ମେଗାଜଳ ପ୍ରକଳ୍ପରେ ଅନିୟମିତତା
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ଓଡାପଡା ବ୍ଲକ ପାଇଁ ତତ୍କାଳୀନ ରାଜ୍ୟ ସରକାର ୨୦୨୨ମସିହାରେ ବ୍ରାହ୍ମଣିନଦୀରୁ ଛ'ଶହ କୋଟିଟଙ୍କାର ମେଗା ପାନୀୟଜଳ ପ୍ରକଳ୍ପ ଆରମ୍ଭ କରିଥିଲେ ଏବଂ ସେହିଦିନଠାରୁ କାର୍ଯ୍ୟମଧ୍ୟ ଚାଲୁରହିଛି।ବ୍ରlହ୍ମଣି ନଦୀର ମେନ ଷ୍ଟ୍ରଶ୍ଚରରୁ ଭାୟା ଗୌଡ଼କାଟେଣୀ ଦେଇ!-->…