ପ୍ରେମ ଯୋଗୁଁ ହତ୍ୟା !
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁ ପାଖ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ଆଜି କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ ହେଉଛନ୍ତି ସେହି ଗ୍ରାମର ମନୋଜ ବିଶ୍ୱାଳ। ପ୍ରେମଜନିତ କାରଣରୁ ପୁଅକୁ ମାରି ଫିଙ୍ଗି ଦେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ମନୋଜ ଗତକାଲି!-->…
ସ୍ୱାଗତୋକ୍ତି ଅନୁରାଗ
ସବୁ ବୈଠକରେ ତୁମେହିଁ ପ୍ରବକ୍ତାତୁମେହିଁ ବିଦଗ୍ଧ ଶ୍ରୋତାସବୁ ମିଳନରେ ତୁମେହିଁ ମାଧୁର୍ଯ୍ୟମୁକୁଳିତ ପ୍ରାଣ ସତ୍ତା ll
ତୁମେହିଁ ଭକ୍ତିର କୋଟି ଫୁଲହାରମଧୁମୟ ନିବେଦନଘେନ ପ୍ରଭୁ ମୋର ଶ୍ରଦ୍ଧାର ଅଞ୍ଜଳିଭାବମୟ ସମର୍ପଣ ll
ଶରଧା ବାଲିର ମହକ ମଞ୍ଜୁଳଅସ୍ପଷ୍ଟ ସେ ପଦ ରେଣୁଯିବା ଆସିବାର!-->!-->!-->!-->!-->…
ରୋଗୀ ଆଣିବାକୁ ଯାଇ ଓଲଟିଲା ୧୦୮ ଆମ୍ବୁଲାନ୍ସ, ୩ ଆହତ ସୂଚନା
ଭାରସାମ୍ୟ ହରାଇ ପୋଲ ତଳକୁ ଓଲଟିଲା ୧୦୮ ଆମ୍ବୁଲାନ୍ସ, ଆମ୍ବୁଲାନ୍ସରେ ଥିବା ୩ କର୍ମଚାରୀ ଆହତ । ସୂଚନା ଅନୁଯାୟୀଶ୍ରୀରାମଚନ୍ଦ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଥିବା ଆମ୍ବୁଲାନ୍ସ ଟି ଆଜି ସକାଳେ ଜଣେ ରୋଗିକୁ ଆଣିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲ ତଳକୁ ଓଲଟି!-->!-->!-->…
ଜବରଦଖଲ ହଟାଇ ପାରୁନାହାନ୍ତି ଅଧିକାରୀ, ପାର୍କିଂ ଚାଲାଣ କାଟି ବେଫିକର ଟ୍ରାଫିକ ପୋଲିସ
ଗୋଟିଏପଟେ ଚାଲିଛି ଶୋଭାଯାତ୍ରା ଡିଜେବାଜା ରେ କମ୍ପୁଛି ଚତୁର୍ଦିଗ ନାଚଗୀତ ରେ ମସଗୁଲ ଶୋଭାଯାତ୍ରାରେ ଆସିଥିବା ବ୍ୟକ୍ତି । ହେଲେ ଭିଡର ଅନ୍ୟପଟେ ବିକଟାଳ ଚିତ୍ର, ଫସିରହିଛି ଆମ୍ବୁଲାନ୍ସ କାକୁତି ମିନତୀ ହୋଇ ଖୋଜୁଛି ବାଟ ଡିଜେ ସାଉଣ୍ଡ ରେ ସତେଯେପରି ଫିକା ପଡିଯାଉଛି ଆମ୍ବୁଲାନ୍ସର!-->!-->!-->…
ବି.ବି.ହାଇସ୍କୁଲ ୧୯୮୦ ବ୍ୟାଚର ବନ୍ଧୁମିଳନ ଅନୁଷ୍ଠିତ
ଢେଙ୍କାନାଳର ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ୧୯୮୦ ବ୍ୟାଚ୍ ର ବନ୍ଧୁମିଳନ - 'ମୋ ସ୍କୁଲ ଅଭିଯାନ'ର ଆଲୁମିନି -ବିଦ୍ୟାଳୟ ଯୋଡ଼ କାର୍ଯ୍ୟକ୍ରମ -୨୦୨୩ ବି.ବି.ହାଇସ୍କୁଲ୍ ,ଢେଙ୍କାନାଳ ପରିସରରେ ଓ ସ୍ଥାନୀୟ ଗଣେଶ ମଣ୍ଡପରେ କୋଭିଡ-୧୯ ନିୟମସବୁକୁ ଅନୁପାଳନକରି ମହା ସମାରୋହରେ!-->!-->!-->…
ଗାଡି ଧକ୍କାରେ ବାପା ମୃତ, ପୁଅ ଗୁରୁତର
ତୁମୁସିଙ୍ଗା ଥାନା ସୋଗର ଗ୍ରାମର ଅକ୍ଷୟ ସାହୁ ଓ ପୁଅ ଆଶିଷ ସାହୁ ଉଭୟ ଆଜି କୌଣସି କାମ ନେଇ ବାଇକ୍ ଯୋଗେ ପଣ୍ଡୁଆ ବଜାରକୁ ଆସିଥିଲେ, କାମସାରି ଘରକୁ ଫେରୁଥିବା ବେଳେ ଏକ ଅଜଣା ଗାଡି ତାଙ୍କ ବାଇକକୁ ସାଳୁଆ ଛକ ନିକଟରେ ଧକ୍କା ଦେଇଥିଲା।
ଫଳରେ ବାପ ପୁଅ ଘଟଣା ସ୍ଥଳରେ ଗୁରୁତର ଅବସ୍ଥାରେ!-->!-->!-->…
କୂଅରେ ପଡି ନାବାଳକର ମୃତ୍ୟୁ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ସରଦେଇପୁର ଗ୍ରାମରେ ଅଘଟଣ କୂଅରେ ପଡି ଚାଲିଗଲା ୧୨ ବର୍ଷୀୟ ବାଳକର ଜୀବନ ।
ସୂଚନା ଅନୁଯାୟୀ ତୁମୁସିଙ୍ଗା ଥାନା ବୋଲୁଅ ଗ୍ରାମର ଶୁଭମ ନାୟକ (୧୨) ଯାତ୍ରା ଦେଖିବାକୁ ନିଜ ପରିବାର ସହ ମାମୁଘର ସରଦେଇପୁରକୁ ଆସିଥିଲେ । ବିଳମ୍ବିତ ରାତିରେ!-->!-->!-->!-->!-->…
ସିଫା ପକ୍ଷରୁ ଦିନିକିଆ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ଆଲୋଚନା ଚକ୍ର
କେନ୍ଦ୍ରୀୟ ଜଳଜୀବ ପାଳନ ସଂସ୍ଥା ( ସିଫା ) ପକ୍ଷରୁ ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ରାଇତଳା ଗ୍ରାମରେ ବୈଜ୍ଞାନିକ ଏବଂ ମତ୍ସ୍ୟଚାଷୀ ଙ୍କ ମଧ୍ୟରେ ଏକ ଆଲୋଚନା ଚକ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ସିଫା ପକ୍ଷରୁ ଜି.ଏସ ସାହା ପ୍ରିନ୍ସିପାଲ!-->…
ଶହୀଦ ଦେବାଶିଷଙ୍କ ପାଇଁ ଶ୍ରଦ୍ଧାଞ୍ଜଳି
ଗୋଟିଏ ମାଆର,କୋଳ ଶୂନ୍ୟ କରି,ଦେବାଶିଷ ତୁମେ ଚାଲିଗଲ,ଭାରତ ମାତାର, ସୁଯୋଗ୍ୟ ସନ୍ତାନ,ଦେଶ ପାଇଁ ନାମ ରଖିଗଲ।ଜାମ୍ମୁ କାଶ୍ମୀରର,ପୁଞ୍ଚ ଅଞ୍ଚଳରେ,ଆତଙ୍କବାଦୀ ଙ୍କ ବର୍ବରତା,ପାଞ୍ଚ ଜବାନଙ୍କ,ପ୍ରାଣ ଚାଲିଗଲା,ଦେଶବ୍ୟାପୀ ଏକ ଶୋକବାର୍ତ୍ତା।
ସତ୍ୟବାଦୀ ମାଟି, ଖଣ୍ଡାୟତ ସାହି,ଧନ୍ୟ ହୋଇଗଲା!-->!-->!-->…
ପ୍ରାଣୀ ବିଜ୍ଞାନ ବିଭାଗର ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା
ଢେଙ୍କାନାଳ ଜିଲ୍ଲା ଯୋରନ୍ଦା ମହିମା ମହାବିଦ୍ୟାଳୟ ପରିସରରେ ପ୍ରାଣୀ ବିଜ୍ଞାନ ବିଭାଗ ତରଫରୁ ଶେଷ ବର୍ଷର ଛାତ୍ରଛାତ୍ରୀ ନିମନ୍ତେ ଏକ ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି ।
ବିଭାଗୀୟ ମୁଖ୍ୟ ପ୍ରାଧ୍ୟାପକ ଶ୍ରୀ ଜିତେନ୍ଦ୍ରିୟ ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ!-->!-->!-->…