ମହାତ୍ମା ଗାନ୍ଧୀ ଔଷଧୀୟ ଅରଣ୍ୟ କୁ ଉଦଘାଟନ କଲେ ମନ୍ତ୍ରୀ
କାମାକ୍ଷାନଗର ମେନରୋଡ୍ ଠାରେ ମହାତ୍ମାଗାନ୍ଧୀ ଔଷଧୀୟ ଅରଣ୍ୟ କୁ ଆଜି ଖଣି ଇସ୍ପାତ୍ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ମଲ୍ଲିକ ଉଦଘାଟନ କରିଛନ୍ତି।
କାମାକ୍ଷାନଗର ସହରବାସୀ ଙ୍କୁ ଏଠାରେ ସତେଜ୍ ଦୁଗ୍ଧ, ସବୁଜ ପନିପରିବା ସାଙ୍ଗକୁ ବିଭିନ୍ନ ପ୍ରକାରର ଫୁଲ ,ଫଳ ଗଛ!-->!-->!-->…
ଉତ୍କଳ ମଣି ନାମେ ହେଲ ଖ୍ୟାତ
ପୁରୀ ଜିଲ୍ଲାର ସୁଆଣ୍ଡୋ ଗ୍ରାମେତୁମେ ହୋଇଥିଲ ଜାତଉତ୍କଳ ଜନଙ୍କ ସେବା ପାଇଁଉତ୍କଳ ମଣି ନାମେ ହେଲ ଖ୍ୟାତ।ସେଦିନ ଶୁଭିଲା ଦୁଆରେ ତୁମ୍ଭରକାହାର ଆରତ ନାଦଖାଇବା ପତରୁ ଉଠିଯାଇ ତୁମେଠିଆ ହୋଇଗଲ ଆଗ।
ଦୁଃଖୀ ଲୋକଟିଏ ଦେଖିଦେଲେତୁମ ଆଖିରୁ ଝରଇ ଲୁହଭୋକିଲା ଲୋକର ଶୁଖିଲା ମୁହଁ କୁଦେଖି!-->!-->!-->…
ଆଉଟ ସୋର୍ସିଙ୍ଗ ବ୍ୟବସ୍ଥା ଉଚ୍ଛେଦ ଦାବି
ଢେଙ୍କାନାଳ ଜିଲ୍ଲା ତଥା ରାଜ୍ୟରେ କାର୍ଯ୍ୟରତ ଆଉଟ ସୋର୍ସିଙ୍ଗ ବ୍ୟବସା୍ଥକୁ ଉଚ୍ଛେଦ କରିବାକୁ ସଙ୍ଘ ତରଫରୁ ଦାବି କରାଯିବା ସହିତ ଏ ମର୍ମରେ ଏକ ଦାବିପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି ।ରାଜ୍ୟ ସରକାରଙ୍କ ଜିଲ୍ଲା ଏବଂ ମୁଖ୍ୟ କାର୍ଯ୍ୟ।ଳୟ ଗୁଡିକରେ ଆଉଟ ସୋର୍ସିଙ୍ଗ!-->…
ଶିକ୍ଷକ ନିଯୁକ୍ତିକୁ ନେଇ ୪ଦିନରେ ଧାରଣା
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଳକ ମହାବିରୋଡ ଜନପ୍ରଭା ହାଇସ୍କୁଲ ରେ ଶିକ୍ଷକ ସମସ୍ୟା ଓ ଜନୈକ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ଫାଟକରେ ତାଲା ପକାଇ ଅଭିଭାବକ ଓ ଛାତ୍ରଛାତ୍ରୀମାନେ ଗତ ୪ ଦିନ ଧରି ଧାରଣାରେ ବସିଥିଲେ ମଧ୍ୟ ବର୍ତ୍ତମାନ ସୁଧା କୌଣସି ସମାଧାନ ହୋଇନଥିବାର ଜଣାପଡିଛି ।
!-->!-->…
୧୬୦ ମିଟର ବିଶିଷ୍ଟ ଚିମିଣି ଭlଙ୍ଗିବାର ପ୍ରୟାସ ହେଲା ବିଫଳ
ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ ଖଡ଼ଗ ପ୍ରସାଦ ଠାରେ ଗଢି ଉଠିଥିବା ଲାନକୋ ପାୱାର ପ୍ଲାଣ୍ଟ ର ଚିମିଣି ବ୍ଲାଷ୍ଟ କରିବା ପାଇଁ ସ୍ଥାନୀୟ ପ୍ରଶାସନ ଏବଂ କମ୍ପାନୀ ପକ୍ଷରୁ ଉଦ୍ୟମ ଆଜି ବିଫଳ ହୋଇଛି ।
ଏହି ବିସ୍ପୋରଣ ପାଇଁ ଏକ ସ୍ୱତନ୍ତ୍ର ବିଶେଷଜ୍ଞ ଟିମ ନିୟୋଜିତ ଥିଲେ ,ଚିମିଣି ର ଉଚତା!-->!-->!-->…
ହିନ୍ଦୋଳ ଏନଏସି ରେ ନୂତନ ଦୋକାନ ଗୃହ ଆବଣ୍ଟନ
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନଏସି ରେ ଆଜି ନୂତନ ଦୋକାନ ଗୃହ ଆବଣ୍ଟନ ହୋଇଛି l ହିନ୍ଦୋଳ ବିଧାୟିକା ଶ୍ରୀମତୀ ସିମାରାଣୀ ନାୟକଙ୍କ ଉଦ୍ୟମରେ ହିନ୍ଦୋଳ ଏନ ଏ ସି ତରଫରୁ ସ୍ଥାନୀୟ ମେଡିକାଲ ଛକ,ଗୋପବନ୍ଧୁ ଛକ ଓ ଲଷ୍ମୀବଜାରରେ ପ୍ରାୟ ତେର ଗୋଟି ଦୋକାନ ଗୃହ ନିର୍ମିତ ହୋଇଥିଲା l
!-->!-->!-->…
କେଉଁଠି ଥୋଇବି ଅତୀତକୁ ମୋର ?
ଜୀବନେ ମୋହର କେତେ ଝଡ଼ ଝଞ୍ଜାଅତିବାହିତ ହୋଇଛି,କେଉଁଠି ଥୋଇବି ଅତୀତକୁ ମୋରନୀରବେ ବସି ଭାବୁଛି ?
ସତେକି ସମୟ କାଳ ସାଜିଥିଲାନିର୍ଦ୍ଦୋଷେ ଦଣ୍ଡିତ କଲା,କାହିଁକି ଏମିତି ହୋଇଲା ମୋ ସାଥେଭବିଷ୍ୟତ ନଷ୍ଟ ହେଲା ?
ନିର୍ଦ୍ଦୋଷେ ଭୋଗିଲି ରାଜ ମାନଦଣ୍ଡକଳଙ୍କ ଲାଗିଲା ନାମେ,କାହାର କି ଦୋଷ!-->!-->!-->!-->!-->…
୧୭ଦିନ ହେବ ନିଖୋଜ ଥିଲେ ;ଝୁଲନ୍ତା ଅବସ୍ଥାରେ ଜଙ୍ଗଲ ରୁ ମିଳିଲା ମୃତଦେହ !
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ଥାନା କଣ୍ଟାପାଳ ଗ୍ରାମର ମନ୍ଦିର ମହାଖୁଡ଼ (୬୭) ଆଜିକୁ ପ୍ରାୟ ୧୭ଦିନ ହେବ ନିଖୋଜ ଥିଲେ । ପରିବାର ଲୋକ ଏବଂ ଗ୍ରାମବାସୀ ମିଶି ବହୁତ ଖୋଜା ଖୋଜି ପରେ ଆଜି ତାଙ୍କର ମୃତଦେହ ତୁମୁସିଙ୍ଗା ଥାନା ମହୁଲଡଗର ନିକଟସ୍ଥ ରାଧିଗାଡ଼ ଜଙ୍ଗଲ!-->…
ଗୋହିରା ଅଣ୍ଡର ଗ୍ରାଉଣ୍ଡ ବୋରିଂ କାମ ବନ୍ଦ , ଶ୍ରମିକ ପାଇନାହାନ୍ତି ପାରିଶ୍ରମିକ
ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ଜୟପୁର ଠାରେ ନିର୍ମାଣାଧିନ ଗ୍ୟାସ ପାଇପ ଲାଇନର ଗୋହିରା ଅଣ୍ଡର ଗ୍ରାଉଣ୍ଡ ବୋରିଂ (ଟନେଲ)କାମ ବନ୍ଦ। ଠିକାଦାର ଟଙ୍କା ପାଇନଥିବାରୁ ଶ୍ରମିକମାନେ ମଧ୍ୟ ପାଇ ନାହାନ୍ତି ପାରିଶ୍ରମିକ। ଘଟଣାରୁ ପ୍ରକାଶ ଗେଲ ଇଣ୍ଡିଆ ପକ୍ଷରୁ ୨୦୧୮ ମସିହାରୁ ଗ୍ୟାସ!-->…
ଅଷ୍ଟମୀ ଭାରକୁ ନେଇ ବିଷ ପିଇଲେ ଦମ୍ପତି !
ପ୍ରଥମାଷ୍ଟମୀ ରେ ଅଘଟଣ , କୀଟନାଷକ ଓୌଷଧ ପିଇ ସ୍ବାମୀ ସ୍ତ୍ରୀ କଲେ ଆତ୍ମହତ୍ୟା ଉଦ୍ୟମ । ଏପରି ଘଟଣା ଦେଖିବାକୁ ମିଳିଛି ଭୁବନ ଥାନା ଅନ୍ତର୍ଗତ ମୁରୁଗା ଗ୍ରାମରେ । ଖବର ନେବାରୁ ଜଣାପଡିଛି ଯେ ଗ୍ରାମର ସୁଜନ ନାଏକ (୪୦) ସ୍ତ୍ରୀ ମାନସୀ ନାଏକ (୩୫) । ଗତକାଲି ସନ୍ଧ୍ୟା ସମୟରୁ ଦୁହିଁଙ୍କ!-->…