News
lipub
samparksetu

ଧର୍ମପରାୟଣ ମହିଳାଙ୍କ ପରଲୋକ

ଢେଙ୍କାନାଳ ସହର ୧୭ ନମ୍ବର ୱାର୍ଡ ଜୟ ଗୋପାଳ ସାହି ନିବାସୀସରସ୍ୱତୀ ସାହୁଙ୍କ (୮୪) ବର୍ଷ ବୟସରେ ପରଲୋକ ଘଟିଛି । ସରସ୍ୱତୀ ଜଣେ ଧର୍ମପରାୟଣ , ବନ୍ଧୁବତ୍ସଳ ଓ ପରୋପକାରୀ ମହିଳା ଥିଲେ । ସିମିଳିଆ ସ୍ଥିତ ସ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଥିବା ବେଳେ ମୃତ୍ୟୁଶଯ୍ୟା ନିକଟରେ

ରୋଗକୁ ଡାକୁଛି ଢେଙ୍କାନାଳ ମହିଳା ମହାବିଦ୍ୟାଳୟର ଶୌଚାଳୟ

ବେସିନ ଠାରୁ ପାଣି ଟ୍ୟାପ । ଚଟାଣରୁ କାନ୍ଥ ସବୁଠି ଧୁଳି, ଅଳନ୍ଧୁରେ ଅପରିଷ୍କାର । ଗନ୍ଧ ଏମିତି ହେଉଛି ଯେ, ନକହିବା ଭଲ । କେହି ଶୌଚ ପାଇଁ ଗଲେ ଶୌଚ ହେବ କ’ଣ ଏପରି ପରିବେଶ ଦେଖି ଶୌଚ ଆପେଆପେ ବନ୍ଦ ହୋଇଯାଉଛି । ସଂକ୍ରମଣ ଭୟ ଗୋଡାଇବା ସହ ବାନ୍ତି ଓକାଳି ଫେରି ଆସିବାକୁ ପଡୁଛି ।

ଅସୁସ୍ଥ ଦନ୍ତାର ଚାଲିଛି ଚିକିତ୍ସା

ହିନ୍ଦୋଳ ବନାଞ୍ଚଳ ଅନ୍ତର୍ଗତ ଗୁରିଲୋ ଗ୍ରାମର ଏକ ଫିଲ୍ଡରେ ନିକଟସ୍ଥ ଏକ ଦନ୍ତା ହାତୀ ଅସୁସ୍ଥ ହୋଇ ପଡିଥିବା ବେଳେ ତାର ଚିକିତ୍ସା ଜାରି ରହିଥିବା ଜଣା ପଡିଛି । ସୂଚନା ଅନୁଯାୟୀ ୧୫ ବର୍ଷୀୟ ଦନ୍ତାଟି ଫିଲ୍ଡ ନିକଟରେ ପଡିରହିଥିବା ଖବର ପାଇ ସ୍ଥାନିୟ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି

ହୋ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁସୂଚିରେ ସାମିଲ କରିବା ପାଇଁ ବିଶାଳ ଗଣ ଧାରଣା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକର ସମସ୍ତ ଆଦିବାସୀ କୋହ୍ଲ ମୁଣ୍ଡା ଓ "ହୋ" ଅନୁସୂଚିତ ଜନଜାତି ସମ୍ପ୍ରଦାୟ ତରଫରୁ ପାଞ୍ଚ ଦଫା ଦାବି ନେଇ ବିଶାଳ ରାଲି ସହିତ ବ୍ଲକ ସମ୍ମୁଖରେ ଧାରଣା ଓ ପାଞ୍ଚ ଦଫା ନେଇ ଦାବୀପତ୍ର। ପ୍ରଥମେ କଙ୍କଡ଼ାହାଡ଼ ହାଟ ଠାରୁ ବିଶାଳ ଜନସମାଗମ ହୋଇ ମହିଳା ଓ

କାର ତଳେ ଚାପି ହୋଇଗଲା ବାଇକ ,୨ଗୁରୁତର

କାର ତଳେ ଚାପି ହୋଇ ୨ ଗୁରୁତର । ସୋମବାର ଅପରାହ୍ନରେ ଏକ କାର ଯୋଗେ କୋରାପୁଟ ଜିଲ୍ଲା ନୁଆଗୁଡା ଗ୍ରାମର ଶିକ୍ଷକ କୃଷ୍ଣ ଚନ୍ଦ୍ର ପାଢ଼ୀ ନିଜ ପରିବାର ସହ ମା ତାରିଣୀଙ୍କ ଦର୍ଶନ ନିମନ୍ତେ ଯାଉଥିବା ବେଳେ ମନ୍ଦାର ପେଟ୍ରୋଲ ପମ୍ପ ନିକଟରେ ତାଙ୍କ କାରଟି ଗଛରେ ପିଟି ହୋଇ ମନ୍ଦାର ଗାଁ ର ରବି

ବିଶ୍ୱ ପରିବେଶ ଦିବସ ଉପଲକ୍ଷେ ରାଇତଳା ଗ୍ରାମରେ ପ୍ରସ୍ତୁତ ହେଲା ଜୈବଇଟା ଷ୍ଟ୍ରକ୍‌ଚର

ପରିବେଶକୁ ବଞ୍ଚାଇବା ପାଇଁ ପ୍ରତିବର୍ଷ ଜୁନ ୫ ତାରିଖରେ ସାରା ବିଶ୍ୱରେ ସଚେତନତା ଅଭିଯାନ କରାଯାଇଥାଏ । ଏହି ଦିନ ଅନେକ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ଚଳିତ ବର୍ଷ ପ୍ଲାଷ୍ଟିକ ବର୍ଜନ ର ବାର୍ତା ସହ ପ୍ଲାଷ୍ଟିକ ମୁକ୍ତ ଗ୍ରାମ ତିଆରି ଲକ୍ଷରେ ଜାତିସଂଘ ପୁରସ୍କାର

ଖରା ଛୁଟିରେ ମାମୁଁ ଘର ଆସିଥିଲେ ,ଦଳିଦେଲା ହାତୀ

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଳକ୍ ଷଡ଼ଙ୍ଗୀ ବନଖଣ୍ଡ ଅନ୍ତର୍ଗତ ଆରୁହଁ। ଗାଁରେ ହାତୀ ଆକ୍ରମଣରେ ଜଣେ ନାବାଳକ ର ମୃତ୍ୟୁ ହୋଇଛି । ମୃତ ନାବାଳକ ହେଲେ କାଶୀପୁର ଗାଁର ପାପୁ ମଲ୍ଲିକ (୧୫) । ସୂଚନା ଅନୁଯାୟୀ , ପପୁ ନିଜ ମାମୁଁ ଘର ଆରୁହଁ। ଖରାଛୁଟିରେ ବୁଲିବାକୁ ଆସି ,ଗାଁ ନିକଟରେ ଏକ

ବାହାନଗା ରେଳ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲାର ଜଣେ ମୃତ

ବାହାନଗା ଟ୍ରେନ ଦୁର୍ଘଟଣା ରେ ଢେଙ୍କାନାଳ ଜିଲ୍ଲା ଭୁବନ ଗାଁର ଜଣେ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି ।ମୃତକ ହେଲେ ସ୍ବର୍ଗତ ମହାବୀର ପ୍ରସାଦ ଅଗ୍ରୱାଲ ଙ୍କ ବଡ଼ ପୁଅ କ୍ରିଷ୍ଣା କୁମାର ଅଗ୍ରୱାଲ(କାହ୍ନୁ ଭାଇ) ।କାହ୍ନୁ ଭାଇ ହେଉଛନ୍ତି ବରିଷ୍ଠ ଏୟାର ଫୋର୍ସ ଅଧିକାରୀ କମଳ ଅଗ୍ରୱାଲ ଓ

ପୋଡି ପାଉଁଶ ହୋଇଗଲା ରହିବା ଘର ସହ ଗାଈ ଗୁହାଳ

କଥାରେ ଅଛି ଘର ପୋଡି ଠାରୁ ବିପତ୍ତି ନାହିଁ । ଆଜି ଏମିତି କିଛି ଦୁଃଖଦ ଦୃଶ୍ୟ ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଳକ୍ ଅନ୍ତର୍ଗତ କନ୍ଦର ସିଂହା ଗ୍ରାମରେ । ଦିବା ପ୍ରାୟ ୧ ଘଟିକା ସମୟରେ କୌଣଷି କାରଣରୁ ପ୍ରଥମେ ମାୟାଧର ଜେନାଙ୍କ ଗାଈ ଗୁହାଳ ରେ ନିଆଁ ଲାଗି କ୍ରମେ ତାଙ୍କ

ରାତି ଅଧରେ କଲେଜ ରୁ ଲୁଟ

ପରଜଙ୍ଗ ବ୍ଲକ କୁଆଳୁ ପଞ୍ଚାୟତରେ ଥିବା ଅଷ୍ଟଶମ୍ଭୁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରୁବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ଫାଟକ ତାଲା ଭାଙ୍ଗି କମ୍ପ୍ୟୁଟର , ସିସିଟିଭି, ଇନଭର୍ଟର ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଚୋରି କରି ନେଇଛନ୍ତି। କର୍ମଚାରୀ ମାନେ ଚୋରି ସଂକ୍ରାନ୍ତରେ
error: Content is protected !!