍କରିଣୀଟି ରକ୍ଷଣା ବେକ୍ଷଣ ଅଭାବରୁ!-->…
ତହସିଲଦାରଙ୍କୁ ଆକ୍ରମଣ କରି ବନ୍ଧା ହେଲେ ମାଫିଆ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ତହସିଲଦାର ସିରିୟଲ ସୁଭ୍ର ପଟେଲ ଓ ରାଜସ୍ବ ନିରିକ୍ଷକ ଆଲୋକ ଲେଙ୍କାଙ୍କୁ ଆକ୍ରମଣ ଘଟଣାରେ ସଂପୃକ୍ତ ଥିବା ୮ ଜଣଙ୍କୁ ଗିରଫ ଓ ମାଟିଖୋଳାରେ ବ୍ୟବହୃତ ଜେସିବି ମେସିନ, ୨ଟି ଟ୍ରାକ୍ଟରକୁ ଯବତ କଲା କାମାକ୍ଷାନଗର ପୋଲିସ । ସାମ୍ବାଦିକ ସମିଳନିରେ ସୂଚନା ଦେଲେ!-->…
କର୍ତ୍ତବ୍ୟ ରେ ଅବହେଳା ହେତୁ ୧୩ ଅଧ୍ୟକ୍ଷ ଓ କିରାଣୀ ଙ୍କ ଦରମା ବନ୍ଦ କଲେ ଉଚ୍ଚ ଶିକ୍ଷା ବିଭାଗ
କର୍ତ୍ତବ୍ୟ ରେ ଚରମ ଅବହେଳା ପାଇଁ ଢେଙ୍କାନାଳ ଜିଲ୍ଲାର ୧୩ମହାବିଦ୍ୟାଳୟ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ କିରାଣୀ ଙ୍କ ଦରମା ବନ୍ଦ ପାଇଁ ଉଚ୍ଚ ଶିକ୍ଷା ବିଭାଗ ପତ୍ର ସଂଖ୍ୟା ୨୨୭୬/୨୩ରେ ନିର୍ଦ୍ଦେଶ ଦିଆଯାଇଛି।
ଏହି କଲେଜ ଗୁଡିକ ମଧ୍ୟରେ ଆଞ୍ଚଳିକ ମହାବିଦ୍ୟାଳୟ, ଭୁବନ ନୂଆହାଟ!-->!-->!-->…
ବସ ଦୁର୍ଘଟଣା ପରେ ପ୍ରଶାସନ ନିରବ, ଡାଇଭର୍ସନ ଫଳକରେ ଅଟକିଛି ୫୫ ନମ୍ବର ଜାତୀୟ ରାଜପଥ କାର୍ଯ୍ୟ
ଢେଙ୍କାନାଳ ଜିଲ୍ଳା ୫୫ ନମ୍ବର ଜାତୀୟ ରାଜପଥର ପଞ୍ଚୁପଟି ରେଙ୍ଗାଳୀ କେନାଲ ନିକଟରେ ଭାରସାମ୍ୟ ହରାଇ ଗତ ଜାନୁଆରୀ ୨୪ ତାରିଖ ଦିନ ଏକ ପର୍ଯ୍ୟଟକ ବସ କେନାଲ ଭିତରକୁ ଖସିପଡିବା ଯୋଗୁ ୨ଜଣ ମହିଳାଙ୍କର ଶୋଚନୀୟ ମୃତ୍ୟ ଘଟିଥିଲା । ଦୁର୍ଘଟଣା ପରେ ପ୍ରଶାସନ ତରଫରୁ ଡାଇଭର୍ସନ ମାର୍କର ଲଗାଇ ଦେଇ!-->…
ବିପଦ ସଙ୍କୁଳ ଅବସ୍ଥାରେ ସାରଙ୍ଗଧର ସେତୁ
ଢେଙ୍କାନାଳ ସଦରକୁ ସଂଯୋଗ କରୁଥିବା ବାହ୍ମଣୀ ନଦୀ ଉପରେ ଥିବା ସାରଙ୍ଗଧର ସେତୁ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ସ୍ପାନ ସଂଯୋଗ ସ୍ଥାନରୁ କଂକ୍ରିଟ ଉଠି ଲୁହା ଦେଖାଯିବା ସହିତ ରାସ୍ତାର ଉଭୟ ପାର୍ଶ୍ଵରେ ବାଲି ମାଟି ରହିଥିଲେ ମଧ୍ୟ ରକ୍ଷଣା ବେକ୍ଷଣ କରାଯାଉନ୍ଥିବାର ଜଣାପଡିଛି ।ବ୍ରିଜର!-->…
ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ !
ତହସିଲଦାର ଓ ଆରଆଇଙ୍କୁ ମରଣାନ୍ତକ ଆକ୍ରମଣ ।ଏହିଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଅଞ୍ଚଳରେ।ତହସିଲଦାର ଓ ଆରଆଇଙ୍କୁ ମୋରମ ମାଫିଆ ମରଣାନ୍ତକ ଆକ୍ରମଣ କରାଯାଇଥିବା ସୂଚନା ।
ପରଜଙ୍ଗ ପଥରଖମ୍ବ ଗ୍ରାମ ନିକଟରେ ଏକ ସରକାରୀ ଜମିରୁ ମୋରମ ଖୋଳା ହେଉଥିବା ବେଳ!-->!-->!-->…
ଅଜଣା ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ ଜୀବନ
ଢେଙ୍କାନାଳ ଜିଲ୍ଲା ୫୩ନଂ ଜାତୀୟ ରାଜପଥ ଓଭରବ୍ରିଜ୍ ଉପରେ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ପରିଚୟ ମିଳିପାରିନାହିଁ । ଶୁକ୍ରବାର ଭୋର ସମୟରେ ମହିଳା ଜଣଙ୍କ ଓଭରବ୍ରିଜ୍ ଉପର ଦେଇ ଚାଲି ଚାଲି ଯାଉଥିବା ବେଳେ କୌଣସି ଏକ ଅଜଣା ଗାଡି ତାଙ୍କୁ ଧକ୍କା!-->…