News
lipub
samparksetu

ପୂର୍ତ୍ତ ବିଭାଗ ଚେକ ଡ୍ୟାମ ଭାଙ୍ଗିଲେ ମହିଳା

ଓଡ଼ିଶା ସରକାର ଙ୍କ ପୂର୍ତ୍ତ ବିଭାଗ ର ଭୁଲ ନିଷ୍ପତ୍ତି ହେତୁ ଦୀର୍ଘ ବର୍ଷ ଧରି ମଇଳା ପାଣି ରେ ଘାଣ୍ଟି ହେଉଥିବା ମହୁଲପାଳ ର ମହିଳା ମାନେ ଏକଜୁଟ ହୋଇ ପୂର୍ତ୍ତ ମନ୍ତ୍ରୀ ଙ୍କ ଦ୍ୱାରା ନିର୍ମିତ ହୋଇଥିବା ଚେକ ଡ୍ୟାମ କୁ ହାମରରେ ପିଟି ଭାଙ୍ଗିଛନ୍ତି ଗ୍ରାମବାସୀ । ଆଗାମୀ ଦିନରେ ପୂର୍ତ୍ତ

ପୁଣି ଢେଙ୍କାନାଳ ସହର ନିକଟରେ ସେକ୍ସ ରାକେଟ ଠାବ: ଜଣେ ରାଣୀ ମହୁମାଛି ଏବଂ ଜଣେ ଯୁବତୀ ସହ ୪ ଗ୍ରାହକ ଗିରଫ

ଢ଼େଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ଆନନ୍ଦନଗର ସ୍ଥିତ ଏକ ଘରେ ପୋଲିସ ପକ୍ଷରୁ ଚଢ଼ାଉ ହୋଇଥିବା ବେଳେ, ସମ୍ପୃକ୍ତ ଘରେ ସେକ୍ସ ରାକେଟ ଚାଲୁଥିବାର ଜଣାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ଆନନ୍ଦ ନଗର ଅଞ୍ଚଳରେ ନିଜକୁ ସ୍ୱାମୀ ସ୍ତ୍ରୀର ପରିଚୟ ଦେଇ ଏକ ଘରଭଡା ନେଇଥିଲେ । ଦୀର୍ଘ

କେନ୍ଦୁ ପତ୍ର କର୍ମଚାରୀଙ୍କ ପାଞ୍ଚ ଦଫା ଦାବି ନେଇ ଅଫିସ୍ ସମ୍ମୁଖରେ ଧାରଣା

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ କେନ୍ଦୁ ପତ୍ର କର୍ମଚାରୀଙ୍କ ଅଫିସ୍ ସମ୍ମୁଖରେ ଧାରଣା ଦେଲେ କେନ୍ଦୁ ପତ୍ର କର୍ମଚାରୀ। ଖରା ବର୍ଷା ପାଣି ପବନ ଶୀତ କାକର ନ ସହି ମହିଳା ଓ ପୁରୁଷ ମାନେ କେନ୍ଦୁ ପତ୍ର ସଂଗ୍ରହ କରି ଥାଆନ୍ତି। କେନ୍ଦୁ ପତ୍ର ସଂଗ୍ରହ କରୁଥିଲେ ମଧ୍ୟ ଉଚିତ୍ ମୂଲ୍ୟ ମିଳି

ନେଉଳପୋଇ ଉଚ୍ଚବିଦ୍ୟାଳୟର ଅବସର କାଳୀନ ସଭା

ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକ ଅନ୍ତର୍ଗତ ନେଉଳପୋଇ ଗ୍ରାମ ପାଞ୍ଚୟତର ଚନ୍ଦ୍ରଶେଖର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା ଓ କନିଷ୍ଠ ସହାୟକ ଶ୍ରୀଯୁକ୍ତ ଉଗ୍ରେସନ ଗଡ଼ନାୟକଙ୍କ ଅବସର କାଳୀନ ସଭା ଅନୁଷ୍ଠିତ ହୋଇଯାଇଛି l ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର

ଶ୍ରୀ ଚନ୍ଦ୍ର ଶେଖରଜୀଉଙ୍କ ଚନ୍ଦନ ଯାତ୍ରା ଭିନ୍ନ ଏକ ପରମ୍ପରା

ଢେଙ୍କାନାଳ ଜିଲ୍ଲା କପିଳାସ ସ୍ଥିତ ଶ୍ରୀ ଚନ୍ଦ୍ରଶେଖର ଜୀଉଙ୍କ ଚନ୍ଦନ ଯାତ୍ରା ଏକ ଭିନ୍ନ ପରମ୍ପରାରେ ପ୍ରଚଳିତ ହୋଇଆସୁଛି। ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଉଥିବା ଚନ୍ଦନ ଯାତ୍ରାରେ ଠାକୁରଙ୍କ ବିଜେ ପ୍ରତିମା ଭାବରେ କେବଳ ମଦନ ମୋହନ ଚାପ ଖେଳିଥିବା ବେଳେ କପିଳାସ ପୀଠର ଚଳନ୍ତି ପ୍ରତିମା

ବ୍ଳକ୍ ଅଫିସରୁ ବିଡିଓ ନିଖୋଜ !

ଅଫିସ ଖୋଲା ନାହାନ୍ତି ଅଫିସର । ଘଣ୍ଟାଘଣ୍ଟା ଧରି କାର୍ଯ୍ୟାଳୟ ଆଗରେ ଅପେକ୍ଷା କରୁଛନ୍ତି ଲୋକ । ଲୋକେ ଦୂର ଦୂରାନ୍ତରୁ ଆସି ବିଡ଼ିଓଙ୍କ ଅପେକ୍ଷା କରି ଶେଷରେ ନିରାଶ ହେବାକୁ ପଡୁଛି । ଯାହାକୁ ନେଇ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଢେଙ୍କାନାଳ ଜିଲ୍ଲା ଗଁଦିଆ ବ୍ଲକରେ ସରକାରୀ

ସଡ଼କ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ

ଢେଙ୍କାନାଳ ଜିଲ୍ଲା ସଦର ଥାନା ବଳଦିଆବନ୍ଧ ଠାରେ ୫୫ନମ୍ବର ଜାତୀୟ ରାଜପଥ ଉପରେ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ କଣ୍ଟେଇକୋଳିଆ ଗ୍ରାମର ସୁରେନ୍ଦ୍ର ଦାସ (ପିଣ୍ଟୁ) ଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁଯାୟୀ , ପିଣ୍ଟୁ ନିଜ ବାଇକ ଯୋଗେ ଘରକୁ ଫେରୁଥିବା ବେଳେ ବଳଦିଆବନ୍ଧ ଠାରେ କଟକ ଆଡୁ

ନୂଆପାଟଣା ଗ୍ରାମରେ ଜଳକଷ୍ଟ

ହିନ୍ଦୋଳ ଉପଖଣ୍ଡ ନୂଆପାଟଣା ଗ୍ରାମରେ ଦୂଷିତ ଜଳ ପିଇବା ହେତୁ ଲୋକମାନେ କିଡନୀ ରୋଗରେ ଆକ୍ରାନ୍ତ ହେଉଥିବା ଅଭିଯୋଗ ହୋଇଛି । ଗାଁର ତଅଁଳା ସାହିରେ ଗୋଟିଏ ମାତ୍ର ନଳକୂପ ରହିଛି । ଯେଉଁଥିରୁ ଦୂଷିତ ହଳଦିଆ ରଙ୍ଗର ପାଣି ସହିତ ଲୁହାଗୁଣ୍ଡ ବାହାରୁ ଥିବାର ଗ୍ରାମବାସୀ କହିଛନ୍ତି । ଏହି

ଜିଲ୍ଲା ଭାରତୀୟ ମଜଦୁର ସଂଘ ପକ୍ଷରୁ ଦାବିପତ୍ର

କେନ୍ଦ୍ରୀୟ ବି.ଏମ.ଏମ୍ ର ନିଷ୍ପତି କ୍ରମେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୪ଦଫା ଦାବିପତ୍ର ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘ ତରଫରୁ ଜିଲ୍ଲାପାଳଙ୍କ ମାଧ୍ୟମରେ ପ୍ରଦାନ କରାଯାଇଛି । ଏହି ଦାବିପତ୍ର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲ୍ଲାପାଳ ଉଦୟନାଥ ମହାପାତ୍ର ଙ୍କୁ

କପିଳାସ ପୀଠରେ ଯାତ୍ରୀଙ୍କ ବିଶ୍ରାମ ଗାରରେ ଚାଲିଛି ଆନନ୍ଦବଜାର

ଢେଙ୍କାନାଳ ଜିଲ୍ଲାର ଗଁଦିଆ ବ୍ଲକ ସ୍ଥିତ ବିଶ୍ୱପ୍ରସିଦ୍ଧ କପିଳାସ ପୀଠ ଠାରେ ପୂଜା ପାଉଥିବା ବାବା ଶ୍ରୀଶ୍ରୀ ଚନ୍ଦ୍ରଶେଖର ଜୀଉ ଙ୍କର ଦର୍ଶନ ପାଇଁ ପ୍ରତିଦିନ ଏଠାକୁ ସ୍ଥାନୀୟ ଜନସାଧାରଣ ମାନଙ୍କଠାରୁ ଜିଲ୍ଲା ତଥା ଜିଲ୍ଲା ବାହାର ଓ ରାଜ୍ୟ ବାହାରୁ ପ୍ରତିଦିନ ସହସହ ସଂଖ୍ୟରେ ଭକ୍ତମାନେ
error: Content is protected !!