ଭସାଣି ଉତ୍ସବରେ ଗଣ୍ଡଗୋଳ ୨ ଜଣଙ୍କ ମୁଣ୍ଡ ଫାଟିଲା;ଡିଜେ ଅଟକ, ୨ ଗିରଫ
ଭୁବନ ଏନଏସି ଚଣ୍ଡିକ ସାହି ର କାର୍ତ୍ତିକେଶ୍ୱର ଭସାଣି ଉତ୍ସବରେ ବ୍ରାହ୍ମଣୀ ଦେବୀ ଛକ ଠାରେ ଗଣ୍ଡଗୋଳ ଘଟି ୨ ଜଣଙ୍କର ମୁଣ୍ଡ ଫାଟିଥିବା ବେଳେ ଡିଜେ ଗାଡି କୁ ଅଟକ ରଖି ୨ଜଣଙ୍କୁ ଗିରଫ କରିଛି ପୋଲିସ ।
ଜାମିନ ଆବେଦନ ନାମଜୁର ହେବାରୁ ସେମାନଙ୍କୁ କାମାକ୍ଷାନଗର ଜେଲକୁ ପଠା ଯାଇଥିବାର!-->!-->!-->…
ପ୍ରଥମାଷ୍ଟମୀ ଭାବନା
ମାସ ମଧ୍ୟେ ସାର ମାସ ମାର୍ଗଶୀରଗୀତାରେ ଅମୃତ ବାଣୀକୃଷ୍ଣପକ୍ଷେ ସ୍ଥିତି ଆଦ୍ୟ ପ୍ରଥମୀଟିପବିତ୍ର ପ୍ରଥମାଷ୍ଟମୀ ।୧।
ଜ୍ୟେଷ୍ଠ ଶ୍ରେଷ୍ଠ ପାଇଁ ସମର୍ପିତ ଏଇପ୍ରଥମକୁ ଶ୍ରେଷ୍ଠ ମାନିପ୍ରଥମର ସୁଖ ସଂସାରେ ଅଧିକଅନୁଭବେ ସର୍ବେ ଜାଣି ।୨।
ପ୍ରତି ଗୃହେ ଗୃହେ ତାଙ୍କ ପୂଜା ହୁଏନବ ବସ୍ତ୍ରେ!-->!-->!-->!-->!-->…
ପରଜଙ୍ଗ କ୍ରିକେଟ କ୍ଲବର ଫାଇନାଲ ମ୍ୟାଚ ଅନୁଷ୍ଠିତ ,ସିଂହଡା ବିଜୟୀ
ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଅନ୍ତର୍ଗତ ପରଜଙ୍ଗ ପଞ୍ଚାୟତ ପରଜଙ୍ଗ କ୍ରିକେଟ କ୍ଲବ୍ ଆନୁକୂଲ୍ୟରେ ପରଜଙ୍ଗ ଖେଳ ପଡିଆ ଠାରେ ଚାଲିଥିବା କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି । ଫାଇନାଲ ମ୍ୟାଚ କନ୍ତାଇପୂଟ ଟିମ୍ ଓ ସିଂହଡା ମଧ୍ୟରେ ଅନୁଷ୍ଠିତ ହୋଇଥିଲା ।
!-->!-->!-->…
ପାରିବାରିକ କଳହ ରୁ ଚାଲିଗଲା ଜୀବନ !
ଢ଼େଙ୍କାନାଳ ଜିଲ୍ଲା ତୁମୁସିଂହା ଗ୍ରାମ ର ମିଥୁନ ବେହେରା (୩୦) ନାମକ ଯୁବକ ଆଜି ସକାଳେ ଘରୋଇ କଳି ଯୋଗୁ ନିଜ ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି।ଖବର ପାଇ ତୁମୁସିଂଗା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ମିଥୁନ କୁ କାମାକ୍ଷାନଗର ମେଡିକାଲ କୁ ପଠାଇ ଥିଲେ।
ଡାକ୍ତର ସେଠାର!-->!-->!-->…
ରାଜ୍ୟସ୍ତରୀୟ କଳାଉତ୍ସବରେ ଢେଙ୍କାନାଳରୁ ପାଞ୍ଚ ସାମିଲ
ରାଜ୍ୟସ୍ତରୀୟ କଳାଉତ୍ସବରେ ଢେଙ୍କାନାଳ ଜିଲ୍ଲାରୁ ପାଞ୍ଚଜଣଙ୍କୁ ଚୟନ କରାଯାଇଛି ସେମାନେ ହେଲେ ସୌମ୍ୟଶ୍ରୀ ପଟ୍ଟନାୟକ ,ବି .ବି .ହାଇସ୍କୁଲ ଲୋକ ନୃତ୍ୟରେ ପ୍ରଥମ ହୋଇ କେନ୍ଦ୍ରୀୟ ସ୍ତରକୁ ଚୟନ ହୋଇଛନ୍ତି ।ବର୍ଷା ପ୍ରିୟଦର୍ଶିନୀ ପତି ସୋଲ ଆକଟିଂଗରେ ଦ୍ୱିତୀୟ , ସରକାରୀ ବାଳିକା ଉଚ୍ଚ!-->…
ହାଇୱା ଧକ୍କା ରେ ୧୦୮ ଚେପା
୫୩ ନଂ ଜାତୀୟ ରାଜପଥ ରେ ବେପରୁଆ ଗାଡି ଚାଳନା ଯୋଗୁ ୧୦୮ ଆମ୍ବୁଲାନ୍ସ ଗାଡିକୁ ଧକ୍କା ଦେଇଛି ଏକ ପାଉଁଶ ବୋଝଇ ହାଇୱା ।ଫଳରେ ଜୀବନ ରକ୍ଷା କରିବାକୁ ଯାଇଥିବା କର୍ମଚାରୀ ଙ୍କ ଜୀବନ ସିନା ରକ୍ଷା ପାଇଯାଇଛି ହେଲେ ଚେପା ହୋଇଯାଇଛି ଆମ୍ବୁଲାନ୍ସ ।
ଘଟଣା ଟି ଘଟିଛି ଭୁବନ ଥାନା ଠାରୁ ମାତ୍ର!-->!-->!-->…
ଯୋଗ୍ୟତା ଅନୁସାରେ ଦରମା ସଂଶୋଧନ ଦାବି
ଢେଙ୍କାନାଳ ଜିଲ୍ଲା ଓଡ଼ିଶା ଅମଲା ସଙ୍ଘ ଶାଖା ତରଫରୁ ରାଜ୍ୟ ସଙ୍ଘର ଆହ୍ୱାନରେ ଯୋଗ୍ୟତା ଅନୁସାରେ ଦରମା ସଂଶୋଧନ ଦାବିରେ ଏକ ସ୍ମାରକ ପତ୍ର ଜିଲ୍ଲାପାଳଙ୍କ ଜରିଅ।ରେ ମୁଖ୍ୟ ମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଅରୁଣ କୁମାର ବଳିଆରସିଂହଙ୍କ ନେତୃତରେ ଅନୁଷ୍ଠିତ!-->…
ଓଡିଶା ସ୍ୱାସ୍ଥ୍ୟ ଠିକା କର୍ମଚାରୀଙ୍କୁ ନିୟମିତ ନିଯୁକ୍ତି ଦାବି
ଢେଙ୍କାନାଳ ଜିଲ୍ଲାରେ ଓଡିଶା ସ୍ୱସ୍ଥ୍ୟ ଠିକା କର୍ମଚାରୀ ମହାସଙ୍ଘ ତରଫରୁ ସରକାରଙ୍କ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ,ଜାତୀୟ ସ୍ୱାସ୍ଥ୍ୟ ମିଶନ, ଜାତୀୟ ଏଡସ ନିରାକରଣ କାର୍ଯ୍ୟକ୍ରମରେ କାର୍ଯ୍ୟରତ ଠିକା କର୍ମଚାରୀଙ୍କୁ ନିୟମିତ କରିବା ପାଇଁ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ!-->…
ସଡ଼କ ଦୁର୍ଘଟଣା ରେ ଯୁବକ ଗୁରୁତର
ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ନାଉକିଆରୀ ଅର୍ଜୁନ ଢ଼ାବା ସମ୍ମୁଖରେ ଏକ କାର ଗୋଟେ ବାଇକକୁ ଧକ୍କା ଦେଇ ପଳାଇଥିଲା ,ଫଳଟେ ଜଣେ ଆହତ ହୋଇଛନ୍ତି ।
ସୂଚନା ଅନୁଯାୟୀ , ନୂଆକିଆରୀ ଗ୍ରାମର ଶରତ ମହାରଣା ଙ୍କ ପୁଅ ରାଜୁ ମହାରଣା ମାଛ ନେଇ ଘରକୁ ଫେରୁଥିବା ସମୟରେ ତାଙ୍କୁ ଏକ କାର ଖୁବ!-->!-->!-->…
ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହ ଜନକ ମୃତ୍ୟୁ !
ଢେଙ୍କାନାଳ ଜିଲା କଙ୍କଡାହାଡ଼ ବ୍ଳକ କରଗୋଳା ପଞ୍ଚାୟତ ଡଙ୍ଗାପାଳ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଷଷ୍ଠ ଶ୍ରେଣୀର ଛାତ୍ରୀ ଲଷ୍ମୀ ମୁଣ୍ଡାଙ୍କର ବୟସ (୧୨ବର୍ଷ) ଆଜି ୧୧ଘଟିକା ସମୟରେ ମେଡ଼ିକାଲରେକୁ ନିଆ ଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା ।
ସେ ଛାତ୍ରୀ ନିବାସରେ!-->!-->!-->…