ବଳିରୁ କଳି
କେତେ ଥର କହିଲିଣି ,ହେଲେ ମୋ କଥା କିଏ ଶୁଣୁଛି । ହଁ ମୋର ତ ଏ ଘରେ ଓଜନ ନାହିଁ କି କଥାର କିଛି ମୁଲ୍ୟ ନାହିଁ । ଯାହା ବି କହିଲେ ଶୁଣେ କିଏ ? ଏତେ ଅବସ୍ଥା ହେଲା ପରେ ବି ତୁମ ମୁଣ୍ଡକୁ କେବେ ଯାଇ ବୁଦ୍ଧି ଆସିବ ସେ ମା ବନଚଣ୍ଡୀ ହିଁ ଜାଣେ । ମା ଲୋ ମା ବନଚଣ୍ଡି ତୁ ହି ଭରସା !
ଏତେ!-->!-->!-->…
ଦ ଇଣ୍ଡିଆନ ଗୋଲ୍ଡେନ ଆୱାର୍ଡ – ୨୦୨୩ ରେ ସମ୍ମାନିତ ହେଲେ ଅଙ୍କିତା
ଦ ଇଣ୍ଡିଆନ ଗୋଲ୍ଡେନ ଆୱାର୍ଡ - ୨୦୨୩ ରେ ସମ୍ମାନିତ ହେଲେ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ କାବେରା ପଞ୍ଚାୟତ ଦଧିସିଙ୍ଗା ଝିଅ ଅଙ୍କିତା ସାହୁ । କଳାଞ୍ଜଳି ଆଟିଷ୍ଟ୍ରି ଟ୍ରଷ୍ଟ ଏବଂ ଓଡିଶା ସରକାରଙ୍କ ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱର ସ୍ଥିତ ଉତ୍କଳ ମଣ୍ଡପ ରେ ଆୟୋଜିତ ହୋଇଥିବା ଲୋକକଳା!-->…
ଏ ବଡ଼ ଅଡ଼ୁଆ ଧନ୍ଦା
ବାବା ହେବା ମଜା ବାହାରି ପଡ଼ିଲା ଜଟା ଛିଣ୍ଡି ହେଲି ଚନ୍ଦା ହୋ,ଜାଣିଥିଲେ ବାବା ହୋଇ ମୁଁ ନଥାନ୍ତି ଏ ବଡ଼ ଅଡ଼ୁଆ ଧନ୍ଦା ହୋ ।।୦।।
!-->!-->!-->…
ଅଦୃଷ୍ଟ ଈଶ୍ୱର
ବିଶ୍ୱ ବ୍ରହ୍ମାଣ୍ଡର ବୈଭବ ଠାକୁରପରଂବ୍ରହ୍ମ ଜଗନ୍ନାଥଚିର ଜାଗରିତ ଚିନ୍ମୟ ଚେତନାତୁମେ ପଞ୍ଚ ମହାଭୂତ ll
ମାଟିରୁ ଆକାଶ ଅନ୍ତୁଡ଼ିରୁ ଜୁଇକେବଳ ତୁମେ ହିଁ ତୁମେଅଦୃଷ୍ଟ ଈଶ୍ୱର ପ୍ରଭୁ ପରାତ୍ପରବ୍ୟାପୀ ଅଛ ତ୍ରିଭୁବନେ ll
ତୁମ ସର୍ଜନାର ବିନ୍ଦୁଟିଏ ମାତ୍ରକ୍ଷୁଦ୍ର ମୁଁ ଭକତ ଛାରଭାବନାରେ!-->!-->!-->!-->!-->…
ଅନନ୍ତପୁର ପାହାଡ ମଧ୍ୟରେ ଲୁଚି ରହିଛି ହାତୀ ଗିର୍ଜା
ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପୂର୍ବ ପୁରୁଷ କାଳରେ ରାଜା ରାଜୁଡ଼ା ସମୟରେ ରାଜା ମାନେ ଅନେକ କିଛି କୀର୍ତ୍ତି ତିଆରି କରି ଆରପାରିକୁ ଚାଲିଗଲେ ବି ମଧ୍ୟ ଏବେବି ସେହି କୀର୍ତ୍ତି ଗୁଡ଼ିକ ଦେଖିଲେ ମନକୁ ମନ ଅନେକ କୀର୍ତ୍ତି ବଞ୍ଚି ରହିଛି ବୋଲି ମନେ ହୁଏ।
କିନ୍ତୁ ପ୍ରଶାସନଙ୍କ ଦୃଷ୍ଟିରେ!-->!-->!-->…
ପୋଖରୀରେ ବୁଡ଼ି ନାବାଳକର ମୃତ୍ୟୁ
ଗଁଦିଆ ଥାନା ଅନ୍ତର୍ଗତ ମଠତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅଧିନ ଅରାଚୁଆ ଗ୍ରାମରେ ଆଜି ଘଟିଯାଇଛି ଏକ ଅଭାବନୀୟଘଟଣା । ପୋଖରୀ ପାଣିରେ ବୁଡି ଜଣେ ନାବାଳକର ମୃତ୍ୟୁ ହୋଇଛି ।
ସୂଚନା ଅନୁଯାୟୀ ,ଉକ୍ତ ଗ୍ରାମର ରତିକାନ୍ତ ସାହୁଙ୍କର ବଡପୁଅ ଚିରଞ୍ଜିବି ସାହୁ( ୧୨)ଆଜି ସକାଳ ସମୟରେ ଶୌଚ ପାଇଁ!-->!-->!-->…
ଦୁର୍ଘଟଣାରେ ଦାଦା ଓ ପୁତୁରା ଙ୍କ ଚାଲିଗଲା ଜୀବନ
କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଛି । ମୃତକ ୨ଜଣ ହେଲେ ଯାଜପୁର ଜିଲ୍ଲା ଟାଟାମାଇନ୍ସ ଅଞ୍ଚଳର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ।
ସୂଚନା ମୂତାବକ ଉଭୟ ଆଜି ସକାଳେ ବଜାଜ ପଲସର ଗାଡିର କିସ୍ତି ଦେବାକୁ!-->!-->!-->…
ରେଳ ଟ୍ରାକକୁ ହାଇୱା ଖସିବା ଘଟଣା ,୧୫ ଘଣ୍ଟା ବନ୍ଦ ରହିଲା ରେଳ ଚଳାଚଳ
ଅନୁଗୁଳ ସୁକିନ୍ଦା ରେଳ ପଥ ର ଯମୁନାକୋଟ ଠାରେ ଟ୍ରାକ ଉପରକୁ ହାଇୱା ଖସିପଡିବା ଦ୍ୱାରା ୧୫ଘଣ୍ଟା ରେଳ ଚଳାଚଳ ବନ୍ଦ ରହିଥିଲା । ଘଟଣାରୁ ଜଣାପଡିଛି ଯେ ଅନୁଗୁଳ ଜିଲ୍ଲା ବୁଢାପଙ୍କ ଠାରୁ ଢେଙ୍କାନାଳ ଜିଲ୍ଲା ଦେଇ ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ବାଘୁଆପାଳ ପଯ୍ୟନ୍ତ ୯୦.୨୧ କିମି ର ରେଳ ଟ୍ରାକ!-->…
କୂର୍ମଦା ରେ ପୋଡିଗଲା ୨ ବଖରା ଘର
ଭୁବନ ବ୍ଲକ ବାଲିବୋ ପଞ୍ଚାୟତ ର କୂର୍ମଦା ଗ୍ରାମରେ ଗତକାଲି ବିଳମ୍ବିତ ରାତିରେ ବିଦ୍ୟୁତ ସର୍ଟ ସର୍କିଟ ହେତୁ ନିଆଁ ଲାଗି ଦିଲ୍ଲୀପ ଦେହୁରୀ ଙ୍କର ୨ ବଖରା ଘର ପୋଡ଼ିଯାଇଛି । ଅଗ୍ନିଶମ ବାହିନୀ ର କର୍ମଚାରୀ ପହଂଚି ନିଆଁ କୁ ଆୟତ୍ତ କରିଥିଲେ ।
ବାଲିବୋ ରାଜସ୍ବ ନିରୀକ୍ଷକ ରାଜେନ୍ଦ୍ର!-->!-->!-->…
୩୬ପ୍ରାଣୀ ଚିକିତ୍ସିକଙ୍କ ସାମୂହିକ ଇସ୍ତଫା !
ଢେଙ୍କାନାଳ ଜିଲ୍ଲାରେ କାର୍ଯ୍ୟରତ ସିଡିଭିଓଙ୍କ ସହିତ ୩୬ଜଣ ପ୍ରାଣୀ ଚିକିତ୍ସକ ସରକାରଙ୍କ ନିଷ୍ପତିର ପୁନର୍ବିଚାର କରିବା ଦାବି କରି ସାମୂହିକ ଇସ୍ତଫା ଦେଇଥିବାର ଜଣାପଡିଛି । ଫଳରେ ଜିଲ୍ଲାରେ ଗୃହ ପାଳିତ ପଶୁ ପକ୍ଷୀଙ୍କର ଚିକିତ୍ସାରେ ଘୋର ବାଧାପ୍ରାପ୍ତ ହୋଇଛି ।
ସରକାରଙ୍କ ଅଧିନରେ!-->!-->!-->…