ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ କର୍ମଚାରୀ
ରେଲୱେ ଇଲେଭେନ କେଭି ତାର ସଂସ୍ପର୍ଶରେ ଆସି ଜଳିଗଲେ କର୍ମଚାରୀ ।ମୃତକ ଜଣଙ୍କ ହେଲେ କଲିକତା ମୃସିଦାବାଦର ମିଲନ କୁମାର।ଢେଙ୍କାନାଳ ଷ୍ଟେସନ ନିକଟସ୍ଥ ରାମେଶ୍ୱରପୁର ନିକଟରେ କାମ କରୁଥିବା ବେଳେ ଘଟିଛି ଅଘଟଣ।ଡବଲ ରେଳ ଲାଇନ ଟ୍ରାକ ପାଇଁ ମାପଚୁପ କାମ କରୁଥିଲେ ମିଲନ।ହାତରେ ଥିବା ଆଲୁମିନିୟମ!-->…