ଦନ୍ତା ଆକ୍ରମଣ ରେ ଜଣେ ଗୁରୁତର
ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ ରେଞ୍ଜ ସେକ୍ସନ ୨ ର ଗଡପଳାଶୁଣି ବଡ଼ସାହି ଗ୍ରାମର ଦୟାନିଧି ସିଂ (୩୨)ଆଜି ସକାଳ ସମୟରେ ନିଜର ନିତ୍ୟକର୍ମ ସାରିବା ପାଇଁ ସେ ନିଜ ଜମି ପାଖ ପଡିଆକୁ ଯାଇଥିଲେ ସେ ଫେରିବା ସମୟରେ ତାଙ୍କୁ ଏକ ଦାନ୍ତ ହାତୀ ଆକ୍ରମଣ କରିଥିଲା । ଜଙ୍ଗଲ ରୁ ବାହରି ଦୟାନିଧି ଙ୍କୁ!-->…
ଶିଶୁ ଦିବସରେ ଶିକ୍ଷତ୍ରୀଙ୍କୁ କାନ ଧରି ତଡିଦେଲେ ପ୍ରଧାନ ଶିକ୍ଷୟିତ୍ରୀ
ସୁଲକ୍ଷଣା ଦେବୀ ଉଚ୍ଚ ବିଦ୍ୟାଳୟ ରେ ଜଣେ ଶିକ୍ଷତ୍ରୀ ଅନୁରୋଧ କରିବାକୁ ଯାଇଥିଲେ, କିନ୍ତୁ ଅପମାନିତ ହେବା ସହ କାନମୋଡା ଖାଇ ଫେରିଲେ । ଢେଙ୍କାନାଳ ଜିଲ୍ଲାର ଏହି ଘଟଣା ଏବେ ସାମ୍ନାକୁ ଆସିଛି । ଶିକ୍ଷୟିତ୍ରୀ ସୌଦାମିନୀ ଦେହୁରୀ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ମିନତି ଦେହୁରୀଙ୍କ ବିରୋଧରେ!-->…
ଶିକ୍ଷକ ସମସ୍ୟାକୁ ପ୍ରତିବାଦ ଫାଟକରେ ତାଲା ପକାଇଲେ ଛାତ୍ରଛାତ୍ରୀ ଅଭିଭାବକ
ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକ ମହାବୀରରୋଡ଼ ଜନପ୍ରଭା ହାଇସ୍କୁଲରେ ଶିକ୍ଷକ ସମସ୍ୟା ଓ ଜଣେ ଶିକ୍ଷକଙ୍କୁ ଅନ୍ୟତ୍ର ବଦଳି ଦାବିରେ ସ୍କୁଲର ମୁଖ୍ୟ ଫାଟକ ରେ ତାଲା ପକାଇ ଧାରଣା ରେ ବସିଲେ ଛାତ୍ରଛାତ୍ରୀ ଓ ଅବିଭାବକ।
ସୂଚନା ଅନୁଯାୟୀ , ପୁରାତନ ସ୍କୁଲ ହୋଇଥିବା ବେଳେ!-->!-->!-->…
ସମସ୍ୟା ଘେରରେ ପାକଟମୁଣ୍ଡା ଗ୍ରାମ
ଦୀର୍ଘବର୍ଷ ଧରି ସମସ୍ୟା ଘେରରେ ପଡ଼ିରହିଛି ପାକଟମୁଣ୍ଡା ଗାଁ,ବାରମ୍ବାର ପ୍ରଶାସନିକ ଅଧିକାରୀ ଙ୍କୁ ଅବଗତ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି ବିଭାଗୀୟ ଅଧିକାରୀ ମାନେ। ସମସ୍ତ ମୌଳିକ ସୁବିଧାରୁ ବଞ୍ଚିତ ଅଛନ୍ତି ଏହି ଗାଁର ଲୋକେ ମାନେ। ପଞ୍ଚାୟତ ନିର୍ବାଚନ!-->…
ଶରୀର
ଦୁଇ ଶହ ଛଅ ହାଡର ସମୂହଏହି ମାନବ ଶରୀରରକ୍ତ ମାଂସ ଶିରା ଧମନୀରେ ପରାଜୀବନ ହସେ ଆମର lବିଚିତ୍ର ଏ ସୃଷ୍ଟି ଧନ୍ୟ ସେହି ସ୍ରଷ୍ଟାରଚିଛି ସଂସାର ତାରରହେ ନାହିଁ କେହି ଚିର ଦିନ ପାଇଁମରି ଯାଏ ଏ ଶରୀର l
ଆଖି କାନ ମୁଣ୍ଡ ନାସା ପେଟ ତୁଣ୍ଡଗୋଡ଼ ହାତ ସବୁ ରହିକି ସୁନ୍ଦର ଦିଶେ ମଣିଷର!-->!-->!-->…
ଢେଙ୍କାନାଳ ବନଖଣ୍ଡରେ ବଢୁଛି ବାଘଙ୍କ ସଂଖ୍ୟା ;ବାଘଙ୍କ ପାଇଁ ୫୭ ସିସି କ୍ୟାମେରା ,ସୁରକ୍ଷାକୁ ନେଇ ପରିବେଶବିତଙ୍କ…
ଢେଙ୍କାନାଳ ବନଖଣ୍ଡରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଢେଙ୍କାନାଳ ବନଖଣ୍ଡରେ ହାତୀ ଶିକାର ଠାରୁ ଆରମ୍ଭ କରି ପଶୁ ଶକି ।ର ଯେଉଁଭଳିଭାବରେ ବେଧଡକ ଭାବରେ ଚାଲିଛି ସେଠାରେ ବାଘ କେତେ ସୁରକ୍ଷିତ ବୋଲି ତାକୁ ନେଇ ପରିବେଶବିତ ମାନେ ଉଦବେଗ ପ୍ରକାଶ କରିଛନ୍ତି ।କପିଳାସ ଜଙ୍ଗଲକୁ ଗତ!-->…
ତୁମ ଅପେକ୍ଷାରେ
ଆସିବାର ଅଛି ଯଦି ସମୟରେ ଆସବିଳମ୍ବ କରିବ ନାହିଁ,ଗୁଧୂଳି ବେଳାରେ ସଞ୍ଜ ନଇଁଗଲେଦେଖି ମୁଁ ପାରିବି ନାହିଁ।
କଥା ଦେଇଥିଲ ମଥା ମୋର ଛୁଇଁସଅଳ ଆସିବ ଆଜି,ଦୁହେଁ ମିଶି ଆମେ କରିବା ଆଳାପପାଗଳ ପ୍ରେମୀକ ସାଜି।
ଶୀତଳ ସମୀର ଶରୀରକୁ ମୋରଛୁଉଁଥାଏ ଯେତେଥର,ତୁମ କଥା ଭାବି ମନ ମୋର ହୁଏବିଚଳିତ!-->!-->!-->!-->!-->…
ଅଙ୍ଗନୱାଡ଼ି କେନ୍ଦ୍ର ରେ ଶିଶୁ ଦିବସ ପାଳିତ
କାମାକ୍ଷାନଗର ୨ନଂ ୱାର୍ଡ ମଢିସାହି ଅଙ୍ଗନୱାଡ଼ି କେନ୍ଦ୍ର ରେ ରୁନୁବାଳା ସାହୁ ଙ୍କ ଅଧ୍ୟକ୍ଷତା ରେ ପବିତ୍ର ଶିଶୁ ଦିବସ ପାଳିତ ହୋଇଯାଇଛି। ମୁଖ୍ୟଅତିଥି ଭାବେ ବିଜ୍ଞାପିତ ଅଞ୍ଚଳ ପରିଷଦ ର ଉପନଗରପାଳ ଶକୁନ୍ତଳା ସେଠୀ ଯୋଗ ଦେଇଥିଲେ।
ସର୍ବପ୍ରଥମେ ପଣ୍ଡିତ ଜବାହାରଲାଲ୍ ନେହେରୁଙ୍କ ଫଟୋ!-->!-->!-->…
କଣ୍ଟାବଣିଆ ଟାଟାଷ୍ଟିଲ କାରଖାନା ପାଖରେ ଗୁଳିକାଣ୍ଡ
ଢେଙ୍କାନାଳ ଜିଲ୍ଲା କଣ୍ଟାବଣିଆ ଥାନା ଅନ୍ତର୍ଗତ ଟାଟା ଷ୍ଟିଲ ମେରାମଣ୍ଡଳୀ ନିକଟସ୍ଥ ତାଳବାହାଳୀ ରାସ୍ତା କଡରେ ଯୁବକଙ୍କ ଉପରକୁ ଗୁଳିମାଡ।ଗୁଳିମାଡରେ ଜଣେ ଯୁବକ ଗୁରୁତର।ଗୁରୁତରଙ୍କ ନାଁ ରବି କୁମାର । ଗୁଳିମାଡ ପରେ ତାଙ୍କୁ ଅନୁଗୁଳ ମେଡିକାଲରେ ଭର୍ତ୍ତି କରାଯାଇଛି।ରବି କୁମାର ଟାଟାଷ୍ଟିଲ!-->…
ଗେଲଇଣ୍ଡିଆ ଭାଙ୍ଗିଲା ଉଠl ଜଳସେଚନ ପଏଣ୍ଟ;୧୦୦ ଏକର ଜମିରେ ଫସଲ ବନ୍ଦ,ବିଲରେ କମ୍ପାନୀ ଜେସିବିକୁ ଛେକିଲେ ଚାଷୀ
ଗେଲ ଇଣ୍ଡିଆ ଗ୍ୟାସ ପାଇପଲାଇନ ଯୋଗୁଁ ଭାଙ୍ଗିଯାଇଛି ଉଠା ଜଳସେଚନ ପଏଣ୍ଟ। ଫଳରେ ତିନିବର୍ଷ ହେଲା ୧୦୦ ଏକର ଜମିରେ ଖରାଟିଆ ଚାଷରୁ ବଞ୍ଚିତ ହୋଇଛନ୍ତି ସ୍ଥାନୀୟ ଚାଷୀ। ଏହାକୁ ନେଇ ଚାଷୀମାନେ ପୂର୍ବରୁ ପ୍ରଶାସନର ଦ୍ବାରସ୍ଥ ହୋଇଥିବା ବେଳେ କିଛି ସୁଫଳ ନମିଳିବାରୁ ଅସନ୍ତୋଷ ପ୍ରକାଶ କରି!-->…